Home

ରାଜସ୍ବ ନିରୀକ୍ଷକଙ୍କୁ ଅପହରଣ, ଜଣେ ଅଟକ

ଚଣ୍ଡିଖୋଲ,୨୦ା୫(ଡି.ଏନ.ଏ.): ଯାଜପୁର ଜିଲା ଦର୍ପଣ ତହସିଲ ଅନ୍ତର୍ଗତ ବନ୍ଦରେଶ୍ୱର ରାଜସ୍ବ ନିରୀକ୍ଷକ ସୋମନାଥ ସାମଲଙ୍କୁ ଅପହରଣ କରାଯିବା ସହ ମାଡ଼ ମରାଯାଇଛି। ଏହି ଅଭିଯୋଗରେ ବାଲିଚନ୍ଦ୍ରପୁର ପୋଲିସ ବରଦା ଗ୍ରାମର ଅନନ୍ତ ନାରାୟଣ ଧଳଙ୍କୁ ଅଟକ ରଖିଛି। ପୋଲିସ ସୂଚନା ମୁତାବକ,…

ବାହାରୁ ମହାକାଳପଡ଼ାକୁ ଆସୁଛି ବିଡିଂ ଯାଆଁଳ

ମହାକାଳପଡ଼ା,୨୦ା୫ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ବହୁଳ ଭାବେ ଭାକ୍ସିନ ଦ୍ୱାରା ବିଡିଂ କରାଯାଉଥିବା କୃତ୍ରିମ ମାଛ ଯାଆଁଳ ବିକ୍ରି ହେଉଛି। ଏହି ମାଛ ଯାଆଁଳକୁ କେତେଜଣ ବ୍ୟବସାୟୀ କୋଲକାତା, ବାଂଲାଦେଶ ସୀମାରୁ ଆସି ୨ ମାସରୁ…

ଇତିହାସ ରଚିଲେ ନିଖତ

ନୂଆଦିଲ୍ଲୀ,୨୦।୫: ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ରେ ଥାଇଲ୍ୟାଣ୍ଡର ଜିତପୋଙ୍ଗ ଜୁତାମସ୍‌ଙ୍କୁ ପରାସ୍ତ କରି ଭାରତୀୟ ବକ୍ସର ନିଖତ ଜରିନ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ୫୨ କିଲୋଗ୍ରାମ ଓଜନ ବର୍ଗରେ ଥାଇଲ୍ୟାଣ୍ଡର ଖେଳାଳିଙ୍କୁ ୫-୦ରେ ପରାସ୍ତ କରିଥିଲେ। ସେ ବିଶ୍ୱ ଚାମ୍ପିୟନଶିପ୍‌ରେ…

ମହାରାଷ୍ଟ୍ରରେ ହଟିଲା ବିଧବା ପ୍ରଥା

ମୁମ୍ବାଇ, ୨୦ା୫:ମହାରାଷ୍ଟ୍ରର ମହାବିକାଶ ଅଘାଡି ସରକାର ରାଜ୍ୟରେ ବିଧବା ପ୍ରଥା ଉପରେ କଟକଣା ଲଗାଇଛନ୍ତି। ଏଭଳି ପ୍ରଥା ଯୋଗୁ ମହିଳାଙ୍କ ସମ୍ମାନ ଉପରେ ଆଞ୍ଚ ଆସିବା ସହ ମାନବାଧିକାର ଉଲ୍ଲଂଘନ ହେଉଛି। ତେଣୁ ବର୍ତ୍ତମାନର ଅତ୍ୟାଧୁନିକ ବୈଜ୍ଞାନିକ ଯୁଗରେ ଏହାର କୌଣସି…

ମସ୍‌ଜିଦରେ ଶେଷନାଗ ଫଣା, ତ୍ରିଶୂଳ

ବାରାଣସୀ,୨୦।୫:ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ ବିବାଦ ମାମଲାରେ ରାୟ ମନ୍ଦିର ସପକ୍ଷରେ ଯିବା ପରେ ଏବେ ଅନ୍ୟାନ୍ୟ ମନ୍ଦିର-ମସ୍‌ଜିଦ ବିବାଦ ଜୋର୍‌ଦାର ହୋଇଛି। ବାରାଣସୀର ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ରହିଥିବା ଜ୍ଞାନବାପି ମସ୍‌ଜିଦ ଏବଂ ମଥୁରାର କୃଷ୍ଣ ଜନ୍ମଭୂମି…

ସାବିତ୍ରୀ ଅମାବାସ୍ୟାରେ ସବୁ ଉଚ୍ଚଶିକ୍ଷାନୁଷ୍ଠାନ ଛୁଟି

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ଆସନ୍ତା ୩୦ ତାରିଖରେ ସାବିତ୍ରୀ ଅମାବାସ୍ୟା। ସେଦିନ ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି, କଲେଜ ପ୍ରିନ୍ସିପାଲ୍‌ଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ୩୦ ତାରିଖ ଦିନ ଉଚ୍ଚଶିକ୍ଷା…

ଉତ୍କଟ ହେବ ଖାଦ୍ୟ ସଙ୍କଟ

ନୂଆଦିଲ୍ଲୀ/ନ୍ୟୁୟର୍କ,୨୦ା୫:ଗତବର୍ଷ ଅଗଷ୍ଟରେ ଆତଙ୍କବାଦୀ ସଙ୍ଗଠନ ତାଲିବାନ୍‌ କାବୁଲ ଦଖଲ କରିବା ପରଠାରୁ ଆଫଗାନିସ୍ତାନରେ ଖାଦ୍ୟ ସଙ୍କଟ ବଢ଼ିବାରେ ଲାଗିଛି। ପଡ଼ୋଶୀ ଶ୍ରୀଲଙ୍କାରେ ଖାଦ୍ୟ ସଙ୍କଟ ଗୃହଯୁଦ୍ଧର କାରଣ ସାଜିଛି। ଏଥିପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଜନାକ୍ରୋଶର ଶିକାର ହେବାକୁ ପଡ଼ିଛି। ପାକିସ୍ତାନ…

କୋଲିଙ୍କୁ ୧୪ତମ ଫାଶୀ ଦଣ୍ଡାଦେଶ

ନୂଆଦିଲ୍ଲୀ,୨୦ା୫:ଉତ୍ତର ପ୍ରଦେଶସ୍ଥିତ ନୋଏଡାର ବହୁଚର୍ଚ୍ଚିତ ନିଠାରୀ ମାମଲାରେ ଗୁରୁବାର ଗାଜିଆବାଦର ସ୍ବତନ୍ତ୍ର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଧାରାବାହିକ ଭାବେ ଯୁବତୀମାନଙ୍କୁ ଅପହରଣ ଓ ବଳାତ୍କାର ପରେ ହତ୍ୟା କରିବା ଅଭିଯୋଗରେ ସୁରିନ୍ଦର କୋଲି ଦୋଷୀ…

କୋଟିଆକୁ ପାଣି ଅଟକାଇଲା ଆନ୍ଧ୍ର

ପଟ୍ଟାଙ୍ଗୀ,୨୦।୫(ଡି.ଏନ୍‌.ଏ.):କୋରାପୁଟ ଜିଲା କୋଟିଆ ଅଞ୍ଚଳ ଗ୍ରାମପୁଞ୍ଜଗୁଡ଼ିକୁ ଆନ୍ଧ୍ର ନିଜ ଅଞ୍ଚଳ ଦାବି କରୁଥିବା ବେଳେ ପଟ୍ଟାଙ୍ଗୀ ବ୍ଲକରେ ଆନ୍ଧ୍ର ପୁଣି ଦାଦାଗିରି ଆରମ୍ଭ କରିଛି। ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ନେରିଡ଼ିବାଲସା ଗ୍ରାମରେ ଚାଲିଥିବା ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ…

ମୁମ୍ବାଇ ଭରଷାରେ ଆର୍‌ସିବି

ମୁମ୍ବାଇ,୧୯।୫: ଦୀର୍ଘ ଦିନ ହେଲା ଚୁପ୍‌ ଥିବା ବିରାଟ କୋହଲିଙ୍କ ବ୍ୟାଟ ଗର୍ଜନ କରିଛି। ତାଙ୍କର ୭୩ ରନ୍‌ର ଇନିଂସ ଯୋଗୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ୮ ଉଇକେଟରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଛି। ଏହି ବିଜୟ ଯୋଗୁ ବାଙ୍ଗାଲୋର…

ଆଇଆଇଟି ମାଡ୍ରାସରେ ୫ଜିର ସଫଳ ପରୀକ୍ଷଣ

ଚେନ୍ନାଇ,୧୯।୫: ଆଇଆଇଟି ମାଡ୍ରାସରେ ୫ଜି କଲ୍‌ର ସଫଳତାର ସହ ପରୀକ୍ଷଣ କରାଯାଇଛି। ଏହି ଅବସରରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୫ଜି ଭଏସ୍‌ ଏବଂ ଭିଡିଓ କଲ୍‌ କରିଛନ୍ତି। ବିଶେଷ କଥା ହେଉଛି, ନେଟୱାର୍କର ସମଗ୍ର ପ୍ରକ୍ରିୟା ଭାରତରେ ଡିଜାଇନ…

ରୋଗୀଙ୍କ କିଡନୀରୁ ବାହାରିଲା ୨୦୬ଟି ଷ୍ଟୋନ୍‌

ହାଇଦ୍ରାବାଦ,୧୯।୫: ଦୀର୍ଘ ୬ ମାସ ଧରି ପେଟରେ ଯନ୍ତ୍ରଣା ଭୋଗୁଥିବା ଜଣେ ୫୬ ବର୍ଷୀୟ ବ୍ୟକ୍ତିଙ୍କ କିିଡନୀରୁ ବାହାରିଲା ୨୦୬ଟି ଷ୍ଟୋନ। ଅଓ୍ବେର ଗ୍ଲେନିଗଲ୍ସ ଗ୍ଲୋବାଲ୍ସ ହସ୍ପିଟାଲର ଏକ ଡାକ୍ତରୀ ଦଳ ଏକ ଘଣ୍ଟା ଧରି ଅପରେଶନ୍‌ କରିବା ପରେ ଉକ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri