ଯୁବତୀଙ୍କୁ ଅସଦାଚରଣ: ଠିକାସଂସ୍ଥା କର୍ମଚାରୀଙ୍କ ବିରୋଧରେ ମାମଲା
କେନ୍ଦୁଝର,୯ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଅନ୍ତର୍ଗତ ଜମ୍ବିରିପଶି ଗ୍ରାମର ଜଣେ ଯୁବତୀଙ୍କୁ ସ୍ଥାନୀୟ ଅଞ୍ଚଳରେ ପାଇପ୍ ବିଛା କାମ କରୁଥିବା ଏକ ଠିକାସଂସ୍ଥାର ଜଣେ କର୍ମଚାରୀ ଅସଦାଚରଣ କରିବା ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଚାପା ଉତ୍ତେଜନା…
ପୁଣି ବଢ଼ିଲା କରୋନା ସଂକ୍ରମଣ, ୫ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ଆଲର୍ଟ ଜାରି…
ନୂଆଦିଲ୍ଲୀ, ୯।୪ : ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ୫ ରାଜ୍ୟକୁ ଆଲର୍ଟ ଜାରି କରାଯାଇଛି। କେରଳ, ମହାରାଷ୍ଟ୍ର, ହରିୟାଣା, ଦିଲ୍ଲୀ ଏବଂ ମିଜୋରାମରେ ଦୈନିକ ସଂକ୍ରମଣ ବଢ଼ିବାରେ ଲାଗିଛି।…
ରାମନବମୀ ପୂର୍ବରୁ ରାମମନ୍ଦିରରୁ ଚୋରି କଲେ ଦୁର୍ବୃତ୍ତ
ବରଗଡ଼ ଅଫିସ,୯ା୪: ବରଗଡ଼ ସହର ବ୍ରହ୍ମବିହାରସ୍ଥିତ ଶ୍ରୀରାମ ମନ୍ଦିରରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଚୋରମାନେ ମନ୍ଦିର ମଧ୍ୟରେ ଥିବା ଦାନବାକ୍ସ, ମହାପ୍ରଭୁଙ୍କ ଦରବାର, ପିତ୍ତଳ ନିର୍ମିତ ରାମ, ଲକ୍ଷ୍ମଣ ସୀତାଙ୍କ ମୂର୍ତ୍ତି ଆଦି ଚୋରି କରି ନେଇଛନ୍ତି। ମନ୍ଦିର…
କ୍ଷମତାର କେନ୍ଦ୍ରରେ ମୋର ଜନ୍ମ, ହେଲେ ମୋର ସେଥିରେ ଆଗ୍ରହ ନାହିଁ: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୯।୪: ମୁଁ କ୍ଷମତାର କେନ୍ଦ୍ରରେ ଜନ୍ମ ହୋଇଛି। ହେଲେ ମୋର ସେଥିପ୍ରତି ଲୋଭ ନାହିଁ ବୋଲି ଶନିବାର ପୂର୍ବତନ ଆଇଏଏସ୍ ଅଫିସର କେ. ରାଜୁ ଜୱାହରଙ୍କ ଏକ ପୁସ୍ତକ ଉନ୍ମୋଚନ ସମାରୋହରେ ଯୋଗଦେଇ ରାହୁଲ ଏହା କହିଛନ୍ତି। ରାହୁଲ କହିଛନ୍ତି, ରାଜନୈତିକ…
ପ୍ରତି ୧୬ ଜଣରେ ଜଣେ କରୋନା ପଜିଟିଭ୍…
ଲଣ୍ଡନ, ୯।୪ : ବ୍ରିଟେନ୍ରେ କରୋନା ସଂକ୍ରମଣ ରେକର୍ଡସ୍ତରରେ ପହଞ୍ଚିଛି। ଏଠାରେ ପ୍ରତି ୧୬ ଜଣରେ ଜଣେ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଦେଶରେ କରୋନା ସଂକ୍ରମଣ ହାର ୬.୩୭ ପ୍ରତିଶତ ରହିଛି। ସଂକ୍ରମଣ ହାର ଫେବୃୟାରୀ ମାସ ତୁଳନାରେ ୨ ଗୁଣାରେ…
ମାୟାବତୀ ଇଡି-ସିବିଆଇ ଭୟରେ ନିର୍ବାଚନ ଲଢ଼ିଲେ ନାହିଁ: ରାହୁଲ
ନୂଆଦିଲ୍ଲୀ,୯।୪: ବିଏସ୍ପି ମୁଖ୍ୟ ମାୟାବତୀଙ୍କୁ ମେଣ୍ଟ ପାଇଁ ଆମେ ପ୍ରସ୍ତାବ ଦେଇଥିଲୁ। ହେଲେ ସେ ଇଡି ଏବଂ ସିବିଆଇ ଭୟରେ ନିର୍ବାଚନ ଲଢ଼ିଲେ ନାହିଁ ବୋଲି ଶନିବାର ଦିଲ୍ଲୀରେ ଆୟୋଜିତ ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗ ଦେଇ କଂଗ୍ରେସ ଏମ୍ପି…
ଶୁଆକାଟି ଗନ୍ଧମାର୍ଦ୍ଦନ ଖଣିରେ ଲୋଡିଂ ବିବାଦ
କେନ୍ଦୁଝର,୯ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଖଣିରେ ଲୁହାପଥର ଲୋଡିଂକୁ ନେଇ ବିବାଦ ଦେଖାଦେଇଛି। ଖଣିସଂସ୍ଥା ପକ୍ଷରୁ ଆଗ ଭଳି ଲୋଡିଂ ସ୍ଲିପ୍ (ବାରକୋଡ) କେନ୍ଦୁଝର ଜିଲା ଟ୍ରକମାଲିକ ସଂଘକୁ ନ ଦେବାରୁ ମାଲିକମାନେ ଲୋଡିଂ ପାଇପାରି ନ…
ଜାଡେଜାଙ୍କ ସ୍ବତନ୍ତ୍ର ରେକର୍ଡ; ଧୋନୀ-ରାଇନାଙ୍କ କ୍ଲବରେ ସାମିଲ
ମୁମ୍ବାଇ,୯।୪: ଆଇପିଏଲ୍ ୨୦୨୨ର ୧୭ତମ ମ୍ୟାଚ୍ ସନରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଶନିବାର ଖେଳାଯାଉଛି। ଏହି ମ୍ୟାଚ୍ରେ ଚେନ୍ନାଇ ଅଧିନାୟକ ରବିନ୍ଦ୍ର ଜାଡେଜା ଏକ ସ୍ବତନ୍ତ୍ର ରେକର୍ଡ ନିଜ ନାମରେ କରିଛନ୍ତି। ଚେନ୍ନାଇ ବିପକ୍ଷରେ ଜାଡେଜାଙ୍କର ଏହା…
ଆର୍ସିବି ଜିତିଲା ଟସ୍, ବୋଲିଂ ନିଷ୍ପତ୍ତି…
ମୁମ୍ବାଇ, ୯।୪ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣରେ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ୍(ଏମ୍ଆଇ) ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର୍(ଆର୍ସିବି) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ରର ପୁଣେ ସ୍ଥିତ କ୍ରିକେଟ ଆସୋସିଏଶନ୍ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ…
ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ୮ ଓ୍ବିକେଟରେ ଏସ୍ଆର୍ଏଚ୍ ବିଜୟୀ…
ମୁମ୍ବାଇ, ୯।୪ : ଆଇପିଏଲ୍ ସିଜିନ୍ର ୧୫ ତମ ସଂସ୍କରଣରେ ୧୭ତମ ମ୍ୟାଚ୍ରେ ଶନିବାର ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)କୁ ସନରାଇଜର୍ସ ହାଇଦ୍ରାବାଦ୍(ଏସ୍ଆର୍ଏଚ୍) ୮ ଓ୍ବିକେଟରେ ପରାଜିତ କରିଛି। ବିଜୟ ପାଇଁ ୧୫୫ ରନ୍ର ଆବଶ୍ୟକତା ଥିବାବେଳେ ଦଳ ୨ ଓ୍ବିକେଟ…
କ୍ଷୀର ଲିଟର ୨୦୦୦ ଟଙ୍କା, କପେ ଚା’ ଦାମ୍ ଶହେ…
କଲମ୍ବୋ, ୯।୪ : ଶ୍ରୀଲଙ୍କା ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏଠାରେ କ୍ଷୀର ଲିଟର ୨୦୦୦ ଟଙ୍କା ଛୁଇଁଥିବାବେଳେ କପେ ଚା’ ଦାମ୍ ଶହେ ଟଙ୍କାରେ ପହଞ୍ଚିଛି। ଋଣ ବୋଝରେ ଦେଶର ବିଦେଶୀ ମୁଦ୍ରାଭଣ୍ଡାର ୭୦ ପ୍ରତିଶତ ହ୍ରାସ ପାଇ…
ଶାସ୍ତ୍ରୀ କହିଲେ ‘ସାରା ଜୀବନ ପାଇଁ ବ୍ୟାନ୍ ଲଗାଇଦେବା ଉଚିତ’
ମୁମ୍ବାଇ,୯।୪: ନିକଟରେ ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ଜୀବନରେ ଅଙ୍ଗେ ନିଭାଇଥିବା ଏକ ଛାତି ଥରା ଘଟଣା ଉପରୁ ପରଦା ଉଠାଇଥିଲେ। ଜଣେ ଖେଳାଳି ତାଙ୍କୁ ନିଶାରେ ୧୫ ମହଲା ବାଲକୋନୀର ତଳକୁ ଝୁଲାଇ ରଖିଥିଲେ। ଏପରିକି ତାଙ୍କର ଟିକିଏ ଅସାବଧାନତାରେ…
Archives


