Home

ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇଲେ ବିକ୍ଷୋଭକାରୀ

ହାଇଦ୍ରାବାଦ,୨୫।୫: ଆନ୍ଧ୍ରପ୍ରଦେଶର ନବଗଠିତ ଜିଲା କୋନାସୀମା ନଁା ବଦଳାଇ ଏହାକୁ ବି.ଆର୍‌. ଆମ୍ବେଡ୍‌କର କୋନାସୀମା କରିବା ପ୍ରସ୍ତାବ ବିରୋଧରେ ଆନ୍ଦୋଳନ ମଙ୍ଗଳବାର ହିଂସାତ୍ମକ ରୂପ ନେଇଛି। ଅମଲାପୁରମ୍‌ ସହରରେ ଉତ୍ତ୍ୟକ୍ତ ବିକ୍ଷୋଭକାରୀ ରାଜ୍ୟ ପରିବହନ ମନ୍ତ୍ରୀ ପି. ବିଶ୍ୱରୂପଙ୍କ ଘରେ ନିଆଁ…

ଜମ୍ମୁ-କଶ୍ମୀର ପୋଲିସ ମେଡାଲରୁ ଶେଖ୍‌ ଅବ୍‌ଦୁଲ୍ଲାଙ୍କ ଛବି ହଟିବ

ନୂଆଦିଲ୍ଳୀ,୨୫।୫: ଜମ୍ମୁ-କଶ୍ମୀର ପୋଲିସ ମେଡାଲରେ ଥିବା ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶେଖ୍‌ ଅବଦୁଲ୍ଲାଙ୍କ ଛବି ହଟାଯିବା ନେଇ ଜମ୍ମୁ-କଶ୍ମୀର ସରକାର ନିଷ୍ପତ୍ତି ନେଇଛନ୍ତି। ଅବଦୁଲ୍ଳାଙ୍କ ଛବି ବଦଳରେ ଅଶୋକ ସ୍ତମ୍ଭର ଚିତ୍ର ରଖାଯିବ ବୋଲି ରାଜ୍ୟ ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।…

ମୋଦି-ବାଇଡେନ୍‌ ଆଲୋଚନା

ଟୋକିଓ, ୨୫।୫: ଟୋକିଓରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି। ଆମେରିକା-ଭାରତ ସହଭାଗିତାକୁ ମଜଭୁତ କରିବାକୁ ଓ୍ବାଶିଂଟନ୍‌ ପ୍ରତିଶ୍ରୁତିବଦ୍ଧ ବୋଲି ବାଇଡେନ୍‌ କହିଥିଲେ। ଆମେ ଏକାଠି ଅନେକ କିଛି କରିପାରିବା…

ବର୍ଷା ତୁଷାରପାତ: ଚାର୍‌ଧାମ୍‌ ଯାତ୍ରା ବାଧାପ୍ରାପ୍ତ

ଡେରାଡୁନ୍‌,୨୫।୫: ପ୍ରବଳ ବର୍ଷା ସାଙ୍ଗକୁ ତୁଷାରପାତ ଯୋଗୁ ପ୍ରସିଦ୍ଧ ଚାର୍‌ଧାମ ଯାତ୍ରା ମଙ୍ଗଳବାର ବାଧାପ୍ରାପ୍ତ ହୋଇଛି। ଫଳରେ କେଦାରନାଥ ଓ ଯମୁନୋତ୍ରୀ ମନ୍ଦିର ଅଭିମୁଖେ ଯାଉଥିବା ହଜାର ହଜାର ତୀର୍ଥଯାତ୍ରୀ ରାସ୍ତାରେ ଅଟକି ରହିଛନ୍ତି। ମଙ୍ଗଳବାର ଭୋର ସମୟରୁ କେଦାରନାଥରେ ତୁଷାରପାତ…

ତିହାର ଜେଲରେ ଚିତ୍ରା ରାମକ୍ରିଷ୍ଣାଙ୍କୁ ଇଡି ଜେରା

ନୂଆଦିଲ୍ଲୀ,୨୫।୫: ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ପୂର୍ବତନ ସିଇଓ ତଥା ପରିଚାଳନା ନିର୍ଦ୍ଦେଶିକା ଚିତ୍ରା ରାମକ୍ରିଷ୍ଣାଙ୍କୁ ମଙ୍ଗଳବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀମାନେ ତିହାର ଜେଲରେ ଜେରା କରିଛନ୍ତି। ଚିତ୍ରା ଷ୍ଟକ୍‌ ଏକ୍ସଚେଞ୍ଜ ସମ୍ପର୍କିତ ଗୋପନ ତଥ୍ୟ ପ୍ରଘଟ କରିବା…

ଜାପାନ ନିକଟରେ ଉଡ଼ିଲା ଚାଇନା, ରୁଷିଆ ଯୁଦ୍ଧ ବିମାନ

ଟୋକିଓ/ସିଓଲ, ୨୫।୫: କ୍ୱାଡ୍‌ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାପାନ ପ୍ରତିପକ୍ଷ ଫୁମିଓ କିଶିଡା ଏବଂ ଅଷ୍ଟ୍ରେଲିଆର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍‌ ଆଞ୍ଚଳିକ ନିରାପତ୍ତା ଉପରେ ଆଲୋଚନା କରୁଥିବାବେଳେ ଜାପାନ ନିକଟରେ…

ଏକପାଖିଆ କାର୍ଯ୍ୟକୁ ପ୍ରଶ୍ରୟ ଦିଆଯିବନି

ଟୋକିଓ, ୨୫।୫: ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ ମୁକ୍ତ ରଖିବା ସହ ଚାଇନା ଦ୍ୱାରା ସୃଷ୍ଟ ଚ୍ୟାଲେଞ୍ଜର ମୁକାବିଲା ଉଦ୍ଦେଶ୍ୟରେ ଜାପାନ ରାଜଧାନୀ ଟୋକିଓରେ ମଙ୍ଗଳବାର ୪ ରାଷ୍ଟ୍ର ସଦସ୍ୟ ବିଶିଷ୍ଟ କ୍ୱାଡ୍ରିଲାଟେରାଲ ସିକ୍ୟୁରିଟି ଡାଏଲଗ୍‌ (କ୍ୱାଡ୍‌) ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ…

ଶ୍ରାବଣୀ, ଅମିୟଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୨୫।୫ (କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁ ପ୍ରି-୪ର ସ୍ପ୍ରିଣ୍ଟ ଇଭେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ମହିଳା ୧୦୦ ମିଟର ରେସ୍‌ରେ ଶ୍ରାବଣୀ ନନ୍ଦ ଏବଂ ପୁରୁଷ ୧୦୦ ମିଟରରେ ଅମିୟ ମଲିକ…

ସ୍କୁଲରୁ ଅଲିମ୍ପିକ୍ସ ପ୍ରସ୍ତୁତି

ଭୁବନେଶ୍ୱର,୨୫।୫(ବ୍ୟୁରୋ): ପାଠଶାଳାରୁ ଆରମ୍ଭ ହେବ ଅଲିମ୍ପିକ୍ସ ପ୍ରସ୍ତୁତି। ଛାତ୍ରୀଛାତ୍ର ସ୍କୁଲ ସମୟରୁ ଅଲିମ୍ପିକ୍ସର ମୂଲ୍ୟ ବୁଝିବେ। ସ୍କୁଲରେ ଦିଆଯିବ ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା। ଆମେରିକା, ଚାଇନା ଓ ଜାପାନ ଭଳି ଓଡ଼ିଶାରୁ ଅଲିମ୍ପିକ୍ସ ବିଜେତା ବାହାରିବେ। ଆସନ୍ତା ୨୦୨୮ ଅଲିମ୍ପିକ୍ସକୁ ଦୃଷ୍ଟିରେ…

ମାଉସୀ ମା’ ଛକରେ ଯୁବକଙ୍କୁ ଛୁରାମାଡ଼

ପୁରୀ ଅଫିସ, ୨୫।୫: ମଙ୍ଗଳବାର ରାତିରେ ଅଶାନ୍ତ ହୋଇପଡ଼ିଛି ପର୍ଯ୍ୟଟନର ସହର ପୁରୀ॥ ଏମାର ମଠ ଚକଡ଼ାରେ ଶ୍ରୀଲୋକନାଥ ମନ୍ଦିରର ଜଣେ ସେବାୟତଙ୍କୁ ଗୁଳି କରି ହତ୍ୟା କରାଯିବାର କିଛି ସମୟ ପରେ ଜଣେ ଯୁବକଙ୍କୁ ଛୁରାମାଡ଼ କରାଯାଇଛି। ଛୁରାମାଡ଼ର ଶିକାର…

ଶ୍ରୀମନ୍ଦିର ନିକଟରେ ସେବାୟତଙ୍କୁ ଗୁଳି

ପୁରୀ ଅଫିସ,୨୫।୫: ପ୍ରାୟ ୨ ମାସ ପରେ ପୁରୀରେ ମଙ୍ଗଳବାର ଗୁଳିମାଡ଼ରେ ପୁଣି ଜଣେ ସେବାୟତଙ୍କ ମୁଣ୍ଡ ଗଡ଼ିଛି। ଶ୍ରୀମନ୍ଦିର ସିଂହଦ୍ୱାରଠାରୁ ୧୦ ମିଟର ଦୂର ଏମାର ମଠ ଚକଡ଼ାରେ ଘଟିଛି ଏହି ଘଟଣା। ୨ଜଣ ଦୁର୍ବୃତ୍ତ ପୁରୀ ତଳୁଚ୍ଛ ସାହିର…

ଟେକ୍ସାସ ଗୁଳିକାଣ୍ଡରେ ୨୧ ମୃତ, ୩ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ ରାଷ୍ଟ୍ରପତି

ଟେକ୍ସାସ,୨୫ ।୫: ଆମେରିକାର ଟେକ୍ସାସରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ସକାଳେ(ସ୍ଥାନୀୟ ସମୟ ଅନୁସାରେ) ଜଣେ ୧୮ ବର୍ଷିୟ ବାଳକ ହଠାତ୍ ଆଖିବୁଜା ଗୁଳିଚାଳନା କରିବାରୁ ୧୮ ଜଣ ଶିଶୁ ଓ ୩ ଜଣ ବୟସ୍କଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri