କଚୋଡି ଖାଇବା ପାଇଁ ଟ୍ରେନ୍ ଅଟକାଇ ଦେଲେ ଡ୍ରାଇଭର
ଜୟପୁର,୨୨।୨: ଶୀର୍ଷକକୁ ପଢ଼ିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ କଥାଟି ସତ। କିଛି ଦିନ ପୂର୍ବରୁ ପାକିସ୍ତାନ ଲାହୋରର ଏକ ରେଳ ଷ୍ଟେସନ ନିକଟରେ ମଧ୍ୟ ଜଣେ ଟ୍ରେନ୍ ଡ୍ରାଇଭର ଦହି କିଣିବା ପାଇଁ ଟ୍ରେନ୍କୁ ଅଟକାଇ ଦେଇଥିବା ଘଟଣା ସାମ୍ନାକୁ…
୮ ବର୍ଷ ଧରି ଡୋନେତସ୍କ୍-ଲୁହାଂସ୍କରେ ଅଶାନ୍ତି ଜାରି, ୧୪ ହଜାରରୁ ଅଧିକ ଜୀବନ ଗଲାଣି…
ମସ୍କୋ/କ୍ୱିଭ୍, ୨୨।୨ : ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍ ୟୁକ୍ରେନ୍ ସହିତ ଯୁଦ୍ଧ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ରାତି ୧୧ଟାରେ ପୁଟିନ୍ ରୁଷିଆ ସମର୍ଥିତ ବିଦ୍ରୋହୀଙ୍କ ଦ୍ୱାରା ଅଧିକୃତ ଡୋନୋତସ୍କ୍ ଏବଂ ଲୁହାଂସ୍କ ସହର କେତେକ ଅଞ୍ଚଳକୁ ସ୍ବତନ୍ତ୍ର ଘୋଷଣା…
୧୧ ଘଣ୍ଟାରେ ବଦଳିଗଲା ସମୀକରଣ…
ମସ୍କୋ/ଓ୍ବାଶିଂଟନ,୨୨।୨ : ରୁଷିଆ ୟୁକ୍ରେନ୍ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ମାତ୍ର ୧୧ ଘଣ୍ଟା ମଧ୍ୟରେ ସମୀକରଣ ବଦଳି ଯାଇଛି। ସୋମବାର ସକାଳେ ଆମେରିକା ରାଷ୍ଟ୍ରପତି ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ। ମାତ୍ର ବିଳିମ୍ବିତ ରାତିରେ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର…
ଉତ୍ତରପ୍ରଦେଶ ନିର୍ବାଚନ ପରେ ଭାଜପାଠାରୁ ଅଲଗା ହୋଇପାରନ୍ତି ନୀତିଶ: ସୂତ୍ର
ପାଟନା,୨୨।୨: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ବିରୋଧୀ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶ ନିର୍ବାଚନ ପରେ ନୀତିଶ କୁମାର ଭାଜପା ମେଣ୍ଟ ଆର୍ଥାତ୍ ଏନ୍ଡିଏରୁ ଅଲଗା ହୋଇପାରନ୍ତି।…
ପୁଷ୍ପା ଅବତାରରେ ୟୁଜବେନ୍ଦ୍ର ଚହଲ: କହିଲେ ଫାୟାର ହୁଁ ମେଁ…
ଲକ୍ଷ୍ନୌ,୨୨।୨: ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଟିମ୍ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ପହଞ୍ଚିଛି। ଏଠାରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯିବ। ତେବେ ଭାରତୀୟ ଟିମ୍ ଅଭ୍ୟାସ କରିବା ପୂର୍ବରୁ ଖେଳାଳିଙ୍କ…
ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଲା, ଦୈନିକ ସଂକ୍ରମଣ କମିଲା…
ନୂଆଦିଲ୍ଲୀ, ୨୨।୨ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମିଥିବାବେଳେ ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଛି। ଏହି ସମୟରେ ଦୈନିକ ସଂକ୍ରମଣ ୧୫ ହଜାର ତଳେ ରହିଛି। ଏହି ସମୟ ମଧ୍ୟରେ…
ଘରେ କରନ୍ତୁ ହେୟାର ଷ୍ଟ୍ରେଟ୍ନିଂ
ବର୍ତ୍ତମାନ ସୁନ୍ଦର ଦେଖାଯିବା ଆଳରେ ହେୟାର୍ ଷ୍ଟ୍ରେଟ୍ନିଂ କରାଇବାକୁ ଅନେକେ ଆଗ୍ରହୀ ହେଉଥିବା ଦେଖିବାକୁ ମିଳୁଛି। ତା’ଛଡ଼ା କୁଞ୍ଚୁକୁଞ୍ଚତ୍ଆ କେଶ କୁଣ୍ଡାଇବା ବେଳେ ଅଧିକ ଜଟ ହେଉଥିବାରୁ ବି ଅନେକେ ଷ୍ଟ୍ରେଟ୍ନିଂ କରୁଛନ୍ତି। ତେବେ ଏଥିପାଇଁ ସେମାନଙ୍କୁ ବ୍ୟୁଟିପାର୍ଲର ଯାଇ ବହୁ…
ସ୍ବାଧୀନତା ଆନ୍ଦୋଳନ ନୁହେଁ, ଗୋଖାଦ୍ୟ ଦୁର୍ନୀତିରେ ଜେଲ୍ ଯାଇଛନ୍ତି ଲାଲୁ
ନୂଆଦିଲ୍ଲୀ,୨୨।୨: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ନେଇ ଏବେ ରାଜନୀତି ସରଗରମ ରହିଛି। ଟୁଇଟରରେ ଲାଲୁଙ୍କୁ ନେଇ ଅନେକ ନେତା ମନ୍ତ୍ରୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ଇତିମଧ୍ୟରେ ଦିଲ୍ଲୀ ଉତ୍ତମ ନଗର ଆସନରୁ ଆମ ଆଦମୀ ପାର୍ଟି(ଏଏପି)ର…
ଷ୍ଟାଇଲିସ୍ ଲୁକ୍ ଦିଏ ସ୍କଟ୍
ସମୟ ସହ ତାଳ ଦେଇ ଏବେ ଫ୍ୟାଶନ୍ ମଧ୍ୟ ବଦଳିବାରେ ଲାଚିଛି। ଯୁବତୀ ହୁଅନ୍ତୁ କିମ୍ବା ମହିଳା, ନିଜକୁ ଷ୍ଟାଇଲିସ୍ ଲୁକ୍ ଦେବା ପାଇଁ ବିଭିନ୍ନ ଭେରାଇଟି ତଥା ଡିଜାଇନ୍ର ଆଉଟ୍ଫିଟ୍ ପିନ୍ଧୁଛନ୍ତି। ତେବେ ବର୍ତ୍ତମାନ ଫର୍ମାଲ୍, କାଜୁଆଲ୍ କିମ୍ବା ପାର୍ଟିଓ୍ବେର…
ଫିଟ୍ନେସ୍ ମନ୍ତ୍ର
ବର୍ତ୍ତମାନର ପରିବର୍ତ୍ତିତ ଏବଂ ବ୍ୟସ୍ତବହୁଳ ଜୀବନଶୈଳୀ ଅନେକଙ୍କଠାରେ ବିଶେଷ କରି ମହିଳାଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ଲାଗି ମୁଖ୍ୟତଃ ଦାୟୀ ା ଏମିତିରେ ଦୈନିକ କିଛି ସମୟ ଯୋଗ କରିବା ସ୍ବାସ୍ଥ୍ୟପକ୍ଷେ ବରଦାନ ସଦୃଶ… ବର୍ତ୍ତମାନ ଶାରୀରିକ ପରିଶ୍ରମ…
‘ବିରୋଧୀଙ୍କୁ ବିସର୍ଜନ କରିଦିଅ’
ଲକ୍ଷ୍ନୌ,୨୨।୨: ଉତ୍ତର ପ୍ରଦେଶ ବିଧାନସଭା ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟ ମତଦାନ ବୁଧବାର ହେବ। ଏବେ ୧୭୨ଟି ଆସନ ପାଇଁ ମତଦାନ ହେବାକୁ ବାକି ଅଛି। ଏସବୁ ଆସନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ…
ବୁଲା କୁକୁରକୁ ଗୋଇଠା ମାରୁଥିଲେ ବ୍ୟକ୍ତି, ଆଉ ତା’ପରେ ଘଟିଲା ଏମିତି
କଥାରେ ଅଛି, କର୍ମର ଫଳ ନିଶ୍ଚେ ମିଳେ। ଭଲ ହେଉ କିମ୍ବା ମନ୍ଦ ଦିନେ ନା ଦିନେ କର୍ମର ଫଳ ମିଳିଥାଏ। ନିକଟରେ ଏହି ଉକ୍ତିର ଉଦାହରଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି। ବୁଲା କୁକୁରକୁ…
Archives


