Home

ଶିବସେନା ଅଫିସ ସିଲ୍‌ କଲେ ସିନ୍ଧେ ସମର୍ଥକ…

ମୁମ୍ବାଇ, ୩।୭ : ମହାରାଷ୍ଟ୍ର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବା ସହିତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଏବଂ ଉଦ୍ଧବ ଠାକରେଙ୍କ ଦଳ ମଧ୍ୟରେ ବିବାଦ ଲାଗି ରହିଛି। ସିନ୍ଧେଙ୍କ ନେତୃତ୍ୱରେ ବିଦ୍ରୋହୀ ଦଳ ବିଧାନ ଭବନରେ ଶିବସେନା ବିଧାନସଭା କାର୍ଯ୍ୟାଳୟକୁ…

ଦୁଇ ଲଶ୍କର ଆତଙ୍କବାଦୀଙ୍କୁ କାବୁ କଲେ ଗ୍ରାମବାସୀ…

ଶ୍ରୀନଗର, ୩।୭ : ଜମ୍ମୁ-କଶ୍ମୀରର ରେସି ଜିଲାରେ ଗ୍ରାମବାସୀଙ୍କ ଦ୍ୱାରା ଦୁଇ ଜଣ ସଶସ୍ତ୍ର ଲଶ୍କର-ଇ-ତାଇବା ଆତଙ୍କବାଦୀଙ୍କୁ କାବୁ କରାଯାଇଛି। ଏହା ପରେ ତାଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି। ନ୍ୟୁଜ ଏଜେନ୍ସି ପିଟିଆଇ ଅନୁସାରେ ଜଣେ ସ୍ଥାନୀୟ ଅଧିକାରୀ ଏହି…

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭାଜପା ପାଖରେ ରହିଛି ଆବଶ୍ୟକ ଭୋଟ…

ନୂଆଦିଲ୍ଲୀ, ୩।୭ : ରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ ଜନତା ପାର୍ଟି ସହଯୋଗୀ ତଥା ବନ୍ଧୁ ଦଳର ସମର୍ଥନ ଆବଶ୍ୟକ କରୁଛି। ତେବେ ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭାଜପା ପାଖରେ ପର୍ଯ୍ୟାପ୍ତ ଭୋଟ ରହିଛି। ଉପରାଷ୍ଟ୍ରପତି ନିର୍ବାଚନରେ ମନୋନୀତ ଏମ୍‌ପିଙ୍କ…

ମୁସଲମାନ ପରିବାର କଲେ ହିନ୍ଦୁ ବୃଦ୍ଧଙ୍କ ଅନ୍ତିମ ସଂସ୍କାର…

ପାଟନା, ୩।୭ : ଧର୍ମ ଅପେକ୍ଷା ମାନବିକତା ଅଧିକ ଗୁରୁତ୍ୱପୂର୍ଣ୍ଣ। ବିହାର ରାଜା ବଜାରର ସାବନପୁରାର ଏକ ମୁସଲମାନ ପରିବାର ଭାଇଚାରା ଏବଂ ସୌହାର୍ଦ୍ଦ୍ୟର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ରାମଦେବ ଶାହା ନାମକ ଜଣେ ହିନ୍ଦୁ ବୃଦ୍ଧଙ୍କ କୋକେଇକୁ ସଜାଇବା…

ଟିନା ଡାବିଙ୍କ ପରେ ଏବେ ବିବାହ କରିବେ ଅତହର ଆମୀର, ଜାଣନ୍ତୁ କିଏ ସେ ଯୁବତୀ…

ନୂଆଦିଲ୍ଲୀ,୩।୭: ୨୦୧୫ ବ୍ୟାଚ୍‌ର ୟୁପିଏସ୍‌ସି ଟପ୍ପର ତଥା ଆଇଏଏସ୍‌ ଅଫିସର ଟିନା ଡାବିଙ୍କ ପୂର୍ବତନ ସ୍ବାମୀ ତଥା ଆଇଏସ୍‌ ଅଫିସର ଅତହର ଆମୀର ଖାଁ ପୁଣି ବିବାହ କରିବାକୁ ଯାଉଛନ୍ତି। କଶ୍ମୀରର ଡାକ୍ତର ମେହେରିନ କାଜିଙ୍କୁ ସେ ବିବାହ କରିବେ। ଉଭୟଙ୍କ…

ଆଜି ଯାହା ଦେଖିଲି ତାହା ଅଦ୍ଭୁତ, ଅସାମାନ୍ୟ ଥିଲା: ଶାସ୍ତ୍ରୀ

ବର୍ମିଂହାମ,୩।୭: ଇଂଲଣ୍ଡ ବିପକ୍ଷ ଏଜବାଷ୍ଟନ ଟେଷ୍ଟରେ ଭାରତୀୟ ଟିମ୍‌ର ନେତୃତ୍ୱ ସମ୍ଭାଳୁଛନ୍ତି ଜସପ୍ରିତ ବୁମ୍‌ରା। ଶନିବାର ଟେଷ୍ଟର ଦ୍ୱିତୀୟ ଦିନରେ ଇଂଲଣ୍ଡ ଦ୍ରୁତ ବୋଲର୍‌ ଷ୍ଟୁଆର୍ଟ ବ୍ରଡ୍‌ଙ୍କ ଓଭରରେ ବିସ୍ଫୋରକ ବ୍ୟାଟିଂ କରି ଚର୍ଚ୍ଚାରେ ରହିଛନ୍ତି ସେ। ଏହି କ୍ରମରେ ଟିମ୍‌…

ସିରିଆ ଗାଁ ଉପରେ ଇସ୍ରାଏଲର ରକେଟ ମାଡ଼…

ଦାମାସକସ୍‌, ୩।୭ : ଲେବାନନ ସୀମା ନିକଟ ସିରିଆର ଏକ ଗାଁ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଛି। ସିରିଆର ରାଜ୍ୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଏଥିରେ ଜଣେ ମହିଳା ଏବଂ ଜଣେ ପୁରୁଷ ଆହତ ହୋଇଛନ୍ତି। ଜୁନ ୧୦…

ସ୍ଥିତି ସଙ୍କଟ ଜନକ, ବଢୁଛି ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୩।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…

ସୁସ୍ଥ ହେଲେ କ୍ୟାପ୍‌ଟେନ୍‌

ବର୍ମିଂହାମ,୩।୭: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ରୋହିତ ଶର୍ମା କରୋନା ସଂକ୍ରମିତ ହୋଇଥିଲେ। ଏଥିଲାଗି ସେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୫ମ ଟେଷ୍ଟ ମ୍ୟାଚ୍‌ ଲାଗି ଉପଲବ୍ଧ ନଥିଲେ। ତାଙ୍କ ସ୍ଥାନରେ ଜସପ୍ରିତ ବୁମ୍‌ରା ଦଳର ନେତୃତ୍ୱ ସମ୍ଭାଳୁଛନ୍ତି। ଏପରି…

ମସ୍କ, ବେଜୋସଙ୍କ ସମେତ କମିଲା କେତେକ ଅରବପତିଙ୍କ ସମ୍ପତି

ୱାଶିଂଟନ,୩ ।୭: ସାରା ବିଶ୍ୱକୁ ଗ୍ରାସ କରିଥିବା କରୋନା ମହାମାରୀର ପ୍ରଭାବ ସବୁ କ୍ଷେତ୍ରରେ ଦେଖିବାକୁ ମିଳିଛି । ବିଶ୍ୱର ସବୁଠାରୁ ଧନି ବ୍ୟକ୍ତି ଏଲନ ମସ୍କଙ୍କ ସମ୍ପତି ପାଖାପାଖି ୬୨ ଅରବ ଡଲାର ତଳକୁ ଖସି ଆସିଛି । ସେହିପରି…

ଅନଲାଇନରେ କରିହେବ ଅମରନାଥ ଦର୍ଶନ

ଜମ୍ମୁ,୩ ।୭: ଏବେ ଘରେ ବସି ଶ୍ରଦ୍ଧାଳୁମାନେ ବାବା ବର୍ଫାନି ବା ଅମରନାଥଙ୍କ ଦର୍ଶନ ଓ ପୂଜା କରିପାରିବେ । ଶ୍ରୀ ଅମରନାଥ ଶ୍ରାଇନ ବୋର୍ଡ ପକ୍ଷରୁ ଅନଲାଇନ ଦର୍ଶନ ବ୍ୟବସ୍ଥା କରାଯାଇଛି । ଭକ୍ତମାନେ ଅନଲାଇନ ପ୍ରସାଦ ବି ମଗାଇପାରିବେ…

୨୦୨୪ ନିର୍ବାଚନ ପାଇଁ ଆରମ୍ଭ ହେବ ପ୍ରତି ଘରେ ତ୍ରିରଙ୍ଗା ଅଭିଯାନ

ହାଇଦ୍ରାବାଦ,୩ ।୭: ଆସନ୍ତା ୨୦୨୪ ନିର୍ବାଚନ ପାଇଁ ଏବେଠାରୁ ପ୍ରସ୍ତୂତ ହେଲାଣି ଭାରତୀୟ ଜନତା ପାର୍ଟି(ଭାଜପା) । ସମସ୍ତ ସରକାରୀ ଯୋଜନାକୁ ଲାଭାର୍ଥିଙ୍କ ନିକଟରେ ପହଞ୍ଚାଇବା ଓ ପ୍ରତିଟି ନାଗରିକଙ୍କୁ ଭାଜପା ସହ ଯୋଡିବାକୁ ‘ହର ଘର ତ୍ରିରଙ୍ଗା’ ସମେତ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?