ଝିଅର ଭିଡିଓରେ ପ୍ରତିକ୍ରିୟା ଦେଲେ ଅଭିଷେକ
ମୁମ୍ବାଇ: ଅଭିନେତା ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟାଙ୍କ ଝିଅ ଆରାଧ୍ୟା ବଲିଉଡ୍ର ସବୁଠାରୁ ଲୋକପ୍ରିୟ ଷ୍ଟାର୍କିଡ୍ଙ୍କ ମଧ୍ୟରୁ ଅନ୍ୟତମ। ଫଟୋଗ୍ରାଫରମାନେ ସବୁବେଳେ ବଚ୍ଚନ ପରିବାର ସଦସ୍ୟଙ୍କ ଫଟୋ ଉଠାଇବାକୁ ଚାହିଁଥାନ୍ତି। ନିକଟରେ ଆରାଧ୍ୟାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସେ…
ସୁରକ୍ଷାକର୍ମୀଙ୍କୁ ସଫଳତା, ଏନ୍କାଉଣ୍ଟରରେ ୨ ଆତଙ୍କବାଦୀ ନିହତ…
ଶ୍ରୀନଗର, ୧୦।୪ : ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଆତଙ୍କବାଦ ବିରୋଧୀ ଅପରେଶନ୍ରେ ସଫଳତା ମିଳିଛି। ଶ୍ରୀନଗରରେ ରବିବାର ୨ ଲଶ୍କର-ଇ-ତୋଏବା ଆତଙ୍କବାଦୀଙ୍କର ଏନ୍କାଉଣ୍ଟରରେ ମୃତ୍ୟୁ ଘଟିଛି। ଦୁଇ ଆତଙ୍କବାଦୀ ଏପ୍ରିଲ୍ ୪ରେ ସିଆର୍ପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିବା…
ଟସ୍ ଜିତିଲା କୋଲକତା
ମୁମ୍ବାଇ,୧୦।୪: ଆଜି ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ରେ ଦୁଇଟି ମ୍ୟାଚ ଖେଳାଯାଉଛି। ପ୍ରଥମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁମ୍ବାଇର ବ୍ରାବର୍ନ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍ରେ କୋଲକତା ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି…
ଖାଲି ପାଦର ଫଟୋ ବିକି ଦିନକୁ ରୋଜଗାର କରୁଛନ୍ତି ୬୦ ହଜାର
ନୂଆଦିଲ୍ଲୀ: ଡିଜିଟାଲ ମାର୍କେଟିଂର ସମୟରେ ଲୋକମାନେ ଟଙ୍କା ରୋଜଗାର କରିବାର ନୂଆ ନୂଆ ଉପାୟ ଆପଣାଉଛନ୍ତି। ଏହି କ୍ରମରେ ଜଣେ ଯୁବତୀ ନିଜ ପାଦର ଫଟୋ ବିକ୍ରି କରି ପ୍ରତ୍ୟେହ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି। ଆଶ୍ଚର୍ଯ୍ୟ ଲାଗିଲେ ବି…
ଇତିହାସ ରଚିଲେ ଦୀନେଶ କାର୍ତ୍ତିକଙ୍କ ସ୍ତ୍ରୀ
ନୂଆଦିଲ୍ଲୀ,୧୦।୪: ଆଇପିଏଲ ୨୦୨୨ରେ ଦୀନେଶ କାର୍ତ୍ତିକ ଚମତ୍କାର ବ୍ୟାଟିଂ କରୁଛନ୍ତି। ଅନ୍ୟପକ୍ଷରେ ତାଙ୍କ ସ୍ତ୍ରୀ ଦୀପିକା ପାଲ୍ଲିକଲ କାର୍ତ୍ତିକ ମଧ୍ୟ ପଛରେ ନାହାଁନ୍ତି। ଯାଆଁଳା ଶିଶୁ ଜନ୍ମ ହେବାର ୬ ମାସ ପରେ ବିଶ୍ୱ ଡବଲ୍ସ ସ୍କ୍ବାସ ଚାମ୍ପିଅନସିପରେ ସେ ପ୍ରତ୍ୟାବର୍ତ୍ତନ…
ତାରା ତାରିଣୀ ପାହାଡ଼ରେ ବସ- ହାଇୱା ମୁହାଁମୁହିଁ , ୭ ଜଣ ଭକ୍ତଙ୍କ ସମେତ ଡ୍ରାଇଭର ଆହତ
ପୁରୁଷୋତ୍ତମପୁର, ୧୦/୪(ଡିଏନ୍ଏ): ଗଞ୍ଜାମ ଜିଲ୍ଲା ର ପ୍ରସିଦ୍ଧ ଇଷ୍ଟ ଦେବି ମା ତାରା ତାରିଣୀଙ୍କ ପାହାଡ ରାସ୍ତାରେ ଅଘଟଣ ଘଟିଛି। ପର୍ଯ୍ୟଟକଙ୍କ ଲାଗି ପ୍ରଶାସନ ପକ୍ଷରୁ ନିୟୋଜିତ ବସ ସହ ଏକ ବାଲି ବୋଝେଇ ହାଇୱା ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା…
ତାଇଓ୍ବାନ ଆକାଶ ମାର୍ଗ ସୀମାରେ ୪ ଚାଇନା ବିମାନ ଅନୁପ୍ରବେଶ, ୮ ଦିନରେ ୭ ଥର…
ତାଇପେଇ, ୧୦।୪ : ତାଇଓ୍ବାନ ଆକାଶ ମାର୍ଗ ସୀମାରେ ୪ ଚାଇନା ବିମାନ ଅନୁପ୍ରବେଶ କରିଛି। ଏପ୍ରିଲ୍ ମାସର ପ୍ରଥମ ୮ ଦିନ ମଧ୍ୟରେ ଚାଇନା ବିମାନ ଏଭଳି ୭ ଥର ଅନୁପ୍ରବେଶ କରିଥିବା ତାଇଓ୍ବାନ ଅଭିଯୋଗ କରିଛି। ତାଇୱାନର ବାୟୁ…
ୟୁଜିସି ଆକାଉଣ୍ଟ୍ ହ୍ୟାକ୍, ୨ ଦିନରେ ୩ ସରକାରୀ ଆକାଉଣ୍ଟ୍ …
ନୂଆଦିଲ୍ଲୀ, ୧୦।୪ : ୟୁନିଭରସିଟି ଗ୍ରାଣ୍ଟ କମିଶନ(ୟୁଜିସି)ଙ୍କର ଅଫିସିଆଲ୍ ଟୁଇଟର ଆକାଉଣ୍ଟ୍ ରବିବାର ହ୍ୟାକ୍ କରାଯାଇଛି। ଗତ ୨ ଦିନ ମଧ୍ୟରେ ଏହାକୁ ମିଶାଇ ୩ ସରକାରୀ ଆକାଉଣ୍ଟ୍ ହ୍ୟାକର ମାନେ ହ୍ୟାକିଂ କରିଛନ୍ତି। ଏହା ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ…
ଚର୍ଚ୍ଚାରେ ପ୍ରିୟଙ୍କାଙ୍କ ଫଟୋ କ୍ଲିପ୍
ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍। ଅଧିକାଂଶ ସମୟରେ ସେ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ଭିଡିଓ ଏବଂ ଫଟୋ ଶେୟାର କରିଥାନ୍ତି। ବେଳେବେଳେ କିଛି ନା କିଛି ଫଟୋ, ଭିଡିଓକୁ ନେଇ ସେ…
ବୁଷ୍ଟର ଡୋଜ୍ ଆରମ୍ଭ…
ନୂଆଦିଲ୍ଲୀ, ୧୦।୪ : ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ କରୋନା ଟିକାର ତୃତୀୟ ଡୋଜ ଭାବେ ବୁଷ୍ଟର ଡୋଜ୍ ପ୍ରଦାନ ରବିବାରଠାରୁ ଆରମ୍ଭ ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହାକୁ…
କମାଣ୍ଡର ପରିବର୍ତ୍ତନ କଲେ ପୁଟିନ୍…
ମସ୍କୋ, ୧୦।୪ : ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନରେ ଯୁଦ୍ଧର ନେତୃତ୍ୱ ନେବା ପାଇଁ ଜଣେ ନୂତନ ସେନା ଜେନେରାଲ ନିଯୁକ୍ତ କରିଛନ୍ତି। ରୁଷିଆର ଦକ୍ଷିଣ ସାମରିକ ଜିଲା କମାଣ୍ଡର ଆଲେକ୍ସଜାଣ୍ଡାର୍ ଡୋଓ୍ବର୍ନିକୋଭଙ୍କୁ ପୁଟିନ ଏହି ଦାୟିତ୍ୱ ଦେଇଛନ୍ତି। ରୁଷିଆର…
ଓଲଟିଲା ପିକ୍ଅପ୍, ୧୫ ଶ୍ରମିକ ଆହତ
ବରଗଡ଼ ଅଫିସ,୧୦ା୪: ବରଗଡ଼-ବଲାଙ୍ଗୀର ରାସ୍ତାର ବରପାଲି ବ୍ଲକ ଧାଙ୍ଗେରପାଲି ବୁଲାଣିରେ ରବିବାର ସକାଳୁ ଏକ ଦୁର୍ଘଟଣା ଘଟିଛି। ପିକଅପ୍ ଭ୍ୟାନ( ନଂ-ଓଆର୍୧୦୩୭) ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ସେଥିରେ ବସିଥିବା ୧୫ ଶ୍ରମିକ ଆହତ ହୋଇଛନ୍ତି। ପିକ୍ଅପ୍ଟି ବରପାଲିରୁ ସୁବର୍ଣ୍ଣପୁର…
Archives


