ରିଟାୟର୍ଡ ହର୍ଟ ଆଉଟ୍ କ’ଣ: ଆଇପିଏଲ୍ ଇତିହାସରେ ପ୍ରଥମଥର ଏହି ନିୟମ ବ୍ୟବହାର କଲେ ଅଶ୍ୱିନ୍
ମୁମ୍ବାଇ,୧୧।୪: ଆଇପିଏଲ ଇତିହାସରେ ରବିଚନ୍ଦ୍ରନ ଅଶ୍ୱିନ ପ୍ରଥମ ଖେଳାଳି ଭାବେ ରିଟାୟର୍ଡ ଆଉଟ୍ ହୋଇଛନ୍ତି। ଆଇପିଏଲ ୨୦୨୨ର ବିଂଶତମ ଲିଗ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷରେ ବ୍ୟାଟିଂ କରୁଥିବାବେଳେ ରାଜସ୍ଥାନ ରୟାଲ୍ସ ପାଇଁ ବ୍ୟାଟିଂ କରୁଥିବା ଅଶ୍ୱିନ ହଠାତ୍ କ୍ରିଜ୍…
ଯୁଦ୍ଧ ନ ଲଢ଼ି ଦେଶ ଛାଡ଼ି ପଳାଉଥିବା ୨୨୦୦ ୟୁକ୍ରେନ୍ ଯୁବକ ଗିରଫ…
କ୍ୱିଭ୍, ୧୧।୪ : ରୁଷିଆ ୟୁକ୍ରେନ ଯୁଦ୍ଧ ଲାଗି ରହିଛି। ଏପରିସ୍ଥଳେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ୟୁକ୍ରେନ୍ର ଯୁବକଙ୍କୁ ଶ୍ତ୍ରୁ ବିରୋଧରେ ଯୁଦ୍ଧ ଲଢ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଦେଶରେ ମାର୍ଶଲ ଲ’ ଘୋଷଣା କରାଯାଇଛି। ଏହାର ଉଲ୍ଲଂଘନ କରି…
‘ମେକ୍ ଇନ୍ ଇଣ୍ଡିଆ’ କୁ ‘ମେକ୍ ଫର ଦ ଓ୍ବାଲର୍ଡ’ ପାଇଁ ଆହ୍ବାନ, ବୋଇଙ୍ଗ୍-ରାୟଥୋନ ପ୍ରମୁଖଙ୍କୁ ଭେଟିଲେ ରାଜନାଥ…
ଓ୍ବାଶିଂଟନ, ୧୧।୪ : ଭାରତ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ‘ମେକ୍ ଇନ୍ ଇଣ୍ଡିଆ’ କୁ ‘ମେକ୍ ଫର ଦ ଓ୍ବାଲ୍ଡର୍ର୍’ ପାଇଁ ଆହ୍ବାନରେ ପରିଣତ କରିବା ଲାଗି ପ୍ରୟାସ କରିଛନ୍ତି। ଏହି ପରିପ୍ରେକ୍ଷୀରେ…
ତେଜ ପ୍ରତାପଙ୍କ ଟୁଇଟ୍କୁ ନେଇ ବଢୁଛି ଚର୍ଚ୍ଚା
ପାଟନା,୧୧।୪:ଆରଜେଡି ନେତା ତଥା ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ନିଜର ନିଆରା କାର୍ଯ୍ୟ ଯୋଗୁ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ଯଦିଓ ସେ ନିଜ ଟୁଇଟ୍ରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସର୍ବଦା ଟାର୍ଗେଟ୍ କରନ୍ତି। କିନ୍ତୁ ପବିତ୍ର…
ଜଙ୍ଗଲରେ ହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ
ବାରିପଦା ଅଫିସ,୧୧ା୪: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ମୋରଡ଼ା ସେକ୍ସନ ଅଧୀନ ବାଘାଝରଣ ସଂରକ୍ଷିତ ଜଙ୍ଗଲରେ ସୋମବାର ଏକ ହାତୀର ମୃତ୍ୟୁ ଘଟିଛି। ଖବରପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛ। ପ୍ରାଣୀ ବିଶେଷଜ୍ଞମାନେ ପହଞ୍ଚି ଅନୁଧ୍ୟାନ ଜାରି ରଖିବା…
୨ ଘରୋଇ ସ୍କୁଲରେ ୫ ଛାତ୍ରୀଛାତ୍ର କରୋନା ପଜିଟିଭ୍…
ଗାଜିଆବାଦ, ୧୧।୪ : ଉତ୍ତରପ୍ରଦେଶର ଗାଜିଆବାଦ ସ୍ଥିତ ହିଣ୍ଡନ ଅଞ୍ଚଳରେ ୨ ଘରୋଇ ସ୍କୁଲରେ ୫ ଜଣ ଛାତ୍ରୀଛାତ୍ରଙ୍କନମୁନା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଏହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ୨ ସ୍କୁଲକୁ ବନ୍ଦ କରାଯାଇଥିବାବେଳେ ଏପ୍ରିଲ୍…
ଆଜି ୧୨ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୧୧ା୪(ବ୍ୟୁରୋ): ରାଜ୍ୟରୁ ସୋମବାର ୧୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୮୫୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୭ ଜଣ ଚିହ୍ନଟ ହୋଇଥିବା…
ସ୍ବାମୀଙ୍କ ପାଇଁ ରୋଷେଇ କଲେ କ୍ୟାଟ୍ରିନା
ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ବିକି କୌଶଲ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ପ୍ରଶଂସକମାନେ ଭିକି ଏବଂ କ୍ୟାଟ୍ରିନାଙ୍କୁ ଗୋଟିଏ ଫ୍ରେମରେ ଦେଖିବାକୁ ସର୍ବଦାପସନ୍ଦ କରନ୍ତି। ନୁହେଁ ପ୍ରାୟତଃ ନିଜ ପୋଷ୍ଟ ମାଧ୍ୟମରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥାନ୍ତି।…
୮୦ ତଳେ ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ୧୦ ତଳେ…
ନୂଆଦିଲ୍ଲୀ, ୧୧।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା କମିଛି। ଦୈନିକ ସଂକ୍ରମଣ ୮୦ ତଳେ ଥିବାବେଳେ ଗତ ୨୪ ଘଣ୍ଟାରେ ଏହା ୭୪ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ…
ରାଜଧାନୀରେ ମର୍ଡର: ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର
ଭୁବନେଶ୍ୱର,୧୧ା୪(ବ୍ୟୁରୋ): ରାଜଧାନୀରେ ମର୍ଡର ହୋଇଛି। ରବିବାର ବିଳମ୍ବିତ ରାତିରେ ଗୋଟିଏ ପରିବାରକୁ ଦୁର୍ବୃତ୍ତମାନେ ଛୁରାରେ ଆକ୍ରମଣ କରିଛନ୍ତି। ଫଳରେ ସ୍ବାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।…
ନାବାଳକଙ୍କୁ ଥାର୍ଡ ଡିଗ୍ରୀ
କଟକ ଅଫିସ,୧୧ା୪: ମୋବାଇଲ ଚୋରି ଅଭିଯୋଗରେ ଜଣେ ନାବାଳକକୁ ୩ଦିନ ଫାଣ୍ଡି ହାଜତରେ ରଖି ଅସହ୍ୟ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ହାଜତ ଭିତରେ ପୋଲିସ ବାବୁ ଥାର୍ଡ ଡିଗ୍ରୀ ପ୍ରୟୋଗ କରିଥିବା ନିଜେ ନାବାଳକ ଜଣକ କ୍ୟାମେରା ସମ୍ମୁଖରେ କହିଛନ୍ତି।…
କ୍ୱିଭ୍ ଦଖଲ ଯୋଜନା କରୁଛି ରୁଷିଆ, ଚେଚେନ୍ୟା ରିପୋର୍ଟ…
ଗ୍ରୋଜନୀ, ୧୧।୪ : ରୁଷିଆ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୪୬ ଦିନ ବିତିଛି। ରୁଷୀୟ ସେନା ଦିନକୁ ଦିନ ଅଧିକ ଆକ୍ରମଣାତ୍ମକ ହୋଇପଡୁଥିବାବେଳେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ମଧ୍ୟ ପଛକୁ ହଟିବାକୁ ପ୍ରସ୍ତୁତ ନୁହଁନ୍ତି। ଏଥି ସହିତ, ରୁଷିଆର ଆକ୍ରମଣ…
Archives


