Home

ଗଞ୍ଜାମ ବ୍ଲକ ୧୪ ନଂ ଜୋନ୍‌ରେ ବିଜୟୀ ହୋଇଛନ୍ତି ଏହିସବୁ ପ୍ରାର୍ଥୀ

ଗଞ୍ଜାମ,୨୭ା୨(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ୧୪ ନମ୍ବର ଜୋନ ଅଧିନସ୍ଥ ବିଭିନ୍ନ ପଞ୍ଚାୟତ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ପୋଇରସି ପଞ୍ଚାୟତରେ ସମିତିସଭ୍ୟ ଅନ୍ତର୍ଯ୍ୟାମୀ ବେହରା, ସରପଞ୍ଚ ରବୀନ୍ଦ୍ର ବେହେରା, ମଲାଡ଼ ପଞ୍ଚାୟତରେ ସମିତିସଭ୍ୟା ବିଷ୍ଣୁପ୍ରିୟା ମହାପାତ୍ର, ସରପଞ୍ଚ ମମତା ବେହେରା, କରପଡ଼ା…

୯ରୁ୯ ନେଇଗଲା ବିଜେଡି

କେନ୍ଦ୍ରାପଡ଼ା ଅଫିସ,୨୭ା୨: ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଗଣନାରେ କେନ୍ଦ୍ରାପଡ଼ା ଜିଲାର ୯ଟି ଜିଲା ପରିଷଦ ଜୋନ୍‌ରେ ବିଜେଡି ବାଜିମାତ କରିଛି। ପ୍ରଥମ ପର୍ଯ୍ୟାୟର ସମସ୍ତ ୯ଟି ଜୋନ୍‌ ବିଜେଡି ଦଖଲ କରିଛି। ଜୋନ-୧ରେ କନକଲତା ବେହେରା, ଜୋନ୍‌ ୫ରେ ଲିଲିତା…

ଗର୍ଲଫ୍ରେଣ୍ଡଙ୍କ ପାଇଁ ପ୍ରଥମ ପୋଷ୍ଟ କଲେ ହ୍ରିତିକ୍‌

ବଲିଉଡ ଅଭିନେତା ହ୍ରିତିକ ରୋଶନ ପୁଣି ପ୍ରେମରେ ପଡିଛନ୍ତି। ଅଭିନେତ୍ରୀ ତଥା ଗାୟିକା ସବା ଆଜାଦଙ୍କ ସେ ଡେଟ୍‌ କରୁଥିବା ଚର୍ଚ୍ଚା ହେଉଛି। ହ୍ରିତିକ୍‌ ଗର୍ଲଫ୍ରେଣ୍ଡଙ୍କ ପାଇଁ ପ୍ରଥମ ପୋଷ୍ଟ ମଧ୍ୟ କରିଛନ୍ତି। ହ୍ରିତିକ ରୋଶନ ତାଙ୍କ ଇନଷ୍ଟା ଷ୍ଟୋରିରେ ସବା…

ୟୁକ୍ରେନର ଏହି ମହିଳା ଏମ୍‌ପି ହାତରେ ଧରିଲେ ଅସ୍ତ୍ର, ଜୀବନ ଦେବାକୁ ଆସିଲେ ଆଗେଇ

କ୍ୱିଭ୍‌,୨୭ା୨: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଚାଲିଥିବା ସାରା ବିଶ୍ୱବାସୀଙ୍କୁ ଭୟଭୀତ କରିଛି। ରୁଷିଆ ୟୁକ୍ରେନକୁ ଧ୍ୱଂସ କରିବାକୁ ଚାହୁଁଥିବା ବେଳେ ୟୁକ୍ରେନ ମଧ୍ୟ ଛାଡ଼ିବାକୁ ପ୍ରସ୍ତୁତ ନୁହେଁ। ସେନାକୁ ଉତ୍ସାହିତ କରିବା ପାଇଁ ବର୍ତ୍ତମାନ ୟୁକ୍ରେନ ରାଜନେତାମାନେ ମଧ୍ୟ…

ଏହି ଅଭିନେତାଙ୍କୁ ୨୦ଥର ଚାପୁଡା ମାରିଥିଲେ ଆଲିଆ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ବକ୍ସ ଅଫିସରେ ହିଟ୍‌ ହୋଇଛି। ଫିଲ୍ମକୁ ଦର୍ଶକ ବେଶ୍‌ ପ୍ରଶଂସା କରିଛନ୍ତି। ଟିଜର ରିଲିଜ ହେବା ପରଠାରୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଏହି ଫିଲ୍ମରେ ଅଭିନେତା ଶାନ୍ତନୁ ମହେଶ୍ୱରୀ…

ପୁଟିନ୍‌ ଖର୍ଚ୍ଚ କଲେଣି ୨୦ ଶହ କୋଟି ଡଲାର, ତଥାପି ଅଜେୟ ୟୁକ୍ରେନ୍‌…

ମସ୍କୋ/କ୍ୱିଭ୍‌,୨୭।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ରକ୍ତାକ୍ତ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ ଯୁଦ୍ଧରେ ୨୦ ଶହ କୋଟି ଡଲାର ଖର୍ଚ୍ଚ କଲେଣି। ତଥାପି ୟୁକ୍ରେନ୍‌ ଅଜେୟ ହୋଇ ଠିଆ ହୋଇଛି। ଦେଶର ଅର୍ଥବ୍ୟବସ୍ଥା…

ସଲମାନଙ୍କ ଏହି ଅଭିନେତ୍ରୀ ଏବେ ୩ ପିଲାର ମା’, ଆଜି ବି କମିନି ଗ୍ଲାମର

ମୁମ୍ବାଇ: ସାଉଥ୍‌ ଅଭିନେତ୍ରୀ ବିଜୟଲକ୍ଷ୍ମୀ, ଯିଏ କି ରମ୍ଭା ନାମରେ ବେଶ୍‌ ଜଣାଶୁଣା ସେ ୧୦୦ରୁ ଅଧିକ ଦକ୍ଷିଣ ଭାରତୀୟ ଏବଂ ବଲିଉଡ୍‌ ଫିଲ୍ମରେ ଅଭିନୟ କରିଛନ୍ତି। ବର୍ତ୍ତମାନ ସେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇ ପରିବାରକୁ ଅଧିକ ଧ୍ୟାନ ଦେଉଛନ୍ତି।…

ଡାଟା ସୁରକ୍ଷା ବିଧେୟକକୁ ମୌସୁମୀ ଅଧିବେଶନ ସୁଦ୍ଧା ମଞ୍ଜୁରୀ ମିଳିବାର ଆଶା…

ନୂଆଦିଲ୍ଲୀ,୨୭।୨ : ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଡାଟା ସୁରକ୍ଷା ବିଲ ଡ୍ରାଫ୍ଟ ଉପରେ ସମ୍ପୃକ୍ତ ପକ୍ଷଙ୍କ ସହ ବିସ୍ତୃତ ଆଲୋଚନା ହେଉଛି ଏବଂ ମୌସୁମୀ ଅଧିବେଶନ ସୁଦ୍ଧା ଏହାକୁ ସଂସଦୀୟ ମଞ୍ଜୁରୀ ମିଳିବାର ଆଶା ରହିଛି।…

ଆଲମିରା ତିଆରି କରିବାକୁ ଆସି ବୃଦ୍ଧାଙ୍କୁ ହତ୍ୟା, ମିଳିଲା ରକ୍ତଭିଜା ଛୁରି

ବ୍ରହ୍ମପୁର ଅଫିସ,୨୭ା୨: ସଦର ଥାନା ଅଳକାପୁରୀରେ ରହୁଥିବା ବୃଦ୍ଧ ଦମ୍ପତ୍ତିଙ୍କ ଘରେ ସୁନା, ଗହଣା ଓ ଟଙ୍କା ରହିଥିବା ଅପରାଧୀ ଜଣକ ଜାଣିବାକୁ ପାଇଥିଲେ। ସେହି ଘରେ ବିଜୟ ଚନ୍ଦ୍ର ବେହେରା ଓ ତାଙ୍କ ସ୍ତ୍ରୀ ସୁରଜା ରହୁଥିବା ବେଳେ ଗତ…

ଦ୍ୱିତୀୟ ଦିନର ଗଣତି ସୁଦ୍ଧା ୫୦୦ ପାର୍‌ କଲାଣି ବିଜେଡି

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ହେଉଛି ଦ୍ୱିତୀୟ ଦିନ ଭୋଟ୍‌ ଗଣତି। ତେବେ ଗତକାଲିର ଗଣତି ମଧ୍ୟ ଆଜି ଅପରାହ୍ନ ୧ଟା ସୁଦ୍ଧା ସରିନାହିଁ। ପ୍ରଥମ ଦିନରେ ୩୧୫ଟି ଜିଲା ପରିଷଦ ଜୋନ୍‌ରେ ଭୋଟ ଗଣତି ଆରମ୍ଭ କରାଯାଇଥିବା ବେଳେ…

ଆଲୋଚନା ପାଇଁ ପ୍ରସ୍ତାବ ଦେଲା ରୁଷିଆ, ମନା କଲା ୟୁକ୍ରେନ

କ୍ୱିଭ୍‌,୨୭।୨:ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଆଜି ଏହି ଯୁଦ୍ଧର ଚତୁର୍ଥ ଦିନ। ରବିବାର ରୁଷିଆ ୟୁକ୍ରେନକୁ ଆଲୋଚନା ପ୍ରସ୍ତାବ ଦେଇଥିଲା, କିନ୍ତୁ ଏହାକୁ ପ୍ରତ୍ୟାଖାନ କରିଛି ୟୁକ୍ରେନ୍‌। ରୁଷର ନ୍ୟୁଜ ଏଜେନ୍ସି ମୁତାବକ,…

ୟୁକ୍ରେନ୍‌ରେ ଫସିଥିବା ଭାରତୀୟଙ୍କୁ ମିଳିଲା ଆଶ୍ୱସ୍ତି

କ୍ୱିଭ୍‌,୨୭।୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧର ଆଜି ଚତୁର୍ଥ ଦିନ। ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ପାଇଁ ଆଉ ଏକ ଆଶ୍ୱସ୍ତିକର ଖବର ଆସିଛି। ୟୁକ୍ରେନ ରେଳ ବିଭାଗ କ୍ୱିଭରୁ ଜରୁରୀକାଳୀନ ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri