ସନରାଇଜର୍ସ ହାଇଦ୍ରାବାଦର ଲଗାତର ଚତୁର୍ଥ ବିଜୟ
ମୁମ୍ବାଇ,୧୭।୪: ଆଇପିଏଲ ୨୦୨୨ର ୨୮ ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଫଳରେ ଚଳିତ ସିଜିନରେ ହାଇଦ୍ରାବଦ ଏହା କ୍ରମାଗତ ଚତୁର୍ଥ ବିଜୟ। ପଞ୍ଜାବର ୧୫୨ ରନର ଲକ୍ଷ୍ୟକୁ ପିଛା କରି ହାଇଦ୍ରାବଦ ତିନିଟି ଉଇକେଟ ହରାଇ…
ଚେନ୍ନାଇ ବିପକ୍ଷରେ ଟସ୍ ଜିତିଲା ଗୁଜରାଟ
ପୁଣେ,୧୭।୪: ଆଇପିଏଲ୍ ୨୦୨୨ର ୨୯ତମ ମ୍ୟାଚ୍ରେ ଚାରିଥର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ଗୁଜରାଟ ଟାଇଟାନ୍ସକୁ ଭେଟୁଛି। ଗୁଜରାଟ୍ ଦଳ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି। ଗୁଜରାଟ ଦଳ ଏବେ ଭଲ ଫର୍ମରେ ଅଛି ଏବଂ ଏପର୍ଯ୍ୟନ୍ତ ପାଞ୍ଚଟି…
ଜାହାଙ୍ଗିରପୁରୀ ହିଂସାକାଣ୍ଡ: ଆଉ ୬ ଗିରଫ
ନୂଆଦିଲ୍ଲୀ,୧୭।୪: ଦିଲ୍ଲୀ ଆଉ ୬ ଜଣଙ୍କୁ ଗିରଫ ହିଂସା ମାମଲାରେ ରବିବାର ପୋଲିସ ଆଉ ୬ ଜଣଙ୍କୁ ଗିରଫ କରିଛି। ଏହାକୁ ମିଶାଇ ଏହି ଘଟଣାରେ ୨୦ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ ୨ ଜଣ ନାବାଳକ ଅଛନ୍ତି। ସେମାନଙ୍କଠାରୁ…
‘କରୋନାରେ ୫ ଲକ୍ଷ ନୁହେଁ, ୪୦ ଲକ୍ଷ ଲୋକଙ୍କ ପ୍ରାଣ ଯାଇଛି’
ନୂଆଦିଲ୍ଲୀ,୧୭।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଶରେ କରୋନା କାରଣରୁ ମୃତ୍ୟୁର ସରକାରୀ ଆକଳନକୁ ମିଥ୍ୟା ବୋଲି କହିଛନ୍ତି। ସରକାରଙ୍କ ଅବହେଳା ଯୋଗୁ କରୋନା ମହାମାରୀ ସମୟରେ ୪୦ ଲକ୍ଷ ଭାରତୀୟଙ୍କର ମୃତ୍ୟୁ ହୋଇଥିବା ସେ ଦାବି କରିଛନ୍ତି। ରାହୁଲ ଗାନ୍ଧି…
ଆଇପିଏଲ୍ରେ ଇତିହାସ ରଚିଲେ ଉମରାନ୍
ମୁମ୍ବାଇ,୧୭।୪: ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ଦ୍ରୁତ ବୋଲର ଉମରାନ୍ ମଲିକ ଚମତ୍କାର ବୋଲିଂ କରିଥିଲେ। ସେ ଆଇପିଏଲରେ ଇତିହାସ ସୃଷ୍ଟି କରିଛନ୍ତି। ଆଇପିଏଲ ଇତିହାସରେ ସେ ଏକମାତ୍ର ବୋଲର, ଯିଏକି ମ୍ୟାଚର ପ୍ରଥମ ଇନିଂସର ୨୦ତମ ଓଭର ମେଡେନ୍…
ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୧ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧୭ା୪(ବ୍ୟୁରୋ): ରାଜ୍ୟରୁ ରବିବାର ଆଉ ୧୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୨,୭୮,୬୫୨ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
ହାଇଦ୍ରାବାଦ୍କୁ ୧୫୨ ରନ୍ର ବିଜୟ ଲକ୍ଷ୍ୟ ଦେଲା ପଞ୍ଜାବ
ମୁମ୍ବାଇ,୧୭।୪: ଆଇପିଏଲ ୨୦୨୨ର ୨୮ତମ ମ୍ୟାଚ ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ପଞ୍ଜାବ କିଙ୍ଗସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୧୫୧ ରନ୍ରେ ଅଲଆଉଟ୍ ହୋଇଯାଇଛି। ଫଳରେ ହାଇଦ୍ରାବାଦ୍କୁ ୧୫୨ ରନ୍ର ବିଜୟ ଲକ୍ଷ୍ୟ…
ଏସବୁ ଜିଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା
ଭୁବନେଶ୍ୱର,୧୭ା୪(ବ୍ୟୁରୋ): ରାଜ୍ୟର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିି ଦେଉଛି। ରବିବାର ୧୫ଟି ଜିଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଶନିବାର ଭଳି ଆଜି ମଧ୍ୟ ସୋନପୁରରେ ସର୍ବାଧିକ…
ଆଇପିଏଲ୍ ବେଟିଂ: ୯ କୋର୍ଟ ଚାଲାଣ
କୁଆଁରମୁଣ୍ଡା,୧୭ା୪(ଡି.ଏନ୍.ଏ.): ସମ୍ପ୍ରତି ଆଇପିଏଲ ମ୍ୟାଚ୍ ଚାଲୁଥିବା ବେଳେ ଏହାକୁ ନେଇ ବେଟିଂ ବା ଜୁଆ କାରବାର ବେଶ୍ ବୃଦ୍ଧି ପାଉଛି। ଅନ୍ଲାଇନ୍ରେ ଲୋକେ ଟଙ୍କା ବାଜି ଲଗାଉଛନ୍ତି। ଫଳରେ ଦିନକୁ କୋଟି କୋଟି ଟଙ୍କାର ଅନଲାଇନ୍ ବେଟିଂ ଚାଲୁଛି। ଏହି ଅପରାଧିକ…
ମୁଁ ଭାରତ ବିରୋଧୀ ନୁହେଁ: ଇମ୍ରାନ
ଇସଲାମାବାଦ,୧୭ା୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଦୃଢ଼ ଭାବେ କହିଛନ୍ତି ଯେ, ଶେହବାଜ ଶରିଫଙ୍କ ନେତୃତ୍ୱାଧୀନ ସରକାର ତାଙ୍କୁ ଦେଶର ରାଜନୀତିରୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି। ଏହା ସହିତ ଇମ୍ରାନ ତାଙ୍କ ସରକାରକୁ ଟପିଯିବାର ଘଟଣାକୁ ଏକ ସ୍ଥିର…
‘ଦଳ ପରାଜୟ ପାଇଁ ମୁଁ ଦାୟୀ’
ମୁମ୍ବାଇ,୧୭।୪: ଆଇପିଏଲ୍ ୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଲଗାତର ଷଷ୍ଠ ପରାଜୟବରଣ କରିଛି। ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ହୋଇଛି। ମ୍ୟାଚ ପରେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା କହିଛନ୍ତି, ଦଳର ପରାଜୟ ପାଇଁ ମୁଁ ନିଜକୁ ଦାୟୀ କରୁଛି।…
ଆମେରିକାରେ ଥମୁନି ଗୁଳି ବର୍ଷଣ
ଓ୍ବାଶିଂଟନ,୧୭ା୪: ଆମେରିକାରେ ଗୁଳି ବିନିମୟ ଥମୁନାହିଁ। ରବିବାର ପୂର୍ବାହ୍ନରେ ଆମେରିକାର ପିଟସବର୍ଗ ସହରରେ ଗୁଳି ବିନିମୟରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ପୂରା ଘଟଣାର ସବିଶେଷ ତଥ୍ୟ ଦେଇ ପିଟ୍ସବର୍ଗ ପୋଲିସ କହିଛି, ସହରର…
Archives


