Home

ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ମାମଲାରେ ୯ ବର୍ଷରେ ୩ ଚାର୍ଜଶିଟ୍‌, ଅଭିଯୁକ୍ତ ଚିହ୍ନଟ-ହେବେ ଗିରଫ…

ନୂଆଦିଲ୍ଲୀ, ୧୭।୪ : ନଅ ବର୍ଷ ପରେ ବି ସିବିଆଇ ଅଧିକାରୀମାନେ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଚପର କାରବାରରେ ହୋଇଥିବା ୩,୭୨୭ କୋଟି ଟଙ୍କାର ହେରଫେରର ତଦନ୍ତ ଜାରି ରଖିଛନ୍ତି। ସଦ୍ୟତମ ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ଡିଲ୍‌ରୁ ଉପକୃତ ହୋଇଥିବା ରାଜନେତା…

ଗପର ନାଁ ଗାୟତ୍ରୀ

କାହାଣୀମାନେ ସବୁବେଳେ ତାଙ୍କ ପରି ଆଧାର ଖୋଜନ୍ତି। ଚରିତ୍ରମାନେ ତାଙ୍କୁ ଖୋଜି ଖୋଜି ଆସନ୍ତି ନିଜେ ବିବୃତ୍ତ ହେବା ପାଇଁ ତେଣୁ ଇ ତ ତାଙ୍କ କଥା ସାହିତ୍ୟରେ କେତେ ପ୍ରକାରର ଭାଷା, ତାଙ୍କ ଗପର ଅଗଣାରେ କେତେ କେତେ ଚରିତ୍ରମାନଙ୍କ…

ଗାଁ ଚାରିପାଖରେ ପାଣି, ହେଲେ ବିଶୁଦ୍ଧ ପାଣି ଟୋପେ ସାତସପନ…

ପ୍ରକୃତିର ଅମୂଲ୍ୟ ସମ୍ପଦ ଜଳ। କିନ୍ତୁ ଦିନକୁଦିନ କମି କମି ଚାଲିଛି ଭୂ-ତଳ ଜଳସ୍ତର। ବଢ଼ି ବଢ଼ି ଚାଲିଛି ପାନୀୟ ଜଳର ସଙ୍କଟ। ହେଲେ ମେଣ୍ଟିପାରୁନି ଚାହିଦା। ଅନେକ ସ୍ଥାନରେ ପାଣି ପାଇଁ ଲାଗୁଛି ଲମ୍ବା ଲାଇନ। ଯିବାକୁ ପଡ଼ୁଛି ମାଇଲ…

ବିଜୁବାବୁଙ୍କ ଶ୍ରାଦ୍ଧଦିବସରେ ତିଳତର୍ପଣ

ସୋରଡ଼ା,୧୭ା୪(ଡି.ଏନ୍‌.ଏ.): ସୋରଡ଼ାରେ ବିଜୁବାବୁଙ୍କ ୨୫ତମ ଶ୍ରାଦ୍ଧଦିବସ ସ୍ଥାନୀୟ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ଅଧ୍ୟକ୍ଷ ଶିବଶଙ୍କର ପଣ୍ଡାଙ୍କ ସମେତ ଦଳୀୟ କର୍ମୀମାନେ ଯୋଗଦେଇଥିଲେ। ସକାଳୁ ବୁଦ୍ଧଲିଙ୍ଗେଶର ମନ୍ଦିର ନିକଟ ଋଷିକୁଲ୍ୟା, ଜରଉ ନଦୀ ସଙ୍ଗମସ୍ଥଳରେ ତିଳତର୍ପଣ କରଯାଇଥିଲା।…

ଝାଳ ଦୁର୍ଗନ୍ଧ ହେଉଛି କି? ଜାଣନ୍ତୁ କେମିତି ଦୂର କରିବେ…

ଖରାଦିନେ ଅନେକଙ୍କର ଝାଳ ବୋହିଥାଏ। ବେଳେବେଳେ ଏହି ଝାଳ ଖୁବ୍‌ ଦୁର୍ଗନ୍ଧ ମଧ୍ୟ ହୁଏ; ଯଦ୍ୱାରା ଅପ୍ରୀତିକର ପରିସ୍ଥିତି ଉପୁଜିଥାଏ। ବିଶେଷଜ୍ଞଙ୍କ ମତରେ, ଶରୀରରୁ ଝାଳ ବୋହିବା ପଛରେ ମଧ୍ୟ ଅନେକ କାରଣ ରହିଥାଏ। ପ୍ରଥମତଃ, ଯଦି କୌଣସି ବ୍ୟକ୍ତି ଅତ୍ୟଧିକ…

ନୂଆ ଲୁକ୍‌ରେ କରଣ ଜୋହର

ମୁମ୍ବାଇ: ଫିଲ୍ମ ନିର୍ମାତା କରଣ ଜୋହର ସୋସିଆଲ ମିଡିଆରେ ବହୁ ଆକ୍ଟିଭ୍‌। ପ୍ରଂଶସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ସେ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି। ଯାହା ଖୁବ୍‌ ଭାଇରାଲ ହୋଇଥାଏ। ଏବେ ସେ ତାଙ୍କ…

କଂଗ୍ରେସ ପାଇଁ ପିକେଙ୍କ ‘୩୭୦ ପ୍ଲସ୍‌ ଫର୍ମୂଲା’…

ନୂଆଦିଲ୍ଲୀ, ୧୭।୪ : ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପିକେ) କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ଦଳର ଅନ୍ୟ ୧୦ ବରିଷ୍ଠ ନେତାଙ୍କ ସହିତ ମିଶନ ୨୦୨୪ ବୈଠକ କରିଛନ୍ତି। ୪ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ପିକେ…

ବାସ୍ତୁ ଅନୁସାରେ ଏପରି ହେବା ଦରକାର ପିଲାଙ୍କ ରୁମ୍‌

କୁହାଯାଏ, ବାସ୍ତୁ ଅନୁଯାୟୀ ପିଲାମାନଙ୍କ ରୁମ୍‌ ହୋଇଥିଲେ ସେମାନଙ୍କୁ ଭଲ ନିଦ ହେବା ସହ ସେମାନଙ୍କ ସ୍ମରଣ ଶକ୍ତି ପ୍ରଖର ହୋଇଥାଏ। ଏଥିସହିତ ପାଠପଢା ପାଇଁ ତାଙ୍କ ଭିତରେ ଏକାଗ୍ରତା ମଧ୍ୟ ଆସିଥାଏ। ତେବେ ବାସ୍ତୁ ଅନୁସାରେ କେମିତି ହେବା ଦରକାର…

ପ୍ରଥମେ ଗୁଜରାଟ ଯିବେ ବୋରିସ୍‌, ଡାଏସ୍ପୋରା ପାଇଁ ଗୁରୁତ୍ୱପୂର୍ଣ୍ଣ…

ନୂଆଦିଲ୍ଲୀ, ୧୭।୪ : ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ୨୧ ଏପ୍ରିଲରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଭାବରେ ବୋରିସ ଜନସନଙ୍କର ଏହା ହେଉଛି ପ୍ରଥମ ଭାରତ ଗସ୍ତ ।…

ଏମିତି ସ୍ଥାନ, ଯେଉଁଠିକି ଗଲେ ଲୋକଙ୍କୁ ହୁଏ ମାରାତ୍ମକ ରୋଗ

ଦୁନିଆରେ ଏପରି ଅନେକ ସ୍ଥାନ ଅଛି, ଯାହାକି ଅତ୍ୟନ୍ତ ଭୟାନକ ଏବଂ ମାରାତ୍ମକ ଅଟେ। ଲୋକମାନେ ଏହି ସ୍ଥାନକୁ ଯିବା ପାଇଁ ଭୟ କରିଥାନ୍ତି। କାରଣ ସେମାନେ ଜାଣିଥାନ୍ତି ଏଠାକୁ ଗଲେ ମୃତ୍ୟୁ ସୁନିଶ୍ଚିତ। ଏପରି ଏକ ସ୍ଥାନ ଉଜବେକିସ୍ତାନରେ ଅଛି।…

ବିଜୁବାବୁଙ୍କ ତିରୋଧାନ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର,୧୭।୪(ବ୍ୟୁରୋ): ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ। ଏହି ଅବସରରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବିଜୁ ବାବୁଙ୍କ ନୀତି ଓ ଆଦର୍ଶ ସର୍ବଦା ଆମକୁ ଲୋକଙ୍କ ସେବା କରିବାକୁ ଅନୁପ୍ରାଣିତ କରିବ ।…

ରୁଷିଆ ଦଖଲରେ ମାରିଆପୋଲ, ୧,୪୬୪ ୟୁକ୍ରେନ୍‌ ସୈନ୍ୟଙ୍କ ଆତ୍ମସମର୍ପଣ…

କ୍ୱିଭ୍‌, ୧୭।୪ : ରୁଷିଆର ସୈନ୍ୟବାହିନୀ ପୂର୍ବ ୟୁକ୍ରେନ୍‌ର ମାରିଅପୋଲ ସହରକୁ ନିଜ ଦଖଲକୁ ନେଇଛି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଇଗୋର କୋନାଶେନକୋଭ ଏହି ସୂଚନା ଦେଇ କହିଛନ୍ତି ଯେ ୧,୪୬୪ ୟୁକ୍ରେନ୍‌ ସୈନ୍ୟ ଆତ୍ମସମର୍ପଣ କରିଛନ୍ତି। ତେବେ ୟୁକ୍ରେନର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri