Home

ସ୍ତ୍ରୀ ଖୋଜୁଛନ୍ତି ମନ୍ତ୍ରୀ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଟୁଇଟ୍‌

କୋହିମା,୧୧।୭: ନାଗାଲାଣ୍ଡର ଉଚ୍ଚଶିକ୍ଷା ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ଭାଜପା ନେତା ତେମଜେନ ଇମ୍‌ନା ଆଲଙ୍ଗଙ୍କ ଏକ ଟୁଇଟ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଆଲଙ୍ଗ ଗୁଗଲ ସର୍ଚ୍ଚର ଏକ ସ୍କ୍ରିନ୍‌ସର୍ଟ ଟୁଇଟର୍‌ରେ ଶେୟାର କରିଛନ୍ତି। ସେ ଗୁଗଲରେ…

ରୁଚିକାଙ୍କ ମା’ଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର,୧୧ା୭(ବ୍ୟୁରୋ): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ନ୍ୟାୟ ପାଇଁ କଲେଜ ସମ୍ମୁଖରେ ଧାରଣାରେ ବସିଥିବା ରୁଚିକାଙ୍କ ମା’ଙ୍କୁ ଧାରଣାସ୍ଥଳରୁ ଉଠାଇ ନେଇଛି ପୋଲିସ। ଆନ୍ଦୋଳନରତ ଛାତ୍ର ସଙ୍ଗଠନ ସଦସ୍ୟଙ୍କୁ ମଧ୍ୟ ପୋଲିସ ଉଠାଇ ନେଇଛି।। ସୂଚନାଯୋଗ୍ୟ, ରୁଚିକା…

୨୦୩୦ ପର୍ଯ୍ୟନ୍ତ ଆବୁ ସାଲେମଙ୍କୁ ମୁକ୍ତ କରିହେବ ନାହିଁ , ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୧।୭ : ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଗ୍ୟାଙ୍ଗଷ୍ଟର ଆବୁ ସାଲେମଙ୍କୁ ୨୦୩୦ ପର୍ଯ୍ୟନ୍ତ ମୁକ୍ତ କରାଯାଇପାରିବ ନାହିଁ। କିନ୍ତୁ ତାଙ୍କର ୨୫ ବର୍ଷର ଜେଲ ଶେଷ ହେବା ପରେ କେନ୍ଦ୍ର ସରକାର ଭାରତ ଏବଂ ପର୍ତ୍ତୁଗାଲ ମଧ୍ୟରେ ହୋଇଥିବା ପ୍ରତ୍ୟର୍ପଣ…

ଗୋଆ କଂଗ୍ରେସ ସଙ୍କଟ, ପରଦା ପଛର ନାୟକ ମାଇକେଲ ଲୋବୋ-ଦିଗମ୍ବର କାମତ…

ପଣଜୀ,୧୧।୭ : ଗୋଆରେ କଂଗ୍ରେସରେ ବିଦ୍ରୋହ ସୃଷ୍ଟି ହୋଇଛି। ଦଳ ସ୍ବୀକାର କରିଛି ଯେ ଏହା ରାଜ୍ୟର ୧୧ ଜଣ ବିଧାୟକଙ୍କ ମଧ୍ୟରୁ ୫ ଜଣଙ୍କ ସହିତ ଯୋଗାଯୋଗ କରିବାରେ ଅସମର୍ଥ। ପାର୍ଟିରେ ଗୋଆ ବ୍ୟାପାରର ଦାୟିତ୍ୱରେ ଥିବା ଦୀନେଶ ଗୁଣ୍ଡୁ…

ଶପିଂମଲ୍‌ରେ ମାସ୍କ ବାଧ୍ୟତାମୂଳକ

ଭୁବନେଶ୍ୱର,୧୧ା୭(ବ୍ୟୁରୋ): ରାଜ୍ୟରେ ଦ୍ରୁତଗତିରେ କରୋନା ସଂକ୍ରମଣ ବଢ଼ିଚାଲିଛି। ଏହି କିଛିଦିନ ହେବ ରାଜ୍ୟରେ ୫୦୦ ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏଥିରୁ କେବଳ ୫୦ ପ୍ରତିଶତ ଆକ୍ରାନ୍ତ ଖୋର୍ଦ୍ଧାରୁ ଚିହ୍ନଟ ହେଉଛନ୍ତି। ବିଶେଷକରି ରାଜଧାନୀ ଭୁବନେଶ୍ୱରରୁ ଅଧିକ ଆକ୍ରାନ୍ତ ଚିହ୍ନଟ…

ନୈନିତାଲରେ ଆମେରିକା ସ୍କୁଟରରେ ପୋଲିସ ପାଟ୍ରୋଲିଂ, ଦାମ୍‌ ୨ ଲକ୍ଷ…

ନୈନିତାଲ,୧୧।୭ : ସ୍ମାର୍ଟ ପୋଲିସ ହେବା ଲାଗି ଉତ୍ତରାଖଣ୍ଡ ପୋଲିସ ପଦକ୍ଷେପ ଗ୍ରହଣ କରିଛି। ଏହି ମର୍ମରେ ନୈନିତାଲରେ ପୋଲିସକୁ ଏଣିକି ଏକ ଭିନ୍ନ ଢଙ୍ଗରେ ପାଟ୍ରୋଲିଂ କରୁଥିବାର ଦେଖିବାକୁ ମିଳିବ। ସହରର ପଥଚାରୀ ରାସ୍ତାରେ, ବର୍ତ୍ତମାନ ଆମେରିକୀୟ ସ୍କୁଟର ସିଗୱେରେ…

ୱେବ୍‌ ମିଡିଆ ଉପରେ ଦୋଷ ଲଦିଲେ ମନ୍ତ୍ରୀ

ଭୁବନେଶ୍ୱର,୧୧।୭(ବ୍ୟୁରୋ): ସ୍କୁଲ ପରିସରକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାରଣ କରାଯିବା ନିଷ୍ପତ୍ତିକୁ ନେଇ ପ୍ରତିବାଦ ତେଜିବାରେ ଲାଗିଛି। ରାଜନୈତିକ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ବି ଏହା ନିନ୍ଦନୀୟ ବୋଲି କହୁଛନ୍ତି। ସେପଟେ ଏ ପ୍ରସଙ୍ଗରେ ରବିବାର ବିଦ୍ୟାଳୟ ଓ ଗଣଶିକ୍ଷା…

ବିଜୟ ମାଲ୍ୟାଙ୍କୁ ୪ ମାସ ଜେଲ୍‌

ନୂଆଦିଲ୍ଲୀ,୧୧।୭: କୋର୍ଟ ଆଦେଶ ଅବମାନନା ମାମଲାରେ ସୋମବାର ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଚାରିମାସ ଦଣ୍ଡିତ କରିଛନ୍ତି ସୁପ୍ରିମକୋର୍ଟ। ଏହା ସହିତ ଦୁଇ ହଜାର ଟଙ୍କା ଜୋରିମନା ମଧ୍ୟ କରାଯାଇଛି। ଜୋରିମନା ନ ଦେଲେ ତାଙ୍କୁ ଅତିରିକ୍ତ ଦୁଇ ମାସ ଜେଲ…

ମିଶନ ଦକ୍ଷିଣ ଭାରତ,ଭାଜପାର ସ୍ବତନ୍ତ୍ର ଯୋଜନା…

ନୂଆଦିଲ୍ଲୀ,୧୧।୭ : ଦକ୍ଷିଣ ଭାରତରେ କଂଗ୍ରେସ ନିଜର ଶକ୍ତି ବଜାୟ ରଖିବାରେ ଅସଫଳ ହେବାରେ ଲାଗିଛି। ସେହିପରି ଆଞ୍ଚଳିକ ଦଳ ଗୁଡ଼ିକ ମଧ୍ୟ ଦୁର୍ବଳ ହେବାରେ ଲାଗିଛନ୍ତି। ଏପରିସ୍ଥଳେ ଭାଜପା ଦକ୍ଷିଣ ଭାରତରେ ନିଜର ସ୍ଥିତି ସୁଦୃଢ଼ କରିବା ଧାରା ଜାରି…

କୋହଲିଙ୍କ ଖରାପ ଫର୍ମକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା

ଲଣ୍ଡନ,୧୧।୭: ଇଂଲଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆକୁ ୧୭ ରନ୍‌ରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଟିମ ଇଣ୍ଡିଆ କିନ୍ତୁ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ୨-୧ରେ ଜିତିବାରେ ସଫଳ ହୋଇଥିଲା। ଏହା ସତ୍ତ୍ୱେ ବିରାଟ କୋହଲି…

ଭିଜିଲାନ୍ସ ଜାଲରେ ଆଇଆଇସି

ଉମରକୋଟ,୧୧ା୭(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ଥାନାର ଅତିରିକ୍ତ ଥାନାଧିକାରୀ (ଆଇଆଇସି) ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅତିରିକ୍ତ ଥାନାଧିକାରୀ ଲିମରାଜ ପ୍ରଧାନ ଏକ ପୁରୁଣା କେସ୍‌କୁ କୋହଳ କରିବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୨୦…

ଏଆଇଏଡିଏମକେ ପରିଷଦ ବୈଠକ ଉପରେ ରୋକ ଆବେଦନ ହାଇକୋର୍ଟରେ ଖାରଜ…

ଚେନ୍ନାଇ,୧୧।୭ : ରାଜନୈତିକ ଦଳର କଳହରେ ହସ୍ତକ୍ଷେପ ନକରିବାକୁ ମାଡ୍ରାସ ହାଇକୋର୍ଟ ଏଆଇଏଡିଏମ୍‌କେ ନେତା ତଥା ପୂର୍ବତନ ସଂଯୋଜକ ଓ. ପନିରସେଲଭାମ୍‌ଙ୍କ ଆବେଦନକୁ ସୋମବାର ଖାରଜ କରିଦେଇଛନ୍ତି। ପନିରସେଲଭାମ୍‌ ସାଧାରଣ ପରିଷଦ ବୈଠକ ଉପରେ ରୋକ ଲଗାଇବାକୁ ଆବେଦନ କରିଥିଲେ। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?