Home

ଦିନକ ପୂର୍ବରୁ କିଣିଥିବା ଇଲେକ୍ଟ୍ରିକ୍‌ ସ୍କୁଟର ଫାଟି ସ୍ବାମୀ ମୃତ, ପତ୍ନୀ-୨ଶିଶୁ ଆହତ

ହାଇଦ୍ରାବାଦ,୨୪।୪: ଦୁଇ ଦିନ ପୂର୍ବରୁ ତେଲେଙ୍ଗାନାର ନିଜାମାବାଦରେ ଏକ ଇଲେକ୍ଟ୍ରିକ୍‌ ବାଇକ୍‌ର ବ୍ୟାଟେରୀ ଫାଟି ଜଣେ ୮୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଥିଲେ। ଏହି ଘଟଣା ସର୍ବସମ୍ମୁଖକୁ ଆସିବା ପରେ ପ୍ୟୁର-ଇଭି କମ୍ପାନୀ ନିଜର ୨ହଜାର…

ଝାରସୁଗୁଡ଼ାରେ ଭାଜପା-ବିଜେଡି ମୁହାଁମୁହିଁ: ଉଭୟ ଗୋଷ୍ଠୀର ୫୦ରୁ ଊର୍ଦ୍ଧ୍ୱ ନେତୃବୃନ୍ଦ ଗିରଫ

ଝାରସୁଗୁଡା ଅଫିସ,୨୪।୪: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ରୋଷେୟା ଲଳିତ କୁମାର ସାହୁ(୨୨)ଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରବିବାର ଭାଜପା-ବିଜେଡି ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି । ପୋଲିସ ଉଭୟ ଗୋଷ୍ଠୀର ୫୦ରୁ ଊଦ୍ଧର୍‌ବ ନେତୃବୃନ୍ଦଙ୍କୁ ଗିରଫ କରିଛି । ଏହାପରେ…

ଭାରତରେ ଚାଇନା ନାଗରିକଙ୍କୁ ପର୍ଯ୍ୟଟନ ଭିଜା ମନା

ନୂଆଦିଲ୍ଲୀ,୨୪।୪: ଚାଇନା ନାଗରିକମାନଙ୍କୁ ଭାରତ ଦେଇଥିବା ପର୍ଯ୍ୟଟନ ଭିସା ଆଉ ବୈଧ ନୁହେଁ ବୋଲି ଅନ୍ତର୍ଜତୀୟ ବିମାନ ପରିବହନ ସଂସ୍ଥା (ଆଇଏଟିଏ) ପକ୍ଷରୁ କୁହାଯାଇଛି। ଏବେ ବି ଭାରତ ଚାଇନା ନାଗରିକମାନଙ୍କୁ ବ୍ୟବସାୟ, ରୋଜଗାର, କୂଟନୈତିକ ଏବଂ ସରକାରୀ ଭିସା ଦେଉଛି…

କରୋନା ସଙ୍କଟ, ୨୭ ଏପ୍ରିଲ୍‌ରେ ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବୈଠକ…

ନୂଆଦିଲ୍ଲୀ, ୨୪।୪ : ଦେଶରେ କରୋନା ସଙ୍କଟ ପୁଣି ବଢ଼ି ଚାଲିଛି। ୨୭ ଏପ୍ରିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକର ଅଧ୍ୟକ୍ଷତା…

ଜୀବନ ଶୈଳୀରେ ପରିବର୍ତ୍ତନ ଆଣିଛି ପ୍ରଯୁକ୍ତି ବିଦ୍ୟା, ଗାଁ ଲୋକେ କରୁଛନ୍ତି ଡିଜିଟାଲ ପେମେଣ୍ଟ…

ନୂଆଦିଲ୍ଲୀ, ୨୪।୪ : ଦେଶରେ ଡିଜିଟାଲୀକରଣ ଜାରି ରହିଛି। ଏହା ଦ୍ୱାରା ଲୋକଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆସିଛି। ପ୍ରଯୁକ୍ତି ବିଦ୍ୟାର ବିକାଶ ଦ୍ୱାରା ଗାଁ ଲୋକେ ଏବେ ଡିଜିଟାଲ ପେମେଣ୍ଟ କରୁଛନ୍ତି ବୋଲଇ ୮୮ତମ ମାସିକ ରେଡିଓ କାର୍ଯ୍ୟକ୍ରମ ମନ…

ଅନୁଚ୍ଛେଦ ୩୭୦ ହଟିବା ପରେ ମୋଦିଙ୍କ ପ୍ରଥମ ଜମ୍ମୁ-କଶ୍ମୀର ଗସ୍ତ, ୨୦ ହଜାର କୋଟିର ପରିଯୋଜନା ଉପହାର…

ଶ୍ରୀନଗର, ୨୪।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜମ୍ମୁ-କଶ୍ମୀରର ସାମ୍ବାରେ ପହଞ୍ଚିଛନ୍ତି। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ପରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଜମ୍ମୁ-କଶ୍ମୀର ଗସ୍ତ। ସେ ଏଠାରେ ପ୍ରାୟ ୨୦ ହଜାର କୋଟି ଟଙ୍କା ମୂଲ୍ୟର ପରିଯୋଜନାର ଲୋକାର୍ପିତ…

କୋର୍ଟରେ ପହଞ୍ଚିଲେ ନବନୀତ ରାଣା, ରବି

ମୁମ୍ବାଇ,୨୪।୪: ମୁମ୍ବାଇରେ ହନୁମାନ ଚାଳିଶା ପାଠକୁ ନେଇ ଉତ୍ତେଜନା ଲାଗିରହିଛି। ଏହି ମାମଲାରେ ଗିରଫ ହୋଇଥିବା ଏମ୍‌ପି ନବନୀତ ରାଣା ଓ ତାଙ୍କ ବିଧାୟକ ସ୍ବାମୀ ରବି ରାଣାଙ୍କୁ ରବିବାର ବାନ୍ଦ୍ରାର ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଛି। ନବନୀତ ଓ ରାଣାଙ୍କୁ…

୫୭ଦିନରୁ ସୂର୍ଯ୍ୟ ଦେଖିନାହାନ୍ତି ସୁଡ଼ଙ୍ଗରେ ଫସିରହିଥିବା ୟୁକ୍ରେନବାସୀ

କ୍ୱିଭ୍‌,୨୪।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୨ମାସ ବିତିଥିବା ବେଳେ ମସ୍କୋ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ମାରିଆପୋଲ ସହରକୁ କବ୍‌ଜା କରିନେଇଥିବା ଦାବି କରିଛନ୍ତି। ଅନ୍ୟ ସହରଗୁଡ଼ିକରେ ଏବେ ବି ରୁଷୀୟ ସୈନ୍ୟମାନେ ଆକ୍ରମଣ ଜାରି ରଖିଛନ୍ତି। ଇତିମଧ୍ୟରେ…

କୁଲଗାମରେ ଜୈଶର ୨ଆତଙ୍କବାଦୀ ନିପାତ

ଶ୍ରୀନଗର,୨୪।୪: ଜମ୍ମୁ-କଶ୍ମୀର କୁଲଗାମ ଜିଲାର ମିରହମା ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଶନିବାର ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ମୃତ ୨ଜଣ ଆତଙ୍କବାଦୀ ଜୈଶ-ଏ- ମହମ୍ମଦ ସଂଗଠନର ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, କୁଲଗାମ ଜିଲାର ମିରହମା…

ହନୁମାନ ଚାଳିଶା ବିବାଦ: କୋର୍ଟ ହାଜର ହେବା ପୂର୍ବରୁ ନବନୀତଙ୍କୁ ଆଉ ଏକ ଝଟ୍‌କା

ମୁମ୍ବାଇ,୨୪।୪: ମୁମ୍ବାଇରେ ହନୁମାନ ଚାଳିଶା ପାଠକୁ ନେଇ ବିବାଦ ଲାଗି ରହିଛି। ଏହି ମାମଲାରେ ଏମ୍‌ପି ନବନୀତ ରାଣାଙ୍କୁ ରବିବାର ସ୍ବତନ୍ତ୍ର କୋର୍ଟରେ ହାଜର କରାଯିବ। ହେଲେ କୋର୍ଟରେ ହାଜର କରାଯିବା ପୂର୍ବରୁ ତାଙ୍କୁ ଆଉ ଏକ ଝଟ୍‌କା ଲାଗିଛି। ନବନୀତ…

କାହାକୁ ଫାଶୀ କାହାକୁ ନୁହେଁ, ଗାଇଡ୍‌ଲାଇନ୍‌ ଜାରି କରିବେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୨୪।୪ : ସୁପ୍ରିମକୋର୍ଟ କହିଛନ୍ତି ଯେ ଶୀଘ୍ର ଫାଶୀଦଣ୍ଡ ସମ୍ପର୍କରେ ଏକ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରାଯିବ। ଏହା ଅନ୍ତର୍ଗତ କାହାକୁ ଫାଶୀ ଦଣ୍ଡାଦେଶ ଦିଆଯିବ କାହାକୁ ନୁହେଁ ତାହା ସ୍ଥିର କରାଯିବ। ଯାହା ସମଗ୍ର ଦେଶର କୋର୍ଟ ପାଇଁ ବୈଧ…

ରାଜଧାନୀରେ ଚାଞ୍ଚଲ୍ୟ: ସ୍ତ୍ରୀ-ଶାଳୀଙ୍କୁ ମାରି ଘରେ ରଖିଥିଲେ ବ୍ୟକ୍ତି

ଭୁବନେଶ୍ୱର,୨୪।୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ଚାଞ୍ଚଲ୍ୟ। ହାଉସିଂବୋର୍ଡ ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ସ୍ତ୍ରୀ ଏବଂ ଶାଳିଙ୍କୁ ହତ୍ୟା କରିବା ପରେ ଦୁଇରୁ ତିନି ଦିନ ହେବ ଘରେ ରଖିଥିଲେ। ରବିବାର ଚନ୍ଦ୍ରଶେଖରପୁର ପୋଲିସ ଖବରପାଇ ମୃତଦେହକୁ ଜବତ କରିଛି। ଏଥିସହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri