Home

ଏମିତି ଦେଶ, ଯେଉଁଠି ମଣିଷଙ୍କଠାରୁ ବିଲେଇଙ୍କ ସଂଖ୍ୟା ଅଧିକ

ଦୁନିଆରେ ଶହ ଶହ ଦେଶ ରହିଛି। ପ୍ରତ୍ୟେକ ଦେଶର ସ୍ବତନ୍ତ୍ର ବୈଶିଷ୍ଟ୍ୟ ରହିଛି। କେଉଁ ଦେଶ ସୁନ୍ଦର ଦୃଶ୍ୟ ପାଇଁ ପରିଚିତ ତ ଆଉ କେଉଁ ଦେଶ ହୃଦୟସ୍ପର୍ଶୀ ଲୋକ ସଂସ୍କୃତି ପାଇଁ ପ୍ରସିଦ୍ଧ। ପ୍ରତ୍ୟେକ ଦେଶର ନିଜସ୍ବ ବିଶେଷତ୍ତ୍ୱ ଥାଏ।…

ଭାଜପା ସରକାର ରାବଣ, ରାହୁଲ ରାମ, କଂଗ୍ରେସ ପକ୍ଷରୁ ପ୍ରଦର୍ଶନ …

ନୂଆଦିଲ୍ଲୀ, ୧୩।୬ : ମନି ଲଣ୍ଡରିଂ ମାମଲାରେ ରାହୁଲ ଗାନ୍ଧୀ ସୋମବାର ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ରେ ହାଜର ହେବାକୁ ଯିବାର କାର୍ଯ୍ୟକ୍ରମ କରିଛନ୍ତି। ଏହାପୂର୍ବରୁ କଂଗ୍ରେସ ସମର୍ଥକମାନେ ରାହୁଲଙ୍କ ସପକ୍ଷରେ ସ୍ଲୋଗାନ ଦେଇଥିଲେ। ସେମାନଙ୍କ ଦିଲ୍ଲୀ ପୋଲିସ ଗିରଫ କରିଥିଲା।…

ସକ୍ରିୟ ମାମଲା ୪୮ ହଜାର ମୁହାଁ …

ନୂଆଦିଲ୍ଲୀ, ୧୩।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…

ଓଲଟିଲା ଯାତ୍ରୀବାହୀ ବସ୍‌: ୫ ମୃତ, ୩୦ ଆହତ

ମାଲକାନଗିରି,୧୩ା୬(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ବୋଡୁଗୁଡମ ନିକଟରେ ସୋମବାର ଭୋର୍‌ରୁ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଛି। ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତ ମୃତକ ଓଡ଼ିଶାର ବୋଲି ଜଣାପଡ଼ିଛି। ବସ୍‌ଟି ବିଜୟଓ୍ବାଡାରୁ ଭବାନୀପାଟଣା ଆସୁଥିଲା। ଭାରସାମ୍ୟ ହରାଇ ବୁଲାଣି ରାସ୍ତାରେ…

ଖସିଲା କରୋନା ଗ୍ରାଫ୍‌, ଆଜି ୧୨ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୩ା୬(ବ୍ୟୁରୋ): ରାଜ୍ୟରୁ ସୋମବାର ୧୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୬୫୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୭ ଜଣ ଚିହ୍ନଟ ହୋଇଥିବା…

ଚଟାଣରେ ଗଡୁଛନ୍ତି ପ୍ରସୂତି, ନବଜାତକ

ସୋନପୁର,୧୩।୬(ନି.ପ୍ର.): ସୁବର୍ଣ୍ଣପୁର ଜିଲା ଡାକ୍ତରଖାନାରେ ଶଯ୍ୟା ଅଭାବ ଗୁରୁତର ସମସ୍ୟା ସୃଷ୍ଟି କରିଛି। ଚିକିତ୍ସା ପାଇଁ ଆସୁଥିବ)। ରୋଗୀ ଓ ସମ୍ପର୍କିୟ ମାନେ ଅସୁବିଧା ଭୋଗୁଛନ୍ତି। ସାଧାରଣ ରୋଗୀଙ୍କ ସମେତ ପ୍ରସୂତୀ ଓ ନବଜାତକଙ୍କୁ ଡାକ୍ତରଖାନା ବାରଣ୍ଡାରେ ରଖାଯାଉଛି। ପ୍ରବଳ ଗ୍ରୀଷ୍ମ…

ଯୁଦ୍ଧର କରୁଣ ଦୃଶ୍ୟ, ମାରିଆପୁଲ ରାସ୍ତାରେ ପଡ଼ି ରହିଛି ମୃତଦେହ…

କ୍ୱିଭ୍‌, ୧୩।୬ : ୟୁକ୍ରେନ୍‌ର ବନ୍ଦର ସହର ମାରିଆପୁଲରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ସହରର ରାସ୍ତାଘାଟରେ ମୃତଦେହଗୁଡ଼ିକ ପଡ଼ି ରହିଛି। ଯୁଦ୍ଧର ଏଭଳି କରୁଣ ଦୃଶ୍ୟ ବହୁ ଲୋକଙ୍କୁ ଭାବୁକ କରିଛି। ପଚାସଢ଼ା ମୃତଦେହ ଯୋଗୁ ସହରରେ ଆଗାମୀ…

କୁଏତରେ ନୁପୁରଙ୍କ ବିରୋଧରେ ପ୍ରଦର୍ଶନ, ଭାରତୀୟ ସମେତ ଏସିଆ ନାଗରିକ ଗିରଫ , ଭିଜା ରଦ୍ଦ

କୁଏତ,୧୩ ।୬: ଭାରତୀୟ ଜନତା ପାର୍ଟି(ଭାଜପା)ର ପୂର୍ବତନ ପ୍ରବକ୍ତା ନୁପୁର ଶର୍ମାଙ୍କ ବିରୋଧରେ ଜୁନ ୧୦ରେ ଫହାହିଲ ଅଞ୍ଚଳରେ ବିରୋଧ ପ୍ରଦର୍ଶନ କରୁଥିବା ଭାରତୀୟଙ୍କ ସମେତ ଅଣପ୍ରବାସୀ ଏସିଆ ନାଗରିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ନିଆଯାଇଛି । ଏମାନଙ୍କୁ…

ସମୁଦ୍ର ଆଁକୁ ଯିବ ମୂମ୍ବାଇ !…

ନୂଆଦିଲ୍ଲୀ, ୧୩।୬ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ବୁଡ଼ିଯିବ। ଏହି ବିପଦ ଅନେକ ଅନ୍ତର୍ଜାତୀୟ ଅଧ୍ୟୟନରେ ପ୍ରକାଶ ପାଇଛି। ହିନ୍ଦୁସ୍ତାନ ଟାଇମ୍ସ ଅନୁଯାୟୀ, ବର୍ତ୍ତମାନ ଏକ ଅଧ୍ୟୟନ ଦାବି କରିଛି ଯେ ମୁମ୍ବାଇ ସହର ପ୍ରତିବର୍ଷ ୨ ମିଲିମିଟର ବେଗରେ…

ବେଣା ଜଙ୍ଗଲରେ ନିଆଁ ଲାଗି ପନିପରିବା ଫସଲ ନଷ୍ଟ

ପଟ୍ଟାମୁଣ୍ଡାଇ, ୧୩ା୬(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟି ଅନ୍ତର୍ଗତ କାକୁଡିପଲ୍ଲୀପାଳରେ ସୃଷ୍ଟି ହୋଇଥିବା ବେଣା ଜଙ୍ଗଲରେ ରବିବାର ପୂର୍ବାହ୍ନ ୧୧ଟାରେ ନିଆଁ ଲାଗି ଯାଇଥିଲା। ଏଥିଯୋଗୁ ଲକ୍ଷାଧିକ ଟଙ୍କାର ପନିପରିବା ଫସଲ ପୋଡି ନଷ୍ଟ ହୋଇଯାଇଛି। ଆମ୍ବ ଓ ଅନ୍ୟ ଫଳନ୍ତି ଗଛଗୁଡିକ ନିଆଁରେ…

ଧାନ ବିହନ ବୁଣି ବର୍ଷାକୁ ଚାହିଁଛି ଚାଷୀ

ମହାକାଳପଡ଼ା,୧୩ା୬ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଖରିଫ ଫସଲ ପାଇଁ ଚାଷୀମାନେ ଜମି ପ୍ରସ୍ତୁତି କରି ଧାନ ବିହନ ବୁଣିବା କାମ ସାରିଲେଣି। ବର୍ଷାକୁ ଅପେକ୍ଷା କରି ଆସି ଆଷାଢ଼ ଧରିଲା। ଆକାଶରୁ ବୁନ୍ଦାଏ ବର୍ଷା ପଡୁନି। ଆକାଶରେ…

ଖର୍ଚ୍ଚ ୨୨ କୋଟି: ଝୁଡ଼ି, କୋଦାଳଟିଏ କିଣାଯାଇନି

କେନ୍ଦ୍ରାପଡ଼ା ଅଫିସ, ୧୩ା୬: କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ବାଳକାଟି ପଞ୍ଚାୟତ ଚୂନବନ୍ଧ ଗଁାର ଏକ ପୋଖରୀ ଖନନ ହେଉଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟ ହେଉଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri