ପ୍ରଭାରୀ ବୁଝିଲେ, ତଥାପି ଦିଲ୍ଲୀରେ ଛାମୁଆ ନେତାଙ୍କ ମେଳି
ଭୁବନେଶ୍ୱର,୨୯ା୪(ବ୍ୟୁରୋ): ରାଜ୍ୟ କଂଗ୍ରେସର ସାଙ୍ଗଠନିକ ପୁନର୍ବିନ୍ୟାସ ଖୁବ୍ଶୀଘ୍ର ହେବ। ପିସିସି ସଭାପତିଠାରୁ ଆରମ୍ଭକରି କାର୍ଯ୍ୟକାରୀ ସଭାପତି, ଛାମୁଆ ସଙ୍ଗଠନର ରୂପରେଖ ବଦଳିବାର ସମ୍ଭାବନା ଅଧିକ ରହିଛି। କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାର ୨ଦିନ ଧରି ଓଡ଼ିଶାରେ ରହି ନେତାମାନଙ୍କ ସହ ପର୍ଯ୍ୟାୟକ୍ରମେ…
ହିନ୍ଦୀ: ରାଷ୍ଟ୍ରଭାଷା ନୁହେଁ, ବୋଝ
ନୂଆଦିଲ୍ଲୀ/ବେଙ୍ଗାଲୁରୁ/ ମୁମ୍ବାଇ,୨୯ା୪:ଦେଶର ଅଣହିନ୍ଦୀ ଭାଷୀ ରାଜ୍ୟଗୁଡ଼ିକ ଉପରେ ହିନ୍ଦୀକୁ ଲଦି ଦିଆଯାଉଥିବା ନେଇ ବିବାଦ ସୃଷ୍ଟି ହୋଇଛି। ବଲିଉଡ୍ ଅଭିନେତା ଅଜୟ ଦେବଗନ ଓ କନ୍ନଡ଼ ଷ୍ଟାର କିଚ୍ଚା ସୁଦୀପଙ୍କ ମଧ୍ୟରେ ଏନେଇ ଟୁଇଟରରେ ବାକ୍ଯୁଦ୍ଧ ଚାଲିଥିବାବେଳେ ରାଜନେତାମାନେ ନିଅଁାରେ ଘିଅ…
ଏଏସ୍ଆଇ ମୁଣ୍ଡରେ ଦୋଷ ଲଦିଲେ ଜୟନ୍ତ
ପୁରୀ ଅଫିସ,୨୯।୪: ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ ପ୍ରସଙ୍ଗରେ ଭୁବନେଶ୍ୱର ଏମ୍ପି ଅପରାଜିତା ଷଡ଼ଙ୍ଗୀଙ୍କୁ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ସମର୍ଥନ କରିଛନ୍ତି। ଜୟନ୍ତ ନିଜ ସ୍ବର ବଦଳାଇ ଅପରାଜିତାଙ୍କୁ ସମର୍ଥନ କରିବା ସହ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା…
ଆମେରିକା ବି ଦେଇଛି ତାଲିମ
ଓ୍ବାଶିଂଟନ୍, ୨୯ା୪: ମେରାଇନ୍ ମାମାଲ ପ୍ରୋଗାମ ଅଧୀନରେ ଆମେରିକା ନୌସେନା ଡଲ୍ଫିନ୍, ରେ, ଶାର୍କ, କଇଁଛ, ସାମୁଦ୍ରିକ ପକ୍ଷୀଙ୍କୁ ପରୀକ୍ଷଣ କରିଛି। ଡଲଫିନ୍ ଏବଂ କାଲିଫର୍ନିଆର ସମୁଦ୍ର ସିଂହଙ୍କୁ ଆମେରିକା ତାଲିମ ଦେଇ ୧୯୫୯ ମସିହାରୁ ଏହାକୁ ବ୍ୟବହାର କରିଆସୁଛି। ସମୁଦ୍ର…
କୃଷ୍ଣସାଗରରେ ଡଲ୍ଫିନ୍ ଦଳ
ମସ୍କୋ, ୨୯ା୪: ସବୁଠୁ ବୁଦ୍ଧିମାନ ମତ୍ସ୍ୟ ଡଲଫିନ୍କୁ ରୁଷିଆ କୃଷ୍ଣସାଗର ନୌସେନା ଘାଟିର ସୁରକ୍ଷା ପାଇଁ ମୁତୟନ କରିଛି। ୟୁଏସ୍ ନାଭାଲ ଇନଷ୍ଟିଚ୍ୟୁଟ୍ (ୟୁଏସ୍ଏନ୍ଆଇ) ଉପଗ୍ରହ ଚିତ୍ରରୁ ଏହା ଜାଣିବାକୁ ପାଇଛି। ରୁଷିଆର ଗୁରୁତ୍ୱପୂର୍ଣ୍ଣ ନାଭାଲ ବେସ୍ ସୋଭାସ୍ତୋପୋଲ ହାର୍ବର ପ୍ରବେଶପଥରେ…
ଆଜିଠୁ ମାଟ୍ରିକ ପରୀକ୍ଷା
ଭୁବନେଶ୍ୱର,୨୯/୪(ବ୍ୟୁରୋ): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଶୁକ୍ରବାରଠାରୁ ମାଟ୍ରିକ ପରୀକ୍ଷା(ସମେଟିଭ ଆସେସମେଣ୍ଟ-୨) ଆରମ୍ଭ ହେବ। ୩ ହଜାର ୫୪୦ ପରୀକ୍ଷା କେନ୍ଦ୍ରରେ ମୋଟ ୫ଲକ୍ଷ ୮୫ ହଜାର ୭୩୦ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ସେଥିରୁ ୨୧୫ଟି କେନ୍ଦ୍ରରେ ରାଜ୍ୟ ମୁକ୍ତ…
ମୁଖ୍ୟମନ୍ତ୍ରୀଙ୍କ ୫ ଦିନିଆ ଦିଲ୍ଲୀ ଗସ୍ତ
ଭୁବନେଶ୍ୱର,୨୯/୪(ବ୍ୟୁରୋ): ଶୁକ୍ରବାରଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦିନିକିଆ ସମ୍ମିଳନୀରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ୨୦୧୬ ଏପ୍ରିଲ ୨ ତାରିଖରେ ଶେଷ ଥର ପାଇଁ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ…
ଦିଲ୍ଲୀରେ ବଢ଼ୁଛି କରୋନା ମିଟର: ଗତ ୨୪ଘଣ୍ଟାରେ ୧୪୯୦ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୨୮।୪: ରାଜଧାନୀରେ କରୋନା ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଗତ କିଛି ଦିନରୁ ୧ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବୁଧବାର ଦିଲ୍ଲୀରେ ୧୩୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ପୁଣି ଏହି ସଂଖ୍ୟା ବୃଦ୍ଧି…
୧୫୧ ଆସନ ସହ କ୍ଷମତାକୁ ଫେରିବା ଲକ୍ଷ୍ୟରେ ଜଗନମୋହନ
ଗୁଆହାଟୀ,୨୮।୪: ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ ୨ବର୍ଷ ବାକି ଥିବା ବେଳେ ମୁଖ୍ୟମନ୍ତ୍ରୀ ତଥା ଓ୍ବାଇଏସ୍ଆର୍ସିପି ଅଧ୍ୟକ୍ଷ ଜଗନମୋହନ ରେଡ୍ଡୀ ପୁନର୍ବାର କ୍ଷମତାକୁ ଫେରିବା ଲାଗି ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ନିକଟରେ ସେ ତାଙ୍କ କ୍ୟାବିନେଟରେ ବଡ଼ ଧରଣର ଅଦଳବଦଳ…
ଝାନ୍ସୀ ମନ୍ଦିର, ମସ୍ଜିଦରୁ ହଟିଲା ଡାକବାଜି ଯନ୍ତ୍ର
ଲକ୍ଷ୍ନୌ,୨୮।୪: ଉତ୍ତରପ୍ରଦେଶର ଧର୍ମୀୟ ସ୍ଥାନଗୁଡ଼ିକରେ ବେଆଇନ ଭାବେ ଲାଗିଥିବା ଡାକବାଜି ଯନ୍ତ୍ର ହଟାଇବା ପାଇଁ ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟର ୧,୫୬୫ ଥାନାକୁ ନିର୍ଦ୍ଦେଶନାମା ଜାରି କରିଥିଲେ। ଝାନ୍ସୀରେ ଥିବା ସର୍ବବୃହତ ମନ୍ଦିର ଓ ମସ୍ଜିଦରୁ ଡାକବାଜି ଯନ୍ତ୍ର ହଟାଇଦିଆଯାଇଛି। ଐକ୍ୟଭାବ…
ଆଉ ୫ ଦିନ ସତର୍କ ଜାରି କଲା ଆଇଏମ୍ଡି
ନୂଆଦିଲ୍ଲୀ,୨୮।୪: ଦେଶର ୫ଟି ରାଜ୍ୟରେ ଅନୂ୍ୟନ ଆଉ ୫ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହର ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପୂର୍ବାନୁମାନ କରିଛି। ଓଡ଼ିଶା ସମେତ ଦେଶର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୪୫ ଡିିଗ୍ରୀ ସେଲ୍ସିୟସ କିମ୍ବା…
ପାଟନାରେ ପଶିଲା ନୂଆ ଭାରିଆଣ୍ଟ ବିଏ-୧୨
ନୂଆଦିଲ୍ଲୀ,୨୮।୪: ବିହାରର ପାଟନାରୁ ଗୁରୁବାର କୋଭିଡ୍-୧୯ର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି। ମୋଟ ୧୩ଟି ନମୁନା ପରୀକ୍ଷା ହୋଇଥିବା ବେଳେ ସେଥିରୁ ଗୋଟିଏ ବିଏ-୧୨ ଷ୍ଟ୍ରେନ୍ ରହିଥିବା ଜଣାପଡ଼ିଛି। ଏହା ତୃତୀୟ ଲହର ସମୟର ବିଏ-୨ ଭାରିଆଣ୍ଟ ତୁଳନାରେ ୧୦ ଗୁଣ…
Archives


