Home

ଆର୍‌ସିବିର ନୂଆ ଅଧିନାୟକ ହେଲେ ଡୁ’ ପ୍ଲେସି

ବେଙ୍ଗାଲୁରୁ, ୧୨ା୩-ଆସନ୍ତା ଆଇପିଏଲ୍‌ ସଂସ୍କରଣ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଶନିବାର ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ୍‌ ଡୁ’ପ୍ଲେସିଙ୍କୁ ସେମାନଙ୍କ ନୂଆ ଅଧିନାୟକ ଭାବେ ନିଯୁକ୍ତି ଦେଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରେ ଡୁ’ପ୍ଲେସି ଜଣେ ସ୍ଥିର ପ୍ରଦର୍ଶନକାରୀ…

୧୪ ସମିତି ସଭ୍ୟଙ୍କ ସମର୍ଥନରେ ଜିତିଲେ ସୁନୀଲ

ସାକ୍ଷୀଗୋପାଳ, ୧୨।୩(ଡି.ଏନ.ଏ): ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନରେ ସତ୍ୟବାଦୀ ବ୍ଲକରେ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀ ସୁନୀଲ କୁମାର ପଣ୍ଡା ବିଜୟୀ ହୋଇଛନ୍ତି। ସେ ୧୪ ସମିତି ସଭ୍ୟଙ୍କ ସମର୍ଥନ ପାଇଥିଲେ। ତାଙ୍କ ସହିତ ପ୍ରତିଦ୍ବନ୍ଦିତା କରୁଥିବା ଭାଜପା ସମର୍ଥିତ…

ଗଞ୍ଜାମ ବ୍ଲକ ଅକ୍ତିଆର କଲା ବିଜେଡି

ଗଞ୍ଜାମ,୧୨ା୩(ଡି.ଏନ୍‌.ଏ.): ପଞ୍ଚାୟତ ସମିତି ପାଇଁ ଶନିବାର ଅଧ୍ୟକ୍ଷା ପଦବୀ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେଡି ପ୍ରାର୍ଥିନୀ ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ ୧୫ ଜଣ ସମିତି ସଭ୍ୟ ମଧ୍ୟରୁ ୧୦ ଜଣ ସମିତିସଭ୍ୟଙ୍କ ଭୋଟ୍‌ ପାଇଛନ୍ତି। ଅନ୍ୟପକ୍ଷରେ ତାଙ୍କ ନିକଟତମ…

ଦିନକରେ ୮୧ ଜଣଙ୍କୁ ଫାଶୀ…

ରିୟାଦ, ୧୨।୩ : ସୌଦି ଆରବରେ ଗୋଟିଏ ଦିନରେ ୮୧ ଜଣଙ୍କୁ ଫାଶୀ ଦିଆଯାଇଛି। ସ୍ଥାନୀୟ ମିଡ଼ିଆ ଅନୁସାରେ ଏସମସ୍ତଙ୍କ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ହେବାର ଅଭିଯୋଗ ଥିଲା। ଦୋଷ ସାବ୍ୟସ୍ତ ହେବା ପରେ ସେମାନଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ…

ଭାରତ ନ ଥକି ଆଗେଇ ଚାଲିବ…

ଅହମଦାବାଦ, ୧୨।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଅହମଦାବାଦଠାରେ ୧୧ ତମ ଖେଳ ମହାକୁମ୍ଭର ଶୁଭାରମ୍ଭ ସର୍ଦ୍ଦାର ପଟେଲ ଷ୍ଟାଡିୟମ୍‌ରେ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତକୁ ରୋକିବା ଅସମ୍ଭବ। ଭାରତ ଏବେ ନ ଥକି ଆଗେଇ ଚାଲିବ।…

ସୀମାରେ ସୁରକ୍ଷା-ସ୍ଥିରତା ପାଇଁ ଭାରତ-ଚାଇନା ସହମତି…

ଲଦାଖ, ୧୨।୩ : ପୂର୍ବ ଲଦାଖରେ ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ ମାର୍ଚ୍ଚ ୧୧ରେ ଦୁଇ ଦେଶର ମଧ୍ୟରେ ହୋଇଥିବା ୧୫ ତମ ରାଉଣ୍ଡ ସାମରିକ କମାଣ୍ଡରସ୍ତରୀୟ ବୈଠକରେ ସୀମାରେ ସୁରକ୍ଷା ଏବଂ ସ୍ଥିରତା ପାଇଁ…

ଶ୍ରୀମନ୍ଦିରରୁ ହଟିଲା ରବିବାର କଟକଣା

ପୁରୀ ଅଫିସ,୧୨ା୩: ଶ୍ରୀମନ୍ଦିରରୁ ରବିବାର କଟକଣା ହଟିଛି। ମାର୍ଚ୍ଚ ୨୦ରୁ ଏଣିକି ରବିବାର ବି ଖୋଲା ରହିବ ଶ୍ରୀମନ୍ଦିର। ସବୁଦିନ ଭଳି ଭକ୍ତମାନେ ରବିବାର ସାଧାରଣ ଦର୍ଶନ କରିପାରିବେ। ଛତିଶା ନିଯୋଗ ବୈଠକ ପରେ ପୁରୀ ଜିଲାପାଳ ସମର୍ଥ ବର୍ମା ଏହି…

ଗିରଫ ହେବେ ଚିଲିକା ବିଧାୟକ; ଲାଗିଲା ହତ୍ୟା ଉଦ୍ୟମ ଦଫା

ଭୁବନେଶ୍ୱର, ୧୨।୩(ବ୍ୟୁରୋ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଉପରେ ଗାଡ଼ି ମଡ଼ାଇବା ଘଟଣାରେ ଗିରଫ ହେବେ। ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫା ଲଗାଯାଇଥିବା ନେଇ ଶନିବାର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି। ଅପରପକ୍ଷେ ଘଟଣାପରେ ଅଞ୍ଚଳରେ…

ଲେଫ୍ରିପଡ଼ା ବ୍ଲକ ଅଧ୍ୟକ୍ଷ ହେଲେ ନରେଶ ପ୍ରତାପ

ଲେଫ୍ରିପଡ଼ା,୧୨ା୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ଶନିବାର ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ ହୋଇଛି। ଏଥିରେ ପୂର୍ବତନ ବିଧାୟକ ତଥା ବିଜେଡି ନେତା ଯୋଗେଶ କୁମାର ସିଂହଙ୍କ ବଡ଼ଭାଇ ନରେଶ ପ୍ରତାପ ସିଂହ ନିର୍ଦ୍ୱନ୍ଦ୍ୱରେ…

ଉତ୍ତର କୋରିଆ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ,୧୨ା୩: ଉତ୍ତର କୋରିଆ ଦ୍ୱାରା କରାଯାଇଥିବା ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷଣର କଡ଼ା ଜବାବ ଦେଇଛି ଆମେରିକା। ଏହାର ଅର୍ଥ ମନ୍ତ୍ରଣାଳୟ ଅଧିକ ପ୍ରତିବନ୍ଧକ ଘୋଷଣା କରିଛି। ୪ ମାର୍ଚ୍ଚରେ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷଣ ବିଷୟରେ ଉଲ୍ଲେଖ କରି ଅର୍ଥ ମନ୍ତ୍ରଣାଳୟ ମନ୍ତ୍ରଣାଳୟ…

ଲାଞ୍ଜିଗଡ଼ରେ ୨୦ ବର୍ଷର ଗଡ଼ ଭାଙ୍ଗିଲା

ଲାଞ୍ଜିଗଡ,୧୨।୩(ଡି.ଏନ.ଏ.): ଦୀର୍ଘ ୨୦ବର୍ଷ ପର୍ଯ୍ୟନ୍ତ ପୁର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀଙ୍କ କବଜାରେ ରହିଥିଲା ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ପଦବୀ । ହେଲେ ଶନିବାର ବ୍ଲକ ଅଧ୍ୟକ୍ଷା ନିର୍ବାଚନରେ ଏଥିରେ ହୋଇଛି ପରିବର୍ତ୍ତନ। ସକାଳ ୯ଟାରେ ଅଜ୍ଞାତବାସରେ ଥିବା ୨୬ ପଞ୍ଚାୟତରେ ନିର୍ବାଚିତ…

ବ୍ଲକ ଅଧ୍ୟକ୍ଷ ପଦ ଜିତିଲେ ଚନ୍ଦନ

କେସିଙ୍ଗା,୧୨ା୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପାଇଁ କେସିଙ୍ଗା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଶନିବାର ବିଜେଡି ସମର୍ଥିତ ଚନ୍ଦନ ସେନାପତି ଏବଂ ସ୍ବାଧୀନ ପ୍ରାର୍ଥିନୀ ରାଜଲକ୍ଷ୍ମୀ ପଟ୍ଟନାୟକ ନାମାଙ୍କନ ଦାଖଲ କରିଥିଲେ ଚନ୍ଦନ ୧୫ଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri