ଜୁଲାଇ ତୃତୀୟ ସପ୍ତାହରୁ ମୌସୁମୀ ଅଧିବେଶନ
ନୂଆଦିଲ୍ଲୀ,୧୪।୬: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଜୁଲାଇ ତୃତୀୟ ସପ୍ତାହରୁ ଆରମ୍ଭ ହୋଇ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଶେଷ ହୋଇପାରେ ବୋଲି ମଙ୍ଗଳବାର ଏକ ସୂତ୍ରରୁ କୁହାଯାଇଛି। ତେବେ ଅଧିବେଶନ ଆରମ୍ଭର ଚୂଡ଼ାନ୍ତ ତାରିଖ ସ୍ଥିର ହୋଇନାହିଁ। ରାଷ୍ଟ୍ରପତି ନିର୍ବାଚନ ଜୁଲାଇ ୧୮ରେ…
ପୁଣି ବୁଧବାର ଇଡିରେ ହାଜର ହେବାକୁ ରାହୁଲଙ୍କୁ ସମନ
ନୂଆଦିଲ୍ଲୀ,୧୪।୬: ନ୍ୟାଶନାଲ ହେରାଲ୍ଡ ମନିଲଣ୍ଡରିଂ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କ୍ରମାଗତ ତୃତୀୟ ଦିନ ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେବେ। ଏଥିଲାଗି ସୋମବାର ରାହୁଲଙ୍କୁ ଇଡି ସମନ କରିଛି। ସୋମବାର ୧୦ ଘଣ୍ଟା, ମଙ୍ଗଳବାର ୯ ଘଣ୍ଟାର…
୪୮,୩୯୦ କୋଟି ଟଙ୍କାରେ ବିକ୍ରି ହେଲା ଆଇପିଏଲ୍ ମିଡିଆ ରାଇଟ୍
ନୂଆଦିଲ୍ଲୀ,୧୪।୬: ଆଗାମୀ ୫ ବର୍ଷ ଲାଗି ଆଇପିଏଲ୍ର ପ୍ରସାରଣ ଅଧିକାର ନିଲାମ ପ୍ରକ୍ରିୟା ମଙ୍ଗଳବାର ଶେଷ ହୋଇଛି। ଭାରତରେ ଟିଭି ଓ ଡିଜିଟାଲ ସମେତ ପୂରା ଆଇପିଏଲ ପ୍ରସାରଣ ଅଧିକାର ମୋଟ ୪୮,୩୯୦ କୋଟି ଟଙ୍କାରେ ବିକ୍ରି ହୋଇଥିବା ନେଇ ବିସିସିଆଇ…
ପହିଲି ରଜରେ ୪୦ ଡିଗ୍ରୀ ଉପରେ ୧୩ ସହର
ଭୁବନେଶ୍ୱର,୧୪ା୬(ବ୍ୟୁରୋ)- ସାରା ରାଜ୍ୟରେ ରଜ ପର୍ବକୁ ନେଇ ଧୁମ୍ ଚାଲିଥିବା ବେଳେ ପ୍ରଚଣ୍ଡ ଗ୍ରୀଷ୍ମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ମଙ୍ଗଳବାର ପହିଲି ରଜରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି। ୧୩ଟି ସ୍ଥାନରେ ସର୍ବୋଚ୍ଚ…
ଦକ୍ଷିଣ ଆଫ୍ରିକାକୁ ୧୮୦ ରନ୍ର ଟାର୍ଗେଟ୍
ବିଶାଖାପଟନମ୍,୧୪।୬: ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ତୃତୀୟ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଟିମ୍କୁ ୧୮୦ ରନ୍ର ଟାର୍ଗେଟ ଦେଇଛି ଭାରତ। ଟସ୍ରେ ହାରିବା ପରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫…
ଶୁଟିଂ ସେଟ୍ରେ ଦୀପିକା ଅସୁସ୍ଥ, ଡାକ୍ତରଖାନାରେ ହେଲେ ଭର୍ତ୍ତି
ବମ୍ବେ: ଶୁଟିଂ ସେଟରେ ଅସୁସ୍ଥ ହୋଇପଡ଼ି ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ। ଦୀପିକା ହାଇଦ୍ରାବାଦରେ ପ୍ରଭାସଙ୍କ ସହ ତାଙ୍କ ପରବର୍ତ୍ତୀ ଫିଲ୍ମର ଶୁଟିଂ କରୁଛନ୍ତି। ଏହାର ଶୁଟିଂସେଟ୍ରେ ସେ ଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ଥିବା ଜଣାପଡ଼ିଛି।…
ପୁଣି ଟସ୍ ହାରିଲେ ପନ୍ତ, ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ ନାହିଁ…
ବିଶାଖାପଟନମ୍,୧୪।୬: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟରେ ବି ଭାରତ ଅଧିନାୟକ ଋଷଭ ପନ୍ତ ଟସ୍ ହାରିଛନ୍ତି। ପୂର୍ବରୁ ଦୁଇ ମ୍ୟାଚ୍ରେ ମଧ୍ୟ ସେ ଟସ୍ ହାରିଥିଲେ। ଉଭୟ ମ୍ୟାଚ୍ରେ ଦଳ ପରାଜିତ ହୋଇଥିଲା। ଫଳରେ ଆଜିର ମ୍ୟାଚ୍ଟି ବେଶ ଗୁରୁତ୍ୱ…
ଏୟାର ଇଣ୍ଡିଆ ଉପରେ ଲାଗିଲା ୧୦ ଲକ୍ଷର ଜରିମାନା
ନୂଆଦିଲ୍ଲୀ,୧୪।୬: ଏୟାର ଇଣ୍ଡିଆ ଉପରେ ଲାଗୁ ହୋଇଛି ୧୦ ଲକ୍ଷ ଟଙ୍କାର ଜରିମାନା। ବୈଧ ଟିକେଟ ଥିବା ସତ୍ତ୍ୱେ ଯାତ୍ରୀଙ୍କୁ ବୋର୍ଡିଂକୁ ବାରଣ କରିବା ଏବଂ ସେମାନଙ୍କୁ ବାଧ୍ୟତାମୂଳକ କ୍ଷତିପୂରଣ ପ୍ରଦାନ ନ କରିବାରୁ ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ ଏୟାର…
ଛାତିରେ ଯୋଗୀ ଆଦିତ୍ୟନାଥଙ୍କ ଟାଟୁ କଲେ ମୁସଲମାନ ଯୁବକ
ଲକ୍ଷ୍ନୌ,୧୪।୬: ଦେଶରେ ସାମ୍ପ୍ରଦାୟିକତା ନାମରେ ଅନେକ ହିଂସା ଘଟୁଥିବା ବେଳେ ୟୁପିର ଜଣେ ମୁସଲମାନ ଯୁବକ ଭାଇଚାରାର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ୨୩ ବର୍ଷୀୟ ମୁସଲମାନ ଯୁବକ ୟାମିନ ସିଦ୍ଦିକି ଛାତିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଟାଟୁ…
ଶାଢ଼ି ଷ୍ଟାଇଲ
ସବୁ ଉତ୍ସବରେ ଶାଢ଼ିର ଫ୍ୟାଶନ ରହିଥାଏ। କିନ୍ତୁ ଠିକ୍ ଭାବେ ଶାଢ଼ି ପିନ୍ଧି ନ ପାରିଲେ ସୌନ୍ଦର୍ଯ୍ୟ ଖରାପ ହୋଇଯାଇଥାଏ। ତେଣୁ ଶାଢ଼ି ପିନ୍ଧିବା ସମୟରେ କେଉଁ ଦିଗ ପ୍ରତି ଧ୍ୟାନଦେବାକୁ ହୁଏ ଜାଣିରଖନ୍ତୁ… ବଡିର ଶେପ୍ ଅନୁସାରେ ଶାଢ଼ିର ଫେବ୍ରିକ…
ଘରେ କରନ୍ତୁ ଫେସିଆଲ
ରଜରେ ସଜବାଜର ଏକ ସ୍ବତନ୍ତ୍ର ବିଧି ରହିଥାଏ। ତେବେ ସଜବାଜ ପୂର୍ବରୁ ଯଦି ପାର୍ଲର ଯିବାକୁ ଭୁଲିଯାଇଛନ୍ତି ତେବେ ଘରେ କରନ୍ତୁ ଫେସିଆଲ୍… ବେସନ ପ୍ୟାକ୍ – ଏକ ବଡ଼ ଚାମଚ ବେସନ, ଏକ ଛୋଟ ଚାମଚ ଅର୍ଗାନିକ୍ ହଳଦୀ ଗୁଣ୍ଡ,…
ଆସିଛି ରଜ
କୁଆଁରୀ ଝିଅଙ୍କ ପର୍ବ ରଜ । ହେଲେ ଭିନ୍ନ ଭିନ୍ନ ଢଙ୍ଗରେ ସମସ୍ତେ ଉପଭୋଗ କରିଥାନ୍ତି ଏହି ପର୍ବକୁ। ପିଠାପଣା ସହ ରଜର ସବୁ ବିଧି ପାଳିବାକୁ ଭୁଲନ୍ତି ନାହିଁ ଗୃହିଣୀମାନେ। ଯେଉଁଠି ଥିଲେ ବି ପୂରା ଓଡ଼ିଆଣୀ ଢଙ୍ଗରେ ପର୍ବ…
Archives


