Home

ରିଲିଜ ହେଲା ‘ବ୍ରହ୍ମାସ୍ତ୍ର’ର ଟ୍ରେଲର୍‌, ଦର୍ଶକ କହିଲେ ‘ବ୍ଲକ୍‌ବଷ୍ଟର…

ବମ୍ବେ: ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଟ୍ରେଲର। ଫିଲ୍ମ ରିଲିଜକୁ ଆଉ କିଛି ସମୟ ଥିବା ବେଳେ ନିର୍ମାତାମାନେ ଏହାର ଟ୍ରେଲର ରିଲିଜ କରିଛନ୍ତି। ଏହା ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି। ୨ ମିନିଟ ୫୧ ସେକେଣ୍ଡର ଭିଡିଓରେ…

ଘରର ମୁଖ୍ୟଙ୍କ ପାଖରେ ଏସବୁ ଗୁଣ ରହିବା ବହୁତ ଜରୁରୀ, ନଚେତ ଭାଙ୍ଗିଯିବ…

ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରସଙ୍ଗ ଉପରେ ବର୍ଣ୍ଣନା କରିଛନ୍ତି। ସେସବୁକୁ ଜୀବନରେ ପ୍ରୟୋଗ କଲେ ସୁଖଶାନ୍ତିରେ ଦିନ ବିତିଥାଏ। କୌଣସି ସମସ୍ୟା ପାଖ ମାଡ଼ି ନ ଥାଏ। ତେବେ ଚାଣକ୍ୟ ନିଜର ଗୋଟିଏ…

ମମତାଙ୍କ ବିରୋଧୀ ଏକତାକୁ ଝଟ୍‌କା, ଏପିପି-ଟିଆର୍‌ଏସ୍‌ ବୈଠକରୁ ଦୂରେଇବା ଆଶଙ୍କା …

ନୂଆଦିଲ୍ଲୀ, ୧୫।୬ : ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀ ଦଳକୁ ଏକଜୁଟ କରିବାକୁ ଚେଷ୍ଟା କରୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧୀ ଏକତାକୁ ଏକ ଝଟ୍‌କା ଲାଗିଛି। ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ସେ ବୁଧବାର ଦିଲ୍ଲୀରେ ବିରୋଧୀ…

ଯୋଗୀଙ୍କ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ବିରୋଧରେ ସିଜେଆଇଙ୍କୁ ପୂର୍ବତନ ବିଚାରପତିଙ୍କ ଚିଠି…

ନୂଆଦିଲ୍ଲୀ, ୧୫।୬ : ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି, ହାଇକୋର୍ଟର ପୂର୍ବତନ ବିଚାରପତିଙ୍କ ସମେତ ୧୨ ଜଣ ବ୍ୟକ୍ତି ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବିରୋଧରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି. ରମନାଙ୍କୁ ଚିଠି ଲେଖିଛନ୍ତି। ଚିଠିରେ…

ଅଧିନାୟକ ଭାବେ ପ୍ରଥମ ବିଜୟକୁ ନେଇ ପନ୍ତ କହିଲେ ଏମିତି

ବିଶାଖାପାଟଣା,୧୫।୬: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି୨୦ରେ ଭାରତ ୪୮ ରନ୍‌ରେ ବିଜେତା ହୋଇଛି। ଉଭୟ ବୋଲିଂ ଏବଂ ବ୍ୟାଟିଂରେ ପ୍ରଭାବୀ ପ୍ରଦର୍ଶନ ଯୋଗୁ ଟିମ୍‌ ଇଣ୍ଡିଆ ସିରିଜକୁ ପ୍ରତ୍ୟାବର୍ତ୍ତନ କରିଛି। ତେବେ ଏହି ବିଜୟ ଭାରତୀୟ ଅଧିନାୟକ ଭାବେ ଋଷଭ…

ଅଗ୍ନିବୀରଙ୍କୁ ସିଏପିଏଫ୍‌-ଆସାମ ରାଇଫଲ୍ସ ନିଯୁକ୍ତିରେ ଅଗ୍ରାଧିକାର…

ନୂଆଦିଲ୍ଲୀ, ୧୫।୬ : ଅଗ୍ନିପଥ ଯୋଜନା ଅନ୍ତର୍ଗତ ଚାରି ବର୍ଷ ଚାକିରି ପୂରଣ କରିଥିବା ଅଗ୍ନିଶମ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ଏକ ଖୁସି ଖବର ଆଣିଛନ୍ତି। ଏହି ଯୋଜନା ଅନ୍ତର୍ଗତ ସିଏପିଏଫ ଏବଂ ଆସାମ ରାଇଫଲ୍ସରେ ନିଯୁକ୍ତିରେ ୪ ବର୍ଷ…

ଉର୍ଫିଙ୍କ ପ୍ରଶଂସାରେ ଶତମୁଖ ହେଲେ ଅନ୍ତର୍ଜାତୀୟ ଫ୍ୟାଶନ ଡିଜାଇନର

ବମ୍ବେ: ନିଜର ଅଜବ ଡ୍ରେସ୍‌ ପରିଧାନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ବିଗ୍‌ ବସ୍‌ ଫେମ୍‌ ଉର୍ଫି ଜାଭେଦ। ସେ କେବେ ସେପ୍ଟିପିନ୍‌ ତ କେବେ ଭଙ୍ଗା କାଚ, କେବେ ଚେନ୍‌, ନଚେତ କିଛି ଅଦରକାରୀ ଜିନିଷକୁ ନେଇ ନିଜର ପୋଷାକ…

ପାରାଦୀପ ବନ୍ଦରରୁ ଉଠିଲା ମାଛଧରା କଟକଣା

ପାରାଦୀପ,୧୫।୬(ସ୍ବ.ପ୍ର.): ଦୀର୍ଘ ୨ ମାସ ପରେ ପାରାଦୀପ ବନ୍ଦରରୁ ଉଠିଛି ମାଛଧରା କଟକଣା। ଫଳରେ ବୁଧବାରଠାରୁ ମତ୍ସ୍ୟଜୀବୀ ସମୁଦ୍ରକୁ ଯିବାକୁ ବାହାରିଛନ୍ତି। ଟ୍ରଲରରେ ବରଫ, ଡିଜେଲ, ପିଇବା ପାଣି ଓ ରାସନ ସାମଗ୍ରୀ ଧରି ସମୁଦ୍ର ମୁହାଁ ହୋଇଛନ୍ତି ମତ୍ସଜୀବୀ। ତେବେ…

ସକ୍ରିୟ ମାମଲା ୬୦ ହଜାର ମୁହାଁ …

ନୂଆଦିଲ୍ଲୀ, ୧୫।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…

ପ୍ରେମିକା ରାଗିଥିଲେ ଭୁଲରେ ବି କୁହନ୍ତୁ ନାହିଁ ଏହି ୫ କଥା, ନହେଲେ ହୋଇଯିବ ବ୍ରେକ୍‌ଅପ୍‌!

ଯେଉଁ ସମ୍ପର୍କରେ ଝଗଡ଼ା, ବାଦ ବିବାଦ ନ ଥାଏ, ତାହା ହୃଦୟରୁ ନୁହେଁ କେବଳ ମନରୁ ବୋଲି କହିପାରିବା। ହେଲେ ଅନେକ ସମୟରେ ପ୍ରେମିକଙ୍କ କିଛି କଥାକୁ ନେଇ ପ୍ରେମିକା ଅତ୍ୟଧିକ ରାଗି ଯାଇଥାନ୍ତି। ଏହାପରେ ପ୍ରେମିକ ତାଙ୍କୁ ବୁଝାଇବାରେ ଲାଗି…

୩୯ଟି ଦେଶରେ ୧୬୦୦ମଙ୍କିପକ୍ସ ମାମଲା: ଘୋଷଣା କରାଯାଇପାରେ ସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି, ଜରୁରୀ ବୈଠକ ଡକାଇଲା ‘ହୁ’

ଜେନେଭା,୧୫।୬: କରୋନା ପରେ ଏବେ ସାରା ବିଶ୍ୱରେ ଚିନ୍ତା ବଢ଼ାଉଛି ମଙ୍କିପକ୍ସ। ସାରା ବିଶ୍ୱରେ ମଙ୍କିପକ୍ସର ବୃଦ୍ଧି ଓ ବିସ୍ତାରକୁ ନେଇ ବିଶ୍ୱ ସୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) ଏବେ ଚିନ୍ତା ପ୍ରକଟ କରିଛି। ମଙ୍କିପକ୍ସ ବିଶ୍ୱବ୍ୟାପି ବିସ୍ତାର ଅସ୍ବାଭାବିକ ଏବଂ ଚିନ୍ତାଜନକ ବୋଲି…

ମୁଁ କାର୍ତ୍ତିକଙ୍କୁ ଟି୨୦ ବିଶ୍ୱକପ୍‌ ଟିମ୍‌ରେ ରଖିବି ନାହିଁ: ଗମ୍ଭୀର

ନୂଆଦିଲ୍ଲୀ,୧୫।୬: ଆଇପିଏଲ୍‌ ୨୦୨୨ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଏକ ଫିନିଶର ଭାବେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ ଦୀନେଶ କାର୍ତ୍ତିକ। ଏହାକୁ ନେଇ ତାଙ୍କୁ ଟି-୨୦ ବିଶ୍ୱକପ୍‌ରେ ଫିନିଶର ଭାବେ ଚୟନ କରାଯିବା ଉଚିତ ବୋଲି ପ୍ରଶଂସକମାନେ ଦାବି କରି ଆସୁଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri