ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ମନା କଲେ ଶରଦ ପାଓ୍ବାର
ନୂଆଦିଲ୍ଲୀ,୧୫।୬: ଏନ୍ସିପି ନେତା ଶରଦ ପାୱାର ରାଷ୍ଟ୍ରପତି ପ୍ରାର୍ଥୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ରାଷ୍ଟ୍ରପତି ପଦ ପାଇଁ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶରଦ ପାୱାରଙ୍କ ନାମ ପ୍ରସ୍ତାବ ଦେଇଥିଲେ। କିନ୍ତୁ ସେ ରାଜନୀତିରେ ସକ୍ରିୟ ରହିବାକୁ…
ରାଷ୍ଟ୍ରପତି ନିର୍ବାଚନ: ମିଳିତ ପ୍ରାର୍ଥୀ ଦେବେ ବିରୋଧୀ
ନୂଆଦିଲ୍ଲୀ,୧୫।୬: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକଜୁଟ କରିବାକୁ ଚେଷ୍ଟା କରୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ଜଣେ ସାଧାରଣ ପ୍ରାର୍ଥୀ ଦେବାକୁ ବିରୋଧୀ ଦଳର ନେତାମାନେ ନିଷ୍ପତ୍ତି ନେଇଛନ୍ତି।…
ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ କଂଗ୍ରେସ ନେତା
ପୁଣେ,୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କଂଗ୍ରେସ ନେତା ଶେଖ ହୁସେନ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଶେଖ ହୁସେନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ଭାଷା ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ ଧାରା ୨୯୪ ଏବଂ ଧାରା ୫୦୪ ଅନୁଯାୟୀ…
ମା’ଙ୍କ ୧୦୦ତମ ଜନ୍ମଦିନରେ ଗୁଜରାଟ ଯିବେ ମୋଦି
ନୂଆଦିଲ୍ଲୀ,୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍ ମୋଦି ଆସନ୍ତା ଜୁନ୍ ୧୮ରେ ନିଜର ୧୦୦ତମ ଜନ୍ମଦିନ ପାଳନ କରିବେ। ଏହି ସ୍ବତନ୍ତ୍ର ଦିନରେ ତାଙ୍କୁ ଭେଟିବାକୁ ପ୍ରଧାନମନ୍ତ୍ରୀ ଗାନ୍ଧିନଗର ଯିବେ ବୋଲି ସୂଚନା ମିଳିଛି। ଏହି ଅବସରରେ ଭାଡନଗରର ହାଟକେଶ୍ୱର…
ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ୍ ହେଲେ ରୁଟ୍
ଦୁବାଇ,୧୫।୬: ଆଇସିସି ଦ୍ୱାରା ପ୍ରକାଶିତ ର଼୍ୟାଙ୍କିଙ୍ଗରେ ଇଂଲଣ୍ଡର ଜୋ ରୁଟ ଟେଷ୍ଟରେ ନମ୍ବର ୧ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ସେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୧୭୬ର ଏକ ପାଳି ଖେଳିଥିଲେ। ଗତ ବର୍ଷ ଡିସେମ୍ବରରୁ ଅଷ୍ଟ୍ରେଲିଆର ମାର୍ନସ ଲାବୁସେନ୍ ନମ୍ବର -୧ରେ…
ଜୀବନ ସାଥୀ ଚୟନରେ ସମାଜ ପକ୍ଷରୁ ବାଧା ଦିଆଯାଇ ପାରିବ ନାହିଁ, ହାଇକୋର୍ଟ…
ବେଙ୍ଗାଲୂରୁ, ୧୫।୬ : ବ୍ୟକ୍ତିଗତ ଜୀବନରେ ଜଣେ ନିଜ ପସନ୍ଦର ଜୀବନ ସାଥୀ ଚୟନ କରିପାରିବେ। ଏଥିରେ ସମାଜ ପକ୍ଷରୁ କୌଣସି ବାଧା ଦିଆଯାଇ ପାରିବ ନାହିଁ ବୋଲି କର୍ନାଟକ ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି କହିଛନ୍ତି। ବିଚାରପତି…
ପୁଣି ଏକ ରେକର୍ଡ ହାସଲ କଲେ ସୁନା ପୁଅ
ହେଲସିଙ୍କି,୧୫।୬: ଭାରତର ଜାଭେଲିନ ଥ୍ରୋ’ ଖେଳାଳି ନୀରଜ ଚୋପ୍ରା ପୁଣି ଏକ ରେକର୍ଡ କରିଛନ୍ତି। ୮୯.୩୦ ମିଟର ଦୂରତା ଜାଭଲିନ୍ ପକାଇ ନିଜ ରେକର୍ଡ ଭାଙ୍ଗି ଏକ ନୂତନ ଜାତୀୟ ରେକର୍ଡ କରିଛନ୍ତି। ଫିନଲ୍ୟାଣ୍ଡର ତୁର୍କୁରେ ପାଭୋ ନୁରମି ଗେମ୍ସରେ ନୀରଜ…
ବୃହତ୍ ଭାସମାନ ରେଷ୍ଟୁରାଣ୍ଟ ବନ୍ଦ ହେଲା…
ହଂକଂ, ୧୫।୬ : କରୋନା ମହାମାରୀ ଯୋଗୁ ହଂକଂର ବୃହତ ଭାସମାନ ରେଷ୍ଟୁରାଣ୍ଟ ବନ୍ଦ ହୋଇଯାଇଛି। ମଙ୍ଗଳବାର ହଂକଂ ବନ୍ଦରରୁ ଏହି ଭାସମାନ ରେଷ୍ଟୁରାଣ୍ଟକୁ ହଟାଇ ଦିଆଯାଇଛି। ଭାସମାନ ରେଷ୍ଟୁରାଣ୍ଟର ମୂଳ କମ୍ପାନୀ ଏକ ନୂତନ ମାଲିକ ଖୋଜି ପାଇଲା ନାହିଁ…
କ୍ରିକେଟ୍ ଇତିହାସରେ ପ୍ରଥମଥର ଘଟିଲା ଏମିତି
ନଟିଂହାମ,୧୫।୬:ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ଶେଷ ଦିନରେ ଇଂଲଣ୍ଡକୁ ୭୨ ଓଭରରେ ୨୯୯ ରନର ବିଜୟ ଲକ୍ଷ୍ୟ ମିଳିଥିଲା। ବେନ ଷ୍ଟୋକ୍ସ ନେତୃତ୍ୱାଧୀନ ଦଳ ଏହାକୁ ମାତ୍ର ୫୦ ଓଭରରେ ହାସଲ କରିଥିଲା।…
ମମତାଙ୍କ ବୈଠକରେ ଯୋଗଦେବେନି ଏଆଇଏମ୍ଆଇଏମ୍-ଟିଆରଏସ୍
ନୂଆଦିଲ୍ଲୀ,୧୫।୬: ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀଙ୍କ ରଣନୀତି ଉପରେ ଆଲୋଚନା କରିବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନୂଆଦିଲ୍ଲୀରେ ଏକ ବୈଠକ ଡକାଇଛନ୍ତି। ବୁଧବାର ଦ୍ୱିପ୍ରହର ୩ଟାରେ କନ୍ଷ୍ଟିଟ୍ୟୁସନ୍ ହଲ୍ରେ ହେବାକୁ ଥିବା ଏହି ବୈଠକରେ ବିରୋଧୀ ଦଳର ନେତାଙ୍କୁ…
କ୍ୟାନସର ପରେ ଏବେ ଏଚଆଇଭି ଏଡସର ସଫଳ ଚିକିତ୍ସାର ସନ୍ଧାନ ମିଳିଲା…
ତେଲ ଅଭିବ୍, ୧୫।୬ : କର୍କଟ ପରେ ବୈଜ୍ଞାନିକମାନେ ଏବେ ଏଚଆଇଭି ଏଡସ ସଫଳ ଚିକିତ୍ସାର ସନ୍ଧାନ ମିଳିଛି। ସେମାନେ ଏଭଳି ଟିକା ତିଆରି କରିବାରେ ସଫଳତା ହାସଲ କରିଛନ୍ତି, ଯାହାର କେବଳ ଗୋଟିଏ ଡୋଜ୍ ନେବା ଦ୍ୱାରା ଏଚଆଇଭି ଏଡସ…
ମୁଶରଫ ଚାହିଁଲେ ଦେଶକୁ ଫେରିପାରିବେ
ଇସ୍ଲାମାବାଦ,୧୫।୬: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ଖରାପ୍ ରହିଛି। ଏହି ସମୟରେ ସେ ସୁସ୍ଥ ହେବା ବହୁତ କଷ୍ଟକର ବୋଲି କୁହାଯାଉଛି। ଗତ ୩ସପ୍ତାହ ଧରି ୭୮ବର୍ଷୀୟ ମୁଶରଫଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଇତିମଧ୍ୟରେ ପୂର୍ବତନ…
Archives


