ଦୈନିକ ସଂକ୍ରମଣ ୧୨ ହଜାର ଟପିଲା…
ନୂଆଦିଲ୍ଲୀ, ୧୬।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…
ଆଫଗାନିସ୍ତାନ ଖାଦ୍ୟ ସଙ୍କଟ, ଚାଷୀଙ୍କୁ ୧୫ କୋଟି ଡଲାର ସହାୟତା ହେବ ବିଶ୍ୱବ୍ୟାଙ୍କ …
ଓ୍ବାଶିଂଟନ, ୧୬।୬ : ରୁଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ଖାଦ୍ୟ ସଙ୍କଟ ଦେଇ ଗତି କରୁଥିବା ଆଫଗାନିସ୍ତାନକୁ ବିଶ୍ୱ ବ୍ୟାଙ୍କ ସହାୟତାର ହାତ ବଢ଼ାଇଛି। ଏହା ଆଫଗାନିସ୍ତାନର ଚାଷୀମାନଙ୍କୁ ୧୫ କୋଟି ଡଲାରର ସହାୟତା ପ୍ରଦାନ କରିବ ବୋଲି ଘୋଷଣା କରିଛି। ଆଫଗାନିସ୍ତାନର…
ରାଜ୍ୟରେ ପୁଣି ବଢିଲା କରୋନା ସଂକ୍ରମଣ
ଭୁବନେଶ୍ବର,୧୬।୬: (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲାରୁ…
ଭାରତରେ ବିରୋଧ ପ୍ରଦର୍ଶନ ନେଇ ହିଂସା ରୋକିବାକୁ ଅନୁରୋଧ କଲା ଜାତିସଂଘ…
ଜେନେଭା, ୧୬।୬ : ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ପ୍ରଦର୍ଶନ ନେଇ ହିଂସା ରୋକିବାକୁ ଅନୁରୋଧ କରିଛନ୍ତି। ସେକ୍ରେଟେରୀ ଜେନେରାଲଙ୍କ ମୁଖପାତ୍ର ଭାରତରେ କୌଣସି ପ୍ରକାର ହିଂସା ବନ୍ଦ କରିବାକୁ ନିବେଦନ କରିଛନ୍ତି। ଦୁଇ ପୂର୍ବତନ ଭାଜପା ନେତାଙ୍କ ଆପତ୍ତିଜନକ…
ସମୁଦ୍ର ପତ୍ତନଠାରୁ ଉଚ୍ଚତାରେ ମୁତୟନ ଥିବା ଯବାନଙ୍କ ହୃଦୟ-ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବା ଆଶଙ୍କା, ରିପୋର୍ଟ …
ନୂଆଦିଲ୍ଲୀ, ୧୬।୬ : ଅଦ୍ୟାବଧି, ସମୁଦ୍ର ପତ୍ତନଠାରୁ ନିମ୍ନ ଏବଂ ଉଚ୍ଚ ସ୍ଥାନରେ ରହୁଥିବା ଲୋକଙ୍କ ମଧ୍ୟରେ ଥ୍ରୋମ୍ବୋସିସ ସମ୍ବନ୍ଧରେ କ୍ଲିନିକାଲ ଅଧ୍ୟୟନରେ ବିଭିନ୍ନ ଦାବି କରାଯାଉଥିଲା, କିନ୍ତୁ ପ୍ରଥମ ଥର ପାଇଁ ଏହା ବୈଜ୍ଞାନିକ ତଥ୍ୟ ଆଧାରରେ ପ୍ରମାଣିତ ହୋଇଛି…
୨୦ ବର୍ଷ ସରକାରୀ ଜମିରେ ବାସ କରୁଥିବା ଯାଯାବର ଲୋକଙ୍କ ନାମରେ ହେବ ଜମି ମାଲିକାନା…
ଚଣ୍ଡିଗଡ଼, ୧୬।୬ : ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଘୋଷଣା କରିଛନ୍ତି ଯେ ୨୦ ବର୍ଷ ଧରି ସରକାରୀ ଜମିରେ ବାସ କରୁଥିବା ଯାଯାବର ସମ୍ପ୍ରଦାୟ ଲୋକଙ୍କୁ ମାଲିକାନା ଅଧିକାର ଦିଆଯିବ। ୩୧ ମାର୍ଚ୍ଚ ୨୦୦୦ ପର୍ଯ୍ୟନ୍ତ, ଯେଉଁ ଜମି…
ହସ୍ପିଟାଲ ପାଇଁ ଜମି ଦାନ କରିଥିବା ବ୍ୟକ୍ତିଙ୍କ ନାମ ଅନୁସାରେ ହେବ ଏହାର ନାମକରଣ, ସରକାରଙ୍କ ନିର୍ଦ୍ଦେଶ …
ଲକ୍ଷ୍ନୌ,୧୬।୬: ହସ୍ପିଟାଲ ପାଇଁ ଜମି ଦାନ କଲେ ଦାତାଙ୍କ ନାମରେ ଏହାର ନାମକରଣ ହୋଇପାରିବ। ଜନବହୁଳ ଅଞ୍ଚଳରେ ଜମି କିଣି ସ୍ବାସ୍ଥ୍ୟ ବିଭାଗ ବର୍ତ୍ତମାନ ଏକ ନୂତନ ଡାକ୍ତରଖାନା ନିର୍ମାଣ କରିବାରେ ସକ୍ଷମ ହେବ। ଯଦି କୌଣସି ବ୍ୟକ୍ତି ତାଙ୍କ ଜମିକୁ…
ଦିବ୍ୟାଙ୍ଗ ସନ୍ତାନଙ୍କୁ ମିଳିବ ଆଜୀବନ ପାରିବାରିକ ପେନସନ୍ …
ଲକ୍ଷ୍ନୌ, ୧୬।୬ : ମାନସିକ କିମ୍ବା ଶାରୀରିକ ଦିବ୍ୟାଙ୍ଗ ସନ୍ତାନ ଅବସରପ୍ରାପ୍ତ କିମ୍ବା ମୃତ କର୍ମଚାରୀ ଏବଂ ରାଜ୍ୟ ସରକାରଙ୍କ ପେନସନଭୋଗୀଙ୍କୁ ପରିବାରିକ ପେନସନ ସମ୍ବନ୍ଧରେ ସରକାର ଆୟର ମାନଦଣ୍ଡ ସ୍ଥିର କରିଛନ୍ତି। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଏନେଇ…
ମିଳିଲା ଆଉ ଏକ ହାତୀ କଙ୍କାଳ
ଭୁବନେଶ୍ୱର, ୧୬।୬(ବ୍ୟୁରୋ): ଆଠଗଡ଼ ବନଖଣ୍ଡରେ ସଙ୍କଟରେ ଗଜରାଜ। ୧୫ ଦିନରେ ବଡ଼ମ୍ବା ବନାଞ୍ଚଳରୁ ତିନୋଟି ଦନ୍ତାହାତୀର କଙ୍କାଳ ମିଳିଛି। ଗତ ୨ ଓ ୩ ତାରିଖରେ ଭିନ୍ନ ଭିନ୍ନ ସ୍ଥାନରୁ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଦୁଇଟି ହାତୀ କଙ୍କାଳ ଜବତ କରିଥିବା ବେଳେ…
ବଖାଣିଲେ ରାହୁଲ ଉଦ୍ଧାର ଅନୁଭୂତି
ଢେଙ୍କାନାଳ ଅଫିସ, ୧୬।୬: ସେପଟେ ଜଗିଥିଲା ମୃତ୍ୟୁ। ଏପଟେ ମୃତ୍ୟୁ ପଞ୍ଝାରୁ ଜୀବନକୁ ଛଡ଼ାଇ ଆଣିବାକୁ ଚାଲିଥିଲା ସଂଘର୍ଷ। ୧୦୬ ଘଣ୍ଟାର କଷ୍ଟକର ସମୟ। ଛତିଶଗଡ଼ ସରକାର, ମାଇନିଂ ଏକ୍ସପର୍ଟ, ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍, ସେନା ଯବାନ, ସ୍ଥାନୀୟ ପୋଲିସଙ୍କ ସମେତ ୫୦୦ରୁ…
ବନ୍ଦ ହେଲା ଇଣ୍ଟରନେଟ୍ ଏକ୍ସପ୍ଲୋରର
ଓ୍ବାଶିଂଟନ୍, ୧୬ା୬: ମାଇକ୍ରୋସଫ୍ଟର ସର୍ବପୁରାତନ ବ୍ରାଉଜର ଇଣ୍ଟରନେଟ୍ ଏକ୍ସପ୍ଲୋରର୍ (ଆଇଇ) ଦୀର୍ଘ ୨୭ ବର୍ଷ ଧରି ସେବା ଯୋଗାଇବା ପରେ ବୁଧବାର ମଧ୍ୟ ରାତ୍ରିରେ ଅବସର ନେଇଛି। ଏଣିକି ଡେସ୍କଟପ୍ରେ ଥିବା ଆଇଇ ଆଇକନ୍ କାମ କରିବ ନାହିଁ। ୟୁଜର୍ସ ଏହି…
ଉପଯୁକ୍ତ ସମୟରେ ନିଷ୍ପତ୍ତି: ବିଜେଡି
ଭୁବନେଶ୍ୱର,୧୬ା୬(ବ୍ୟୁରୋ): ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏ ନେଇ ବିରୋଧୀ ଦଳ ଏକାଠି ହେଲେଣି। ତେବେ ବିରୋଧୀ ଦଳ ଓ ଏନ୍ଡିଏ କାହାକୁ ପ୍ରାର୍ଥୀ କରିବେ ଏ ପର୍ଯ୍ୟନ୍ତ ତାହା ସ୍ପଷ୍ଟ ହୋଇନାହିଁ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…
Archives


