Home

ସେନାରେ ଠିକା ନିଯୁକ୍ତିକୁ ବିରୋଧ

ନୂଆଦିଲ୍ଲୀ,୧୬।୬ ହିନ୍ଦୀ ଫିଲ୍ମ ଶୀର୍ଷକରେ ଭୁଲ୍‌ ଯୋଜନାଟିଏ କରି ବହୁ କୋଟି ଟଙ୍କା ବ୍ୟୟରେ ତା’ର ପ୍ରଚାର କରାଇଲେ ଭାରତୀୟ ସେନା ଶକ୍ତିଶାଳୀ ହୋଇଉଠିବ ବୋଲି ଧରିନେବା ବୋକାମି ଛଡ଼ା କିଛି ନୁହେଁ। ସଶସ୍ତ୍ର ବଳରେ ପ୍ରାୟ ୨ ଲକ୍ଷ ପଦବୀ…

ଇସ୍ରାଏଲରୁ ତେଲ ନେବ ଇୟୁ

କାଇରୋ, ୧୬ା୬: ୟୁକ୍ରେନ୍‌ ଉପରେ ଆକ୍ରମଣ ପାଇଁ ଚଳିତ ବର୍ଷ ଶେଷ ସୁଦ୍ଧା ରୁଷିଆରୁ ତେଲ ଆମଦାନୀ ବନ୍ଦ କରିବାକୁ ୟୁରୋପୀୟ ସଂଘ(ଇୟୁ) ନିଷ୍ପତ୍ତି ନେଇଛି। ରୁଷିଆ ବଦଳରେ ଏଣିକି ଇସ୍ରାଏଲରୁ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ କ୍ରୟ ପାଇଁ ଇୟୁ…

ପହଁରାରେ ପ୍ରବୀଣ ରାହୁଲ

ରାୟପୁର, ୧୬ା୬ : ୫ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ମଙ୍ଗଳବାର ବୋରଓ୍ବେଲରୁ ଉଦ୍ଧାର ହୋଇଥିବା ଛତିଶଗଡ଼ର ରାହୁଲ ସାହୁ (୧୧) ବିଳାସପୁର ଆପୋଲୋ ହସ୍ପିଟାଲ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ବହୁ ପ୍ରତିକୂଳ ପରିସ୍ଥିତିର ସାମ୍‌ନା କରି ୮୦ ଫୁଟ୍‌ ଗାତରେ…

ବଦଳିବ ସ୍କୁଲ ପାଠପଢ଼ା ସମୟ

ଭୁବନେଶ୍ୱର, ୧୬।୬(ବ୍ୟୁରୋ): ରାଜ୍ୟରେ ଆଉ ଗୋଟିଏ ଦିନ ପରେ ସ୍କୁଲ ଖୋଲିବ। ପୁଣି ପିଲା ସ୍କୁଲ ଯାଇ ପାଠ ପଢ଼ିବେ। ଗତ ୬ତାରିଖରୁ ଆରମ୍ଭ ହୋଇଥିବା ଖରାଛୁଟି ବା ଗ୍ରୀଷ୍ମଛୁଟି ୧୬ ତାରିଖରେ ଶେଷ ହେବ। ଶୁକ୍ରବାର ରାଜ୍ୟରେ ସମସ୍ତ ସ୍କୁଲ୍‌…

ରାହୁଲଙ୍କୁ ଉଦ୍ଧାର କରିଥିବା ଟିମ୍‌କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୬(ବ୍ୟୁରୋ): ୫ ଦିନର କଠିନ ପରିଶ୍ରମ ପରେ ବୋରୱେଲ ଭିତରୁ ୧୧ ବର୍ଷର ବାଳକ ରାହୁଲ ସାହୁଙ୍କୁ ଉଦ୍ଧାର କରାଯାଇଛି। ଏବେ ତାଙ୍କୁ ବିଳାଶପୁରର ଆପୋଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ୧୦୪ ଘଣ୍ଟାର ରେସ୍କ୍ୟୁ ଅପରେଶନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ଏନଡିଆରଏଫ,…

ରାହୁଲଙ୍କ ଚିକିତ୍ସା, ପାଠପଢା ଖର୍ଚ୍ଚ ବହନ କରିବେ ସରକାର

ରାୟପୁର,୧୫।୬: ଛତିଶଗଡରେ ବୋରଓ୍ବେଲରେ ଖସିପଡିଥିବା ରାହୁଲ ସାହୁଙ୍କୁ ଦୀର୍ଘ ୧୦୪ ଘଣ୍ଟାର କଶରତ ପରେ ୬୦ ଫୁଟ ଗାତ ଭିତରେ ବାହାର କରାଯାଇଛି। ଏବେ ତାଙ୍କୁ ବିଳାଶପୁରସ୍ଥିତ ଆପୋଲ ହସ୍ପିଟାଲ୍‌ରେ ରଖି ଚିକିତ୍ସା କରାଯାଉଛି। ବୁଧବାର ଆପୋଲୋ ହସ୍ପିଟାଲରେ ରାହୁଲ ସ୍ବାସ୍ଥ୍ୟବସ୍ଥାର…

ପୃଥ୍ବୀ-୨ର ରାତ୍ରକାଳୀନ ପରୀକ୍ଷଣ ସଫଳ

ବାଲେଶ୍ୱର ଅଫିସ, ୧୫।୬-ବାଲେଶ୍ୱର ଚାନ୍ଦିପୁରସ୍ଥିତ ଆଇଟିଆର ପରିସରରେ ବୁଧବାର ପୃଥ୍ବୀ-୨ କ୍ଷେପଣାସ୍ତ୍ରର ରାତ୍ରକାଳୀନ ପରୀକ୍ଷଣ ସଫଳ ହୋଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ଏହି ସ୍ବଳ୍ପ ଦୂରଗାମୀ ବାଲାଷ୍ଟିକ କ୍ଷେପଣାସ୍ତ୍ରର ପରୀକ୍ଷଣ ୩ନଂ ଲଞ୍ଚପ୍ୟାଡରୁ ହୋଇଥିଲା। ଏହାର ଲକ୍ଷ୍ୟଭେଦ କ୍ଷମତା ୨୫୦କି.ମି.…

ଆୟାରଲାଣ୍ଡ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ

ନୂଆଦିଲ୍ଲୀ,୧୫।୬: ଆୟାରଲାଣ୍ଡ ବିପକ୍ଷ ଦୁଇଟି ଟି-୨୦ ସିରିଜ ପାଇଁ ବୁଧବାର ୧୭ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ସିରିଜ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରାଯାଇଛି। ସୂର୍ଯ୍ୟକୁମାର ଯାଦବ ଏବଂ ସଞ୍ଜୁ ସାମସନ ୧୭ ଜଣିଆ ଦଳକୁ ଫେରିଛନ୍ତି।…

ଭାରତରୁ ଗହମ ନେବ ନାହିଁ ୟୁଏଇ

ଦୁବାଇ,୧୫।୬: ୟୁନାଇଟେଡ ଆରବ ଏମିରେଟସ(ୟୁଏଇ) ଭାରତରୁ ଗହମ ଓ ଅଟାର ରପ୍ତାନୀ ଉପରେ ୪ ମାସ ପାଇଁ ରୋକ ଲଗାଇଛି। ୟୁଏଇର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମେ ୧୩, ୨୦୨୨ରୁ ଚାରି ମାସ ପର୍ଯ୍ୟନ୍ତ ଏହି ରୋକ ଲାଗୁ…

ଶୁଟର ସିପି ସିଦ୍ଧୁ ହତ୍ୟା ଘଟଣା: ବିଚାରପତିଙ୍କ ଝିଅ ଗିରଫ

ଚଣ୍ଡିଗଡ,୧୫।୬: ଜାତୀୟ ଶୁଟର ସିପି ସିଦ୍ଧୁଙ୍କ ହତ୍ୟା ଘଟଣାରେ ବୁଧବାର ସିବିଆଇ ଜଣେ ବିଚାରପତିଙ୍କ ଝିଅଙ୍କୁ ଗିରଫ କରିଛି। ଏହି ଘଟଣାର ପ୍ରାୟ ୭ ବର୍ଷ ପରେ କଲ୍ୟାଣୀ ସିଂହଙ୍କୁ ସିବିଆଇକୁ ଗିରଫ କରିଛି। ଗିରଫଦାରୀ ପରେ ସିବିଆଇ କଲ୍ୟାଣୀଙ୍କୁ ୪…

ଗଛକୁ ପିଟିଲା ବାଇକ୍‌: ଜଣେ ମୃତ, ୨ ଆହତ

କାଶୀପୁର,୧୫।୬: ରାୟଗଡା ଜିଲା କାଶୀପୁର ଥାନା ଅଧିନ ନଳାଚୂଆଁ ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହାତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଲାଜ୍ଜିଂଗଡ…

ବଜ୍ରପାତରେ ଜଣେ ମୃତ, ୩ ଆହତ

କାଶୀପୁର,୧୫।୬: ରାୟଗଡା ଜିଲା କାଶିପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ମଙ୍କଡ଼ଝୋଲା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘଟଣାରେ ଉକ୍ତ ଗ୍ରାମର ଗୋଟିଏ ପରିବାର ୪ ଜଣ ସଦସ୍ୟ ବଜ୍ରପାତର ଶିକାର ହୋଇଛନ୍ତି। ଏଥିରେ ଜଣଙ୍କର ମୃତ୍ୟୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri