ନାବାଳିକାଙ୍କୁ ଗଣବଳାତ୍କାର: ୨ କୋର୍ଟ ଚାଲାଣ
ସାକ୍ଷୀଗୋପାଳ,୩ା୮(ଡି.ଏନ୍.ଏ.): ଜନୈକା ୧୪ ବର୍ଷୀୟା ନାବାଳିକାଙ୍କୁ ଗଣବଳାତ୍କାର ଅଭିଯୋଗରେ ପୁରୀ ଜିଲା ସତ୍ୟବାଦୀ ଥାନା ପୋଲିସ ୨ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛନ୍ତି। ଅନ୍ୟ ଅଭିଯୁକ୍ତ ଫେରାର ରହିଛନ୍ତି। ଏହି ଅଭିଯୁକ୍ତମାନେ ଦୀର୍ଘ ୮ ଦିନ ଧରି…
ଆମିରଙ୍କୁ ସମର୍ଥନ କରି ଫସିଲେ ଅମିତାଭ
ବମ୍ବେ: ଅଗଷ୍ଟ ୧୧ରେ ରିଲିଜ ହେବ ବଲିଉଡ୍ ଅଭିନେତା ଆମିର ଖାଁ ଅଭିନୀତ ଫିଲ୍ମ ‘ଲାଲ୍ ସିଂ ଚଡ୍ଢା’। ଏହାକୁ କିଛି ଦିନ ଥିବା ବେଳେ ବିବାଦରେ ଫସିଛି ଫିଲ୍ମ। ଅନେକ ଫିଲ୍ମକୁ ବଏକଟ ପାଇଁ ଦାବି କରୁଛନ୍ତି। ଏସବୁ ଭିତରେ…
ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ଆଉ ଏକ ପଦକ: ଲଭ୍ପ୍ରୀତ ଜିତିଲେ ବ୍ରୋଞ୍ଜ
ବର୍ମିଂହାମ,୩।୮: ଇଂଲଣ୍ଡରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। ପୁରୁଷ ଭାରୋତ୍ତୋଳନକାରୀ ଲଭପ୍ରୀତ ସିଂ ପୁରୁଷ ୧୦୯ କିଲୋଗ୍ରାମ ଓଜନ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଫାଇନାଲରେ ଏକ ସମୟରେ ଲଭପ୍ରୀତ ମଧ୍ୟ ସ୍ବର୍ଣ୍ଣ ଓ…
ମମତାଙ୍କ କ୍ୟାବିନେଟରେ ବଡ଼ ଧରଣର ଅଦଳବଦଳ
କୋଲକାତା,୩।୮: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର କ୍ୟାବିନେଟରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ସେ ଭାଜପାରୁ ଟିଏମସିକୁ ଆସିଥିବା ବାବୁଲ ସୁପ୍ରିୟୋଙ୍କ ସମେତ ୯ ଜଣ ନେତାଙ୍କୁ କ୍ୟାବିନେଟରେ ସ୍ଥାନ ଦେଇଛନ୍ତି। ସୁପ୍ରିୟୋଙ୍କ ବ୍ୟତୀତ ସ୍ନେହାସିସ ଚକ୍ରବର୍ତ୍ତୀ, ପାର୍ଥ…
ପୁଅର ଭବିଷ୍ୟତକୁ ନେଇ ଏମିତି ଖୁଲାସା କଲେ ଭାରତୀ
ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଚଳିତ ବର୍ଷ ମା’ ହୋଇଛନ୍ତି। ଭାରତୀ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟା ପୁଅ ଗୋଲା ବା ଲକ୍ଷ୍ୟକୁ ବହୁତ ଭଲ ପାଆନ୍ତି। ଗୋଲାର ଭବିଷ୍ୟତକୁ ନେଇ ଏବେଠୁ ଚିନ୍ତା କଲେଣି ଭାରତୀ। ସେ…
ମୃତକଙ୍କ ଚିତ୍କାର, ସରକାରୀ ବାବୁ ମତେ ଜୀବିତ କର…
ଆଗ୍ରା, ୩।୮ : ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି ଜୀବିତ ହୋଇ ମଧ୍ୟ ସରକାରୀ କାଗଜ ପତ୍ରରେ ମୃତ ଘୋଷିତ। ନାମ ହେଉଛି ଗଙ୍ଗା ସିଂ। ବୟସ ୮୦ ବର୍ଷ। ଠିକଣା ମୌଜା ଜାଫରପୁର, ମୈନପୁରୀ। ଏହା ହେଉଛି ଏକ ତିକ୍ତ ସତ୍ୟ…
ଫରମାନି ନାଜ୍ କିଏ? ଶିବ ଭଜନ ‘ହର୍ ହର୍ ଶମ୍ଭୁ’ ଗାଇ ଯିଏ ବିବାଦରେ, ମିଳୁଛି ଧମକ…
ବମ୍ବେ: ବିବାଦରେ ଗାୟିକା ଫରମାନି ନାଜ୍। ମୁସଲିମ୍ ଧର୍ମର ହୋଇଥିବା ସତ୍ତ୍ୱେ ସେ ଶିବ ଭଜନ ‘ହର ହର୍ ଶମ୍ଭୁ’ ଗାଇ ପ୍ରଥମେ ଚର୍ଚ୍ଚାର ପରିସରକୁ ଆସିଥିଲେ। ଶ୍ରାବଣ ମାସରେ କାଉଡିଆ ଯାତ୍ରା ଚାଲିଥିବାରୁ ତାଙ୍କ ଗୀତ ହିଟ୍ ହୋଇଥିଲା। ମାତ୍ର…
ସୁପ୍ରିମ୍କୋର୍ଟଙ୍କ ରାୟ ବିରୋଧରେ ଏକଜୁଟ ହେଲେ ୧୭ ବିରୋଧି ଦଳ…
ନୂଆଦିଲ୍ଲୀ, ୩।୮ : ଦେଶର ୧୭ ବିରୋଧୀ ଦଳ ଏକଜୁଟ ହୋଇ ୨୦୧୯ ରେ ପ୍ରିଭେନଶନ ଅଫ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ରେ କରାଯାଇଥିବା ସଂଶୋଧନକୁ ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତ୍ତିକୁ ବିପଜ୍ଜନକ ବୋଲି କହିଛନ୍ତି। କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମକେ,…
ବାସିଖାଦ୍ୟ ଖାଇ ଜଣେ ମୃତ, ୫ ଗୁରୁତର
ବାଲେଶ୍ୱର ଅଫିସ/ସିମୁଳିଆ,୩ା୮(ଡି.ଏନ୍.ଏ.): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଦଧିବାମନପୁର ଗ୍ରାମରେ ବାସିଖାଦ୍ୟ ଖାଇ ୬ଜଣଙ୍କ ମଧ୍ୟରୁ ଜଣେ ଭଦ୍ରକ ମେଡିକାଲରେ ମୃତ୍ୟୁ ହୋଇଥିବା ବେଳେ ୫ ଗୁରୁତରଙ୍କୁ କଟକର ଏକ ଘରୋଇ ମେଡ଼ିକାଲରେ ବୁଧବାର ଭର୍ତ୍ତି କରାଯାଇଛି। ସୂଚନାନୁଯାୟୀ, କହ୍ନେଇବିନ୍ଧା ପଞ୍ଚାୟତ…
ମାସକୁ ୫୦୦ ଟଙ୍କା ରୋଜଗାର କରୁଥିବା ସାଧାରଣ ଯୁବକରୁ କମେଡିର ‘ବାଦ୍ଶାହା’
ବମ୍ବେ: କେତେବେଳେ ‘ଡା. ମଶହୁର ଗୁଲାଟୀ’ ତ କେବେ ‘ଗୁତ୍ଥି’ ଚରିତ୍ରରେ ଲୋକଙ୍କ ମୁହଁରେ ହସ ଫୁଟାଉଥିବା କମେଡିଆନ୍ ସୁନୀଲ ଗ୍ରୋଭରଙ୍କ ପାଇଁ ଆଜିର ଦିନଟି ଖାସ୍। କାରଣ ସେ ନିଜର ଜନ୍ମଦିନ ପାଳନ କରୁଛନ୍ତି। ଏହି ସ୍ବତନ୍ତ୍ର ଦିନରେ ତାଙ୍କ…
୧୪ ଛାତ୍ରୀ ଅସୁସ୍ଥ, ମେଡିକାଲରେ ଭର୍ତ୍ତି
ପାପଡ଼ାହାଣ୍ଡି,୩ା୮(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଦଳେଇଗୁଡ଼ା ଏସ୍ଏସ୍ଡି ବାଳିକା ଉଚ୍ଚ ବିଦ୍ୟାଳୟର ୧୪ ଜଣ ଛାତ୍ରୀ ବୁଧବାର ଅସୁସ୍ଥ ହୋଇ ପାପଡ଼ାହାଣ୍ଡି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨ଜଣଙ୍କୁ ଥଣ୍ଡା, କାଶ ଓ ଜ୍ୱର ହୋଇଥିବା ବେଳେ ୨…
ରୋହିତ ଶର୍ମା ପଛରେ ରହିଗଲେ, ଇତିହାସ ରଚିଲେ ମହିଳା କ୍ରିକେଟର୍
ବର୍ମିଂହାମ,୩।୮:ନ୍ୟୁଜିଲାଣ୍ଡ ମହିଳା କ୍ରିକେଟର ସୁଜି ବେଟ୍ସ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଏକ ନୂତନ ଇତିହାସ ସୃଷ୍ଟି କରିଛନ୍ତି। ସେ ଟି-୨୦ରେ ୩୫୦୦ ରନ ସ୍କୋର କରିଛନ୍ତି। ସେ ଏହା କରିବାରେ ଉଭୟ ପୁରୁଷ କିମ୍ବା ମହିଳା କ୍ରିକେଟ୍ରେ ପ୍ରଥମ ଖେଳାଳି ହୋଇଛନ୍ତି।…

