କ୍ୟାମ୍ପବେଲ୍ ଏୟାର ଇଣ୍ଡିଆ ସିଇଓ
ନୂଆଦିଲ୍ଲୀ,୧୩।୫(ପି.ଟି.):ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ତଥା ପରିଚାଳନା ନିର୍ଦ୍ଦେଶକ (ଏମ୍ଡି) ଭାବେ ସ୍କୁଟ୍ ସିଇଓ କ୍ୟାମ୍ପ୍ବେଲ୍ ଓ୍ବିଲସନଙ୍କୁ ଟାଟା ସନ୍ସ ନିଯୁକ୍ତି ଦେଇଛି। ୫୦ ବର୍ଷୀୟ କ୍ୟାମ୍ପବେଲ୍ ଏବେ ଟାଟା ଏବଂ ସିଙ୍ଗାପୁର ଏୟାରଲାଇନ୍ସର ମିଳିତ ଉଦ୍ୟୋଗ ବିସ୍ତାରାର…
ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ହେଲିକପ୍ଟର: ୨ପାଇଲଟ ମୃତ
ରାୟପୁର,୧୨।୫: ଛତିଶଗଡ଼ର ରାୟପୁର ବିମାନବନ୍ଦରରେ ଗୁରୁବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ହେଲିକପ୍ଟର ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣା ୨ଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ପାଇଲଟ ହେଲେ ଏପି ଶ୍ରୀବାସ୍ତବ ଓ…
୩ ବାଲିଷ୍ଟିକ୍ ମିଶାଇଲ ପରୀକ୍ଷଣ କଲା ଉତ୍ତର କୋରିଆ
ସିଓଲ, ୧୨ା୫: ଉତ୍ତର କୋରିଆ ଗୁରୁବାର କମ୍ ଦୂରତା ବିଶିଷ୍ଟ ୩ ବାଲିଷ୍ଟିକ୍ ମିଶାଇଲ ସମୁଦ୍ରରେ ପରୀକ୍ଷଣ କରିଥିବା ଦକ୍ଷିଣ କୋରିଆ ସେନା ପକ୍ଷରୁ କୁହାଯାଇଛି। ଜାପାନ ମଧ୍ୟ ଉତ୍ତର କୋରିଆର କ୍ଷେପଣାସ୍ତ୍ର ପରୀକ୍ଷଣ ବାବଦରେ ଅବଗତ ହେବା ସହ ଏହାର…
ସିଏସ୍କେର ପ୍ଲେ-ଅଫ୍ ବାଟ ବନ୍ଦ
ମୁମ୍ବାଇ,୧୨।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଏକ ଲୋ ସ୍କୋରିଂ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ୫.୧ ଓଭର ପୂର୍ବରୁ ୫ ଉଇକେଟରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)କୁ ହରାଇ ଦେଇଛି। ଏହି ପରାଜୟ ଯୋଗୁ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇର ପ୍ଲେ-ଅଫ୍…
ନୂଆ ରୂପ ନେବ ୭୫ ଭାରତୀୟ ଗ୍ରାମ
ଜେରୁଜେଲମ୍,୧୨।୫: ସ୍ବାଧୀନତାର ୭୫ତମ ବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ ୭୫ଭାରତୀୟ ଗ୍ରାମକୁ ଇସ୍ରାଏଲ୍ ସହଯୋଗରେ ନୂଆ ରୂପ ଦିଆଯିବ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି। କୃଷି କ୍ଷେତ୍ରରେ ଦୁଇ ଦେଶର ସହଯୋଗ ନୂତନ ସ୍ତରରେ ପହଞ୍ଚିଛି। ୪…
ବ୍ରହ୍ମୋସ୍ ସୁପରସୋନିକ୍ କ୍ଷେପଣାସ୍ତ୍ରର ପରୀକ୍ଷଣ
ନୂଆଦିଲ୍ଲୀ,୧୨।୫: ସୁଖୋଇ ଯୁଦ୍ଧବିମାନରୁ ଗୁରୁବାର ବ୍ରହ୍ମୋସ୍ ସୁପରସୋନିକ୍ କ୍ଷେପଣାସ୍ତ୍ର ପରିବର୍ତ୍ତିତ ଭର୍ସନ୍ର ସଫଳ ପରୀକ୍ଷା କରାଯାଇଛି। ବଙ୍ଗୋପସାଗରରେ ଧାର୍ଯ୍ୟ ଲକ୍ଷ୍ୟସ୍ଥଳକୁ ଏହା ସିଧାସଳଖ ମାଡ଼ କରିଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମୂଳ ବ୍ରହ୍ମୋସ କ୍ଷେପଣାସ୍ତ୍ରର ରେଞ୍ଚ୍ ୨୯୦ କିଲୋମିଟର…
ବୁଲେଟ୍ରୁ ସାଇଲେନ୍ସର ଖୋଲିଲା ପୋଲିସ,୧.୩୮ଲକ୍ଷ ଜରିମାନା
ଝାରସୁଗୁଡ଼ା ଅଫିସ,୧୨ା୫: ଝାରସୁଗୁଡା ସହରରେ ଦ୍ରୁତଗତିରେ ଚଳାଚଳ କରୁଥିବା ୯ ବୁଲେଟ୍କୁ ଟାଉନ ଥାନା ପୋଲିସ ଧରି ଏଥିରେ ଲାଗିଥିବା ମାତ୍ରାଧିକ ଶବ୍ଦ ପ୍ରଦୂଷଣକାରୀ ସାଇଲେନ୍ସରକୁ ଖୋଲିଦେଇଛି। ପୋଲିସ ଧରିଥିବା ସମସ୍ତ ବୁଲେଟ୍ ଆର୍ଟିଓଙ୍କୁ ଜିମାଦେଲା ପରେ ଚାଳକଙ୍କ ନିକଟରୁ୧ଲକ୍ଷ ୩୮ହଜାର…
ବ୍ରଜରାଜନଗର ଉପନିର୍ବାଚନ:ସମସ୍ତ ୧୪ ନାମାଙ୍କନପତ୍ର କାଏମ
ଝାରସୁଗୁଡ଼ା ଅଫିସ, ୧୨ା୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ସମୁଦାୟ ୧୪ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ଗୁରୁବାର ଯାଞ୍ଚ ପରେ ସମସ୍ତ ନାମାଙ୍କନପତ୍ର କାଏମ ରହିଛି ବୋଲି ରିଟର୍ନିଂ ଅଫିସର ଉପଜିଲାପାଳ ଦୟାମୟ ପାଢ଼ୀ କହିଛନ୍ତି। ଆସନ୍ତା ୧୭ରେ ନାମାଙ୍କନପତ୍ର ପ୍ରତ୍ୟାହାର…
ବାହାହେବା ପାଇଁ ମୋଦିଙ୍କୁ ଚିଠି
ଶାମଲି,୧୨।୫: ଉତ୍ତରପ୍ରଦେଶ ଶାମଲି ଜିଲାର କେରାନାରେ ରହୁଥିବା ୨ ଫୁଟ ୬ ଇଞ୍ଚର ୨୮ବର୍ଷୀୟ ଆଜିମ ମନସୁରୀ ନାମକ ଜଣେ ବ୍ୟକ୍ତି ନିଜ ବିବାହ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଗତ ବର୍ଷ ୨୦୨୧ ମାର୍ଚ୍ଚ ୯ରେ ହାପୁଡ ଜିଲାର ୨୧ବର୍ଷୀୟ…
୧୦୦ବି ଛୁଇଁପାରିଲାନି ସିଏସ୍କେ
ମୁମ୍ବାଇ,୧୨।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ସାଙ୍ଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ୩୬ ରନ୍ର ଅପରାଜିତ ଇନିଂସ ସତ୍ତ୍ୱେ ସିଏସ୍କେ ମାତ୍ର…
ବିନା ଡିଆର୍ଏସ୍ରେ ଖେଳାଗଲା
ମୁମ୍ବାଇ,୧୨।୫: ଓ୍ବାଙ୍ଖଡେ ଷ୍ଟାଡିୟମରେ ବିଦ୍ୟୁତ ବିଭ୍ରାଟ ଯୋଗୁ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍ରେ ପ୍ରାରମ୍ଭିକ ୨ ଓଭରରେ ନିଷ୍ପତ୍ତି ପୁନଃ ବିଚାର ପ୍ରକ୍ରିୟା (ଡିଆର୍ଏସ୍) ଉପଲବ୍ଧ ନ ଥିଲା। ଷ୍ଟାଡିୟମର ଗୋଟିଏ ଫ୍ଲଡଲାଇଟ୍…
ନିରପେକ୍ଷ ତଦନ୍ତ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ
କୋକସରା,୧୨।୫(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅଧୀନ ବରାଡଙ୍ଗା ପଞ୍ଚାୟତ କେନ୍ଦୁଡୋଙ୍ଗରି ଗାଁର ଦ୍ୱାରିକା ଦାସ(୨୨)ଙ୍କୁ ହତ୍ୟା କରି ଅଭିଯୁକ୍ତମାନେ ଆତ୍ମହତ୍ୟା ରୁପ ଦେବାକୁ ଏକ ଗଛରେ ଟାଙ୍ଗି ଦେଇଥିଲେ। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାରର…
Archives


