Home

‘ଆସିବେ ନା ତାଲିକାରେ ରହିଯିବେ’

ଭୁବନେଶ୍ୱର,୧୩ା୫(ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ସମୟ ଶେଷ ହୋଇଯାଇଥିବାବେଳେ ପ୍ରଚାର ଲାଗି ସବୁ ଦଳର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଇତିମଧ୍ୟରେ ଗୁରୁବାର କଂଗ୍ରେସ ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରିଛି। ଅପରପକ୍ଷରେ ଭାଜପା ଏବଂ ବିଜେଡି ପକ୍ଷରୁ ଶନିବାର…

‘ପାକିସ୍ତାନର ସାଧାରଣ ଲୋକ ଭାରତର ଶତ୍ରୁ ନୁହଁନ୍ତି’

ପୁଣେ,୧୩।୫: ଏନସିପି ନେତା ଶରଦ ପାୱାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କକୁ ନେଇ ନିଜ ମତ ରଖିଛନ୍ତି। ଇଦ-ମିଳନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପାଓ୍ବାର ପୁଣେର କୋଣ୍ଡୱା ଅଞ୍ଚଳରେ ପହଞ୍ଚିଥିଲେ। ଏହି ଅବସରରେ ସେ ନାଁ ନ ନେଇ…

କାଏମ ରହିଲା ୧୪ ନାମାଙ୍କନ

ଝାରସୁଗୁଡ଼ା ଅଫିସ,୧୩ା୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ସମୁଦାୟ ୧୪ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ଗୁରୁବାର ଯାଞ୍ଚ ପରେ ସମସ୍ତ ନାମାଙ୍କନପତ୍ର କାଏମ ରହିଛି ବୋଲି ରିଟର୍ଣ୍ଣିଂ ଅଫିସର ଉପଜିଲାପାଳ ଦୟାମୟ ପାଢୀ କହିଛନ୍ତି। ଆସନ୍ତା ୧୭ତାରିଖରେ ନାମାଙ୍କନପତ୍ର ପ୍ରତ୍ୟାହାର ଶେଷ…

କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଚାର ଆରମ୍ଭ

ଝାରସୁଗୁଡ଼ା ଅଫିସ,୧୩ା୫: ଆସନ୍ତା ୩୧ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ଅନୁଷ୍ଠିତ ହେବ। କଂଗ୍ରେସ ଦଳର ପ୍ରାର୍ଥୀ କିଶୋର ଚନ୍ଦ୍ର ପଟେଲ ତାଙ୍କ ସମର୍ଥକଙ୍କ ସହିତ ଗୁରୁବାର ବ୍ରଜରାଜନଗର ଗଣ୍ଡଘୋରା ଗ୍ରାମର ଗ୍ରାମଦେବୀ ମା’ ମୂଳଗୁଡି ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି।…

ଆଉ ଏକ ମାଷ୍ଟର ଷ୍ଟ୍ରୋକ୍‌ ଅପେକ୍ଷାରେ

ଭୁବନେଶ୍ୱର,୧୩ା୫(ବ୍ୟୁରୋ): ରାଜ୍ୟ ସଭା ଆସନ ଲାଗି ଆସନ୍ତା ଜୁନ୍‌ ୧୦ ତାରିଖରେ ନିର୍ବାଚନ ହେବ। ଏଥିପାଇଁ ଆସନ୍ତା ୨୪ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାବେଳେ ୩୧ରେ ନାମାଙ୍କନ ଦାଖଲର ଶେଷ ତାରିଖ। ଓଡ଼ିଶାର ୩ ରାଜ୍ୟ ସଭାସଦସ୍ୟ ପ୍ରସନ୍ନ…

‘ବନାଗ୍ନି ହ୍ରାସ ପାଇଁ ଯୋଜନା ପ୍ରସ୍ତୁତ କର’

ଭୁବନେଶ୍ୱର,୧୩ା୫(ବ୍ୟୁରୋ): ରାଜ୍ୟରେ ଜଙ୍ଗଲ ସମ୍ପଦ ବୃଦ୍ଧି ପାଇଛି। ତା’ ସହିତ ବନାଗ୍ନି ପ୍ରକୋପ ମଧ୍ୟ ବଢୁଛି। ହାତୀ-ମଣିଷ ଲଢ଼େଇ, ବନ୍ୟପ୍ରାଣୀ ଅଙ୍ଗ ଚୋରା ଚାଲାଣ ମୁଖ୍ୟ ସମସ୍ୟା ଭାବେ ଦେଖାଦେଇଛି। ଏହାକୁ ହ୍ରାସ କରିବା ପାଇଁ ଏକ ସମନ୍ବିତ ଯୋଜନା (ଇଣ୍ଟିଗ୍ରେଟେଡ…

୨ଥର ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ଆଗାମୀ ଲକ୍ଷ୍ୟ ରହିଛି…

ନୂଆଦିଲ୍ଲୀ,୧୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତର ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ୭୧ ବର୍ଷ ବୟସରେ ମଧ୍ୟ ସେ ଦେଶର ଦାୟିତ୍ୱ ପରିଚାଳନା କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ନିଜର ଆଗାମୀ ଲକ୍ଷ୍ୟ ବିଷୟରେ ମତ ରଖି ମୋଦି କହିଛନ୍ତି,…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଢାଞ୍ଚାରେ ପରିବର୍ତ୍ତନ

ପୁରୀ ଅଫିସ,୧୩।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଢାଞ୍ଚାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଏହି କ୍ରମରେ ଏଣିକି ନିଷିଦ୍ଧାଞ୍ଚଳ ବାହାରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରାଯିବ। ଭୁବନେଶ୍ୱରସ୍ଥିତ ଓଡ଼ିଶା ସେତୁ ନିର୍ମାଣ ନିଗମର କନଫରେନ୍ସ ହଲ୍‌ରେ ବୁଧବାର ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ…

ଆଗୁଆ ଆସିବ ମୌସୁମୀ

ଭୁବନେଶ୍ୱର,୧୩ା୫(ବ୍ୟୁରୋ): ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗୁଆ ଆସିବ। ନିର୍ଦ୍ଧାରିତ ସମୟର ୫ଦିନ ପୂର୍ବରୁ ଅର୍ଥାତ୍‌ ମେ’ ୧୫ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗରରେ ସକ୍ରିୟ ହେବା ସହ ଦକ୍ଷିଣପୂର୍ବ ବଙ୍ଗୋପସାଗର ଆଡ଼କୁ ଅଗ୍ରସର ହେବ। ଏଥିଲାଗି ପାଗ ଅନୁକୂଳ…

ଉତ୍ତର କୋରିଆରେ କରୋନା ଆତଙ୍କ: ଜ୍ୱରରେ ୬ ଜଣଙ୍କ ମୃତ୍ୟୁ, ଆଇସୋଲେଶନରେ ୧.୮୭ ଲକ୍ଷ ଲୋକ

ପ୍ୟୋଙ୍ଗୟାଙ୍ଗ,୧୩ ।୫: ଏପର୍ଯ୍ୟନ୍ତ କରୋନା ମହାମାରୀ ପହଞ୍ଚି ନ ଥିବା ଦେଶ ଉତ୍ତର କୋରିଆରେ ଏବେ କରୋନା ଆତଙ୍କ । ଶୁକ୍ରବାର ସକାଳେ ଏଏଫପି ନ୍ୟୁଜ ଏଜେନ୍ସି ରାଜ୍ୟ ମିଡିଆର ସୂଚନାକୁ ଆଧାର କରି ଦେଇଥିବା ଖବର ଅନୁଯାୟୀ, ଉତ୍ତର କୋରିଆରେ…

ପାକିସ୍ତାନରେ ବଡ଼ ବିସ୍ଫୋରଣ

ଇସଲାମାବାଦ୍‌,୧୩।୫: ପାକିସ୍ତାନର କରାଚିରେ ଗୁରୁବାର ବିଳମ୍ବିତ ରାତିରେ ବୋମା ବିସ୍ଫୋରଣ ହୋଇଛି। ଏହି ବୋମା ବିସ୍ଫୋରଣରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆହତଙ୍କ ସଂଖ୍ୟା ୧୩ରୁ ଅଧିକ ବୋଲି ଜଣାପଡିଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ଏହାର ଶବ୍ଦକୁ…

ପରିଚାଳନା ଦାୟିତ୍ୱ ନେଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୩ା୫(ବ୍ୟୁରୋ): ତାଳଚେର ମେଡିକାଲ କଲେଜର ପରିଚାଳନା ଦାୟିତ୍ୱ ରାଜ୍ୟ ସରକାର ନିଜ ହାତକୁ ନେଇଛନ୍ତି। ମହାନଦୀ କୋଲ୍‌ଫିଲ୍ଡସ ଲିମିଟେଡ(ଏମ୍‌ସିଏଲ) ଦ୍ୱାରା ଦିଆଯାଇଥିବା ଏହି ପ୍ରସ୍ତାବକୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନିକ ଅନୁମୋଦନ କରିଛନ୍ତି। ଏହି ମେଡିକାଲ କଲେଜକୁ ମହାନଦୀ ଇନ୍‌ଷ୍ଟିଚ୍ୟୁଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri