ଆଉଟ୍ ହେବା ପରେ ବିରାଟଙ୍କ ପ୍ରତିକ୍ରିୟା ଦେଖି ଭାଙ୍ଗି ପଡ଼ିଛନ୍ତି ପ୍ରଶଂସକ
ମୁମ୍ବାଇ,୧୪।୫: ଏକଦା ରନ୍ ମେଶିନ ଭାବେ ପରିଚିତ ଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି)ର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଖରାପ ଫର୍ମ ଜାରି ରହିଛି। ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଶୁକ୍ରବାର ଖେଳାଯାଇଥିବା ମୁକାବିଲାରେ ବିରାଟ ଭଲ ସ୍କୋର କରିବେ ବୋଲି ଆଶା…
ଶ୍ରୀମେଟାଲିକ୍ସ ପ୍ଲାଣ୍ଟରେ ଦୁର୍ଘଟଣା: ଶ୍ରମିକଙ୍କ ଜୀବନ ଗଲା
ବଡ଼ବିଲ,୧୪ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ରୁଗୁଡି ଥାନା ଅନ୍ତର୍ଗତ ଶ୍ରୀମେଟାଲିକ୍ସ ପ୍ଲାଣ୍ଟରେ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ଜୀବନ ଯାଇଛି। ମୃତକ ଜଣକ ହେଲେ କାର୍ଯ୍ୟରତ ପ୍ରୋସେସିଂ ଅପରେଟର ବାଙ୍କା ଆପଟ। ମୃତକଙ୍କ ଘର ରୁଗୁଡି ବସ୍ତିରେ ବୋଲି ଜଣାପଡ଼ିଛି। ଶନିବାର ଅପରାହ୍ନରେ…
ଶ୍ରୀଲଙ୍କା ସଙ୍କଟ, ଭାରତ ଯୋଗାଇବ ୬୫ ହଜାର ଟନ୍ ୟୁରିଆ…
ନୂଆଦିଲ୍ଲୀ/କଲମ୍ବୋ, ୧୪।୫ : ଶ୍ରୀଲଙ୍କାରେ ଆର୍ଥିକ ଏବଂ ରାଜନୈତିକ ସଙ୍କଟ ଜାରି ରହିଛି। ଏପରିସ୍ଥଳେ ଭାରତ ଶ୍ରୀଲଙ୍କାକୁ ୬୫ ଜାର ଟନ୍ ୟୁରିଆ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି। ଏହା ବ୍ୟବହାର ଧାନ ଜମିରେ କରାଯିବ। ଶନିବାର ବିଭିନ୍ନ ମିଡ଼ିଆ ରିପୋର୍ଟ…
ଏତେ ବଦଳି ଗଲେଣି କରିନାଙ୍କ ଅନ୍ସ୍କ୍ରିନ୍ ଭଉଣୀ
ବମ୍ବେ: ବଦଳିଗଲେଣି ‘ଜବ ଉଇ ମେଟ୍’ରେ ନାୟିକା କରିନା କପୁରଙ୍କ ଭଉଣୀ ଭୂମିକାରେ ନଜର ଆସିଥିବା ଭାମିକା ଗାବି। ଦିନକୁ ଦିନ ସେ ବେଶ ସୁନ୍ଦରୀ ଲାଗୁଥିବା ବେଳେ ଅଭିନୟରେ ନୂଆ ନୂଆ ସୋପାନ ଅତିକ୍ରମ କରୁଛନ୍ତି। ପଞ୍ଜାବୀ ସିନେମାଜଗତରେ ହଲଚଲ…
ଚନ୍ଦନ ପୂର୍ଣ୍ଣିମା, ସାବିତ୍ରୀ ଅମାବାସ୍ୟାରେ ସ୍କୁଲ ଛୁଟି
ଭୁବନେଶ୍ୱର,୧୪ା୫(ବ୍ୟୁରୋ): ଆସନ୍ତା ୧୬ ଏବଂ ୩୦ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ ଛୁଟି ରହିବ। ୧୬ରେ ଚନ୍ଦନ ପୂର୍ଣ୍ଣିମା ଏବଂ ୩୦ରେ ସାବିତ୍ରୀ ପଡୁଥିବାରୁ ଚଳିତବର୍ଷ ପ୍ରଥମଥର ପାଇଁ ଏପରି ଛୁଟି ଘୋଷଣା କରାଯାଇଛି। ସରକାରୀ କ୍ୟାଲେଣ୍ଡରରେ ଏହି ଦୁଇଦିନ ଛୁଟି…
ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତିଙ୍କ ପରଲୋକ
କଟକ ଅଫିସ,୧୪।୫: ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କର ଶନିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ତେବେ ବୟସାଧିକ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୧୯୮୩ ମସିହାରୁ ୧୯୯୪…
‘ଖତରୋଁ କେ ଖିଲାଡି’ରୁ ଅନୁପମାଙ୍କ ନଣନ୍ଦଙ୍କୁ ଆସିଛି ଡାକରା
ବମ୍ବେ: ଚର୍ଚ୍ଚାରେ ‘ଫିଅର ଫ୍ୟାକ୍ଟର: ଖତରୋଁ କେ ଖିଲାଡି’ର ଆସନ୍ତା ସିଜନ୍। ପ୍ରତିଦିନ ଏଥିରେ ନୂଆ ନୂଆ ନାମ ପ୍ରତିଯୋଗୀ ଭାବେ ଯୋଡ଼ି ହେଉଛି। ଏବେ ତାଲିକାରେ ଅନେରୀ ଭଜାନୀଙ୍କ ନାମ ସାମିଲ ହୋଇଛି। ଅନେରୀ ଷ୍ଟାର ପ୍ଲସରେ ପ୍ରସାରିତ ଲୋକପ୍ରିୟ…
ନିର୍ବାଚନ ସମୟରେ ଧାର୍ମିକସ୍ଥଳ ଯିବେନି ନେତା, କଂଗ୍ରେସ ଚିନ୍ତନ ଶିବିରରେ ପ୍ରସ୍ତାବ…
ଉଦୟପୁର, ୧୪।୫ : ରାଜସ୍ଥାନର ଉଦୟପୁରର କଂଗ୍ରେସର ତିନି ଦିନିଆ ଚିନ୍ତନ ଶିବରରେ ନିର୍ବାଚନ ସମୟରେ ଦଳୀୟ ନେତୃତ୍ୱ ମନ୍ଦିର, ମସ୍ଜିଦ୍, ଚର୍ଚ୍ଚ ଅବା ଅନ୍ୟ କୌଣସି ଧାର୍ମିକସ୍ଥଳକୁ ନ ଯିବା ଲାଗି ପ୍ରସ୍ତାବ ଆଗତ ହୋଇଛି। ଚିନ୍ତନ ଶିବିରରେ କେତେକ…
ଏସ୍ପି ଅଫିସ ଆଗରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ
ଛତ୍ରପୁର,୧୪ା୫(ଡି.ଏନ୍.ଏ.): ଛତ୍ରପୁରସ୍ଥିତ ଗଞ୍ଜାମ ଏସ୍ପିଙ୍କ ଅଫିସ ଆଗରେ ଶନିବାର ସନ୍ଧ୍ୟାରେ ଜଣେ ଯୁବକ ଆତ୍ମାହୁତି ଉଦ୍ୟମ କରିଛନ୍ତି। ସେ ହେଲେ ରମ୍ଭା ଥାନା ଅଧୀନ ବୋରିଗାଁର ବାଦଲ ସାହୁ। ମିଳିଥିବା ସୂଚନାନୁସାରେ ବାଦଲ ଏସ୍ପିଙ୍କୁ ଭେଟିବା ପାଇଁ ଯାଇଥିଲେ। ଏସ୍ପିଙ୍କ ଅନୁପସ୍ଥିତିରେ ଅଫିସ୍…
ବାଙ୍ଗାଲୁରୁରେ ଟ୍ରେନ୍ ଧକ୍କାରେ ଚାଲିଗଲା ଦାଦନ ଶ୍ରମିକଙ୍କ ଜୀବନ: ଗାଁକୁ ଫେରିଲା ମୃତଦେହ
କୋକସରା,୧୪।୫(ଡି.ଏନ.ଏ.): ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ବାଙ୍ଗାଲୁରୁକୁ ଦାଦନ ଖଟିବାକୁ ଯାଇଥିଲେ ଯୁବକ। ହେଲେ ଟ୍ରେନ୍ ଦୁର୍ଘଟଣାରେ ଆଖି ବୁଜିବା ଯୋଗୁ ଘରକୁ ଫେରିଲା ମୃତଦେହ। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ…
ଟସ୍ ଜିତିଲା କେକେଆର, ବ୍ୟାଟିଂ ନିଷ୍ପତ୍ତି…
ମୁମ୍ବାଇ, ୧୪।୫: ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣର ୬୧ତମ ମ୍ୟାଚ୍ରେ ଶନିବାର କୋଲକାତା ନାଇଟ୍ ରାଇଡର୍ସ୍(କେକେଆର) ସନ୍ ରାଇଜର୍ସ ହାଇଦ୍ରାବାଦ୍(ଏସ୍ଆର୍ଏଚ୍) ବିପକ୍ଷରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ପୁଣେର କ୍ରିକେଟ ଆସୋସିଏଶନ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି…
କଂଗ୍ରେସରେ ଏସ୍ସି-ଏସ୍ଟି-ଓବିସିଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ, ପ୍ରସ୍ତାବ ଆଗତ…
ଉଦୟପୁର, ୧୪।୫ : ରାଜସ୍ଥାନର ଉଦୟପୁରର କଂଗ୍ରେସର ତିନି ଦିନିଆ ଚିନ୍ତନ ଶିବରରେ ଦଳ ସଂଗଠନରେ ଏସ୍ସି / ଏସ୍ଟି ଏବଂ ଓବିସିଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ରଖିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସୂଚନାନୁସାରେ, ପାର୍ଟିରେ ଏକ ବଡ ବର୍ଗ…
Archives


