Home

ଅଡୁଆରେ ମସ୍କ, ଚୁକ୍ତି ଉଲ୍ଲଂଘନ ଅଭିଯୋଗ ଆଣିଲା ଟୁଇଟର…

ଓ୍ବାଶିଂଟନ, ୧୫।୫ : ଟେସଲା ଏବଂ ସ୍ପେସ ଏକ୍ସ ପରି କମ୍ପାନୀର ମାଲିକ ଏଲନ ମସ୍କଙ୍କ ପାଇଁ ଟୁଇଟର କିଣିବା ଅତ୍ୟନ୍ତ କଷ୍ଟକର ବୋଲି ପ୍ରମାଣିତ ହେଉଛି। କମ୍ପାନୀ ନକଲି ବ୍ୟବହାରକାରୀଙ୍କ ବିଷୟରେ ଭୁଲ ତଥ୍ୟ ଦେଇଥିବାରୁ ଏହି ସମ୍ପୂର୍ଣ୍ଣ ଚୁକ୍ତିନାମା…

ଧରାପଡ଼ିଲେ ୫ ଡକାୟତ: ସୁନାଗହଣା ସହ ବାଇକ, ମୋବାଇଲ ଜବତ

ଫୁଲବାଣୀ ଅଫିସ,୧୫ା କନ୍ଧମାଳ ଜିଲା ଟିକାବାଲି ଥାନା ପୋଲିସ ଏକ ଡକାୟତି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୨୦ ଗ୍ରାମ ସୁନା ଗହଣା, ଦୁଇଟି ବାଇକ୍‌ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବ୍ରାହ୍ମଣୀଗାଁର ଉଦ୍ଧବ ମଲ୍ଲିକ, ଆଦମ…

ଶପଥ ନେଲେ ମାଣିକ ସାହା…

ଅଗରତାଲା, ୧୫।୫ : ମାଣିକ ସାହା ରବିବାର ତ୍ରିପୁରାର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ରାଜ ଭବନରେ ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଏହା ସହିତ ରାଜ୍ୟରେ ପ୍ରାୟ…

ଏଭ୍‌ରେଷ୍ଟ ଚଢ଼ିଲେ ସୁର ରାଉତରାୟଙ୍କ ପୁଅ

ଭୁବନେଶ୍ୱର,୧୫ା୫(ବ୍ୟୁରୋ): ଏଭ୍‌ରେଷ୍ଟର ଶୀର୍ଷରେ ପହଞ୍ଚି ରେକର୍ଡ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ। ସେ ସାଙ୍ଗରେ ଜାତୀୟ ପତାକା ଓ ଜଗନ୍ନାଥଙ୍କ ଫଟୋ ନେଇ ଏଭ୍‌ରେଷ୍ଟର ଶୀର୍ଷରେ ପହଞ୍ଚି ରେକର୍ଡ କରିଛନ୍ତି। ରବିବାର ଭୋର୍‌…

ଦେଶର ୪୨ ବିମାନ ବନ୍ଦରରେ ୮୪ କର୍ମଚାରୀ ନିଶାସକ୍ତ ଅବସ୍ଥାରେ କରୁଥିଲେ ଡ୍ୟୁଟି…

ନୂଆଦିଲ୍ଲୀ, ୧୫।୫ : ଦେଶର ୪୨ ବିମାନବନ୍ଦରର ୮୪ ଜଣ କର୍ମଚାରୀ ଡ୍ୟୁଟିରେ ଥିବାବେଳେ ନିଶାସକ୍ତ ଅବସ୍ଥାରେ କାମ କରୁଥିବା ଦେଖିବାକୁ ମିଳିଛି। ଡିଜିସିଏ ରିପୋର୍ଟ ଅନୁଯାୟୀ, ଏହି କର୍ମଚାରୀଙ୍କ ମଧ୍ୟରୁ ୫୪ ଜଣ ଅର୍ଥାତ୍‌ ୬୪ ପ୍ରତିଶତ, ଡ୍ରାଇଭର ଭାବରେ…

ଏତିକି କୋଟି ଟଙ୍କାର ମାଲିକାଣୀ ଅଟନ୍ତି ମାଧୁରୀ

ମୁମ୍ବାଇ: ବଲିଉଡ୍‌ର ଧକ୍‌ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ୍‌ଙ୍କ ଆଜି ଅର୍ଥାତ୍‌ ମେ’ ୧୫ରେ ଜନ୍ମଦିନ। ମାଧୁରୀ ୧୬ ବର୍ଷ ବୟସରେ ସେ ଫିଲ୍ମରେ ଡେବ୍ୟୁ କରିଥିଲେ। ଆଜି ମାଧୁରୀ ତାଙ୍କର ୫୫ତମ ଜନ୍ମଦିନ ପାଳନ କରୁଛନ୍ତି। ନିକଟରେ ମାଧୁରୀଙ୍କ ସ୍ବାମୀ ଡ.…

କଶ୍ମୀରୀ ପଣ୍ଡିିତଙ୍କ ଉପରେ ଆକ୍ରମଣ କଶ୍ମୀରର ଆତ୍ମା ଉପରେ ଆକ୍ରମଣ ସଦୃଶ, କହିଲେ ଫାରୁକ୍‌…

ଶ୍ରୀନଗର, ୧୫।୫ : ନ୍ୟାଶନାଲ କନଫରେନ୍ସ୍‌ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା କଶ୍ମୀରୀ ପଣ୍ଡିତଙ୍କ ଉପରେ ହୋଇଥିବା ଆକ୍ରମଣକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ କାଶ୍ମୀରୀ ପଣ୍ଡିତଙ୍କ ଉପରେ ହୋଇଥିବା ପ୍ରତ୍ୟେକ ଆକ୍ରମଣ କାଶ୍ମୀରର ଆତ୍ମା ଉପରେ ହିଁ କରାଯାଇଛି।…

ଜାଣନ୍ତି କି ଟାୟାରର ରଙ୍ଗ କଳା କାହିଁକି

ଦୁନିଆରେ ଅନେକ ଗାଡ଼ିମୋଟର ରହିଛି। ସାଇକେଲଠାରୁ ଆରମ୍ଭ କରି ବସ୍‌ ପର୍ଯ୍ୟନ୍ତ ଯାନଗୁଡ଼ିକର ଟାୟାର କଳା ହୋଇଥାଏ। ତେବେ ଏହାର କାରଣ ଜାଣନ୍ତି କି? ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ… ଅବଶ୍ୟ ୧୯୧୭ ପୂର୍ବରୁ ସମସ୍ତ ଟାୟାର କଳା…

ଆଖି ବୁଜିଲେ ଗଞ୍ଜାମ ଏସ୍‌ପି ଅଫିସ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକ

ଛତ୍ରପୁର,୧୫।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଗଞ୍ଜାମ ଏସ୍‌ପିଙ୍କ ଅଫିସ ସମ୍ମୁଖରେ ଶନିବାର ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କ ମୃତ୍ୟୁ ଘଟିଥିବା ପରିବାରଲୋକେ ସୂଚନା ଦେଇଛନ୍ତି। ମୃତକ…

ସୁପର ମାର୍କେଟରେ ଆଖିବୁଜା ଗୁଳି ମାଡ଼, ୧୦ ମୃତ ବହୁ ଆହତ…

ନ୍ୟୁୟର୍କ, ୧୫।୫ : ଆମେରିକାର ନ୍ୟୁୟର୍କର ଏକ ସୁପର ମାର୍କେଟରେ ଆଖିବୁଜା ଗୁଳିମାଡ଼ରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ବହୁ ଲୋକ ଆହତ ହୋଇଛନ୍ତି। ବଫେଲୋ ନିକଟରେ ଜେଫରସନ ଆଭେନ୍ୟୁ ନିକଟରେ ଏହି ଗୁଳି ମାଡ଼ ହୋଇଥିବା ଅଧିକାରୀମାନେ…

ଇରାନରେ ରୁଟି ହେଲା ମହଙ୍ଗା, ଅଟା ଦାମରେ ୩୦୦ ପ୍ରତିଶତ ବୃଦ୍ଧି…

ତେହେରାନ୍‌, ୧୫।୫ : ଖାଦ୍ୟ ସାମଗ୍ରୀର ଦରଦାମ ବୃଦ୍ଧି ନେଇ ଇରାନର ବିଭିନ୍ନ ସହରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଦେଶର ଦକ୍ଷିଣ-ପଶ୍ଚିମ ଦେଶରେ ପ୍ରଦର୍ଶନ ସମୟରେ ଜଣଙ୍କର ମୃତ୍ୟୁ ଘଟିଛି। ଗତ ସପ୍ତାହରେ ଆମଦାନୀ ହୋଇଥିବା ଗହମ ପାଇଁ ରାଜ୍ୟ…

ପ୍ରତିଷ୍ଠିତ ଲୋକଙ୍କ ନମ୍ବର ବ୍ଲକ୍‌ କରିଛନ୍ତି ଇମ୍ରାନ୍‌…

ନୂଆଦିଲ୍ଲୀ, ୧୫।୫ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଦେଶର ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଫୋନ୍‌ ନମ୍ବର ବ୍ଲକ୍‌ କରିଛନ୍ତି। ସେମାନଙ୍କ ମଧ୍ୟରେ ଶୀର୍ଷ ସୈନ୍ୟ ଅଧିକାରୀ, ଅମଲାତନ୍ତ୍ର ଅଧିକାରୀ ଏବଂ ନ୍ୟାୟପାଳିକା ଅଧିକାରୀମାନଙ୍କ ନମ୍ବର ରହିଛି ବୋଲି ଇମ୍ରାନ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri