ଗହମ ରପ୍ତାନୀ ବନ୍ଦ, ଦୋଷୀ କିଏ ? ସରକାର ନା ବ୍ୟବସାୟୀ…
ନୂଆଦିଲ୍ଲୀ, ୧୪।୫ : ଶନିବାର ସକାଳେ ଭାରତ ସରକାର ଅନ୍ୟ କୌଣସି ଦୋକୁ ଗହମ ରପ୍ତାନୀ କରିବେନି ବୋଲି ନିଷ୍ପତ୍ତି ନିଆଯାଇଛି। ଏହାକୁ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ଭାରତ ଗହମ ଉତ୍ପାଦନରେ ପୃଥିବୀର ଦ୍ୱିତୀୟ ବୃହତ୍ତମ ଦେଶ। ସରକାରଙ୍କ…
ଫିଲ୍ମରେ ଡେବ୍ୟୁ ପୂର୍ବରୁ ଝିଅଙ୍କୁ ଏହି ପରାମର୍ଶ ଦେଲେ କିଙ୍ଗ୍ ଖାନ୍
ମୁମ୍ବାଇ: ଶାହାରୁଖଙ୍କ ଝିଅ ସୁହାନା ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତେବେ ଝିଅଙ୍କ ପାଇଁ ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି କିଙ୍ଗ୍ଖାନ୍। ଏଥିରେ ସେ ଲେଖିଛନ୍ତି, ଜୟା ଅଖତରଙ୍କ ଫିଲ୍ମ ‘ଦି ଆର୍ଚିଜ’ରେ ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସୁନ୍ଦର…
ଶାଗୁଣା ବଂଶ ରକ୍ଷା ଲାଗି କେନ୍ଦ୍ର ସରକାରଙ୍କୁ ହାଇକୋର୍ଟଙ୍କ ପରାମର୍ଶ…
ନୂଆଦିଲ୍ଲୀ, ୧୪।୫ : ପ୍ରାଣୀମାନଙ୍କ ଚିକିତ୍ସାରେ ବ୍ୟବହୃତ କେତେକ ଔଷଧ କାରଣରୁ ଶାଗୁଣାଙ୍କ ସଂଖ୍ୟା ହ୍ରାସ ପାଉଥିବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଏନେଇ ଦାଖଲ ହୋଇଥିବା ଏକ ଆବେଦନ ଉପରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଖାଦ୍ୟ ଶୃଙ୍ଖଳାର ଏକ ଗୁରୁତ୍ୱପୂର୍ଣ୍ଣ…
ଅକ୍ଷୟ କୁମାର କରୋନା ପଜିଟିଭ୍, କେନ୍ସ୍ ଫିଲ୍ମ ଫେଷ୍ଟିଭାଲରେ ଦେବେନି ଯୋଗ…
ମୁମ୍ବାଇ, ୧୪।୫ : ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ସେ ମେ’ ୧୭ରେ ହେବାକୁ ଥିବ ାକେନ୍ସ୍ ଫିଲ୍ମ ଫେଷ୍ଟିଭାଲ୍ରେ ଯୋଗ ଦେବେନି ବୋଲି ଶନିବାର ଟୁଇଟ୍ କରି ଜଣାଇଛନ୍ତି। କିଛି ଦିନ ଧରି…
ଭାରତୀୟ ମତ୍ସ୍ୟଜୀବୀଙ୍କୁ ଧରିଲା ପାକିସ୍ତାନ
ନୂଆଦିଲ୍ଲୀ,୧୪ା୫: ପାକିସ୍ତାନର ସାମୁଦ୍ରିକ ସୁରକ୍ଷା ବାହିନୀ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭାରତୀୟ ମତ୍ସ୍ୟଜୀବୀ ଡଙ୍ଗା ଧରିଛି। ଏହି ଡଙ୍ଗାରେ ୮ ଜଣ ସଦସ୍ୟ ଥିଲେ। ଏହି ଡଙ୍ଗାର ନାମ ‘ଅଲ କିର୍ମାନି’। ସରକାରୀ ସୂତ୍ରରୁ ପ୍ରକାଶ ଯେ, ଭାରତୀୟ ମତ୍ସ୍ୟଜୀବୀମାନେ…
ଏସ୍ଆର୍ଏଚ୍ ପାଇଁ ବିଜୟ ଲକ୍ଷ୍ୟ ୧୭୮…
ମୁମ୍ବାଇ, ୧୪।୫: ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣର ୬୧ତମ ମ୍ୟାଚ୍ରେ ଶନିବାର କୋଲକାତା ନାଇଟ୍ ରାଇଡର୍ସ୍(କେକେଆର) ସନ୍ ରାଇଜର୍ସ ହାଇଦ୍ରାବାଦ୍(ଏସ୍ଆର୍ଏଚ୍) ବିପକ୍ଷରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମହାରାଷ୍ଟ୍ର ପୁଣେର କ୍ରିକେଟ ଆସୋସିଏଶନ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି…
ଡେପୁଟେଶନରେ ଗଲେ ମାଡ଼ ଖାଇଥିବା ଶିକ୍ଷୟିତ୍ରୀ-ଶିକ୍ଷକ
କେନ୍ଦୁଝର,୧୪ା୫(ସ୍ବ.ପ୍ର.): ସାହାରପଡ଼ା ବ୍ଲକ ଅନ୍ତର୍ଗତ ବିଲା ରାମଚନ୍ଦ୍ରପୁର ସରକାରୀ ହାଇସ୍କୁଲର ମାଟ୍ରିକ ପରୀକ୍ଷା ଦାୟିତ୍ୱରେ ଥିବା କେନ୍ଦ୍ର ଅଧୀକ୍ଷକ ଏବଂ ଡେପୁଟି କେନ୍ଦ୍ର ଅଧୀକ୍ଷକଙ୍କୁ ଜଣେ ଅଭିଭାବକଙ୍କ ସମେତ ଅନ୍ୟମାନେ ୭ ତାରିଖରେ ପରୀକ୍ଷା ସରିବା ପରେ କେନ୍ଦ୍ର ବାହାରେ କାହିଁକି…
ହେୟାର ଟ୍ରାନ୍ସପ୍ଲାଣ୍ଟ ସେଲୁନ ଯୋଗୁ ବଢୁଛି ମୃତ୍ୟୁ ସଂଖ୍ୟା, ଚିନ୍ତା ପ୍ରକଟ କଲେ ହାଇକୋର୍ଟ…
ନୂଆଦିଲ୍ଲୀ ୧୪।୫: ହେୟାର ଟ୍ରାନ୍ସପ୍ଲାଣ୍ଟ ସେଲୁନର ସଂଖ୍ୟା ବୃଦ୍ଧି ନେଇ ଦିଲ୍ଲୀ କୋର୍ଟ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। କୌଣସି ଚିକିତ୍ସା ସେବାରେ ତାଲିମ୍ ବିନା ଅଯୋଗ୍ୟ ବ୍ୟକ୍ତିଙ୍କ ଦ୍ୱାରା କେଶ ପ୍ରତିରୋପଣ କରୁଥିବା ସେଲୁନ ସଂଖ୍ୟା ବୃଦ୍ଧି ଚିନ୍ତାଜନକ ବୋଲି…
ଗଞ୍ଜାମ ପାଇଁ ଗୌରବ ଆଣିଲେ ରାଜେନ୍ଦ୍ର
ଗଞ୍ଜାମ,୧୪ା୫(ଡି.ଏନ୍.ଏ.): ଗଞ୍ଜାମ ଏନ୍ଏସି ଅନ୍ତର୍ଗତ ୭ ନଂ ଓ୍ବାର୍ଡ କୈବର୍ତ୍ତ ସାହିର ରାଜେନ୍ଦ୍ର କୁମାର ସାହୁ ୨୦୨୨ ଆଇଆଇଟି ପରୀକ୍ଷାରେ ସର୍ବ ଭାରତୀୟସ୍ତରରେ ୬୨୦ ନମ୍ବର ରଖି ଗଞ୍ଜାମ ପାଇଁ ଗୌରବ ଆଣିଛନ୍ତି। ରାଜେନ୍ଦ୍ର ଗଞ୍ଜାମ ଏନ୍ଏସି ନବନିର୍ବାଚିତ କାଉନସିଲର ପୁରୁଷୋତ୍ତମ…
କ୍ଷୀରମଣି ସେଠ୍ ହତ୍ୟା ମାମଲା: ୩ ଗିରଫ
କର୍ଲାମୁଣ୍ଡା,୧୪ା୫(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଫାଣ୍ଡି ଅଧିନସ୍ଥ ଗଜବାହାଲ ଗ୍ରାମର ଜଣେ ବିବାହିତ ଯୁବକ କ୍ଷୀରମଣି ସେଠ୍ (୩୮)ଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ। ଏ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…
ଗହମ ରପ୍ତାନୀ ବନ୍ଦ ନେଇ ଜି-୭ ପକ୍ଷରୁ ଭାରତକୁ କଡ଼ା ସମାଲୋଚନା…
ଓ୍ବାଶିଂଟନ, ୧୪।୫: ଭାରତ ଗହମ ରପ୍ତାନୀ ବନ୍ଦ କରିବା ନିଷ୍ପତ୍ତି ନେବା ପରେ ଜି-୭ର କୃଷିମନ୍ତ୍ରୀମାନେ ଏନେଇ କଡ଼ା ସମାଲୋଚନା କରିଛନ୍ତି। ଜି -୭ ରେ ଆମେରିକା, ବ୍ରିଟେନ, କାନାଡା, ଜର୍ମାନୀ, ଫ୍ରାନ୍ସ, ଇଟାଲୀ ଏବଂ ଜାପାନ ଆଦି ଦେଶର କୃଷିମନ୍ତ୍ରୀଙ୍କ…
ରୋହିତ ନୁହେଁ, ହାର୍ଦ୍ଦିକ ହୋଇପାରନ୍ତି ଅଧିନାୟକ !
ମୁମ୍ବାଇ,୧୪।୫: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୨ ଶେଷ ହେବା ପରେ ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଖେଳିବ। ଏହି ସିରିଜ ଲାଗି ଖୁବ୍ଶୀଘ୍ର ଟିମ୍ ଇଣ୍ଡିଆର ଘୋଷଣା ହୋଇପାରେ। ତେବେ ସିରିଜରେ ଅନେକ…
Archives


