ବ୍ରଜରାଜନଗର ଉପନିର୍ବାଚନ: ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି ରାଜନେତା
ଝାରସୁଗୁଡ଼ା ଅଫିସ,୧୫ା୫: ବ୍ରଜରାଜନଗର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ଏନେଇ ବିଜେଡି ପକ୍ଷରୁ ନେତୃବୃନ୍ଦମାନେ କର୍ମୀମାନଙ୍କୁ ନେଇ ମାରାଥନ ବୈଠକ କରୁଛନ୍ତି। ବିଜେଡି ମହିଳା ମୋର୍ଚ୍ଚାର ରାଜ୍ୟ…
ଇତିହାସ ରଚିଲା ଭାରତ, ପ୍ରଥମ ଥର ପାଇଁ ଜିତିଲା ଥୋମାସ୍ କପ୍…
ନୂଆଦିଲ୍ଲୀ, ୧୫।୫ : ଥୋମାସ କପ୍ର ଅନ୍ତିମ ମ୍ୟାଚରେ ଇଣ୍ଡୋନେସିଆକୁ ପରାସ୍ତ କରି ଭାରତ ଇତିହାସ ସୃଷ୍ଟି କରିଛି। ଏହି ଟୁର୍ନାମେଣ୍ଟରେ ୧୪ ଥର ଜିତିଥିବା ଦଳକୁ ଭାରତ ପରାସ୍ତ କରିଛି। ପ୍ରଥମ ମ୍ୟାଚରେ ଲକ୍ଷ୍ମୀ ସେନ ଏବଂ ସତଭିକ ଚିରାଗଙ୍କ…
ଟସ୍ ଜିତିଲା ସିଏସ୍କେ, ବ୍ୟାଟିଂ ନିଷ୍ପତ୍ତି…
ମୁମ୍ବାଇ, ୧୫।୫: ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣର ୬୨ତମ ମ୍ୟାଚ୍ରେ ରବିବାର ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍କେ) ଗୁଜରାଟ ଟାଇଟନ୍ସ୍୍(ଜିଟି୍) ବିପକ୍ଷରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ସିଏସ୍କେ…
କେବଳ ସାଇମଣ୍ଡ୍ସ ନୁହନ୍ତି, ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଭାରତର ଏହି ପ୍ରସିଦ୍ଧ ବ୍ୟକ୍ତି
ସଡ଼କ ଦୁର୍ଘଟଣାରେ ଅଷ୍ଟ୍ରେଲୀୟ କ୍ରିକେଟର ଆଣ୍ଡ୍ରିୟୁ ସାଇମଣ୍ଡ୍ସଙ୍କ ମୃତ୍ୟୁ ହୋଇଛି। ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କେବଳ ଆଣ୍ଡ୍ରିୟୁ ନୁହନ୍ତି, ଭାରତର ଅନେକ ପ୍ରସିଦ୍ଧ ବ୍ୟକ୍ତି ମଧ୍ୟ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସାନପୁଅ ସଞ୍ଜୟ ଗାନ୍ଧୀ ବିମାନ…
ସରକାର ବଦଳିବା ପରେ ବି ସୁଧୁରିଲାନି ପାକିସ୍ତାନର ଅବସ୍ଥା
ଇସଲାମାବାଦ,୧୫ା୫: ପାକିସ୍ତାନରେ ନୂତନ ସରକାର କ୍ଷମତାକୁ ଆସିବା ପରେ ମଧ୍ୟ ସ୍ଥିତିରେ ସୁଧାର ଆସୁନାହିଁ। ଅନ୍ତର୍ଜାତୀୟ ମୂଲ୍ୟ ବୃଦ୍ଧି ହେତୁ ଦେଶର ଅର୍ଥନୀତି ଦ୍ରୁତଗତିରେ ହ୍ରାସ ପାଉଛି। ଏଥି ସହିତ ଏପ୍ରିଲ ମାସ ପର୍ଯ୍ୟନ୍ତ ପାକିସ୍ତାନର ତେଲ ଏବଂ ଖାଦ୍ୟ ଆମଦାନୀ…
ଲୁଟ୍ର ଶିକାର ହେଲେ ନେହାଙ୍କ ସ୍ବାମୀ ରୋହନପ୍ରିତ
ବମ୍ବେ: ବଲିଉଡ୍ର ଲୋକପ୍ରିୟ ଗାୟିକା ନେହା କକ୍କରଙ୍କ ସ୍ବାମୀ ରୋହନପ୍ରିତ ସିଂ ଲୁଟ୍ର ଶିକାର ହୋଇଛନ୍ତି। ହିମାଚଳ ପ୍ରଦେଶର ଏକ ନାମୀଦାମୀ ହୋଟେଲରେ ରହଣୀ ସମୟରେ ଏଭଳି ଘଟଣା ଘଟିଛି। ରୋହନପ୍ରିତଙ୍କ ଆପଲ ଘଣ୍ଟା, ଆଇଫୋନ ଏବଂ ହୀରାର ମୁଦି ଆଦି…
ଡ୍ରାଇଭରଙ୍କ ଉପରକୁ ଗୁଳି ଚଳାଇ ଲୁଟ୍ ଉଦ୍ୟମ
ଟିକିରି,୧୫ା୫(ଡି.ଏନ୍.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଦୁଡୁକାବାଲ ପଞ୍ଚାୟତ ଅନ୍ତର୍ଗତ କାଳିଆପଡ଼ା ଘାଟିରେ ରବିବାର ଭୋର୍ରୁ ଲୁଟ୍ ଉଦ୍ୟମ ହୋଇଛି। ଉତ୍କଳ ଆଲୁମିନା କମ୍ପାନୀରୁ ଆଲୁମିନା ପାଉଡର ବୋଝେଇ କରି ବିଶାଖାପାଟଣା ନେଇ ଯାଉଥିବା ବେଳେ କାଳିଆପଡ଼ା ଘାଟି ନିକଟରେ ପୂର୍ବରୁ…
ଉତ୍ତର କୋରିଆରେ ହାହାକାର, ୪୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ସାଢ଼େ ୮ ଲକ୍ଷରୁ ଅଧିକ ସଂକ୍ରମିତ…
ପୋଙ୍ଗୟାଙ୍ଗ, ୧୫।୫ : ଉତ୍ତର କୋରିଆ ଏପରି ଏକ ଦେଶ ଯେଉଁଠାରେ ଏକଛତ୍ରବାନଦୀ ଶାସକ କିମ ଜୋଙ୍ଗ ଉନଙ୍କ ଅନୁମତି ବିନା ଗଛର ପତ୍ର ମଧ୍ୟ ପ୍ରବେଶ କରି ପାରେନା। ଯେତେବେଳେ ସମଗ୍ର ବିଶ୍ୱ କରୋନା ମହାମାରୀ ଦ୍ୱାରା ସଙ୍କଟରେ ପଡିଥିଲା,…
‘ହିଂସା ଦୂର ପାଇଁ କଠୋର ପଦକ୍ଷେପ ଲୋଡ଼ା’
ଓ୍ବାଶିଂଟନ,୧୫ା୫: ନ୍ୟୁୟର୍କର ସୁପର ମାର୍କେଟରେ ବୋମା ବିସ୍ଫୋରଣ ହେବା ଘଟଣା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପୁଣି ଥରେ ଚକିତ କରିଛି। ଏଭଳି ହିଂସାକୁ ଦୂର କରିବା ପାଇଁ ଯଥାଶୀଘ୍ର କଠୋର ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ରାଷ୍ଟ୍ରପତି କହିଛନ୍ତି। ଏହି…
ଟ୍ରୋଲ୍ ହେବା ପରେ ବି ବିକିନି ଫଟୋ ଶେୟାର କରି ଜବାବ ଦେଲେ ଇରା
ବମ୍ବେ: ସୋସିଆଲ ମିଡିଆରେ କରୁଥିବା ପ୍ରତିଟି ପୋଷ୍ଟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଆମିର ଖାନଙ୍କ ଝିଅ ଇରା ଖାଁ। ନିକଟରେ ସେ ନିଜର ୨୫ତମ ଜନ୍ମଦିନ ପାଳନ କରିଥିଲେ। ଏଥିରେ ସେ ବିକିନି ପିନ୍ଧିଥିବା ନଜର ଆସିଥିଲେ। ଏହାର କିଛି ଫଟୋ…
କଂଗ୍ରେସ ଛାଡ଼ି ଭାଜପାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ହିମନ୍ତ-ବିରେନ୍-ନେଫ୍ୟୁ-ମାଣିକ…
ନୂଆଦିଲ୍ଲୀ, ୧୫।୫ : ତ୍ରିପୁରାରେ ଶନିବାର ରାଜ୍ୟପାଳଙ୍କ ନିକଟରେ ହଠାତ୍ ତାଙ୍କ ଇସ୍ତଫା ପତ୍ର ଦାଖଲ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଭାଜପା ହାଇକମାଣ୍ଡ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବା ସହିତ ରବିବାର…
ପୋଷା କୁକୁର ଉପରକୁ ଗୁଳି ଚଳାଇଲେ ମହିଳା, ୩ କୁକୁରଙ୍କୁ ୧୭୦ ଗୁଳି
କୁହାଯାଏ, କୁକୁର ହେଉଛି ସବୁଠାରୁ ବିଶ୍ୱସ୍ତ ପ୍ରାଣୀ ଏବଂ ମଣିଷର ସର୍ବୋତ୍ତମ ବନ୍ଧୁ। କିନ୍ତୁ ମଣିଷ ଏହା ବୁଝି ପାରେନା। ଏହି କାରଣରୁ ମଣିଷମାନେ ଅନେକ ଥର ନିଜ ଗୃହପାଳିତ ପଶୁମାନଙ୍କୁ ନିର୍ଯାତନା ଦେଇଥାନ୍ତି। ନିକଟରେ ଜଣେ ମହିଳା ଏମିତି କାର୍ଯ୍ୟ…
Archives


