ଗୁଲାମ ନବୀ ନେବେ ସ୍ବାଧୀନ ନିଷ୍ପତ୍ତି, କଂଗ୍ରେସ ପକ୍ଷରୁ ଗୁରୁଦାୟିତ୍ୱ ପ୍ରଦାନ ଯୋଜନା…
ନୂଆଦିଲ୍ଲୀ, ୧୩।୭ : କଂଗ୍ରେସ ପକ୍ଷରୁ ପୁଣି ଥରେ ଅସନ୍ତୁଷ୍ଟ ଗୋଷ୍ଠୀ ଜି-୨୩ ନେତା ଗୁଲାମ ନବୀ ଆଜାଦଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଆଣିବାର ଯୋଜନା କରାଯାଉଛି। ଗତ ସପ୍ତାହରେ ଜମ୍ମୁ -କଶ୍ମୀର ରାଜ୍ୟ ଅଧ୍ୟକ୍ଷ ଗୁଲାମ ଅହମ୍ମଦ ମୀର ତାଙ୍କ…
ଜନସଂଖ୍ୟା ସମସ୍ୟା କୌଣସି ଧର୍ମର ନୁହେଁ, ଏହା ସମଗ୍ର ଦେଶର…
ନୂଆଦିଲ୍ଲୀ, ୧୩।୭ : ନିକଟରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଜନସଂଖ୍ୟା ବିସ୍ଫୋରଣ ବିଷୟରେ କହିଥିଲେ ଯେ ଏହା ଘଟିବା ଉଚିତ ନୁହେଁ। ତେବେ କୌଣସି ଏକ ବର୍ଗର ଜନସଂଖ୍ୟା ପ୍ରତିଶତ ବୃଦ୍ଧି ପାଉଛି। ତାଙ୍କର ଏହି ବିବୃତ୍ତିରେ ଅନେକ ନେତା ମଧ୍ୟ ପ୍ରତିକ୍ରିୟା…
ମନୁଷ୍ୟ ଶରୀରରେ ଘୁଷୁରି ହାର୍ଟ
ନ୍ୟୁୟର୍କ,୧୩।୭: ମାନବ ଅଙ୍ଗର ଅଭାବକୁ ଦୂର କରିବା ପାଇଁ ଘୁଷୁରି ଅଙ୍ଗ ବ୍ୟବହାର କରିବାର ଲକ୍ଷ୍ୟ ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରିଛି ନ୍ୟୁୟର୍କ ୟୁନିଭର୍ସିଟି। ନ୍ୟୁୟର୍କ ୟୁନିଭର୍ସିଟିର ସର୍ଜନମାନେ ଜେନେଟିକ ପ୍ରଜନିତ ଘୁଷୁରୀର ହୃଦୟକୁ ଦୁଇ ଜଣ ବ୍ରେନ୍…
ଦେଢ଼ ଲକ୍ଷ ମୁହାଁ ସକ୍ରିୟ ମାମଲା…
ନୂଆଦିଲ୍ଲୀ, ୧୩।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…
ରାଷ୍ଟ୍ରପତି ନିର୍ବାଚନ, ବିମାନରେ ଯାଉଛି ମିଷ୍ଟର ବାଲଟ ବକ୍ସ…
ନୂଆଦିଲ୍ଲୀ,୧୩।୭ : ରାଷ୍ଟ୍ରପତି ନିର୍ବାଚନ ପାଇଁ ବାଲଟ ବକ୍ସଗୁଡ଼ିକ ବିମାନ ଦ୍ୱାରା ବିଭିନ୍ନ ରାଜ୍ୟକୁ ଯାତ୍ରୀ ଭାବରେ ପଠାଯାଉଛି। ବିମାନରେ ଏଥି ପାଇଁ ମିଷ୍ଟର ବାଲଟ ବକ୍ସ ନାମରେ ଟିକେଟ ବୁକ କରାଯାଉଛି ଏବଂ ଏହାକୁ ଇଂରାଜୀ ଉଚ୍ଚାରଣ ହି ଭାବେ…
ସେନା ବିମାନରେ ଦେଶ ଛାଡ଼ି ପଳାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି
କଲମ୍ବୋ,୧୩।୭: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଷ୍ଟ୍ରପତି ଗୋଟବାୟା ରାଜପକ୍ସେ ଦେଶ ଛାଡି ପଳାୟନ କରିଛନ୍ତି। ଇସ୍ତଫାର ସରକାରୀ ଘୋଷଣା ପୂର୍ବରୁ ରାଜପକ୍ସେ ନିଜ ସପରିବାର ସହ…
ବିଦେଶ ଗସ୍ତରେ ରାହୁଲ
ନୂଆଦିଲ୍ଲୀ,୧୩।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ସକାଳେ ବିଦେଶ ଗସ୍ତରେ ଯାଇଛନ୍ତି। ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ଓ ମୌସୁମୀ ଅଧିବେଶନ ହେବାକୁ ଥିବା ବେଳେ ରବିବାର ସେ ଫେରିଆସିବେ ବୋଲି ଦଳ ପକ୍ଷରୁ କୁହାଯାଇଛି। କିନ୍ତୁ ରାହୁଲଙ୍କ ଗସ୍ତକୁ…
ସାଉଦି ପ୍ରିନ୍ସଙ୍କୁ ପାଗଳ କହିଲେ ପୂର୍ବତନ ଗୋଇନ୍ଦା ମୁଖ୍ୟ
ରିୟାଦ,୧୩ା୭: ସାଉଦି ଆରବର ପୂର୍ବତନ ଗୋଇନ୍ଦା ମୁଖ୍ୟ ସାଦ୍ ଆଲଜାବରୀ ସାଉଦି ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କୁ ସହାନୁଭୂତି ନ ଥିବା ପାଗଳ ବୋଲି କହିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସାଉଦି ଆରବ ଗସ୍ତ ପରେ ପ୍ରିନ୍ସଙ୍କୁ ଏଭଳି ସମାଲୋଚନା…
ଓଜନ କମାଅ
ପାଟନା,୧୩ା୭: ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି) ନେତା ତେଜସ୍ବୀ ଯାଦବଙ୍କୁ ଓଜନ କମାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ମଙ୍ଗଳବାର ମୋଦି ବିହାର ଆସେମ୍ବ୍ଲିରେ ଶତାବ୍ଦୀ ସ୍ମୃତିସ୍ତମ୍ଭ ଉଦ୍ଘାଟନି କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ତେଜସ୍ବୀ ମଧ୍ୟ ସେଠାରେ ଉପସ୍ଥିତ…
ଭୋଟ ଦେବେ ୪୪% ଅଭିଯୁକ୍ତ ଏମ୍ପି, ବିଧାୟକ
ନୂଆଦିଲ୍ଲୀ, ୧୩ା୭: ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବାକୁ ଥିବା ବିଧାୟକ ଓ ଏମ୍ପିଙ୍କ ମଧ୍ୟର ୪୪%ଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ଆସୋସିଏଶନ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍(ଏଡିଆର୍) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ମୋଟ ୧୦,୭୪,୩୬୪ ଭୋଟର ୪୪%…
ଗୋଟାବାୟା, ବାସିଲଙ୍କୁ ଏୟାରପୋର୍ଟରେ ଅଟକାଇଲେ
କଲମ୍ବୋ,୧୩ା୭: ଶାନ୍ତିପୂର୍ଣ୍ଣ ଉପାୟରେ କ୍ଷମତା ହସ୍ତାନ୍ତର କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଶ୍ରୀଲଙ୍କାର ୭୩ ବର୍ଷୀୟ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ମଙ୍ଗଳବାର ଦୁବାଇକୁ ପଳାୟନ ଉଦ୍ୟମ କରିଥିଲେ। କିନ୍ତୁ କଲମ୍ବୋ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅପ୍ରବାସନ ଅଧିକାରୀମାନେ ପାସ୍ପୋର୍ଟରେ ଷ୍ଟାମ୍ପ୍ ଲଗାଇବା ପାଇଁ…
ଆଇଏମ୍ଏଫ୍କୁ କଟାକ୍ଷ
କଲମ୍ବୋ,୧୩ା୭: ଶ୍ରୀଲଙ୍କାର ରାଜନୈତିକ ସଙ୍କଟ କଲମ୍ବୋକୁ ଆର୍ଥିକ ଦୁର୍ଗତିରୁ ସହଜରେ ମୁକୁଳିବାକୁ ଦେଇ ନ ପାରେ। ଦେଶର ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ପ୍ରଧାନମନ୍ତ୍ରୀ ରାନିଲ ଓ୍ବିକ୍ରମସିଂଘେ ବେଲ୍ଆଉଟ୍ ପ୍ୟାକେଜ୍ ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ସହ ଆଲୋଚନା ଜାରି ରଖିଛନ୍ତି।…
Archives


