ଆର୍ସିବିି ବିଜୟ ପରେ ମାତ୍ର ୩ଟି ଶବ୍ଦ କହିଲେ ଏବି ଡି ଭିଲିୟର୍ସ
କୋଲକତା,୨୬।୫: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୨ର ଏଲିମିନେଟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲରୁ (ଆରସିବି) ୧୪ ରନ୍ରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ପରାସ୍ତ କରିଛି। ଏହି ବିଜୟ ପରେ ଆରସିବି ଶୁକ୍ରବାର କ୍ୱାଲିଫାୟର-୨ରେ ରାଜସ୍ଥାନ ରୟାଲ୍ସକୁ ଭେଟିବ। ଏହି ମ୍ୟାଚ୍ରେ…
୧୦ ଛୋଟ ଦେଶ ସହିତ ଚାଇନାର ବୁଝାମଣା ଯୋଜନାକୁ ବିସ୍ତାରବାଦୀ ନୀତି କହିଲା ଆମେରିକା…
ଓ୍ବାଶିଂଟନ/ବେଜିଂ, ୨୬।୫ : ଚାଇନା ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ୧୦ଟି ଛୋଟ ଦେଶ ସହିତ ବୁଝାମଣା କରିବା ଯୋଜନା କରିଛି। ଏସବୁ ଦେଶର ସୁରକ୍ଷା ଠାରୁ ଆରମ୍ଭ କରି ମତ୍ସ୍ୟ ପାଳନ ପର୍ଯ୍ୟନ୍ତ ଏକ ବ୍ୟାପକ ଚୁକ୍ତିନାମାକୁ ଚାଇନା ସମର୍ଥନ କରିବାକୁ…
ଏବେ ଗୋଟିଏ ନୁହେଁ, ଦୁଇ ପାଦରେ ଚାଲିବାର ସମୟ ଆସିଛି
ଆଜିକାଲି ସୋସିଆଲ ମିଡିଆରେ ବିହାରର ୧୦ ବର୍ଷୀୟା ଝିଅ ସୀମା ଚର୍ଚ୍ଚାରେ ଅଛନ୍ତି। ଗୋଟିଏ ଗୋଡରେ ୧ କିମି ଚାଲି ଚାଲି ସେ ସ୍କୁଲ ଯିବା ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ସହାୟତାର ସୁଅ ଛୁଟୁଛି। ଶିକ୍ଷା ପ୍ରତି ଆଗ୍ରହ…
୨୦୨୦ରେ ପ୍ରକାଶିତ ସଂଖ୍ୟାଠାରୁ କରୋନା ମୃତ୍ୟୁ ଅଧିକ, ସରକାରୀ ରିପୋର୍ଟ…
ନୂଆଦିଲ୍ଲୀ, ୨୬।୫ : ଦେଶରେ କରୋନା ସଂକ୍ରମଣ ଯୋଗୁ ୨୦୨୦ରେ ଘଟିଥିବା ମୃତ୍ୟୁ ସଂଖ୍ୟା ପ୍ରକାଶିତ ସଂଖ୍ୟାଠାରୁ ଅଧିକ ରହିଛି। ଏନେଇ ସଦ୍ୟତମ ସରକାରୀ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଭାରତର ରେଜିଷ୍ଟ୍ରାର୍ ଜେନେରାଲ ଅଫ ଇଣ୍ଡିଆଙ୍କ ଦ୍ୱାରା ପ୍ରକାଶିତ ସର୍ବଶେଷ ପରିସଂଖ୍ୟାନ…
ହୁଡାଙ୍କ ଛକାରେ ପୋଲିସକର୍ମୀ ଆହତ
କୋଲକତା,୨୬।୫: ଆଇପିଏଲ ୨୦୨୨ରେ ଖେଳାଯାଇଥିବା ଏଲିମିନେଟର ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲ୍ଏସ୍ଜି) ୧୪ ରନ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ଠାରୁ ପରାସ୍ତ ହୋଇ ଚଳିତ ସିଜିନ୍ରୁ ବିଦାୟ ନେଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲ୍ଏସ୍ଜି) ବ୍ୟାଟ୍ସମ୍ୟାନ ଦୀପକ…
ମିଶନ ୨୦୨୪, ଭାଜପା ପ୍ରସ୍ତୁତ କଲା ୧୪୪ ଫର୍ମୂଲା…
ନୂଆଦିଲ୍ଲୀ, ୨୬।୫ : ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ପାର୍ଇ ଭାଜପା ପକ୍ଷରୁ ୧୪୪ ଫର୍ମୂଲା ପ୍ରସ୍ତୁତ କରାଯାଇଛି। ଦେଶରେ ୧୪୪ ଲୋକ ସଭା ଆସନ ଯେଉଁଠାରେ ୨୦୧୯ ଲୋକ ସଭା ନିର୍ବାଚନରେ ଭାଜପା ପରାଜିତ ହୋଇଥିଲା ସେଠାରେ ନିଜର ଉପସ୍ଥିତିକୁ…
ଆଇପିଏଲ୍ରେ କୌଣସି ଦଳ କିଣି ନ ଥିଲେ, ଚମତ୍କାର ଭାବେ ଦଳରେ ପ୍ରବେଶ କରି ରଚିଲେ ଇତିହାସ
କୋଲକତା,୨୬।୫: ଆଇପିଏଲ ୨୦୨୨ର ଏଲିମିନେଟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଦଳ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲ୍ଏସ୍ଜି)କୁ ୧୪ ରନ୍ରେ ପରାସ୍ତ କରି କ୍ୱାଲିଫାୟର୍ ୨ ରେ ପ୍ରବେଶ କରିଛି। କ୍ୱାଲିଫାୟର୍ ୨ରେ ଆରସିବି ମେ ୨୭ରେ ରାଜସ୍ଥାନ ରୟାଲ୍ସକୁ…
ଗୋଟିଏ ଗୋଡରେ ସ୍ବପ୍ନ ପୂରଣ ପାଇଁ ଲାଗିପଡିଛନ୍ତି କୁନି ଝିଅ ସୀମା
କଥାରେ ଅଛି, ଯଦି ମନରେ ଦୃଢ ଇଚ୍ଛାଶକ୍ତି ଅଛି ତେବେ କୌଣସି ପରିସ୍ଥିତି ଆସିଲେ ମଧ୍ୟ ବ୍ୟକ୍ତି ନିଜ ଲକ୍ଷ ସ୍ଥଳରେ ପହଞ୍ଚିବାରେ ସକ୍ଷମ ହୁଏ। ବିହାରର ଜମୁଇ ଜିଲାରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଫତେପୁର ଗ୍ରାମରେ ରହୁଥିବାନି…
ରାଜ୍ୟରୁ ୧୧ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୨୬।୫(ବ୍ୟୁରୋ) : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭ ଜଣ କ୍ୱାରେଣ୍ଟାଇନ୍ରୁ ଥିବା ବେଳେ ୪ ଲୋକାଲ କେସ୍ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ…
ପାକିସ୍ତାନରେ ଗୃହଯୁଦ୍ଧ ସ୍ଥିତି ଘନେଇଲା…
ଇସଲାମାବାଦ, ୨୬।୫ : ପାକିସ୍ତାନର ଇସଲାମାବାଦରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରାଲିକୁ ଅଟକାଇବା ବେଳେ ପୋଲିସ ଏବଂ ପିଟିଆଇ କର୍ମଚାରୀଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଛି। ଇସଲାମାବାଦର ମେଟ୍ରୋ ଷ୍ଟେଶନରେ ବିସ୍ଫୋରଣ ଘଟିଥିବାର ଖବର ଆସିଛି। ଅନେକ ସ୍ଥାନରେ ପିଟିଆଇ…
ଦେହ ବ୍ୟବସାୟ ଏକ ପେଶା: ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ, ୨୬।୫ : ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସୁପ୍ରିମକୋର୍ଟ ଦେହ ବ୍ୟବସାୟକୁ ଏକ ପେଶା ଭାବରେ ସ୍ବୀକାର କରିଛନ୍ତି। ଶୀର୍ଷ ଅଦାଲତ କହିଛନ୍ତି ଯେ ଏହି ବୃତ୍ତିରେ ଜଡିତ ଥିବା ବ୍ୟକ୍ତିମାନଙ୍କର ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି। ଆଇନ ଅନୁଯାୟୀ…
ଅନୁଷ୍କାଙ୍କ ବୋଲ୍ଡ ଅନ୍ଦାଜ୍
ଅଭିନେତ୍ରୀ ଅନୁଷ୍କା ଶର୍ମା ସୋସିଆଲ୍ ମିଡିଆରେ ବେଶ୍ ସକ୍ରିୟ। ସେ ପ୍ରଶଂସକଙ୍କ ସହ ପ୍ରାୟତଃ ନିଜର ଫଟୋ ଶେୟାର କରିବା ସହ କାର୍ଯ୍ୟ ସମ୍ବନ୍ଧୀୟ ଅପଡେଟ ମଧ୍ୟ ଦିଅନ୍ତି। ନିକଟରେ ଅନୁଷ୍କା ବଲିଉଡର ପ୍ରସିଦ୍ଧ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହରଙ୍କ…
Archives


