Home

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ପୁଣି ଗୁରୁତର

ନୂଆଦିଲ୍ଲୀ,୧୮।୮: ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ହୃଦଘାତରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ୨ ଦିନ ତଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କିଛିଟା ଉନ୍ନତି ପରିଲକ୍ଷିତ ହୋଇଥିଲା। କିନ୍ତୁ ଏବେ ପୁଣି ତାଙ୍କ…

ଟ୍ରେନ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ପାରଳାଖେମୁଣ୍ଡି,୧୮ା୮(ଡି.ଏନ୍‌.ଏ.): ଗଜପତି ଜିଲା ସଦରମହକୁମାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୁଣପୁର କଟକ ମେମୁ ଟ୍ରେନ୍‌ ଧକ୍କାରେ ଯୁବକଙ୍କ ଜୀବନ ଯାଇଛି। ମୃତକ ହେଉଛନ୍ତି ନିଜାମାବାଦର ୨୮ ବର୍ଷୀୟ ଭି.ମହେଶ। ତିନି ଦିନ ପୂର୍ବେ ପାରଳାଖେମୁଣ୍ଡି ସେରି ସାହିର ଶ୍ୱଶୁରଘରକୁ…

ଚାକରାଣୀ ସାଜି ୧୦୦ ଘରୁ କଲେ ଚୋରି, ଦିଲ୍ଲୀରେ କିଣିଲେ ଫ୍ଲାଟ୍‌

ଗାଜିଆବାଦ୍‌,୧୮।୮: ଗାଜିଆବାଦ୍‌ର ଇନ୍ଦିରାପୁରମରେ ଏକ ରୋଚକ ଘଟଣା ଘଟିଛି। ଚାକରାଣୀ ସାଜି ଜଣେ ମହିଳା ୧୦୦ରୁ ଅଧିକ ଘରେ ଚୋରି କରି ଦିଲ୍ଲୀରେ ଫ୍ଲାଟ କିଣିଛନ୍ତି। ପୋଲିସ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରିଛି। ମହିଳା ଜଣଙ୍କ ଆନ୍ତଃରାଜ୍ୟ ଗ୍ୟାଙ୍ଗର ସଦସ୍ୟ ପୁନମ…

ଟସ୍‌ ଜିତିଲା ଭାରତ

ହରାରେ,୧୮।୮: ଭାରତ ଏବଂ ଜିମ୍ବାୱେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ଆଜି ହରାରେଠାରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଏହି ସିରିଜରେ ଲୋକେଶ ରାହୁଲ ଭାରତୀୟ ଦଳର…

୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଜାଲ, ଡଙ୍ଗା ଜାଳିଦେଲେ ଦୁର୍ବୃତ୍ତ

ନିରାକାରପୁର,୧୮ା୮(ଡି.ଏନ୍‌.ଏ.): କାଳୁପଡ଼ା ଘାଟ ଅନ୍ତର୍ଗତ ଜରିପଡ଼ା ଜଗନ୍ନାଥପୁର ଘାଟରେ ଗୁରୁବାର ଡଙ୍ଗା ଏବଂ ଜାଲ ପୋଡ଼ିଦେଇଛନ୍ତି କେହି ଦୁର୍ବୃତ୍ତ। ଫଳରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଜାଲ ଏବଂ ଡଙ୍ଗା ନଷ୍ଟ ହୋଇଛି। ଘଟଣାସ୍ଥଳରେ ପୋଲିସ କିମ୍ବା ନିଆଁକୁ ଆୟତ୍ତ କରିବା…

ନୂଆ କୃଷି ମନ୍ତ୍ରୀଙ୍କ ନାଁରେ ଦୁର୍ନୀତି ଅଭିଯୋଗ

ପାଟନା,୧୮।୮: ବିହାରରେ କ୍ୟାବିନେଟର ସମ୍ପ୍ରସାରଣ ପରେ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଛି। ନୂତନ ଆଇନ ମନ୍ତ୍ରୀ ତଥା ଆରଜେଡି ନେତା କାର୍ତ୍ତିକେୟ ସିଂଙ୍କ ପରେ ଏବେ ନୂତନ କୃଷି ମନ୍ତ୍ରୀ ସୁଧାକର ସିଂଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆଣିଛି ବିରୋଧୀ ଭାଜପା। ଆରଜେଡି…

ଫେକ୍‌ ନ୍ୟୁଜ୍‌ ଉପରେ ସରକାରଙ୍କ ଡିଜିଟାଲ ଷ୍ଟ୍ରାଇକ୍‌, ୮ ୟୁଟ୍ୟୁବ୍‌ ଚ୍ୟାନେଲ ବ୍ଲକ୍‌…

ନୂଆଦିଲ୍ଲୀ, ୧୮।୮ : ଫେକ୍‌ ନ୍ୟୁଜ୍‌ ପ୍ରସାରିତ କରୁଥିବା ସୋସିଆଲ ମିଡ଼ିଆ ଚ୍ୟାନେଲ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଡିଜିଟାଲ ଷ୍ଟ୍ରାଇକ୍‌ କରିଛନ୍ତି। ଏହା ଅନ୍ତର୍ଗତ ୮ ୟୁଟ୍ୟୁବ୍‌ ନ୍ୟୁଜ୍‌ ଚ୍ୟାନେଲକୁ ବ୍ଲକ୍‌ କରାଯାଇଛି। ଭାରତର ଜାତୀୟ ସୁରକ୍ଷା, ବୈଦେଶିକ…

କିଆରାଙ୍କ ନମ୍ବରକୁ ଏହି ନାଁରେ ସେଭ୍‌ କରିଛନ୍ତି ସିଦ୍ଧାର୍ଥ

ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବେ ଅଭିନେତ୍ରୀ କିଆରା ଆଡଭାନୀଙ୍କ ପ୍ରେମରେ ପଡିଛନ୍ତି। ବିଭିନ୍ନ ପାର୍ଟି ଉଭୟଙ୍କୁ ଏକାଠି ଦେଖିବାକୁ ମିଳେ । ଏ ଦୁହିଁଙ୍କ ପ୍ରେମ ସମ୍ପର୍କକୁ ନେଇ ଏବେ ବି-ଟାଉନରେ ଚର୍ଚ୍ଚା ଜୋର ଧରିଛି। ତେବେ ମିଡିଆ ଆଗରେ…

ପାଣିକୁଣ୍ଡରେ ପଡ଼ି ଶିଶୁର ଜୀବନଗଲା

ବାଲେଶ୍ୱର ଅଫିସ,୧୮ା୮: ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧିନସ୍ଥ ବେଗୁନିଆ ଗ୍ରାମର ଗୋବିନ୍ଦ ସିଂଙ୍କ ୪ ବର୍ଷର ଶିଶୁପୁତ୍ର ଖେଳୁଥିବା ବେଳେ ଘର ଆଗରେ ଥିବା ପାଣି କୁଣ୍ଡରେ ପଡ଼ିଯାଇଥିଲେ। କିଛି ସମୟ ପରେ ପରିବାର ଲୋକେ ଦେଖି ଶିଶୁପୁତ୍ରଙ୍କୁ ନୀଳଗିରି…

ଅଗଷ୍ଟ ଅତିକ୍ରମ କରିଯାଅ, ମୁଖ୍ୟମନ୍ତ୍ରୀ ହେମନ୍ତଙ୍କୁ ଭାଜପାର ଚ୍ୟାଲେଞ୍ଜ…

ନୂଆଦିଲ୍ଲୀ, ୧୮।୮ : ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଅଗଷ୍ଟ ଅତିକ୍ରମ କରନ୍ତୁ। ଏଭଳି କହି ଭାରତୀୟ ଜନତା ପାର୍ଟି ପୁଣି ଥରେ ଚ୍ୟାଲେଞ୍ଜ କରିଛି। ଶେଲ କମ୍ପାନୀ ମାମଲାରେ ସୁପ୍ରିମକୋର୍ଟ ଏହି ରାୟ ସଂରକ୍ଷଣ କରି ହାଇକୋର୍ଟରେ ଶୁଣାଣି ଜାରି…

ଏଲଏଏସିରେ ଚାଇନା ପରୀକ୍ଷା କଲା ଏଚକ୍ୟୁ-୧୭-ଏ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀ, ଭାରତର ବଢ଼ିଲା ଚିନ୍ତା…

ବେଜିଂ, ୧୮।୮ : ଚାଇନା ପିପୁଲ୍ସ ଲିବରେସନ ଆର୍ମି କ୍ରମାଗତ ଭାବରେ ପୂର୍ବ ଲଦାଖର ବିଭିନ୍ନ ସ୍ଥାନରେ ସୀମା ବିବାଦ ମଧ୍ୟରେ ଭାରତର ଏଲଏସି ନିକଟରେ ଥିବା ସାମରିକ ବେସରେ ଆଧୁନିକ ଅସ୍ତ୍ରଶସ୍ତ୍ର ଠୁଳ କରିଆସୁଛି। ସମ୍ପ୍ରତି ପିପୁଲ୍ସ ଲିବରେସନ ଆର୍ମି…

ଅଲକାଏଦାର ୨ ସନ୍ଦିଗ୍ଧ ସଦସ୍ୟ ଗିରଫ

କୋଲକାତା,୧୮।୮: ପଶ୍ଚିମବଙ୍ଗ ଏସଟିଏଫ ଉତ୍ତର ୨୪ ପରଗାନା ଜିଲାର ସାସନର ଖରିବରୀ ଅଞ୍ଚଳରୁ ଆତଙ୍କବାଦୀ ସଂଗଠନ ଅଲକାଏଦାର ଦୁଇଜଣ ସନ୍ଦିଗ୍ଧ ସଦସ୍ୟଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କଠାରୁ କିଛି ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ସାସନ ପୋଲିସ ଷ୍ଟେଶନ ଅନ୍ତର୍ଗତ ଖରିବରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?