ମଝି ସମୁଦ୍ରରେ ଓଲଟିଲା ଡଙ୍ଗା, ୨୫ ନିଖୋଜ…
ଜାକର୍ତ୍ତା, ୨୯।୫ : ଇଣ୍ଡୋନେସିଆର ସେଣ୍ଟ୍ରାଲ ସୁଲାୱେସି ପ୍ରଦେଶର ମାକାସର ଷ୍ଟ୍ରେଟରେ ଏକ ଡଙ୍ଗା ଓଲଟି ପଡ଼ିଛି। ଏହି ଘଟଣାରେ ୨୫ ଜଣ ନିୀଖୋଜ ଥିବାବେଳେ ୧୭ ଜଣଙ୍କୁ ଉଦ୍ଧାର କରାଯାଇଛି। ଡଙ୍ଗାରେ ୪୨ ଜଣ ଲୋକ ଥିଲେ। ଅଧିକାରୀମାନେ ରବିବାର…
ସସ୍ମିତ ରଖିଲେ ପ୍ରତିକ୍ରିୟା: ଓଡ଼ିଶାର ହକ୍ ପାଇଁ ଯୁକ୍ତି ଉପସ୍ଥାପନ କରିବି
ଭୁବନେଶ୍ୱର,୨୯।୫(ବ୍ୟୁରୋ): ରାଜ୍ୟ ସଭା ପାଇଁ ବିଜେଡି ପକ୍ଷରୁ ଦ୍ୱିତୀୟ ଥର ପାଇଁ ପ୍ରାର୍ଥୀଭାବେ ଚୟନ ହୋଇଛନ୍ତି ସସ୍ମିତ ପାତ୍ର । ଏହାକୁ ନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି, ଦିଲ୍ଲୀ ଦରବାରରେ ଓଡ଼ିଶାର ସ୍ବର ଶାଣିତ କରିବି। ଓଡ଼ିଶାର ହକ ପାଇଁ…
ଗ୍ରେନେଡ୍ ନେଇ ଆସୁଥିବା ପାକିସ୍ତାନୀ ଡ୍ରୋନ୍କୁ ଖସାଇଲେ ସେନା…
ଶ୍ରୀନଗର, ୨୯।୫ : ଜମ୍ମୁ-କଶ୍ମୀରର କଠୁଆରେ ଗ୍ରେନେଡ୍ ନେଇ ଆସିଥିବା ଏକ ପାକିସ୍ତାନୀ ଡ୍ରୋନ୍କୁ ଭାରତୀୟ ସେନା ଯବାନମାନେ ଗୁଳି ଖସାଇ ଦେଇଛନ୍ତି। କଠୁଆ ଜିଲାର ହୀରାନଗର ସେକ୍ଟରେ ଏହି ଡ୍ରୋନ୍ ଚୁମ୍ବକୀୟ ବୋମା ଏବଂ ୟୁବିଜିଏଲ୍ ଗ୍ରେନେଡ ପେଲୋଡ୍ ନେଇ…
ପରଲୋକରେ ପ୍ରସିଦ୍ଧ ଅଭିନେତା
ହଲିଉଡ୍ର ପ୍ରସିଦ୍ଧ ଅଭିନେତା ବୋ ହପକିନ୍ସଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ସେ ଅନେକ ସୁପର୍ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି। ୧୯୭୯ରେ ମୁକ୍ତିଲାଭ କରିଥିବା କମେଡି ଫିଲ୍ମ ‘ଆମେରିକାନ୍ ଗ୍ରାଫିଟି’ ପାଇଁ ପ୍ରଶଂସକମାନେ ତାଙ୍କୁ…
ଗଛରେ ପିଟିହେଲା ବସ୍: ୧୦ ମୃତ, ୨୦ ଆହତ
ଢାକା,୨୯ା୫: ବାଂଲାଦେଶର ଦକ୍ଷିଣ ବରିଶାଲ ଜିଲାରେ ଏକ ଯାତ୍ରୀବାହୀ ବସ୍ ରବିବାର ସକାଳେ ଗଛରେ ଧକ୍କା ହେବାରୁ ଅତି କମ୍ରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିବା କୁହାଯାଉଛି। ଓ୍ବାଜିରପୁର ପୋଲିସର ସୂଚନାନୁସାରେ, ଆହତମାନଙ୍କୁ…
ପୁଷ୍ପା-୨ ପାଇଁ ଫି’ ବଢାଇଲେ ନିର୍ଦ୍ଦେଶକ
ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଫିଲ୍ମ ‘ପୁଷ୍ପା: ଦ ରାଇଜ’ ବକ୍ସ ଅଫିସରେ ଏକ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା। ଏହି ଫିଲ୍ମଟି କେବଳ ଭାରତରେ ନୁହେଁ,ସମଗ୍ର ବିଶ୍ୱରେ ଭଲ ବ୍ୟବସାୟ କରିଥିଲା। ପ୍ରଶଂସକମାନେ ଏହି ଫିଲ୍ମର…
କାଳବୈଶାଖୀରେ ଭାଙ୍ଗିଲା ୧୩୨ କେଭି ବିଦ୍ୟୁତ୍ ଟାଓ୍ବାର
ଛତ୍ରପୁର,୨୯ା୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ଝଡ଼ ତୋଫାନ ଏବଂ ବର୍ଷା ହୋଇଥିଲା। ଫଳରେ ଛତ୍ରପୁର ସହର ଓ ଗ୍ରାମାଞ୍ଚଳରେ ବହୁ ଗଛ ଭାଙ୍ଗିଯାଇ ରାସ୍ତା ଅବରୋଧ ହୋଇଥିଲା। ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ତାର ଛିଣ୍ଡି ଯାଇଥିବାରୁ ଦୀର୍ଘ…
ନେପାଳରେ ୧୨ ବର୍ଷରେ ୭ ବିମାନ ଦୁର୍ଘଟଣା, ୧୬୬ ଜଣଙ୍କ ମୃତ୍ୟୁ…
କାଠମାଣ୍ଡୁ, ୨୯।୫ : ଦେଶରେ ନେପାଳର ତାରା ଏୟାରଲାଇନ୍ସର ବିମାନ ୯-ଏନଏଇଟି ସହିତ ଯୋଗାଯୋଗ ସମ୍ପର୍କ ଛିନ୍ନ ହୋଇଛି। ବିମାନଟି ପୋଖରାରୁ ଜୋମସୋମକୁ ଯାଉଥିଲା। ବିମାନରେ ୨୨ ଜଣ ଲୋକ ଥିଲେ। ଏଥିରେ ଚାରିଜଣ ଭାରତୀୟ ଏବଂ ତିନି ଜଣ ଜାପାନୀ…
ସୁରେଶ ରାଇନାଙ୍କ ଭବିଷ୍ୟବାଣୀ
ଅହମ୍ମଦାବାଦ୍,୨୯।୫:ଆଇପିଏଲ ୨୦୨୨ର ଫାଇନାଲରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଲଢେଇ ହେବ। ଦୁଇ ଦଳ ମଧ୍ୟରେ ଏହି ଟାଇଟଲ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଗୁଜରାଟର ଦଳ ନିଜର ପ୍ରଥମ ସିଜିନରେ ଫାଇନାଲରେ ପ୍ରବେଶ କରିଛି।…
ଏଣ୍ଟ୍ରାନ୍ସ ଦେଲେଣି ୨୫ ଥର
ଉଚ୍ଚଶିକ୍ଷା ପାଇଁ ଉଦ୍ଦିଷ୍ଟ ଏଣ୍ଟ୍ରାନ୍ସ ବା ପ୍ରବେଶିକା ପରୀକ୍ଷାରେ ଥରେ କି ଦୁଇଥର ଫେଲ୍ ହୋଇଗଲେ ଯେଉଁଠି ଆଜିକାର ଯୁବପିଢୀମାନେ ନିଜର ଆତ୍ମବିଶ୍ୱାସକୁ ହରାଇ ବସୁଛନ୍ତି, ସେ କ୍ଷେତ୍ରରେ ଲିୟାଙ୍ଗ ଶୀଙ୍କୁ ଏକ ଉଦାହରଣ ଭାବେ ନିଆଯାଇପାରେ। ଚାଇନାର ଏହି ବ୍ୟକ୍ତିଙ୍କୁ…
ଶ୍ରୀଲଙ୍କାରେ ବିଜୁଳି ସଙ୍କଟ, ଜୁନ୍ରୁ ଲାଗୁ ହେବ ଏହି ଯୋଜନା
କଲମ୍ବୋ,୨୯ା୫: ଶ୍ରୀଲଙ୍କାରେ ବିଜୁଳି ସଙ୍କଟ ଦେଖାଦେଇଛି। ଶକ୍ତି ମନ୍ତ୍ରୀ କଞ୍ଚନା ଓ୍ବିଜେସେକେରା ରବିବାର କହିଛନ୍ତି, ‘ତ୍ୱରିତ ନବୀକରଣ ଯୋଗ୍ୟ ଶକ୍ତି ଉତ୍ପାଦନ’ ଯୋଜନା ଜୁନ୍ ୨ରୁ କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି। ବିଦ୍ୟୁତ୍ ଉତ୍ପାଦନ ପାଇଁ ଇନ୍ଧନ ବିଲ୍ ପ୍ରତି ମାସରେ…
ଏମିତି ଷ୍ଟେଶନ, ଯାହାର ନାହିଁ ନାମ
ଦୁନିଆର ପ୍ରତ୍ୟେକ ଜିନିଷର ଏକ ପରିଚୟ ରହିଥାଏ। ସେ ବ୍ୟକ୍ତି ହୁଅନ୍ତୁ କି ସ୍ଥାନ। ଯଦି କେହି କୌଣସି ସ୍ଥାନକୁ ଯାଆନ୍ତି, ତେବେ ଏହାର ନିଜସ୍ବ ନାମ ରହିଥାଏ। ଭାରତର ପ୍ରତ୍ୟେକ ସ୍ଥାନର ନାମ ଅଛି। ସେ ଗାଁ ହେଉ କିମ୍ବା…
Archives


