Home

ଟ୍ରେନ୍‌ରେ କଟି ଜଣଙ୍କ ମୃତ୍ୟୁ

କେନ୍ଦୁଝର,୨୯ା୫(ସ୍ବ.ପ୍ର.): ସଦର ଥାନା ଅନ୍ତର୍ଗତ କଣ୍ଡରାପଶି ଗ୍ରାମ ନିକଟରେ ଟ୍ରେନ୍‌ରେ କଟି ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ରାମ ମୁଣ୍ଡା (୪୫)। ତାଙ୍କ ଘର ସ୍ଥାନୀୟ ଅଞ୍ଚଳରେ ବୋଲି ଜଣାପଡ଼ିଛି। ରବିବାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା…

ପୁଣି ନବନୀତଙ୍କ ବିରୋଧରେ ମାମଲା ରୁଜୁ

ଅମରାବତୀ,୨୯।୫: ଅମରାବତୀର ସ୍ବାଧୀନ ଏମ୍‌ପି ନବନୀତ୍‌ ରାଣା ଏବଂ ତାଙ୍କ ବିଧାୟକ ସ୍ବାମୀ ରବି ରାଣାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଅମରାବତୀରେ ରାସ୍ତା ଅବରୋଧ କରିଥିବାରୁ ନବନୀତ ଏବଂ ରବିଙ୍କ ବ୍ୟତୀତ ତାଙ୍କ ୧୪ ସମର୍ଥକଙ୍କ ବିରୋଧରେ ମଧ୍ୟ…

ଜଳହସ୍ତୀ ଖୁଆଡ଼ରେ ପଶିଲା କୁମ୍ଭୀର

ଭୁବନେଶ୍ୱର,୨୯ା୫(ବ୍ୟୁରୋ): ଦେଶର ଅନ୍ୟତମ ପ୍ରମୁଖ ଚିଡିଆଖାନା ନନ୍ଦନକାନନ ଏବେ ଅସୁରକ୍ଷିତ ପ୍ରାଣୀ ଉଦ୍ୟାନରେ ପରିଣତ ହୋଇଛି। ପ୍ରତିଦିନ ଜୀବଜନ୍ତୁଙ୍କ ମୃତ୍ୟୁ, ପର୍ଯ୍ୟଟକଙ୍କୁ ଆକ୍ରମଣ, ଦୁର୍ବ୍ୟବହାର ଆଦି ଘଟଣା ଘଟୁଥିବା ନଜିର ରହିଛି। ଶନିବାର ନନ୍ଦନକାନନ ସିଂହୀ ଖୁଆଡ଼ରେ ଚିତି ସାପ ପଶି…

ଆଇପିଏଲ୍‌ ଫାଇନାଲ୍‌ରେ ବର୍ଷା ହେଲେ କେଉଁ ଦଳ ହେବ ବିଜେତା: ଜାଣନ୍ତୁ କ’ଣ ରହିଛି ନିୟମ

ଅହମ୍ମଦାବାଦ୍‌,୨୯।୫: ଆଇପିଏଲ ୨୦୨୨ର ଅନ୍ତିମ ମ୍ୟାଚ ଅର୍ଥାତ୍‌ ଫାଇନାଲ୍‌ ଆଜି ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ। ଗୁଜରାଟ କ୍ୱାଲିଫାୟର ୧ରେ ରାଜସ୍ଥାନକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ରାଜସ୍ଥାନ ଏଲିମିନେଟର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ…

ଛେଳି ଚରାଇବାକୁ ଯାଇଥିଲେ ବୃଦ୍ଧ, ଗଛ ପଡ଼ି ଚାଲିଗଲା ଜୀବନ

କେସିଙ୍ଗା,୨୯ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କଶ୍ରୁପଡ଼ା ପଞ୍ଚାୟତ ଅଧିନସ୍ଥ ବିନେକେଲା ଗ୍ରାମର ଜଣେ ବୃଦ୍ଧଙ୍କର କାଳବୈଶାଖୀରେ ମୃତ୍ୟୁ ଘଟି ଥିବା ବେଳେ ବହୁ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା। ମୃତକ ଜଣକ ହେଲେ ବିନେକେଲା ଗ୍ରାମର ଜୟ ରାମ…

ଅଭିନୟ କରୁ କରୁ ସତସତିକା ପ୍ରେମରେ!

ବମ୍ବେ: ଦୀର୍ଘ ୧୩ ବର୍ଷ ଧରି ପ୍ରସାରିତ ହୋଇ ଆସୁଛି ଧାରାବାହିକ ‘ୟେ ରିସ୍ତା କ୍ୟା କେହଲାତା ହୈ’। ଏଯାବତ ଏହି ଲୋକପ୍ରିୟ ଶୋ’୩୭୦୦ରୁ ଅଧିକ ଏପିସୋଡ ପ୍ରସାରିତ ହୋଇ ସାରିଲାଣି। ଏପରିସ୍ଥଳେ ନୂଆ ନୂଆ ଏଣ୍ଟ୍ରି ସାଙ୍ଗକୁ ଆଗାଉଥିବା କାହାଣୀ…

ବିଗିଡିଲା ଆଜମ ଖାନ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ,୨୯।୫:ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ରବିବାର ବିଗିଡି ଯାଇଛି। ଏହା ପରେ ତାଙ୍କୁ ଦିଲ୍ଲୀର ସାର୍‌ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ଛାତିରେ ସମସ୍ୟା ଥିବା କୁହାଯାଉଛି। ବିଭିନ୍ନ ମାମଲାରେ ସୀତାପୁର ଜେଲରେ ଥିବା…

ଜାହ୍ନବୀଙ୍କଠୁ ବି ହଟ୍‌ ଶ୍ରୀଦେବୀଙ୍କ ଏହି ପାକିସ୍ତାନୀ ଝିଅ

ମୁମ୍ବାଇ: ଶ୍ରୀଦେବୀଙ୍କ ଫିଲ୍ମ ‘ମମ୍‌’ରେ ତାଙ୍କ ଝିଅ ଭୂମିକାରେ ଅଭିନୟ କରିଥିବା ପାକିସ୍ତାନୀ ଅଭିନେତ୍ରୀ ସାଜଲ ଅଲୀ ସୋସିଆଲ ମିଡିଆରେ ବେଶ୍‌ ଲୋକପ୍ରିୟ ଅଟନ୍ତି। ଇନ୍‌ଷ୍ଟାଗ୍ରାମରେ ତାଙ୍କର ୮ ମିଲିୟନ ଫଲୋଅର୍ସ ଅଛନ୍ତି। ସେ ପ୍ରାୟତଃ ନିଜର ହଟ୍‌ ଏବଂ ବୋଲ୍ଡ…

ସୋମବାର ୧୧୮ ତମ ଦ୍ୱିପାକ୍ଷିକ ସିନ୍ଧୁ ଜଳ ଚୁକ୍ତି ବୈଠକ…

ନୂଆଦିଲ୍ଲୀ, ୨୯।୫ : ସିଦ୍ଧୁ ଜଳ ଚୁକ୍ତି ପ୍ରସଙ୍ଗରେ ୧୧୮ ତମ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବା ପାଇଁ ପାକିସ୍ତାନର ଏକ ୫ ଜଣିଆ ପ୍ରତିନିଧି ଦଳ ସୋମବାର ଭାରତରେ ପହଞ୍ଚିବେ। ଉଭୟ ପକ୍ଷ ସିନ୍ଧୁ ଜଳ ଚୁକ୍ତିର ପ୍ରମୁଖ ପରିଯୋଜନା ଉପରେ…

୧୦୦ କୋଟି କ୍ଲବ୍‌ରେ ‘ଭୁଲ୍‌ ଭୁଲେୟା-୨’, ଏହି ଖୁସିରେ କାର୍ତ୍ତିକ କଲେ ଏମିତି କାମ

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଅଭିନୀତ ‘ଭୁଲ୍‌ ଭୁଲେୟା-୨’ ବକ୍ସ ଅଫିସରେ ଧମାଲ୍‌ କରିଛି। ଏହି ଫିଲ୍ମଟି ୧୦୦ କୋଟି ଟଙ୍କା କ୍ଲବରେ ସାମିଲ ହୋଇଛି। କାର୍ତ୍ତିକ ବିଭିନ୍ନ ସହରରେ ବୁଲି ବୁଲି ଫିଲ୍ମର ପ୍ରମୋଶନ…

ତନୁ ପାତେଳୀ ଅଶୁଂଳାକୁ ଚିହ୍ନି ହେଉନି

ବମ୍ବେ: ବଦଳିଗଲେଣି ଅଭିନେତା ଅର୍ଜୁନ କପୁର ଏବଂ ପ୍ରଯୋଜକ ବୋନି କପୁରଙ୍କ ଝିଅ ଅଶୁଂଳା କପୁର। ଯିଏ ତାଙ୍କ ଟ୍ରାନ୍ସଫର୍ମେଶନ ଦେଖୁଛି ଚକିତ ହେଉଛି। ଗତ କିଛି ଦିନ ଧରି ସେ ଜିମ୍‌ରେ ଥିବା ବେଳର ଫଟୋ ଶେୟାର କରିଥିଲେ। ଏହାକୁ…

ଏହି ଦେଶରେ ନାହିଁ ବିମାନବନ୍ଦର

ଆଜିର ସମୟରେ ଦୁନିଆର ଅଧିକାଂଶ ଦେଶ ଉନ୍ନତି ପଥରେ ଆଗେଇଛନ୍ତି। ଲୋକଙ୍କ ଜୀବନଶୈଳୀ ସବୁକିଛି ଉନ୍ନତ ହୋଇଛି। ପୂର୍ବ କାଳରେ ଲୋକମାନେ ପାଦରେ ଚାଲି ଚାଲି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିଲେ। କିନ୍ତୁ ସମୟ ବଢ଼ିବା ସହିତ ଗମନାଗମନର ମାର୍ଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri