ଫାଇଜର, ବାୟୋଟେକ୍‌ ବିରୋଧରେ ଅଭିଯୋଗ

ଓ୍ବାଶିଂଟନ,୨୭ା୮: ଆମେରିକାର ଔଷଧ ନିର୍ମାଣକାରୀ କମ୍ପାନୀ ମଡର୍ନା କୋଭିଡ୍‌ ଟିକା ନିର୍ମାଣକାରୀ ସହଯୋଗୀ କମ୍ପାନୀ ଫାଇଜର ଓ ବାୟୋଟେକ୍‌ ବିରୋଧରେ କୋର୍ଟରେ ଅଭିଯୋଗ କରିଛି। କରୋନା ଟିକା ପ୍ରସ୍ତୁତିରେ ମଡର୍ନା ବ୍ୟବହାର କରୁଥିବା ଏମ୍‌ଆର୍‌ଏନ୍‌ଏ ଟେକ୍‌ନିକ୍‌ର ପାଟେଣ୍ଟସ୍‌ ଫାଇଜର ଓ ବାୟୋଟେକ୍‌ କରିଥିବା ମଡର୍ନା ନିଜ ଅଭିଯୋଗରେ ଉଲ୍ଲେଖ କରିଛି। ମଡର୍ନାର ବିନା ଅନୁମତିରେ ଏହି ଜଟିଳ ଟେକ୍‌ନିକ୍‌ର ନକଲ କରାଯାଇଛି। ଆମେରିକା ମାସାଚ୍ୟୁସେଟ୍‌ରେ ଥିବା ଜିଲା କୋର୍ଟ ଏବଂ ଦୁସେଲଡୋର୍ଫର ଆଞ୍ଚଳିକ କୋର୍ଟରେ ଏ ନେଇ ଅଭିଯୋଗ ଦାଏର ହୋଇଛି। ତେବେ ଏ ସଂକ୍ରାନ୍ତରେ ଫାଇଜର ନିକଟରେ କୌଣସି ନୋଟିସ୍‌ ପହଞ୍ଚି ନ ଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୨୦ କୋଟି ଲୋକଙ୍କ ପାଖରେ ନାହିଁ ପିଇବା ପାଣି; ୪୨୦ କୋଟିଙ୍କୁ ମିଳୁନି ପରିମଳ ବ୍ୟବସ୍ଥା: ଜାତିସଂଘ

ଜେନେଭା,୧୯।୬: ପୃଥିବୀରେ ଧୀରେଧୀରେ ଜଳ ସଙ୍କଟ ଉଗ୍ରରୂପ ଧାରଣ କରୁଛି। ବିଭିନ୍ନ ଦେଶରେ ୨୨୦ କୋଟି ଲୋକଙ୍କ ପାଖରେ ପିଇବାକୁ ପାଣି ନ ନାହିଁ। ଏନେଇ...

ହାଇତି ଗ୍ୟାଙ୍ଗ ମଧ୍ୟରେ ହିଂସା: ୨୦ରୁ ଊର୍ଦ୍ଧ୍ୱ ମୃତ

ପୋର୍ଟ-ଆଉ-ପ୍ରିନ୍ସ,୨୮ ।୪: ହାଇତି ନାଗରିକଙ୍କ ସୁରକ୍ଷା ଏଜେନ୍ସି ପକ୍ଷରୁ ବୁଧବାର ମିଳିଥିବା ସୂଚନା ଅନୁସାରେ ନିକଟରେ କିଛିଦିନ ହେବ ହାଇତି ଗ୍ୟାଙ୍ଗଙ୍କ ମଧ୍ୟରେ ଲଢେଇ ଫଳରେ...

ପାକିସ୍ତାନ ଯୁଦ୍ଧ ବିମାନ ଏଫ୍‌-୧୬ ଦୁର୍ଘଟଣା ଗ୍ରସ୍ତ: ପାଇଲଟ ମୃତ

ଇସଲାମାବାଦ୍‌, ୧୧।୩: ପାକିସ୍ତାନର ଯୁଦ୍ଧ ବିମାନ ଏଫ୍‌-୧୬ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ପାଇଲଟ ଓ୍ବିଙ୍ଗ୍‌ କମାଣ୍ଡର ନୌମାନ ଅକରମ୍‌ଙ୍କ ମୃତ୍ୟୁ ଘଟିଛି। ମାର୍ଚ୍ଚ ୨୩ରେ...

ଶେଷ ହେଲା ରକ୍ତପାତ, ଏବେ କାମକୁ ଫେର

କାବୁଲ,୯।୯: ଆଫଗାନିସ୍ତାନରେ ରକ୍ତପାତର ସମୟ ଶେଷ ହୋଇଛି। ଯୁଦ୍ଧ ପ୍ରଭାବିତ ଦେଶର ପୁନଃ ନିର୍ମାଣ ଗୁରୁଦାୟିତ୍ୱ ଆମକୁ ବହନ କରିବାକୁ ପଡ଼ିବ। ପୂର୍ବ ସରକାରର ଅଧିକାରୀମାନେ...

ଚାଇନାକୁ ପଛରେ ପକାଇଲା ବ୍ରିଟେନ୍‌: ୧୦ ଦିନରେ ୪୦୦୦ ଶଯ୍ୟା ବିଶିଷ୍ଟ ନାଇଟେଙ୍ଗଲ୍‌ ହସ୍ପିଟାଲର ନିର୍ମାଣ ଶେଷ

ଲଣ୍ଡନ,୨।୪: କରୋନା ସଂକ୍ରମଣର ମୁକାବିଲା ପାଇଁ ଚାଇନାର ପ୍ରସ୍ତୁତିକୁ ବ୍ରିଟେନ୍‌ ପଛରେ ପକାଇ ଦେଇଛି। ଲଣ୍ଡନରେ ବ୍ରିଟେନ ସୈନ୍ୟ ବାହିନୀ ପକ୍ଷରୁ ୪୦୦୦ ଶଯ୍ୟା ବିଶିଷ୍ଟ...

ଭାରତ ସପକ୍ଷରେ ୫୫ ରାଷ୍ଟ୍ର

ଜାତିସଂଘ,୨୭ା୬: ଅନ୍ତର୍ଜାତୀୟସ୍ତରରେ ଭାରତର ପ୍ରଭାବ ବୃଦ୍ଧି ପାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ର ଅସ୍ଥାୟୀ ଆସନରେ ଭାରତର ସଦସ୍ୟତାକୁ ଚାଇନା, ପାକିସ୍ତାନ ସମେତ ୫୫ଟି ରାଷ୍ଟ୍ର...

ମାର୍କ ଜୁକରବର୍ଗଙ୍କ ଭଳି ଦେଖାଯାଉଥିବା ଅପରାଧୀଙ୍କୁ ଖୋଜି ଆଣିଲେ ମିଳିବ ୨୨ କୋଟି ଟଙ୍କା ପୁରସ୍କାର

କଲମ୍ବିଆ,୨।୭: କଲମ୍ବିଆ ପୋଲିସ ଦେଶର ରାଷ୍ଟ୍ରପତିଙ୍କ ହେଲିକପ୍ଟରକୁ ଗୁଳି ଚଳାଇବା ମାମଲାରେ ଦୁଇ ଅଭିଯୁକ୍ତଙ୍କ ସ୍କେଚ ଫେସବୁକରେ ଜାରି କରିଛି। ସେମାନଙ୍କ ଠିକଣା ପ୍ରକାଶ ପାଇଁ...

୨୦୨୩ ପର୍ଯ୍ୟନ୍ତ ଫେସବୁକ୍‌ ବ୍ୟବହାର କରିପାରିବେ ନାହିଁ ଟ୍ରମ୍ପ

ଓ୍ବାଶିଂଟନ,୪।୬: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅତିକମ୍‌ରେ ୨୦୨୩ ପର୍ଯ୍ୟନ୍ତ ଫେସ୍‌ବୁକ ବ୍ୟବହାର କରିପାରିବେ ନାହିଁ। କାରଣ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ତାଙ୍କୁ...

Advertisement
Archives

Model This Week