Home

ଏହି ୭ କମ୍ପାନୀରୁ ରୋଜଗାର କରୁଛନ୍ତି ଧୋନୀ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିକଟରେ ଡ୍ରୋନ ଷ୍ଟାର୍ଟଅପ ଗରୁଡ ଏରୋସ୍ପେସରେ ଅଂଶଧନ କିଣିଛନ୍ତି। ୨୬ଟି ସହରରେ ଏହି କମ୍ପାନୀର ୩୦୦ରୁ ଅଧିକ ଡ୍ରୋନ ଏବଂ ୫୦୦ ପାଇଲଟ କାର୍ଯ୍ୟ କରୁଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ପାର୍କିଂ ସ୍ଥଳରେ ଅଗ୍ନିକାଣ୍ଡ ଶତାଧିକ ଗାଡ଼ି ପୋଡ଼ି ପାଉଁଶ…

ନୂଆଦିଲ୍ଲୀ, ୮।୬ : ଦିଲ୍ଲୀର ଜାମିଆ ନଗର ସ୍ଥିତ ପାର୍କିଂ ସ୍ଥଳରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ଶତାଧିକ ଗାଡ଼ିରେ ନିଆଁ ଲାଗିଯାଇଛି। ଜଳି ଯାଇଥିବା ଗାଡ଼ିଗୁଡ଼ିକ ମଧ୍ୟରେ ୧୦ କାର୍‌, ୧ ମୋଟର ସାଇକେଲ,୨ ସ୍କୁଟି, ୩୦ ନୂଆ ଇ-ରିକ୍ସା, ୫୦…

ରେପୋ ରେଟ୍‌ରେ ୦.୫୦ ପ୍ରତିଶତ ବୃଦ୍ଧି…

ନୂଆଦିଲ୍ଲୀ, ୮।୬ : ଏବେ ଏଏମ୍‌ଆଇ ମହଙ୍ଗା ହେବାକୁ ଯାଉଛି । କ୍ରମାଗତ ଦ୍ୱିତୀୟ ମାସ ପାଇଁ ରେପୋ ରେଟ୍‌ ବୃଦ୍ଧି କରିବାକୁ ଆରବିଆଇ ନିଷ୍ପତ୍ତି ନେଇଛି। ରେପୋ ରେଟ୍‌କୁ ୫୦ ଆଧାର ପଏଣ୍ଟ ଅର୍ଥାତ୍‌ ୦.୫୦ ପ୍ରତିଶତ ବୃଦ୍ଧି କରାଯାଇଛି।…

ବିଶ୍ୱର ଏକମାତ୍ର କ୍ରିକେଟର୍‌ ଭାବେ ଏମିତି ଉପଲବ୍ଧି ହାସଲ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୮।୬:ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟ୍‌ ହୁଏତ ପଡ଼ିଆରେ ଚାଲୁନାହିଁ, କିନ୍ତୁ ସେ ସୋସିଆଲ ମିଡିଆରେ ପ୍ରାୟତଃ ଚର୍ଚ୍ଚାରେ ଅଛନ୍ତି। ଇନଷ୍ଟାଗ୍ରାମରେ ପ୍ରଥମ କ୍ରିକେଟର ଭାବେ ତାଙ୍କ ଫଲୋଅର୍ସ ସଂଖ୍ୟା ୨୦୦ ମିଲିୟନରେ ପହଞ୍ଚିଛି। ଏପରି ଉପଲବ୍ଧି…

ତିବ୍ବତରେ ତରଳୁଛି ଗ୍ଲାସିୟର, ୧୫୦ କୋଟିରୁ ଅଧିକ ଲୋକେ ପ୍ରଭାବିତ ହେବା ଆଶଙ୍କା…

ଲାସା/ନୂଆଦିଲ୍ଲୀ, ୮।୬ : ପୃଥିବୀର ଛାତ କୁହାଯାଉଥିବା ତିବ୍ବତରେ ଦ୍ରୁତ ଗତିରେ ଗ୍ଲାସିୟର ତରଳିବାରେ ଲାଗିଛି। ଗ୍ଲେସିୟର ଜଳର ମୂଳ ଉତ୍ସ ଭାବରେ ତିବ୍ଦତ ଉପରେ ନିର୍ଭର କରୁଥିବା ଲୋକଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛନ୍ତି । ଏସିଆ ମହାଦେଶରେ…

ମଜା ଆସିଲା ନାହିଁ ବୋଲି ୩.୫ କୋଟି ଟଙ୍କାର ଛାକିରି ଛାଡିଦେଲେ ଯୁବକ

ବାର୍ଷିକ ଦରମା ୩.୫ କୋଟି ଟଙ୍କା। ପ୍ରତିଦିନ ମାଗଣା ଖାଦ୍ୟ ଏବଂ ଅସୀମିତ ଛୁଟି। ତଥାପି ଏମିତି ଚାକିରି ପସନ୍ଦ ନ ଆସିବାରୁ ଆମେରିକାର ନେଟଫ୍ଲିକ୍ସରେ କାର୍ଯ୍ୟ କରୁଥିବା ଜଣେ ଇଞ୍ଜିନିୟର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ମାଇକେଲ ଲିନ ନାମକ…

ଆମେରିକା- ଦକ୍ଷିଣ କୋରିଆ ଉଡ଼ାଇଲେ ୨୦ ଯୁଦ୍ଧ ବିମାନ, କିମ୍‌ଙ୍କ ଚିନ୍ତା ବଢ଼ିଲା …

ଓ୍ବାଶିଂଟନ/ସିଓଲ, ୮।୬ : ଉତ୍ତର କୋରିଆ ସହ ତିକ୍ତତା ମଧ୍ୟରେ ଆମେରିକା ଏବଂ ଦକ୍ଷିଣ କୋରିଆର ୨୦ଟି ଯୁଦ୍ଧ ବିମାନ ମଙ୍ଗଳବାର ଦକ୍ଷିଣ କୋରିଆର ପଶ୍ଚିମ ଉପକୂଳରେ ଉଡ଼ି ବୁଲିଛି। ଏହି ଯୁଦ୍ଧ ବିମାନଗୁଡ଼ିକର ଉଡ଼ାଣ ପଛର ଉଦ୍ଦେଶ୍ୟ ଥିଲା ଯଦି…

ପବଜି ଗେମ୍‌ ଖେଳିବାକୁ ମନା କରିବାରୁ ମା’ଙ୍କୁ ହତ୍ୟା କଲେ ନାବାଳକ

ଲକ୍ଷ୍ନୌ,୮।୬: ଆଜିକାଲି ମୋବାଇଲ୍‌ରେ ଗେମ୍‌ ଖେଳିବା ପିଲାମାନଙ୍କ ଯେମିତି ନିଶା ପାଲଟିଛି। ଗେମ୍‌ ଖେଳିବା ପାଇଁ ସେମାନେ ଖାଇବା ପିଇବା ଭୁଲି ଯାଉଛନ୍ତି। ଲକ୍ଷ୍ନୌରେ ଏହି ଗେମ୍‌ ନିଶାରେ ଜଣେ ନାବାଳକ ମା’ଙ୍କୁ ଗୁଳି କରି ହତ୍ୟା କରିଦେଇଛନ୍ତି। ସୂଚନାଯୋଗ୍ୟ,ମୃତ ସାଧନା…

ମୋଦି ସରକାର ଆରବ ଦେଶ ସମ୍ମୁଖରେ ଠିଆ ହୋଇପାରିବେ ନାହିଁ, କେନ୍ଦ୍ର ସରକାରଙ୍କୁ ପୁଣି ଘେରିଲେ ସ୍ବାମୀ…

ନୂଆଦିଲ୍ଲୀ, ୮।୬ : ବରିଷ୍ଠ ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁବ୍ରମଣ୍ୟମ ସ୍ବାମୀ ପୁଣିଥରେ ନୁପୁର ଶର୍ମା ମାମଲାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବୁଧବାର ସେ ଟୁଇଟ କରି କହିଛନ୍ତି ଯେ ମୋଦି ସରକାର ଆରବ ଦେଶ…

୫ ହଜାର ଟପିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୮।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ…

ନେତାଙ୍କ ମନ୍ତବ୍ୟରେ ଲଗାମ, ଭାଜପା ପକ୍ଷରୁ ଜାରି ହେଲା ୮ ସୂତ୍ରୀ ମାର୍ଗଦର୍ଶିକା…

ନୂଆଦିଲ୍ଲୀ, ୭।୬ : ମହାପୁରୁଷ ମହମ୍ମଦଙ୍କ ଉପରେ ନୁପୁର ଶର୍ମାଙ୍କ ମନ୍ତବ୍ୟ ପରେ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ବିବାଦ ଯୋଗୁଁ ଭାଜପା ସତର୍କ ହୋଇପଡିଛି। ଦଳ ପକ୍ଷରୁ ନେତାଙ୍କ ମନ୍ତବ୍ୟରେ ଲଗାମ ଲଗାଯାଇଛି। ବର୍ତ୍ତମାନ ନେତା ତଥା ଟିଭି ବିତର୍କକୁ ଯାଉଥିବା…

ସିଡ଼ିଏସ୍‌ ନିଯୁକ୍ତି ନିୟମରେ ସଂଶୋଧନ, ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି…

ନୂଆଦିଲ୍ଲୀ, ୭।୬ : ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଚି ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ) ନିଯୁକ୍ତି ସହ ଜଡିତ ଥିବା ତିନି ପ୍ରତିରକ୍ଷା ବାହିନୀ ପାଇଁ ନିୟମକୁ ସଂଶୋଧନ କରିବା ଲାଗି ଏକ ଗେଜେଟ ବିଜ୍ଞପ୍ତି ଜାରି କରିଛି। ସଂଶୋଧନ ପରେ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri