Home

ବିଏସଏନଏଲକୁ ପୁନରୁଦ୍ଧାର ପାଇଁ ୧.୬୪ ଲକ୍ଷ କୋଟିର ପ୍ୟାକେଜ୍‌ ଘୋଷଣା

ନୂଆଦିଲ୍ଲୀ,୨୭।୭: ମୋଦି କ୍ୟାବିନେଟ ପକ୍ଷରୁ ବୁଧବାର ବିଏସଏନଏଲ ପୁନରୁଦ୍ଧାର ପାଇଁ ପ୍ୟାକେଜ ଅନୁମୋଦନ କରାଯାଇଛି। କ୍ୟାବିନେଟ ବୈଠକ ପରେ ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଏସଏନଏଲ ପାଇଁ ୧.୬୪ ଲକ୍ଷ କୋଟିର ପ୍ୟାକେଜ ଘୋଷଣା…

ବାଇଡେନ-ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ହେବ ଆଲୋଚନା

ଓ୍ବାଶିଂଟନ,୨୭ା୭: ତାଇଓ୍ବାନ ଏବଂ ୟୁକ୍ରେନ ଯୁଦ୍ଧକୁ ନେଇ ୪ ମାସର ତିକ୍ତତା ବୃଦ୍ଧି ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଚାଇନା ରାଷ୍ଟ୍ରପତି ସି ଜିନ୍‌ଫିଙ୍ଗ୍‌ ଗୁରୁବାର ଆଲୋଚନା କରିବେ। ଆମେରିକାର ଜଣେ ଅଧିକାରୀଙ୍କ କହିବାନୁସାରେ, ଦୁଇ ନେତାଙ୍କ ମଧ୍ୟରେ…

‘ମୁଁ ଦୁନିଆ ଛାଡ଼ିଦେବି’

ଚପଳ ଶିଶୁ। ସେମାନଙ୍କର ମନ ସର୍ବଦା ଖେଳିବା, ବୁଲିବାରେ ବ୍ୟସ୍ତ। କିନ୍ତୁ ଆଜିର ପିଲାମାନେ ଟିଭି, ମୋବାଇଲ ଦେଖି ଏତେ ବଡ଼ ବଡ଼ କଥା ଶିଖୁଛନ୍ତି, ସେମାନଙ୍କ କଥା ଶୁଣି ବଡ଼ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ସୋସିଆଲ ମିଡିଆରେ ଏହିପରି ଏକ…

ଦୁଇଦିନ ପରେ ସମସ୍ତ କଥା କହିବେ ବାବୁସାନ୍‌

ଭୁବନେଶ୍ୱର,୨୭ା୭(ବ୍ୟୁରୋ): ଅନେକ ତର୍କ, ବିତର୍କ, ଆଶା, ଆଶଙ୍କା ମଧ୍ୟରେ ଓଲିଉଡ୍‌ ଅଭିନେତା ବାବୁସାନ୍‌ ମହାନ୍ତି ବୁଧବାର ଓଡ଼ିଶା ଫେରିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ବାବୁସାନ୍‌ ସିଧା ଘରକୁ ଯାଇଥିଲେ। ଗଣମାଧ୍ୟମ ଆଗରେ ସେ କିଛି କହି ନ ଥିଲେ। କିନ୍ତୁ…

‘ଭାଜପା ଯୋଗାଯୋଗରେ ଅଛନ୍ତି ୩୮ ଟିଏମ୍‌ସି ଏମ୍‌ପି’

କୋଲକତା,୨୭।୭: ଅଭିନେତାରୁ ରାଜନେତା ପାଲଟିଥିବା ମିଥୁନ ଚକ୍ରବର୍ତ୍ତୀ ବୁଧବାର ବଡ଼ ଦାବି କରିଛନ୍ତି। ୩୮ ଟିଏମସି ବିଧାୟକ ଭାଜପା ସହ ଯୋଗାଯୋଗରେ ଥିବା ଭାଜପା ନେତା ମିଥୁନ ଚକ୍ରବର୍ତ୍ତୀ କହିଛନ୍ତି। ବୁଧବାର କୋଲକତାର ପାର୍ଟି କାର୍ଯ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀ…

ଯମଜ ସନ୍ତାନ ନେଇ ମୁହଁ ଖୋଲିଲେ ଆଲିଆ

ବି ଟାଉନ୍‌ରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ପାଓ୍ବାରଫୁଲ୍‌ ଯୋଡି ଭାବେ ଜଣାଶୁଣା। ଖୁବ ଶୀଘ୍ର ଉଭୟ ନିଜର ପ୍ରଥମ ସନ୍ତାନକୁ ଏହି ଦୁନିଆକୁ ସ୍ବାଗତ କରିବାକୁ ଯାଉଛନ୍ତି। ଏନେଇ ଦୁହେଁ ବେଶ୍‌ ଖୁସି ଅଛନ୍ତି। କିନ୍ତୁ ଉଭୟଙ୍କ ପାଇଁ…

ନିଆଁର ନଦୀ, ଭିଡିଓ ଦେଖିଲେ…

ପ୍ରକୃତିର ଅନେକ ରୂପ ଆମେ ପୃଥିବୀରେ ଦେଖିଥାଉ। କେଉଁଠି ଜଳ ବ୍ୟାପିଛି ତ କେଉଁଠି ପାହାଡ଼, ପର୍ବତ ରହିଛି। ସେହିପରି ଆଉ କେଉଁଠି ଶୀତଳ ଆଚ୍ଛାଦିତ ବରଫ ଥିବା ବେଳେ ମରୁଭୂମି ବି ରହିଛି। ଅନେକ ସମୟରେ ଲୋକେ ପୃଥିବୀର ସୁନ୍ଦର…

ସ୍ବାମୀଙ୍କୁ ସର୍‌ପ୍ରାଇଜ୍‌ ଦେଲେ ନେହା କକ୍କର

ନେହା କକ୍କର ବଲିଉଡର ସବୁଠାରୁ ଲୋକପ୍ରିୟ ଗାୟିକାଙ୍କ ମଧ୍ୟରୁ ଅନ୍ୟତମ। ଏହାସହ ସେ ନିଜର ଜୁଲ୍‌ବୁଲି ଅନ୍ଦାଜ୍‌ ପାଇଁ ମଧ୍ୟ ଜଣାଶୁଣା। ସେ ସୋସିଆଲ୍‌ ମିଡିଆରେ ପ୍ରାୟତଃ ସ୍ବାମୀ ରୋହନପ୍ରୀତ ସିଂଙ୍କ ପ୍ରତି ତାଙ୍କର ପ୍ରେମ ପ୍ରଦର୍ଶନ କରନ୍ତି। ପ୍ରତିଦିନ ସେ…

ଅଗଷ୍ଟ ୮ରେ ପ୍ରକାଶ ପାଇବ ଯୁକ୍ତ୨ କଳା ପରୀକ୍ଷାଫଳ

ଭୁବନେଶ୍ୱର, ୨୭।୭(ବ୍ୟୁରୋ): ଆସନ୍ତା ଅଗଷ୍ଟ ୮ତାରିଖରେ ପ୍ରକାଶ ପାଇବ ଯୁକ୍ତ୨ କଳା ପରୀକ୍ଷାଫଳ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ବୁଧବାର ସିଏଚ୍‌ଏସ୍‌ଇ ଅଫିସରେ ଆନୁଷ୍ଠାନିକ ଭାବେ ଘୋଷଣା ଯୁକ୍ତ୨ ବିଜ୍ଞାନ ଏବଂ ବାଣିଜ୍ୟ…

ପ୍ରକାଶ ପାଇଲା ଯୁକ୍ତ୨ ପରୀକ୍ଷାଫଳ: ବିଜ୍ଞାନରେ ପାସ ହାର ୯୪.୧୨%, ବାଣିଜ୍ୟରେ ୮୯%

ଭୁବନେଶ୍ୱର, ୨୭।୭(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ସିଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ବୁଧବାର ଅପରାହ୍ନ ୪ଟାରେ ପ୍ରକାଶ ପାଇଛି। ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସିଏଚ୍‌ଏସ୍‌ଇ ଅଫିସରେ ଆନୁଷ୍ଠାନିକ ଭାବେ ଏନେଇ…

ଉହାନର ପ୍ରାଣୀ ବଜାରରୁ ବାହାରିଥିଲା କରୋନା ଭୂତାଣୁ, ଦୁଇ ନୂଆ ରିସର୍ଚ୍ଚ ପକ୍ଷରୁ ଦାବି…

ବେଜିଂ, ୨୭।୭ : କରୋନା ମହାମାରୀ ଚାଇନାରୁ ଉତ୍ପନ୍ନ ହୋଇ ସମଗ୍ର ବିଶ୍ୱରେ ବ୍ୟାପିଥିବା କୁହାଯାଉଥିଲା। ଏବେ ଦୁଇଟି ନୂତନ ରିସର୍ଚ୍ଚରେ ମଧ୍ୟ ଏହା ଉଲ୍ଲେଖ କରାଯାଇଛି। ରିପୋର୍ଟ ଅନୁଯାୟୀ, ଚାଇନାର ଉହାନର ହୁଆନନ ସାମୁଦ୍ରିକ ଖାଦ୍ୟ ବଜାରରେ କରୋନା ଭୂତାଣୁ…

ପିଇଟିଙ୍କ ଦରମା ବଢ଼ିଲା

ଭୁବନେଶ୍ୱର,୨୭ା୭(ବ୍ୟୁରୋ): ଆମ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗ୍ରାଣ୍ଟ-ଇନ୍‌-ଏଡ୍‌ ଅର୍ଡର ୨୦୧୪ ଅନୁଯାୟୀ ଅନୁଦାନପ୍ରାପ୍ତ କାର୍ଯ୍ୟରତ ପିଇଟିଙ୍କର ଦରମା ବୃଦ୍ଧି ହୋଇଛି। ଯେଉଁମାନେ ବିପିଇଡି ଏବଂ ବିଏସ୍‌ସି ପିଇଡି ଯୋଗ୍ୟତା ଅର୍ଜନ କରିଛନ୍ତି, ସେମାନଙ୍କର ମାସିକ ଦରମା ୮ ହଜାରରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri