ଆର୍‌ବିଆଇ ପକ୍ଷରୁ ‘ସତର୍କ ତାଲିକା’ ଜାରି

ନୂଆଦିଲ୍ଲୀ,୯।୯:ଭାରତରେ ଅନଧିକୃତ ଆର୍ଥକ ସଂସ୍ଥାର ଓ୍ବେବ୍‌ସାଇଟ ଏବଂ ଆପ୍‌ ଜରିଆରେ ବିନିମୟ ମୁଦ୍ରା (ଫୋରେକ୍ସ) କାରବାର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଏକ ସତର୍କ ତାଲିକା ଜାରି କରାଯାଇଛି। ବିଶେଷକରି ସ୍ବୀକୃତି ପାଇ ନ ଥିବା ସଂସ୍ଥାଗୁଡ଼ିକ ସହ କାରବାର ନ କରିବା ଲାଗି ବିଜ୍ଞପ୍ତି ମାଧ୍ୟମରେ ସର୍ବସାଧାରଣଙ୍କୁ ଅବଗତ କରାଯାଇଛିି। ଏପରିକି ବେନାମୀ ସଂସ୍ଥା ଜରିଆରେ ଅର୍ଥ କାରବାର ନ କରିବା ପାଇଁ ସମସ୍ତଙ୍କୁ ବାରଣ ମଧ୍ୟ କରାଯାଇଛି। ସେହିଭଳି ଭେଣ୍ଡରମାନଙ୍କ ଲାଗି ଜାରି କରାଯାଇଥିବା ଉକ୍ତ ତାଲିକାରେ ଆଲ୍‌ପାରି, ଏନିଏଫ୍‌ଏକ୍ସ, ଆଭା ଟ୍ରେଡ୍‌, ବିନୋମୋ, ଇଟୋରୋ, ଏକ୍ସନେସ୍‌ ଭଳି ୩୦ରୁ ଊର୍ଦ୍ଧ୍ୱ ବେନାମୀ ସଂସ୍ଥାର ନାମ ଅନ୍ତର୍ଭୁକ୍ତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଏଲ୍‌ ନବୀକରଣ ଲାଗି ଆଧାର ପ୍ରମାଣନ

ନୂଆଦିଲ୍ଲୀ: ଅନ୍‌ଲାଇନରେ ଡ୍ରାଇଭିଂ ନବୀକରଣ ଏବଂ ୧୫ ଅନ୍ୟ ସେବା ଲାଗି ଆଧାର ଅଥେଣ୍ଟିକେଶନ(ପ୍ରମାଣନ)ର ଆବଶ୍ୟକତା ରହିଛି। ପରିବହନ ବିଭାଗର କାର୍ଯ୍ୟାଳୟକୁ ନ ଦୌଡ଼ି ଲୋକଙ୍କୁ...

କୋଇଲା ଅଭାବ, ରେଲଓ୍ବେ ପକ୍ଷରୁ ଚଳାଚଳ କରୁଛି ୩ କିଲୋମିଟର ଲମ୍ବ ଡ୍ରାଗନ ର଼୍ୟାକ…

ନୂଆଦିଲ୍ଲୀ, ୧୭।୫ : ଦେଶରେ ତାତି ବଢ଼ିବା ସହିତ ବିଦ୍ୟୁତ୍‌ ସଙ୍କଟ ଦେଖାଦେଇଛି। ତେବେ ରେଳଓ୍ବେ ପକ୍ଷରୁ ଉତ୍ତର ଭାରତରେ ବିଦ୍ୟୁତ୍‌ ସଙ୍କଟର ମୁକାବିଲା ପାଇଁ...

ମହଙ୍ଗା ହେଲା ଇଲେକଟ୍ରୋନିକ୍ସ ପ୍ରଡକ୍ଟ

ନୂଆଦିଲ୍ଲୀ,୨୯।୬ : ଚାଇନା ସାମଗ୍ରୀ ଉପରେ ଭାରତ ବର୍ତ୍ତମାନ ନିର୍ଭରଶୀଳ ଥିବାରୁ ଚାହିଁଲେ ମଧ୍ୟ ରାତାରାତି ଏହାକୁ ନିଷେଧ କରି ପାରୁନାହିଁ। ଗଲଓ୍ବାନ ଘାଟିରେ ଚାଇନା...

ସିଓରବାଏର ପ୍ରିମିୟମ ମୋବାଇଲ ଷ୍ଟୋର

ଭୁବନେଶ୍ୱର,୩୦।୧୧: ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ୍‌ ସବୁ ବର୍ଗର ଲୋକଙ୍କ ପାଇଁ ଏକ ଅତ୍ୟାବଶ୍ୟକ ସାମଗ୍ରୀରେ ପରିଣତ ହୋଇଯାଇଛି। ଏଭଳି କିଛି ଅଭାବ ଓ ଆବଶ୍ୟକତାକୁ ନଜରରେ...

ହ୍ରାସ ପାଇଲା ଖାଇବା ତେଲ ଶୁଳ୍କ

ଭୁବନେଶ୍ୱର,୧୪ା୨: ତୈଳ ଦର ବୃଦ୍ଧି ସରକାରଙ୍କ ପାଇଁ ଏକ ପ୍ରକାରର ଅଡୁଆ ସୃଷ୍ଟି କରୁଛି। ଏହି ଅଡୁଆକୁ ଚଢ଼ା ଦରରେ ବିକ୍ର ହେଉଥିବା ଖାଇବା ତେଲ...

ସୁଲଭ ମୂଲ୍ୟରେ ଗୁଣାତ୍ମକ ଚିକିତ୍ସା ଦେବ ୟୁବିଇଏୟୁ

ଭୁବନେଶ୍ୱର,୧୧ା୧: ପ୍ରିମିୟମ ଆଷ୍ଟେଟିକ୍‌ କ୍ଲିନିକ୍‌ ୟୁବିଇଏୟୁର ଅଲଥେରାପି ଏବଂ ବାଲାନ୍ସ ପ୍ରୋ କୁ ଫାଶନ୍‌ ଓ ଲାଇଫ୍‌ ଷ୍ଟାଇଲ୍‌ ମେଳା ପରିସରରେ ଶୁଭାରମ୍ଭ କରାଯାଇଛି। ଏହି...

ସରକାରୀ କର୍ମଚାରୀଙ୍କୁ ଜିପିଏଫ୍‌ ଝଟକା

ନୂଆଦିଲ୍ଲୀ,୧୭।୭: ମୋଦି ସରକାର ସରକାରୀ କର୍ମଚାରୀଙ୍କୁ ଝଟକା ଦେଇ ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ(ଜିପିଏଫ୍‌) ଓ ଏଥିସହିତ ଜଡ଼ିତ ଅନ୍ୟ ଫଣ୍ଡ ଉପରେ ମିଳୁଥିବା ସୁଧ ହାରରେ...

ପିଏମ୍‌ ସ୍ବନିଧିରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଯୋଗଦାନ ଉନ୍ନତ

ନୂଆଦିଲ୍ଲୀ,୧୩।୯:ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନାରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ରହିଛି। ଏହି ବ୍ୟାଙ୍କଗୁଡିକ ବର୍ତ୍ତମାନ ସୁଦ୍ଧା ଉକ୍ତ ବର୍ଗରେ ପ୍ରାୟ ୯୦%ରୁ ଊର୍ଦ୍ଧ୍ୱ ଋଣ ମଞ୍ଜୁର...

Advertisement
Archives

Model This Week