Home

ଆମର ସଂକଳ୍ପ ଏକ ବିକଶିତ ଭାରତ: ପ୍ରଧାନମନ୍ତ୍ରୀଙ୍କ ୫ ଶପଥ…

ନୂଆଦିଲ୍ଲୀ, ୧୫।୮ : ଦେଶ ୭୬ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ କିଲ୍ଲାରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଛନ୍ତି ଯେ, ଆମର ସଂକଳ୍ପ ଏକ ବିକଶିତ ଭାରତ,…

‘ସାମାଜିକ ମୂଲ୍ୟବୋଧ ବଜାୟ ରହୁ’

ସମାଜରୁ ନିଶା ଓ ହିଂସାର ବିଲୋପ ଘଟି ସାମାଜିକ ମୂଲ୍ୟବୋଧ ବଜାୟ ରହୁ। ମହାତ୍ମା ଗାନ୍ଧୀ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଭଳି ମହା ମନୀଷୀଙ୍କ ଆଦର୍ଶ ଓ ଚିନ୍ତାଧାରା ଏବେ ଯୁବପିଢ଼ିଙ୍କଠାରୁ ଦୂରେଇ ଯାଉଛି। ସମାଜରେ ମୂଲ୍ୟବୋଧ କ୍ରମଶଃ ଅବକ୍ଷୟମୁଖୀ ହେଉଥିବା…

ନବାବଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ କଲେ ସମୀର

ମୁମ୍ବାଇ,୧୫।୮: ମୁମ୍ବାଇର ପୂର୍ବତନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଅଧିକାରୀ ସମୀର ୱାଙ୍ଖେଡେ ଏନସିପି ନେତା ନବାବ ମଲିକଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ଦାୟର କରିଛନ୍ତି। ମହାରାଷ୍ଟ୍ର ସାମାଜିକ ନ୍ୟାୟ ବିଭାଗର ମୁମ୍ବାଇ ଜିଲା ଜାତି ପ୍ରମାଣପତ୍ର ଯାଞ୍ଚ କମିଟିରୁ ଏକ…

ଦେଶପ୍ରେମର ଊର୍ଜା

ଈଶ୍ୱରଙ୍କ ଅମୃତ ସନ୍ତାନ କହିଲେ ସମଗ୍ର ମନୁଷ୍ୟ ସମାଜକୁ ଇଙ୍ଗିତ କରେ। ବିଶ୍ୱର ବିଭିନ୍ନ ଭୂଖଣ୍ଡରେ ଥିବା ମଣିଷ ସମାଜର ସାମଗ୍ରିକ ପ୍ରଚେଷ୍ଟାରେ ପ୍ରତ୍ୟେକ ଭୂଖଣ୍ଡଗୁଡ଼ିକ ଗୋଟିଏ ଗୋଟିଏ ସମୃଦ୍ଧ ରାଷ୍ଟ୍ରରେ ପରିଣତ ହୋଇଛି। ବିଭିନ୍ନ ଦେଶରେ ଜନ୍ମ ନେଇଥିବା ଅନେକ…

ଛତିଶଗଡ଼ କଥାରେ ଖୋଲିବନି ଫାଟକ: ମନ୍ତ୍ରୀ

ଭୁବନେଶ୍ବର,୧୫ା୮(ବ୍ୟୁରୋ): ମହାନଦୀକୁ ନେଇ ଏବେ ପୁଣି ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ମହାନଦୀରେ ଜଳସ୍ତର ବଢ଼ିବା କାରଣରୁ ଛତିଶଗଡ଼ ପଟେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବା ବେଳେ ହୀରାକୁଦର ଅଧିକ ଫାଟକ ଖୋଲିବା ଲାଗି ଛତିଶଗଡ଼ ସରକାର…

ଓଡ଼ିଶାର ୪ ଫୁଟ୍‌ବଲ କୋଚ୍‌ ଉତ୍ତୀର୍ଣ୍ଣ

ଭୁବନେଶ୍ୱର,୧୫ା୮ (ସ୍ପୋଟର୍‌ସ ବ୍ୟୁରୋ): ସମ୍ମାନଜନକ ଏଏଫ୍‌ସି ‘ବି’ ଡିପ୍ଲୋମା ଫୁଟ୍‌ବଲ କୋଚିଂ ପାଠ୍ୟକ୍ରମରେ ଓଡ଼ିଶାର ୪ ଫୁଟ୍‌ବଲ କୋଚ୍‌ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଭୁବନେଶ୍ୱରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାରୁ ୭ ସମେତ ସମଗ୍ର ଦେଶରୁ ୨୪ ଜଣ କୋଚ୍‌…

‘ଜାତୀୟ ପତାକା କେମିତି ଉତ୍ତୋଳନ କରାଯାଏ, ମୋତେ ଶିଖାଅ ନାହିଁ’

କୋଲକତା,୧୫।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ହର ଘର ତିରଙ୍ଗା’ ଅଭିଯାନକୁ ଟାର୍ଗେଟ କରିଛନ୍ତି। ସ୍ବାଧୀନତା ଦିବସ ଅବସରରେ ବେହେଲାଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପିଲାଦିନରୁ ଜାତୀୟ ପତାକା ଉତ୍ତୋଳନ କରିଆସୁଛୁ। ଏଥିରେ…

ନାଟମଣ୍ଡପ ଉପରକୁ ଚଢ଼ିଗଲେ ଯୁବକ

ପୁରୀ ଅଫିସ,୧୫।୮: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରବିବାର ଶ୍ରୀମନ୍ଦିର ନାଟମଣ୍ଡପ ଉପରିଭାଗ ତଥା ମଝିଦେଉଳ ଉପରକୁ ଜଣେ ଯୁବକ ଚଢ଼ିଯାଇଥିଲେ। ଚୂନରା ସେବାୟତ ଓ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ତାଙ୍କୁ ଉଦ୍ଧାର କରାଯାଇଛି।…

୧୩ ସୁନାଖଣି ବିକିବ କେନ୍ଦ୍ର

ନୂଆଦିଲ୍ଲୀ,୧୫ା୮: କେନ୍ଦ୍ର ସରକାର ଆନ୍ଧ୍ର ପ୍ରଦେଶ ଓ ଉତ୍ତର ପ୍ରଦେଶରେ ଥିବା ୧୩ଟି ସୁନାଖଣି ବିକ୍ରି କରିବା ପାଇଁ ମସୁଧା ଚଳାଇଛନ୍ତି। ଗତ ବର୍ଷ ମାଇନିଂ ଆକ୍ଟ, ୨୦୧୫ରେ ସଂଶୋଧନ ଅଣାଯିବା ପରେ ଏବେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)…

ଜଳ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀସ୍ତରୀୟ ଆଲୋଚନା ଜରୁରୀ

ଭୁବନେଶ୍ୱର,୧୫।୮(ବ୍ୟୁରୋ): ସମ୍ପ୍ରତି ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଛତିଶଗଡ଼ରେ ୪/୫ ଟି ଜିଲା ଜଳାର୍ଣ୍ଣବ ହେବା ସହ ଜନଜୀବନ ଗଭୀର ଭାବରେ ପ୍ରଭାବିତ ହୋଇଛି। ସେହିଭଳି ଓଡ଼ିଶାରେ ମଧ୍ୟ ବନ୍ୟା ଆସିଛି। ତେଣୁ…

‘ଜେଡିୟୁ-ଆର୍‌ଜେଡି ମେଣ୍ଟର ପ୍ରଭାବ ରହିବନି’

ନୂଆଦିଲ୍ଲୀ,୧୫ା୮: ବିହାରରେ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)କୁ ନେଇ ନବଗଠିତ ମେଣ୍ଟ ୨୦୨୪ ସାଧାରଣ ନିର୍ବାଚନରେ ଜାତୀୟ ରାଜନୀତିକୁ ବିଶେଷ ପ୍ରଭାବିତ କରିବ ନାହିଁ ବୋଲି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର(ପିକେ) କହିଛନ୍ତି। ପାଟନାର…

ଫଡ୍‌ନବିସଙ୍କୁ ଗୃହ, ଅର୍ଥ

ମୁମ୍ବାଇ,୧୫।୮: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରବିବାର ତାଙ୍କ ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କୁ ଗୃହ, ଅର୍ଥ ଏବଂ ଯୋଜନା ବିଭାଗ ମିଳିଥିବାବେଳେ ମୁଖ୍ୟମନ୍ତ୍ରୀ ନିଜ ହାତରେ ସହରାଞ୍ଚଳ ବିକାଶ ବିଭାଗ ରଖିଛନ୍ତି। ମହାରାଷ୍ଟ୍ରରେ ଶିବସେନାର ଗୋଟିଏ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri