Home

ରାଜ୍ୟରୁ ସୁସ୍ଥ ହେଲେ ଆଉ ୫୫୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୬ା୭(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୫୫୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୮୪,୨୩୫ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

କୋଣାର୍କ ଏକ୍ସପ୍ରେସରେ ଲାଗିଲା ନିଆଁ

ଭୁବନେଶ୍ୱର,୧୬ା୭(ବ୍ୟୁରୋ): ଭୁବନେଶ୍ବରରୁ ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସରେ ନିଆଁ ଲାଗିଯାଇଥିଲା। ଫଳରେ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ। ସୂଚନାନୁଯାୟୀ, ଭୁବନେଶ୍ୱର ଷ୍ଟେଶନରୁ ଅପରାହ୍ନ ୩ଟା ୨୦ରେ କୋଣାର୍କ ଏକ୍ସପ୍ରେସ ଛାଡ଼ିଥିଲା। କିଛି ବାଟ ଯିବା ପରେ ଏସି ବଗିର ତଳେ ଥିବା ବ୍ୟାଟେରୀରେ…

ବିଶ୍ୱ ଚାମ୍ପିୟନଶିପ୍‌: ପ୍ରଥମ ଭାରତୀୟ ଆଥଲେଟ୍‌ ଭାବେ ଫାଇନାଲ ଖେଳିବେ ଶ୍ରୀଶଙ୍କର

ନୂଆଦିଲ୍ଲୀ,୧୬।୭: ପ୍ରଥମ ଭାରତୀୟ ଭାବେ ରେକର୍ଡ କରିଛନ୍ତି ଆଥଲେଟ୍‌ ମୁରଲୀ ଶ୍ରୀଶଙ୍କର। ଆଥଲେଟିକ୍ସ ବିଶ୍ୱ ଚାମ୍ପିୟନଶିପ ଲଙ୍ଗ ଜମ୍ପ ଫାଇନାଲରେ ସେ ଯୋଗ୍ୟତା ଅର୍ଜନ କରିଛନ୍ତି। ମୁରଲୀଙ୍କ ବ୍ୟତୀତ ଚାମ୍ପିୟନଶିପର ମେଡାଲ ଦୌଡ଼ରେ ଭାରତର ଅନ୍ୟତମ ଆଥଲେଟ ଅବିନାଶ ସାବଲେ ମଧ୍ୟ…

ଝିଅ କହି ନ ଥିଲେ, ଗଣମାଧ୍ୟମରୁ ଜାଣିଲି: ସୁସ୍ମିତାଙ୍କ ବାପା

ବମ୍ବେ: ବ୍ୟବସାୟୀ ଲଳିତ ମୋଦିଙ୍କୁ ଡେଟ କରୁଛନ୍ତି ପୂର୍ବତନ ବିଶ୍ୱସୁନ୍ଦରୀ ସୁସ୍ମିତା ସେନ। ଏନେଇ ଜଣାପଡ଼ିବା ପରେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ଏହି ଖୁଲାସା ଅନେକ ଲୋକଙ୍କୁ ଚକିତ କରିଛି, ଯେଉଁଥିରେ ସୁସ୍ମିତାଙ୍କ ବାପା ଏବଂ ଭାଇ ମଧ୍ୟ ଅଛନ୍ତି।…

୮୦-୯୦ ପୂରା ଶହେ ?, ନିଦରୁ ଜାଗନ୍ତୁ ପ୍ରଧାନମନ୍ତ୍ରୀ, ରାହୁଲଙ୍କ କଟାକ୍ଷ …

ନୂଆଦିଲ୍ଲୀ, ୧୬।୭ : ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ନେଇ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କଟାକ୍ଷ କରି କହିଛନ୍ତି ଯେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦରୁ ଜାଗନ୍ତୁ ଏବଂ…

ଦୀର୍ଘଦିନ ପରେ ଭେଟ ହେଲେ ବିଚ୍ଛେଦ ହୋଇଥିବା ଦୁଇ ହଂସ, ଭିଡିଓ ଦେଖିଲେ…

ସାଧାରଣତଃ ହଂସ ପକ୍ଷୀ ପ୍ରେମ ଏବଂ ଶୁଦ୍ଧତାର ପ୍ରତୀକ ବୋଲି କୁହାଯାଏ। ନିଶ୍ଚିତ ଭାବରେ ସୋସିଆଲ ମିଡିଆରେ ସେମାନଙ୍କ ସମ୍ବନ୍ଧୀୟ କିଛି ଫଟୋ କିମ୍ବା ଭିଡିଓ ପୂର୍ବରୁ ଦେଖିଥିବେ। ମାତ୍ର ଏବେ ଯେଉଁ ଦୁଇଟି ହଂସର ଭିଡିଓ ଭାଇରାଲ ହେଉଛି, ତାହା…

ସନ୍ତାନ ଜନ୍ମ ଦିଅ ଆମେ ପୋଷ୍ୟ ଗ୍ରହଣର ବ୍ୟବସ୍ଥା କରିବୁ, କହିଲେ ହାଇକୋର୍ଟ…

ନୂଆଦିଲ୍ଲୀ, ୧୬।୭ : ଜଣେ ଅବିବାହିତା ମହିଳାଙ୍କୁ ୨୩ ମାସର ଭ୍ରୁଣର ଗର୍ଭପାତ କରାଇବାକୁ ଦିଲ୍ଲୀ ହାଇକୋର୍ଟ ମନା କରି ଦେଇଛନ୍ତି। ଅଦାଲତ କହିଛନ୍ତି, ଏପରି କରିବା ଏକ ଗର୍ଭସ୍ଥ ଶିଶୁକୁ ହତ୍ୟା କରିବା ସହିତ ସମାନ। ମୁଖ୍ୟ ବିଚାରପତି ସତୀଶ…

ଟ୍ରମ୍ପ୍‌ଙ୍କ ପ୍ରଥମ ସ୍ତ୍ରୀଙ୍କ ବ୍ୟବଚ୍ଛେଦ ରିପୋର୍ଟ, ଶରୀରରେ ଆଘାତ ଚିହ୍ନ…

ଓ୍ବଶିଂଟନ, ୧୬।୭ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ପତ୍ନୀ ଇଭାନା ଟ୍ରମ୍ପଙ୍କ ଶୁକ୍ରବାର ଦେହାନ୍ତ ଘଟିଛି। ବର୍ତ୍ତମାନ ଏହା ସାମ୍ନାକୁ ଆସିଛି ଯେ ଦୁର୍ଘଟଣା ଯୋଗୁ ୭୩ ବର୍ଷୀୟ ଇଭାନାଙ୍କର ମୃତ୍ୟୁ ହୋଇଛି। ନ୍ୟୁୟର୍କର ମୁଖ୍ୟ ଚିକିତ୍ସା…

ପ୍ରାଇଭେଟ୍‌ ଜେଟ୍‌ରୁ ଭବ୍ୟ ବଙ୍ଗଳା: ସାଉଥ୍‌ ସୁପରଷ୍ଟାର ବିଜୟଙ୍କ ମୋଟ ସମ୍ପତ୍ତି ମୂଲ୍ୟ ଜାଣିଲେ…

ବମ୍ବେ: ସାଉଥ୍‌ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଆଜିର ସମୟର ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରୁ ଜଣେ। ୨୦୧୭ରେ ‘ଅର୍ଜୁନ ରେଡ୍ଡି’ ଫିଲ୍ମ ଜରିଆରେ ଡେବ୍ୟୁ କରିଥିଲେ ସେ। ପ୍ରଥମ ଫିଲ୍ମ ହିଟ୍‌ ହେବା ପରେ ରାତାରାତି ସେ ଷ୍ଟାର ପାଲଟିଥିଲେ। ଏହାପରଠାରୁ ସେ…

ମାର୍କେଟ୍‌ରେ ମିଳୁନି ଅଣ୍ଡା, ବ୍ରେଡ୍‌

କଲମ୍ବୋ,୧୬ା୭: ଶ୍ରୀଲଙ୍କାରେ ରାଜନୈତିକ ଏବଂ ଆର୍ଥିକ ସଙ୍କଟ ଯୋଗୁ ସୁପରମାର୍କେଟରେ ଖାଦ୍ୟ ଏବଂ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଶେଷ ହୋଇଗଲାଣି। ଏପରିକି ଶ୍ରୀଲଙ୍କାରେ ଲୋକେ ଗ୍ୟାସ, ରନ୍ଧନ ତୈଳ, ଚିନି, କ୍ଷୀର ପାଉଡର, ଔଷଧ ପରି ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ…

ଶ୍ରୀଲଙ୍କାରେ ଶାନ୍ତିପୂର୍ଣ୍ଣ ସାମ୍ବିଧାନିକ ଭାବେ ହେଉ କ୍ଷମତା ହସ୍ତାନ୍ତର, ଜାତିସଂଘର ଅନୁରୋଧ …

ଜେନେଭା, ୧୬।୭ : ମିଳିତ ଜାତିସଂଘ ଶ୍ରୀଲଙ୍କାର ନେତାମାନଙ୍କୁ ଦେଶର ସମ୍ବିଧାନ ଅନୁଯାୟୀ ଶାନ୍ତିପୂର୍ଣ୍ଣ ଭାବରେ କ୍ଷମତା ହସ୍ତାନ୍ତର କରିବାକୁ ଅନୁରୋଧ କରିଛି। ସପ୍ତାହେ ଧରି ଶ୍ରୀଲଙ୍କାରେ ଜାରି ରହିଥିବା ବିକ୍ଷୋଭ ପରେ ଗୋଟାବାୟା ରାଜପାକ୍ସେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି।…

ପାଣିମିଟର ପାଇଁ ବେଆଇନ ଭାବେ ଟଙ୍କା ନେଇ ବନ୍ଧା ହେଲେ ଯୁବକ

ଭୁବନେଶ୍ୱର,୧୬ା୭(ବ୍ୟୁରୋ): ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ‘ଜିରୋ ଟଲେରାନ୍ସ’ ଯୋଗୁ ଓ୍ବାଟ୍‌କୋ ନାଁରେ ବେଆଇନ ଭାବେ ଅର୍ଥ ଆଦାୟ କରୁଥିବା ଜଣେ ଯୁବକଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ପୋଲିସ। ସମ୍ପୃକ୍ତ ଯୁବକ ଏଭଳି ଅର୍ଥ ଆଦାୟ କରୁଥିବାର ଅଭିଯୋଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri