Home

ଅଖିଳେଶଙ୍କୁ ଶିବପାଳଙ୍କ ଚିଠି, ମୁଲାୟମଙ୍କୁ ଆଇଏସ୍‌ଆଇ ଏଜେଣ୍ଟ କହିଥିବା ଯଶଓ୍ବନ୍ତଙ୍କୁ କାହିଁକି ସମର୍ଥନ…

ଲକ୍ଷ୍ନୌ, ୧୬।୭ : ସମାଜବାଦୀ ପାର୍ଟିର ବିଧାୟକ ଶିବପାଲ ସିଂ ଯାଦବ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଏକ ଚିଠି ଲେଖି ରାଜନୈତିକ ଉଷ୍ଣତା ବୃଦ୍ଧି କରିଛନ୍ତି। ସେ ଲେଖିଛନ୍ତି ଯେ ଯିଏ ଏସପି ସଂରକ୍ଷକ ମୁଲାୟମ ସିଂ ଯାଦବଙ୍କ…

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ବାପା

କୋକସରା,୧୬ା୭(ଡି.ଏନ୍‌.ଏ.): କୋକସରା ଥାନା ମୋଟେର ଫାଣ୍ଡି ଅନ୍ତର୍ଗତ ଘୁମେରଗୁଡ଼ା ଗାଁରେ ଜଣେ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଜବତ କରିଛି ପୋଲିସ। ମାସକ ତଳେ ପ୍ରେମ ବିବାହ କରି ଯୁବକଙ୍କ ଘରେ ରହୁଥିବା ବେଳେ ମହିଳାଙ୍କ ଅସ୍ବାଭାବିକ ମୃତ୍ୟୁକୁ ନେଇ ବାପଘର…

ଭାଜପା-ଏଏପି ବାକ୍‌ଯୁଦ୍ଧ ଜାରି, ମୋଦି -କ୍ରେଜିଓ୍ବାଲ ମୁହାଁମୁହିଁ..

ନୂଆଦିଲ୍ଲୀ, ୧୬।୭ : ଭାଜପା ଏବଂ ଆମ ଆଦମୀ ପାର୍ଟି (ଏଏପି) ମଧ୍ୟରେ ବାକ୍‌ଯୁଦ୍ଧ ଜାରି ରହିଛି। ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ସରକାରଙ୍କ ଦ୍ୱାରା ମାଗଣା ରାବିଡ଼ି…

ଛାତ୍ରୀ ମୃତ୍ୟୁ ନେଇ ଉତ୍ତେଜନା, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

କୋରାପୁଟ,୧୬ା୭(ସ୍ବ.ପ୍ର.): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଅନୁସୂଚିତ ଜନଜାତି ଓ ଅନୁସୁଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ୮ ଶ୍ରେଣୀ ଛାତ୍ରୀଙ୍କର ଶୁକ୍ରବାର ରାତିରେ ହଷ୍ଟେଲରେ ମୃତ୍ୟୁ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ…

କେନ୍ଦ୍ର ସରକାରଙ୍କୁ ସିଜେଆଇଙ୍କ କଟାକ୍ଷ, ବିଚାରାଧିନ ମାମଲାର ସଂଖ୍ୟା ବୃଦ୍ଧିର କାରଣ କମ୍‌ ନ୍ୟାୟିକ ନିଯୁକ୍ତି …

ନୂଆଦିଲ୍ଲୀ, ୧୬।୭ : ଭାରତର ପ୍ରଧାନ ବିଚାରପତି (ସିଜେଇ) ଏନ.ଭି ରମନା ନ୍ୟାୟପାଳିକାରେ ବହୁ ସଂଖ୍ୟକ ବିଚାରାଧୀନ ମାମଲା ପାଇଁ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ ସରକାରଙ୍କ ଦ୍ୱାରା ନ୍ୟାୟିକ ପଦବୀ ପୂରଣ କରିବା ଯୋଗୁ ବିଚାରାଧିନ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୫୫୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୬ା୭(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୫୫୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୮୪,୨୩୫ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

କୋଣାର୍କ ଏକ୍ସପ୍ରେସରେ ଲାଗିଲା ନିଆଁ

ଭୁବନେଶ୍ୱର,୧୬ା୭(ବ୍ୟୁରୋ): ଭୁବନେଶ୍ବରରୁ ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସରେ ନିଆଁ ଲାଗିଯାଇଥିଲା। ଫଳରେ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ। ସୂଚନାନୁଯାୟୀ, ଭୁବନେଶ୍ୱର ଷ୍ଟେଶନରୁ ଅପରାହ୍ନ ୩ଟା ୨୦ରେ କୋଣାର୍କ ଏକ୍ସପ୍ରେସ ଛାଡ଼ିଥିଲା। କିଛି ବାଟ ଯିବା ପରେ ଏସି ବଗିର ତଳେ ଥିବା ବ୍ୟାଟେରୀରେ…

ବିଶ୍ୱ ଚାମ୍ପିୟନଶିପ୍‌: ପ୍ରଥମ ଭାରତୀୟ ଆଥଲେଟ୍‌ ଭାବେ ଫାଇନାଲ ଖେଳିବେ ଶ୍ରୀଶଙ୍କର

ନୂଆଦିଲ୍ଲୀ,୧୬।୭: ପ୍ରଥମ ଭାରତୀୟ ଭାବେ ରେକର୍ଡ କରିଛନ୍ତି ଆଥଲେଟ୍‌ ମୁରଲୀ ଶ୍ରୀଶଙ୍କର। ଆଥଲେଟିକ୍ସ ବିଶ୍ୱ ଚାମ୍ପିୟନଶିପ ଲଙ୍ଗ ଜମ୍ପ ଫାଇନାଲରେ ସେ ଯୋଗ୍ୟତା ଅର୍ଜନ କରିଛନ୍ତି। ମୁରଲୀଙ୍କ ବ୍ୟତୀତ ଚାମ୍ପିୟନଶିପର ମେଡାଲ ଦୌଡ଼ରେ ଭାରତର ଅନ୍ୟତମ ଆଥଲେଟ ଅବିନାଶ ସାବଲେ ମଧ୍ୟ…

ଝିଅ କହି ନ ଥିଲେ, ଗଣମାଧ୍ୟମରୁ ଜାଣିଲି: ସୁସ୍ମିତାଙ୍କ ବାପା

ବମ୍ବେ: ବ୍ୟବସାୟୀ ଲଳିତ ମୋଦିଙ୍କୁ ଡେଟ କରୁଛନ୍ତି ପୂର୍ବତନ ବିଶ୍ୱସୁନ୍ଦରୀ ସୁସ୍ମିତା ସେନ। ଏନେଇ ଜଣାପଡ଼ିବା ପରେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ଏହି ଖୁଲାସା ଅନେକ ଲୋକଙ୍କୁ ଚକିତ କରିଛି, ଯେଉଁଥିରେ ସୁସ୍ମିତାଙ୍କ ବାପା ଏବଂ ଭାଇ ମଧ୍ୟ ଅଛନ୍ତି।…

୮୦-୯୦ ପୂରା ଶହେ ?, ନିଦରୁ ଜାଗନ୍ତୁ ପ୍ରଧାନମନ୍ତ୍ରୀ, ରାହୁଲଙ୍କ କଟାକ୍ଷ …

ନୂଆଦିଲ୍ଲୀ, ୧୬।୭ : ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ନେଇ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କଟାକ୍ଷ କରି କହିଛନ୍ତି ଯେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦରୁ ଜାଗନ୍ତୁ ଏବଂ…

ଦୀର୍ଘଦିନ ପରେ ଭେଟ ହେଲେ ବିଚ୍ଛେଦ ହୋଇଥିବା ଦୁଇ ହଂସ, ଭିଡିଓ ଦେଖିଲେ…

ସାଧାରଣତଃ ହଂସ ପକ୍ଷୀ ପ୍ରେମ ଏବଂ ଶୁଦ୍ଧତାର ପ୍ରତୀକ ବୋଲି କୁହାଯାଏ। ନିଶ୍ଚିତ ଭାବରେ ସୋସିଆଲ ମିଡିଆରେ ସେମାନଙ୍କ ସମ୍ବନ୍ଧୀୟ କିଛି ଫଟୋ କିମ୍ବା ଭିଡିଓ ପୂର୍ବରୁ ଦେଖିଥିବେ। ମାତ୍ର ଏବେ ଯେଉଁ ଦୁଇଟି ହଂସର ଭିଡିଓ ଭାଇରାଲ ହେଉଛି, ତାହା…

ସନ୍ତାନ ଜନ୍ମ ଦିଅ ଆମେ ପୋଷ୍ୟ ଗ୍ରହଣର ବ୍ୟବସ୍ଥା କରିବୁ, କହିଲେ ହାଇକୋର୍ଟ…

ନୂଆଦିଲ୍ଲୀ, ୧୬।୭ : ଜଣେ ଅବିବାହିତା ମହିଳାଙ୍କୁ ୨୩ ମାସର ଭ୍ରୁଣର ଗର୍ଭପାତ କରାଇବାକୁ ଦିଲ୍ଲୀ ହାଇକୋର୍ଟ ମନା କରି ଦେଇଛନ୍ତି। ଅଦାଲତ କହିଛନ୍ତି, ଏପରି କରିବା ଏକ ଗର୍ଭସ୍ଥ ଶିଶୁକୁ ହତ୍ୟା କରିବା ସହିତ ସମାନ। ମୁଖ୍ୟ ବିଚାରପତି ସତୀଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri