ଅର୍ଥନୀତିରେ ୩ ଜଣଙ୍କୁ ନୋବେଲ

ସ୍ବିଡେନ୍‌,୧୦।୧୦: ରୟାଲ ସ୍ବିଡେନ ଏକାଡେମୀ ଅଫ ସାଇନ୍ସେସ ଅର୍ଥନୀତି ପାଇଁ ୨୦୨୨ ନୋବେଲ ପୁରସ୍କାର ଘୋଷଣା କରିଛି। ବେନ ଏସ ବର୍ନାଙ୍କେ, ଡଗଲାସ ଡବ୍ଲୁ ଡାଇମଣ୍ଡ ଏବଂ ଫିଲିପ ଏଚ ଡାଏବୱିଗଙ୍କୁ ବ୍ୟାଙ୍କ ଏବଂ ଆର୍ଥିକ ସଙ୍କଟ ଉପରେ ଗବେଷଣା ପାଇଁ ନୋବେଲ ପ୍ରଦାନ କରାଯାଇଛି।
ନୋବେଲ କମିଟି ଘୋଷଣା କରି କହିଛି ଯେ, ଅର୍ଥନୀତିରେ ତିନିଜଣ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ବିଶେଷ ଭାବରେ ଆର୍ଥିକ ସଙ୍କଟ ସମୟରେ ଅର୍ଥନୀତିରେ ବ୍ୟାଙ୍କର ଭୂମିକା ବିଷୟରେ ଆମର ବୁଝାମଣାକୁ ଯଥେଷ୍ଟ ଉନ୍ନତ କରିଛନ୍ତି। ତାଙ୍କ ଦ୍ୱାରା କରାଯାଇଥିବା ଅନୁସନ୍ଧାନରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ହେଉଛି ଯେ, ବ୍ୟାଙ୍କଗୁଡିକର ପତନକୁ ଏଡାଇବା କାହିଁକି ଜରୁରୀ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାନ୍ସରେ ମିଳିଥିବା କରୋନାର ନୂଆ ଭାରିଏଣ୍ଟ ‘ଆଇଏଚ୍‌ୟୁ’ ନୁହେଁ ଭୟଙ୍କର

ପ୍ୟାରିସ,୮ ।୧: ଫ୍ରାନ୍ସରେ ମିଳିଥିବା କରୋନାର ନୂଆ ଭାରିଏଣ୍ଟ ‘ଆଇଏଚ୍‌ୟୁ’ କୁ ନେଇ ଅଧ୍ୟୟନ କରାଯିବା ପରେ ଏକ ଆଶ୍ୱସ୍ତିକର ଖବର ଆସିଛି । ବିଶେଷଜ୍ଞମାନେ...

ଆଣ୍ଟାର୍କଟିକାରେ ସଙ୍କଟ: ଗ୍ରେଟର ଲଣ୍ଡନ ଆକାରର ବିଶାଳ ହିମଖଣ୍ଡ ଭାଙ୍ଗି ଅଲଗା ହେଲା…

ଲଣ୍ଡନ,୨୪।୧ : ବ୍ରିଟେନର ଏକ ଅନୁସନ୍ଧାନ କେନ୍ଦ୍ର ଦ୍ୱାରା ନିକଟରେ ହୋଇଥିବା ଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ, ଆଣ୍ଟାର୍କଟିକା ବରଫ ସେଲଫରୁ ଗ୍ରେଟର ଲଣ୍ଡନ ଆକାରର...

ଇଫେଲ ଟାଓ୍ବାରକୁ ୧୩୦ ବର୍ଷ

ପ୍ୟାରିସ,୧୭।୫(ଏଏଫ୍‌ପି):ପ୍ୟାରିସ୍‌ର ଉଚ୍ଚତମ ଇଫେଲ ଟାଓ୍ବାର ୧୩୦ ବର୍ଷରେ ପଦାର୍ପଣ କରିଛି। ରଙ୍ଗାରଙ୍ଗ ଆଲୋକ ସଜ୍ଜା ମଧ୍ୟରେ ଏହାର ପ୍ରତିଷ୍ଠା ଉତ୍ସବ ପାଳନ କରାଯାଇଛି। ୧୮୮୯ରେ ପ୍ରତିଷ୍ଠିତ...

ଆତଙ୍କବାଦୀ ସଂଗଠନ ଟିଟିପି ସହିତ ଶାନ୍ତି ଆଲୋଚନା କଲେ ପାକିସ୍ତାନ ସୈନ୍ୟ ଅଧିକାରୀ…

ଇସଲାମାବାଦ, ୨୩।୭ : ନିଷିଦ୍ଧ ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ସହିତ ପାକିସ୍ତାନର ବରିଷ୍ଠ ସୈନ୍ୟ ଅଧିକାରୀମାନେ ଶାନ୍ତି ଆଲୋଚନା କରିଛନ୍ତି। ଶନିବାର ଗଣମାଧ୍ୟମର...

ଓସ୍କାର ଦୌଡ଼ରେ ସୁଦାନ ଫିଲ୍ମ

କାଇରୋ,୨୭ା୧୨: ଅନ୍ତର୍ଜାତୀୟ ପୁରସ୍କାର ଦୌଡ଼ରେ ଦୀର୍ଘଦିନରୁ ବାଦ୍‌ ପଡିଥିବା ସୁଦାନ ଏବେ ଏଥିରେ ପ୍ରବେଶ ପାଇଁ ପଦକ୍ଷେପ ନେଇଛି। ଓସ୍କାର ପୁରସ୍କାର ପାଇବାକୁ ସୁଦାନର ଫିଲ୍ମ...

ହଂକଂର ଗୃହ ସମସ୍ୟା: ଚାଇନାର ଉଦ୍ଦେଶ୍ୟ ନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନ…

ବେଜିଂ,୧୪।୩ :  ଦାମୀ ଆକାଶ ଛୁଆଁ କୋଠାଥିବା ହଂକଂରେ ଏବେ ଗୃହ ସଙ୍କଟ ବୃଦ୍ଧି ପାଇବାରେ ଲାଗିଛି। ହଂକଂର ସାଧାରଣ ଘର ମଧ୍ୟ ଲକ୍ଷ ଲକ୍ଷ...

ଅନ୍ୟ ଦେଶ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଚାହୁଁ: ଜିନପିଙ୍ଗ…

ବେଜିଂ,୨୫।୪ : ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଭାରତର ରାଷ୍ଟ୍ରଦୂତ ପ୍ରଦୀପ କୁମାର ରାୱତ ଏବଂ ଆମେରିକାର ରାଷ୍ଟ୍ରଦୂତ ରବର୍ଟ ନିକୋଲାସ ବର୍ନସଙ୍କ ସମେତ ୭୦...

୫୦ କୋଟି ୟୁଜର୍ସଙ୍କ ତଥ୍ୟ ପ୍ରଘଟ

ନ୍ୟୁୟର୍କ, ୫ା୪: ତଥ୍ୟ ଗୋପନୀୟତା ମାମଲାରେ ପୁଣି କାଠଗଡ଼ାରେ ଛିଡ଼ା ହୋଇଛି ଫେସ୍‌ବୁକ୍‌। ଏହି ସୋସିଆଲ ସାଇଟ୍‌ ବ୍ୟବହାରକାରୀଙ୍କ ତଥ୍ୟ ହ୍ୟାକର୍ସଙ୍କ ଓ୍ବେବସାଇଟ୍‌ରେ ଘୂରି ବୁଲୁଥିବା...

Advertisement
Archives

Model This Week