Home

୩ ଫିଲ୍ମରେ ନଜର ଆସିବେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିର ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରୁ କ୍ୟାଟ୍ରିନା କୈଫ୍‌ ହେଉଛନ୍ତି ଜଣେ। ସେ ଏକ ଦଶନ୍ଧିରୁ ଅଧିକ ସମୟ ଧରି ହିନ୍ଦୀ ଫିଲ୍ମରେ ଜବରଦସ୍ତ ଅଭିନୟ କରିଆସୁଛନ୍ତି। ଦୀର୍ଘବର୍ଷ ଧରି ଏହି ଅଭିନେତ୍ରୀ ଦମ୍‌ଦାର ଡ୍ୟାନ୍ସ ଏବଂ ବଡ଼ ବଜେଟ…

କେବଳ ଭାରତ କି ତାଇଓ୍ବାନ ନୁହେଁ ଏସବୁ ଦେଶ ସହ ବି ଚାଇନାର ରହିଛି ସୀମା ବିବାଦ

ବେଜିଂ,୧୯ା୯: ଆମେରିକା କଂଗ୍ରେସ ଅଧ୍ୟକ୍ଷ ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତ ପରେ ଚାଇନା ରିପବ୍ଲିକର ଏକ ପ୍ରତିନିଧି ଦଳ ତାଇଓ୍ବାନ ଗସ୍ତ ଉପରେ ପୁଣି ଥରେ ଆକ୍ରମଣାତ୍ମକ ନିଷ୍ପତ୍ତି ନେଇଛି। ନାନ୍ସିଙ୍କ ପରି ଚାଇନା ମଧ୍ୟ ଏଥିରେ ତୀବ୍ର ପ୍ରତିକ୍ରିୟା ରଖିଛି।…

ଅଶ୍ଳୀଳ ଭିଡ଼ିଓ ନେଇ ସୁପ୍ରିମ୍‌କୋର୍ଟ କଠୋର, ଟୁଇଟର-ଫେସବୁକ୍‌ ସମେତ ସୋସିଆଲ ମିଡିଆ କମ୍ପାନୀଙ୍କୁ ରିପୋର୍ଟ ତଲବ…

ନୂଆଦିଲ୍ଲୀ, ୧୯।୯ : ସୋସିଆଲ ମିଡିଆ ପ୍ଲାଟଫର୍ମରେ ଶିଶୁ ଅଶ୍ଳୀଳତା ଏବଂ ବଳାତ୍କାର ଭିଡିଓ ଅପଲୋଡ ବନ୍ଦ କରିବାକୁ ଚେଷ୍ଟା କରିବା ମାମଲାରେ ସୁପ୍ରିମକୋର୍ଟ ଫେସବୁକ, ଟୁଇଟର ସମେତ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ କମ୍ପାନୀକୁ ୬ ସପ୍ତାହ ମଧ୍ୟରେ ଅନୁପାଳନ…

ବଢ଼ିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର,୧୯ା୯(ଭୁବନେଶ୍ୱର): ପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏହି ଘୋଷଣା ପରେ ବର୍ଦ୍ଧିତ ମହଙ୍ଗା ଭତ୍ତା ୩୧%ରୁ ୩୪%କୁ ବୃଦ୍ଧି ପାଇଛି। ଅର୍ଥାତ୍‌ ୩ ପ୍ରତିଶତ ଡିଏ ବୃଦ୍ଧି କରିଛନ୍ତି ସରକାର। ଏହି ବର୍ଦ୍ଧିତ…

ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ୯୬ ମିନିଟ୍‌ ପର୍ଯ୍ୟନ୍ତ ବାଜିବ ଘଣ୍ଟି

ଲଣ୍ଡନ,୧୯ା୯: ବ୍ରିଟେନର ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ସୋମବାର ଓ୍ବେଷ୍ଟମିନ୍‌ଷ୍ଟର ଆବେରେ ପୂର୍ଣ୍ଣ ରାଜ୍ୟ ସମ୍ମାନରେ ଅନ୍ତିମ ସଂସ୍କାର ହେବ। ରାଣୀଙ୍କ ଅନ୍ତିମ ସଂସ୍କାର ଲଣ୍ଡନ ସମୟ ୧୧ଟା ଏବଂ ଭାରତୀୟ ସମୟ ଅପରାହ୍ନ ୪ଟାରେ ହେବ। ଏହି ସମୟରେ ରାଣୀଙ୍କ ଦୀର୍ଘ…

ଅବସର ନେବ ମିଗ୍‌-୨୧…

ନୂଆଦିଲ୍ଲୀ, ୧୯।୯ : ଭାରତୀୟ ବାୟୁସେନା ମିଗ-୨୧ ଯୁଦ୍ଧ ବିମାନକୁ ଅବସର ପ୍ରଦାନ କରିବାକୁ ଯାଉଛି। ଜଣେ ଅଧିକାରୀ କହିଛନ୍ତି ଯେ ବାୟୁସେନା ସେପ୍ଟେମ୍ବର ୩୦ ରେ ମିଗ-୨୧ ଯୁଦ୍ଧ ବିମାନର ଅବଶିଷ୍ଟ ଚାରିଟି ସ୍କ୍ବାଡ୍ରନ ମଧ୍ୟରୁ ଗୋଟିଏକୁ ଅବସର ଦେବ।…

ସ୍ପେଶାଲ୍‌ ପାର୍ଟନରଙ୍କ ସହ ବସି ୬ ବଲ୍‌ରୁ ୬ ଛକା ଭିଡିଓ ଦେଖିଲେ ଯୁବରାଜ

ନୂଆଦିଲ୍ଲୀ,୧୯।୯: ସେପ୍ଟେମ୍ବର ୧୯, ୨୦୦୭, ସ୍ଥାନ- ଦକ୍ଷିଣ ଆଫ୍ରିକାର ଡର୍ବାନ ଗ୍ରାଉଣ୍ଡରେ ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଇତିହାସ ରଚିଥିଲେ। ୧୪ ବର୍ଷ ପୂର୍ବେ ଏହି ଦିନ ଯୁବରାଜ କ୍ରମାଗତ ୬ ଟି ବଲରେ ୬ ଟି ଛକା ମାରିଥିଲେ।…

ଜାପାନରେ ତାଣ୍ଡବ ରଚିଲା ‘ନାନ୍‌ମାଡୋଲ’: ଜଣେ ମୃତ, ୬୦ରୁ ଅଧିକ ଆହତ;ହଜାର ହଜାର ଲୋକ ବାସ ହରାଇଲେ

ଟୋକିଓ,୧୯ା୯: ଶକ୍ତିଶାଳୀ ଝଡ଼ ‘ନାନ୍‌ମାଡୋଲ’ ଜାପାନରେ କରାଳ ରୂପ ଦେଖାଇଛି। ଏହି ଝଡ଼ ଯୋଗୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ନିଖୋଜ ଅଛନ୍ତି। ସୋମବାର ପ୍ରବଳ ବର୍ଷା ଏବଂ ପବନ ସହ ‘ନାନ୍‌ମାଡୋଲ’ ଦକ୍ଷିଣ-ପଶ୍ଚିମ ଜାପାନ ଛୁଇଁଛି। ଏହି ଶକ୍ତିଶାଳୀ…

କଂଗ୍ରେସ ଛାଡିବାକୁ ଚାହୁଁଥିବା ନେତାଙ୍କୁ ମୁଁ ନିଜେ କାର୍‌ରେ ପଠାଇଦେବି: କମଳନାଥ

ଭୋପାଳ,୧୯।୯: ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ ଆକ୍ସନ ମୁଡ୍‌ରେ ଦେଖିବାକୁ ମିଳୁଛି। ଶଙ୍କର ଶାହ ଏବଂ ରଘୁନାଥ ଶାହାଙ୍କ ବଳିଦାନ ଦିବସରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ଦଳ ଛାଡୁଥିବା ନେତାଙ୍କୁ ଏକ ପରାମର୍ଶ ଦେଇଛନ୍ତି। ଦୁଇ…

କେବିସି-୧୪ର ପ୍ରଥମ କୋଟିପତି ହେଲେ ଜଣେ ଗୃହିଣୀ

ଅମିତାଭ ବଚ୍ଚନଙ୍କ କୁଇଜ ରିଆଲିଟି ଶୋ’ କୌନ ବନେଗା କରୋଡପତି-୧୪ରେ ପ୍ରଥମ କୋଟିପତି ଜଣେ ଗୃହିଣୀ ହୋଇଛନ୍ତି। କୋଲହାପୁରର ୪୫ ବର୍ଷ ବୟସ୍କା କବିତା ଚାୱଲା ୧ କୋଟି ପ୍ରଶ୍ନର ସଠିକ ଉତ୍ତର ଦେଇ ଚଳିତବର୍ଷର ପ୍ରଥମ କୋଟିପତି ହୋଇପାରିଛନ୍ତି। ବର୍ତ୍ତମାନ…

କୃଷକ-ଅଗ୍ନିବୀର ଆନ୍ଦୋଳନରେ ମାଓବାଦୀ ହୋଇଥିଲେ ସାମିଲ, ସଂଗଠନ ପକ୍ଷରୁ ଦାବୀ…

ନୂଆଦିଲ୍ଲୀ, ୧୯।୯ : ଭାରତରେ ନିଷିଦ୍ଧ ହୋଇଥିବା ସଂଗଠନ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ ମାଓବାଦୀ ସିପିଆଇ (ଏମ) ଦେଶରେ ନିଜର ପ୍ରଭାବ ବଜାୟ ରଖିବାକୁ ଯୋଜନା କରିଛି। ଏହା ସହିତ ମାଓବାଦୀମାନଙ୍କ ଏକ ଦଳ ମଧ୍ୟ ଦିଲ୍ଲୀର କୃଷକ ଆନ୍ଦୋଳନରେ…

ଚିତା ବିବାଦରେ ମଲ୍ଲିକାର୍ଜୁନଙ୍କ ଏଣ୍ଟ୍ରି…

ନୂଆଦିଲ୍ଲୀ, ୧୯।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ରେ ନାମ୍ବିଆରୁ ଆଣାଯାଇଥିବା ୮ ଚିତାଙ୍କୁ କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ। ଏହି ଚିତାମାନଙ୍କର ଆଗମନ ସହିତ ଗୋଟିଏ ପଟେ ଦେଶରେ ଲୋକଙ୍କ ମଧ୍ୟରେ ଖୁସିଥିବାବେଳେ ଅପରପକ୍ଷରେ ରାଜନୀତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri