Home

ଟି. ରାଜା ଭାଜପାରୁ ନିଲମ୍ବିତ, ୧୦ ଦିନ ମଧ୍ୟରେ ଦେବେ ଜବାବ…

ନୂଆଦିଲ୍ଲୀ, ୨୩।୮ : ମହାପୁରୁଷ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ମାମଲାରେ ଭାରତୀୟ ଜନତା ପାର୍ଟି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦଳ ତେଲେଙ୍ଗାନା ବିଧାୟକ ଟି ରାଜା ସିଂଙ୍କୁ ନିଲମ୍ବିତ କରିଛି। ଏହା ସହିତ ତାଙ୍କୁ ଏକ କାରଣ…

ପୂର୍ବତନ ପ୍ରଧାନମନ୍ତ୍ରୀ ନଜୀବଙ୍କୁ ୧୨ ବର୍ଷ ଜେଲ ଦଣ୍ଡାଦେଶ…

କୁଆଲାମ୍ପୁର, ୨୩।୮ : ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ନଜୀବ ରଜାକଙ୍କୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ବଡ଼ ଝଟ୍‌କା ଦେଇଛନ୍ତି। ରାଜ୍ୟ ପାଣ୍ଠିରୁ ଲୁଟ ସମ୍ପର୍କିତ ମାମଲାରେ କୋର୍ଟ ରଜାକଙ୍କୁ ୧୨ ବର୍ଷର ଜେଲ ଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି। ନ୍ୟୁଜ ଏଜେନ୍ସି ଏପି…

ଆମେରିକାର ୫୦ଟି ରାଜ୍ୟରେ ବ୍ୟାପିଲା ମଙ୍କିପକ୍ସ ସଂକ୍ରମଣ: ଗୋଟିଏ ସପ୍ତାହରେ ବିଶ୍ୱର ସର୍ବାଧିକ ମାମଲା ଚିହ୍ନଟ

ଓ୍ବାଶିଂଟନ,୨୩।୮: ଆମେରିକାରେ ମଙ୍କିପକ୍ସ ସଂକ୍ରମଣ ପ୍ରକୋପ ଥମିବାର ନା ନେଉନି। ବର୍ତ୍ତମାନ ଦେଶର ସମସ୍ତ ୫୦ଟି ରାଜ୍ୟରେ ଏହି ସଂକ୍ରମଣ ବ୍ୟାପିଥିବା ଜଣାପଡ଼ିଛି। ଅନ୍ୟ ଦେଶ ଅପେକ୍ଷା ଆମେରିକାରେ ଅଧିକ ମାମଲା ରେକର୍ଡ କରାଯାଇଛି। ଆଫ୍ରିକା ମହାଦ୍ୱୀପ ପରେ ଆମେରିକା ହେଉଛି…

ଅଖିଳେଶ ଚାହିଁଲେ ୧୫ ଦିନରେ କ୍ଷମତାଚ୍ୟୁତ ହେବେ ଯୋଗୀ ସରକାର, ୧୫୦ରୁ ଅଧିକ ଭାଜପା ବିଧାୟକ ଅସନ୍ତୁଷ୍ଟ, ନାରଦଙ୍କ ଦାବି…

ଲକ୍ଷ୍ନୌ,୨୩।୮ : ସମାଜବାଦୀ ପାର୍ଟିର ନେତା ତଥା ପୂର୍ବତନ ମନ୍ତ୍ରୀ ନାରଦ ରାୟ କହିଛନ୍ତି ଯେ ଯେଉଁ ଦିନ ଅଖିଳେଶ ଯାଦବ ତାଙ୍କ ନିଷ୍ପତ୍ତି ନେବେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ୧୫ଦିନ ମଧ୍ୟରେ କ୍ଷମତାଚ୍ୟୁତ ହେବେ। ଯୋଗୀଙ୍କ ଉପରେ ୧୫୦ରୁ…

ସକ୍ରିୟ ମାମଲା ୯୭ ହଜାର ତଳେ…

ନୂଆଦିଲ୍ଲୀ, ୨୩।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲଗାତାର ୩ ଦିନ ଧରି ସକ୍ରିୟ ମାମଲା ଏବଂ ଦୈନିକ…

ରାଷ୍ଟ୍ରପତିଙ୍କୁ ଭେଟିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୨୩।୮: କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ମଙ୍ଗଳବାର ରାଷ୍ଟ୍ରପତି ଭବନରେ ସୋନିଆ ଗାନ୍ଧୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ। ଏହି ସାକ୍ଷାତକାରକୁ କଂଗ୍ରେସ ପକ୍ଷରୁ ସୌଜନ୍ୟମୂଳକ ଓ ଔପଚାରିକ ବୋଲି କୁହାଯାଇଛି।…

ଲଶ୍କର-ଏ-ତୋଏବାର ୨ଆତଙ୍କବାଦୀ ଗିରଫ: ଗୋଳାବାରୁଦ, ଅସ୍ତ୍ରଶସ୍ତ୍ର ଜବତ

ବଡ଼ଗାମ,୨୩।୮: ଜମ୍ମୁ-କଶ୍ମୀରର ବଡ଼ଗାମ ଜିଲାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୋମବାର ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଏବାର ୨ଆତଙ୍କବାଦୀ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି। ଏଥିସହ ବିପୁଳ ପରିମାଣର ଗୋଳାବାରୁଦ ମଧ୍ୟ ଜବତ କରାଯାଇଛି। ସୂଚନାଯୋଗ୍ୟ, ସେନା ଓ ପୋଲିସର ମିଳିତ ଉଦ୍ୟମରେ…

କଳା ଚଷମା ଗୀତରେ ନାଚିଲେ ଭାରତୀୟ ଖେଳାଳି

ହରାରେ,୨୩।୮: ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜକୁ ୩-୦ ବ୍ୟବଧାନରେ ଜିତିବା ପରେ ଭାରତୀୟ ଖେଳାଳିମାନେ ବିଜୟ ଉତ୍ସବ ପାଳନ କରିଥିଲେ। ଅଧିନାୟକ ଲୋକେଶ ରାହୁଲଙ୍କ ଠାରୁ ଆରମ୍ଭ କରି ଶିଖର ଧାୱନ ଏବଂ ଇଶାନ କିଶନ ପର୍ଯ୍ୟନ୍ତ ସମସ୍ତ ଖେଳାଳି ବହୁତ…

ବର୍ଷାଦିନେ ଦିଶିବେ ଷ୍ଟାଇଲିଶ୍‌

ସୁନ୍ଦର ଦେଖାଯିବା ସହିତ ଆରାମଦାୟକ ଅନୁଭବ ପାଇଁ ବର୍ଷାଦିନେ ଠିକ୍‌ ପୋଷାକ ଚୟନ କରିବା ନିହାତି ଆବଶ୍ୟକ। ତେଣୁ ଏହି ଋତୁରେ କେଉଁ ଫାବ୍ରିକର ପୋଷାକ ପିନ୍ଧିବେ ଜାଣିରଖନ୍ତୁ… ବର୍ଷାଦିନେ ଶୀଘ୍ର ଶୁଖିଯାଉଥିବା ଭଳି ଫାବ୍ରିକ ବ୍ୟବହାର କରନ୍ତୁ। କିନ୍ତୁ ଟ୍ରାନ୍ସପରେଣ୍ଟ…

କଫିରୁ ମିଳିବ ସୁନ୍ଦର ତ୍ୱଚା

କଫି ବ୍ୟବହାର କରି ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି କରାଯାଇପାରିବ। ଏଥିରେ ଥିବା ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଉପାଦାନ ତ୍ୱଚାର କଳାଦାଗ ଦୂରକରିବା ସହିତ ଉଜ୍ଜ୍ୱଳତା ବୃଦ୍ଧି କରିିଥାଏ। ଜାଣନ୍ତୁ ଏହାକୁ ବ୍ୟବହାର କରିବାର ଉପାୟ … କଫିକୁ ଫେସ୍‌ ମାସ୍କଭାବେ ବ୍ୟବହାର କରାଯାଇପାରିବ।…

ହୋମ୍‌ ମ୍ୟାନେଜର

କିଏ କହେ କଞ୍ଜୁସ୍‌ ତ କିଏ କହେ ମିତବ୍ୟୟୀ। କିନ୍ତୁ ସାମ୍ପ୍ରତିକ ବଜାର ସ୍ଥିତିକୁ ଦେଖି ଏବେ ସତର୍କ ହୋଇଛନ୍ତି ସେମାନେ। ଆବଶ୍ୟକତା ଦେଖି କିଣାକିଣି କରିବାକୁ ପଡୁଛି। ଏମିତି ବିଭିନ୍ନ କ୍ଷେତ୍ରରେ ଖର୍ଚ୍ଚକାଟ କରି ଘର ବଜେଟକୁ ସଜାଡ଼ି ସେମାନେ…

୨୮ ପଞ୍ଚାୟତର ୧୦ ହଜାର ଲୋକ ଜଳବନ୍ଦୀ

ଜଳେଶ୍ୱର, ୨୩ା୮(ଡି.ଏନ.ଏ.):ସୁବର୍ଣ୍ଣରେଖାରେ ବନ୍ୟା ଯୋଗୁ ଜଳେଶ୍ୱର ବ୍ଲକ ୨୮ଟି ପଞ୍ଚାୟତର ୧୪୯ ଗାଁ ପ୍ରଭାବିତ ହୋଇଛି ା ଏଥିରେ ୧୦ହଜାର ଲୋକ ଜଳବନ୍ଦୀ ହୋଇଥିବା ବେଳେ ୧୧୪ଟି କେନ୍ଦ୍ରରେ ଥଇଥାନ କରାଯାଇଛି ା ସେମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଛି। ୬ହଜାର ହେକ୍ଟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri