Home

କିଙ୍ଗ୍‌ ଚାର୍ଲସ୍‌ଙ୍କ ନୂଆ ମନୋଗ୍ରାମ ଜାରି

ଲଣ୍ଡନ: ୨୮।୯: ବ୍ରିଟେନ୍‌ରେ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଶାସନର ଅନ୍ତ ଘଟି ଚାର୍ଲସ୍‌ ତୃତୀୟଙ୍କ ରାଜୁତି ଆରମ୍ଭ ହୋଇଛି। ରାଜା ଚାର୍ଲସ୍‌ଙ୍କ ନୂଆ ମନୋଗ୍ରାମ ଅନାବରଣ କରାଯାଇଛି। ମଙ୍ଗଳବାର ପ୍ରଥମ ଥର ପାଇଁ ରାଜା ଏହି ମନୋଗ୍ରାମକୁ ବ୍ୟବହାର କରିଛନ୍ତି। କଲେଜ୍‌…

କେନ୍ଦ୍ର ସରକାରଙ୍କୁ ଘେରିଲେ ଲାଲୁ, କହିଲେ ଆରଏସଏସକୁ କରାଯାଉ ବ୍ୟାନ୍‌…

ପାଟନା, ୨୮।୯ : ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)କୁ ୫ ବର୍ଷ ପାଇଁ ନିଷିଦ୍ଧ ଘୋଷଣା ପରେ ଏବେ ଦେଶରେ ରାଜନୈତିକ ସ୍ଥିତିରେ ଉଷ୍ଣତା ଭରିବା ଆରମ୍ଭ ହୋଇଛି। ସରକାରଙ୍କ କାର୍ଯ୍ୟାନୁଷ୍ଠାନ ପରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ…

ମଧ୍ୟପ୍ରଦେଶ ଛାଡ଼ିବି ନାହିଁ: କମଲନାଥ

ନୂଆଦିଲ୍ଲୀ,୨୮।୯: କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ରେସ୍‌ରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ନାମକୁ ନେଇ ଚର୍ଚ୍ଚା ହୋଇଥିଲା। ଗତ କିଛି ଦିନ ତଳେ ତାଙ୍କ ଦିଲ୍ଲୀ ଗସ୍ତ ଏହି ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଥିଲା। ତେବେ କମଲନାଥ ଏହି ଆଲୋଚନାରେ ପୂର୍ଣ୍ଣଚ୍ଛେଦ…

ଲାଲୁ ଚିକିତ୍ସା ପାଇଁ ଯିବେ ସିଙ୍ଗାପୁର, ମିଳିଲା କୋର୍ଟଙ୍କ ଅନୁମତି…

ପାଟନା, ୨୮।୯ : ଆଇଆରସିଟିସି ସ୍କାମ ମାମଲାରେ ଅଭିଯୁକ୍ତ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଚିକିତ୍ସା ପାଇଁ ସିଙ୍ଗାପୁର ଯିବାକୁ ଅନୁମତି ଦିଆଯାଇଛି। ଲାଲୁ ଯାଦବଙ୍କୁ ଅକ୍ଟୋବର ୧୦ ରୁ ୨୫ ପର୍ଯ୍ୟନ୍ତ ସିଙ୍ଗାପୁରରେ ଚିକିତ୍ସା କରିବାକୁ ଅନୁମତି…

ଆଇଆରସିଟିସି ଦୁର୍ନୀତି, ୧୮ ଅକ୍ଟୋବରରେ ହାଜର ହେବାକୁ ତେଜସ୍ବୀଙ୍କୁ ନୋଟିସ…

ପାଟନା, ୨୮।୯ : ଆଇଆରସିଟିସି ଦୁର୍ନୀତିରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ଅଡୁଆ ବଢ଼ିବାରେ ଲାଗିଛି। ତେଜସ୍ବୀଙ୍କୁ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ଅକ୍ଟୋବର ୧୮ ରେ ହାଜର ହେବାକୁ କହିଛନ୍ତି। ତାଙ୍କ ଜାମିନ ବାତିଲ କରିବାକୁ ସିବିଆଇର ଆବେଦନ ଉପରେ…

ଭାରତର ସ୍ଥାୟୀ ସଦସ୍ୟତାକୁ ଶ୍ରୀଲଙ୍କାର ସମର୍ଥନ

କଲମ୍ବୋ,୨୮।୯: ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଭାରତ ଏବଂ ଜାପାନର ସ୍ଥାୟୀ ସଦସ୍ୟତାକୁ ଶ୍ରୀଲଙ୍କା ସମର୍ଥନ କରିବ ବୋଲି ଏହାର ରାଷ୍ଟ୍ରପତି ରାନିଲ ଓ୍ବିକ୍ରମସିଙ୍ଘେ ମଙ୍ଗଳବାର କହିଛନ୍ତି। ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଶେଷକୃତ୍ୟରେ ଯୋଗଦେବା ଲାଗି ଟୋକିଓ ଯାଇଥିବା…

ମାଉଣ୍ଟ ମାନସଲୁରେ ହିମ ସ୍ଖଳନ, ୩ ପର୍ବତାରୋହୀଙ୍କ ମୃତ୍ୟୁ…

କାଠମାଣ୍ଡୁ, ୨୮।୯ : ନେପାଳର ମାନସଲୁ ମାଉଣ୍ଟରେ ଏକ ବଡ଼ ଧରଣର ଦୁର୍ଘଟଣାରେ ତିନି ପର୍ବତାରୋହୀଙ୍କ ମୃତ୍ୟୁ ଘଟିଛି। ମାଉଣ୍ଟ ମାନସଲୁରେ ହିମ ସ୍ଖଳନ ଯୋଗୁ ଏଭଳି ଘଟିଛି। ଏଥିରେ ୧୨ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ତେବେ ୭…

ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା, ରାଜ୍ୟକୁ ଭାଜପାକୁ ହସ୍ତାନ୍ତର କରିବା ସହ ସମାନ: ଗେହଲଟ ଗୋଷ୍ଠୀ

ଜୟପୁର,୨୮।୯: ରାଜସ୍ଥାନରେ କଂଗ୍ରେସରେ ଏବେ ରାଜନୈତିକ ସଙ୍କଟ ଦେଖାଦେଇଛି। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନାମ ସାମ୍ନାକୁ ଆସିବା ପରେ ଦଳରେ କନ୍ଦଳ ସୃଷ୍ଟି ହୋଇଥିଲା। ଗେହଲଟଙ୍କ ସମର୍ଥକ ବିଧାୟକମାନେ ବିଦ୍ରୋହ କରିଥିବା ଦେଖିବାକୁ ମିଳିଛି। ଇତିମଧ୍ୟରେ…

ୟୁକ୍ରେନ୍‌ର ୧୫ ପ୍ରତିଶତ ଅଞ୍ଚଳ ଦଖଲ କରିବା ଯୋଜନା, ସଂସଦରେ ପୁଟିନ କରିବେ ବଡ଼ ଘୋଷଣା…

ମସ୍କୋ, ୨୮।୯ : ରୁଷିଆ ୟୁକ୍ରେନର ଦଖଲ କରିଥିବା ଅଞ୍ଚଳରେ ଏକ ଜନମତ ସଂଗ୍ରହ କରିଛି। ଚାରି ଦିନିଆ ଜନମତ ସଂଗ୍ରହ ମଙ୍ଗଳବାର ଶେଷ ହୋଇଛି। ବାସ୍ତବରେ, ଏହି ଜନମତ ସଂଗ୍ରହ ମାଧ୍ୟମରେ ରୁଷିଆ ଏହି ଅଞ୍ଚଳଗୁଡ଼ିକୁ ନିଜ ସହିତ ମିଶ୍ରଣ…

ମଦ ନୀତି ମାମଲାରେ ସମୀର ମହେନ୍ଦ୍ରୁ ଗିରଫ: ଏବେ ସିସୋଡିଆଙ୍କ ପାଳି, ଏଏପିର ଆଶଙ୍କା

ନୂଆଦିଲ୍ଲୀ,୨୮।୯: ଦିଲ୍ଲୀର ମଦ ନୀତି ମାମଲାରେ ବ୍ୟବସାୟୀ ସମୀର ମହେନ୍ଦ୍ରୁଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବୁଧବାର ଗିରଫ କରିଛି। ସେ ଇଣ୍ଡୋ ସ୍ପିରିଟ୍ସର ଏମ୍‌ଡି। ନିକଟରେ ସମୀରଙ୍କ ଘର ଓ କାର୍ଯ୍ୟାଳୟ ଉପରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏକ୍ସାଇଜ ସ୍କାମରେ ଇଡିର…

ବିମୁଦ୍ରୀକରଣ ମାମଲାର ବିଚାର ଅକ୍ଟୋବର ୧୨ରେ…

ନୂଆଦିଲ୍ଲୀ, ୨୮।୯ : ଅକ୍ଟୋବର ୧୨ ରେ ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚ ବିମୁଦ୍ରୀକରଣ ମାମଲାର ଶୁଣାଣି କରିବେ। ଶୁଣାଣି ସମୟରେ ପ୍ରଥମେ ନିଷ୍ପତ୍ତି ନିଆଯିବ ଯେ ଏହି ପ୍ରସଙ୍ଗରେ ଶୁଣିବାକୁ କିଛି ବାକି ଅଛି କି ନାହିଁ? ପୁରୁଣା ୫୦୦ ଏବଂ…

ୟୁକ୍ରେନ୍‌ ଯୁଦ୍ଧ ଅନ୍ତର୍ଜାତୀୟ ସମୁଦାୟ ପାଇଁ ଚିନ୍ତାର ବିଷୟ, ୟୁଏନଏସସିରେ ଭାରତର ମତ…

ଜେନେଭା, ୨୮।୯ : ୟୁକ୍ରେନ୍‌ ଯୁଦ୍ଧ ନେଇ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ଭାରତ ନିଜର ମତ ରଖିଛି। ଭାରତ କହିଛି ଯେ, ଏହା ଅନ୍ତର୍ଜାତୀୟ ସମୁଦାୟ ପାଇଁ ଚିନ୍ତାର ବିଷୟ ପାଲଟିଛି। ମିଳିତ ଜାତିସଂଘର ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri