Home

ଅକ୍ଷୟଙ୍କ ଫିଲ୍ମର ମଜା ଉଡାଇଲେ ଉର୍ଫି; କହିଲେ ଏହା ୩୦ ବର୍ଷ ପରେ କାହିଁକି ରିଲିଜ ହେଲା…

ବମ୍ବେ: ଗୋଟିଏ ପଟେ ବଏକଟ ଟ୍ରେଣ୍ଡ ବଲିଉଡ୍‌ ଫିଲ୍ମ ନିିର୍ମାତାମାନଙ୍କ ନିଦ ହଜାଇଥିବା ବେଳେ ଫିଲ୍ମର କାହାଣୀ ଯୋଗୁ କିଛି ଦର୍ଶକଙ୍କ ଏଥିରୁ ମୁହଁ ଫେରାଇ ନେଉଛନ୍ତି। ଏହି କ୍ରମରେ ଲଗାତାର ଭାବେ ବକ୍ସଅଫିସ୍‌ରେ ଫ୍ଲପ ହେଉଛନ୍ତି ଖିଲାଡି କିଙ୍ଗ ଅକ୍ଷୟ…

କ୍ରୁନାଲ ପାଣ୍ଡ୍ୟାଙ୍କୁ ପୁଣି ଏକ ଝଟ୍‌କା

ନୂଆଦିଲ୍ଲୀ,୨୩।୮: ପ୍ରଥମେ ଭାରତୀୟ କ୍ରିକେଟ ଟିମ୍‌ରୁ ବାହାରିିଥିବା କ୍ରୁନାଲ ପାଣ୍ଡ୍ୟାଙ୍କୁ ପୁଣି ଏକ ଝଟ୍‌କା ଲାଗିଛି। ୩୧ ବର୍ଷୀୟ ଏହି କ୍ରିକେଟର ରୟାଲ ଲଣ୍ଡନ ଓ୍ବାନ୍‌ ଡେ କପ୍‌ରୁ ବାଦ୍‌ ପଡ଼ିଛନ୍ତି। ସେ ଏହି ଟୁର୍ନାମେଣ୍ଟରେ ଇଂଲିଶ କାଉଣ୍ଟିଂ ଓ୍ବାର୍‌ଓ୍ବିକ୍ସାୟାରର ଅଂଶ…

କଂଗ୍ରେସ ସରକାର ସମୟରେ ପାକିସ୍ତାନ ଲଗାତାର କରୁଥିଲା ଆତଙ୍କବାଦୀ ଆକ୍ରମଣ…

ନୂଆଦିଲ୍ଲୀ, ୨୩।୮ : କେନ୍ଦ୍ରରେ କଂଗ୍ରେସ ସରକାର ବହୁବର୍ଷ ଧରି ରହିଥିଲେ। ଏହି ସମୟରେ ପାକିସ୍ତାନ ନିଜ ଇଛା ଅନୁସାରେ ଯେବେ ଚାହୁଁଥିଲା ଲଗାତାର ଆତଙ୍କବାଦୀ ଆକ୍ରମଣ କରୁଥିଲା ବୋଲି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଅଭିଯୋଗ କରିଛନ୍ତି। ମଙ୍ଗଳବାର ଦିଲ୍ଲୀରେ…

ରନଓ୍ବେରେ ବିମାନରେ ଯାନ୍ତ୍ରିକ ତ୍ରୁଟି: ନୌସେନା ସହାୟତାରେ ଯାତ୍ରୀ ଉଦ୍ଧାର

ପଣଜୀ,୨୩।୮: ଗତ କିଛି ଦିନରୁ ବିମାନରେ ତ୍ରୁଟିପୂର୍ଣ୍ଣ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଇଛି। ପ୍ରତ୍ୟେକ ଦିନ ଏସମ୍ପର୍କିତ ଖବର ସାମ୍ନାକୁ ଆସୁଛି। ଇତିମଧ୍ୟରେ ଗୋଆରୁ ମୁମ୍ବାଇ ଯାଉଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିବା ଜଣାପଡ଼ିଛି। ଗୋଆ ବିମାନ ବନ୍ଦରର…

ସୁଧୁରୁଛି ରାଜୁଙ୍କ ସ୍ବାସ୍ଥ୍ୟାବସ୍ଥା: ଝିଅ ଅନ୍ତରା ଦେଲେ ହେଲ୍‌ଥ ଅପଡେଟ୍‌

ନୂଆଦିଲ୍ଲୀ,୨୩।୮: ବଲିଉଡ୍‌ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ଗତ ୧୩ଦିନ ହେଲାଣି ଚେତା ଫେରିନାହିଁ। ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲର ଆଇସିୟୁରେ ତାଙ୍କୁ ଭର୍ତ୍ତି କରାଯାଇଛି। ରାଜୁଙ୍କ ଆଶୁ ଆରୋଗ୍ୟ ପାଇଁ ସମଗ୍ର ଦେଶ, ପ୍ରଶଂସକ ଓ ପରିବାରଲୋକେ ପ୍ରାର୍ଥନା କରୁଛନ୍ତି। ତାଙ୍କ…

ଭାରତ ପାଇଁ ଖେଳିବାକୁ ତ ସୁଯୋଗ ମିଳୁଛି ଭାବି ନିଜକୁ ବୁଝାଇ ଦିଏ: ଅକ୍ଷର ପଟେଲ

ହରାରେ,୨୩।୮: ଦୁଇଟି ମ୍ୟାଚ୍‌ ଖେଳି ଦଳରୁ ବାଦ୍‌ ପଡ଼ିଲେ ଖେଳାଳିଙ୍କୁ କଷ୍ଟ ହୋଇଥାଏ। ହେଲେ ଟିମ୍‌ ଇଣ୍ଡିଆ ଅଲରାଉଣ୍ଡର ଅକ୍ସର ପଟେଲ ତାଙ୍କୁ ମିଳୁଥିବା ପ୍ରତ୍ୟେକ ସୁଯୋଗକୁ ପୁଞ୍ଜି କରି ରଖିବାକୁ ଚାହୁଁଛନ୍ତି। ୨୦୧୪ରୁ ଦିନିକିଆ କ୍ରିକେଟରେ ୫୦ରୁ ଅଧିକ ଉଇକେଟ…

ରାହୁଲଙ୍କୁ ବାଧ୍ୟ କରି ପାରିବୁ ନାହିଁ, କଂଗ୍ରେସ ଅଧ୍ୟକ୍ଷ ନେଇ ଦିଗବିଜୟଙ୍କ ଉତ୍ତର…

ନୂଆଦିଲ୍ଲୀ, ୨୩।୮ : କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ରାହୁଲ ଗାନ୍ଧୀଙ୍କୁ ଦଳର ଅଧ୍ୟକ୍ଷ କରିବା ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କୁ ଦଳର ନୂତନ ଅଧ୍ୟକ୍ଷ ହେବାକୁ ବାଧ୍ୟ କରାଯାଇ ପାରିବ…

ଏଏପି ପାଖରେ ଯଦି ଅଫର ରେକର୍ଡିଂ ଅଛି ତେବେ ଭାଜପାର ପର୍ଦ୍ଦାଫାଶ୍‌ କରାଯାଉ, କହିଲା ଏନସିପି…

ନୂଆଦିଲ୍ଲୀ, ୨୩।୮ : ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଭାଜପା ପକ୍ଷରୁ ଦିଆଯାଇଥିବା ଅଫରକୁ ନେଇ ରାଜନୈତିକସ୍ତରରେ କାଦୁଅ ଫିଙ୍ଗା ଜାରି ରହିଛି। ମଙ୍ଗଳବାର ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପି କହିଛି ଯେ, ଯଦି ଏଏପି ପାଖରେ ଏହି ଅଫର ରେକର୍ଡିଂ…

ବିକ୍ରମ ଦୋରାଇସ୍ବାମୀ ଇଂଲଣ୍ଡରେ ଭାରତର ନୂଆ ହାଇ କମିଶନର ନିଯୁକ୍ତ…

ନୂଆଦିଲ୍ଲୀ, ୨୩।୮ : ଅଭିଜ୍ଞ କୂଟନୀତିଜ୍ଞ ବିକ୍ରମ କେ. ଦୋରାଇସ୍ବାମୀ ମଙ୍ଗଳବାର ବ୍ରିଟେନରେ ଭାରତର ନୂତନ ହାଇ କମିଶନର ଭାବରେ ନିଯୁକ୍ତ ହୋଇଛନ୍ତି। ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ରଣନୀତିକ ସମ୍ପର୍କକୁ ଦୃଷ୍ଟିରେ ରଖି ଏହା ଏକ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି…

ଭାବବିହ୍ବଳ ହେଲେ ହିନା

ବମ୍ବେ: ଭାବବିହ୍ବଳ ହୋଇଛନ୍ତି ଅଭିନେତ୍ରୀ ହିନା ଖାଁ। ବାପାଙ୍କୁ ହରାଇବା ପରେ ଏବେ ମା’ ହିଁ ତାଙ୍କର ସବୁକିଛି। ହିନାଙ୍କ ସୁଖଦୁଃଖରେ, ହାରଜିତ୍‌ରେ ସେ ଏବେ ହିନାଙ୍କ ଛାଇ ଭଳି ରହିଛନ୍ତି। ଏଥିପାଇଁ ତ ଆଜି ମା’ ରୁକ୍ସାନା ଅସଲମ ଖାଁଙ୍କ…

ବିଲେଇ ନା ବ୍ୟାଙ୍କ କ୍ୟାସିଅର! ଏମିତି ଟଙ୍କା ଗଣୁଛି ଯେ ଭିଡିଓ ଦେଖିଲେ…

ଆଜିର ଅତ୍ୟାଧୁନିକ ଯୁଗରେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ସଂଖ୍ୟା ଅଧିକ। ଏଥିପାଇଁ ତ କିଛି ବି ଅଜବ ଘଟଣା କେଇଁ ମୂହୁର୍ତ୍ତରେ ଭାଇରାଲ ହୋଇଯାଏ। ସେଥିରୁ କିଛି ମଜାଦାର ହୋଇଥିବା ବେଳେ କିଛି ଆଶ୍ଚର୍ଯ୍ୟକର। ଏହି କ୍ରମରେ ଏବେ ଏକ ବିଲେଇର…

ଭିଏଲ-ଏସଆରଏସଏଏମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ…

ନୂଆଦିଲ୍ଲୀ/ବାଲେଶ୍ୱର(ବ୍ୟୁରୋ), ୨୩।୮ : ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ନୌସେନା ମଙ୍ଗଳବାର ଭର୍ଟିକାଲ ଶର୍ଟ ରେଞ୍ଜ ସର୍ଫେସ ଟୁ ଏୟାର ମିଜାଇଲ (ଭିଏଲ-ଏସଆରଏସଏଏମ)ର ସଫଳତାର ସହ ପରୀକ୍ଷଣ କରିଛନ୍ତି। ଓଡ଼ିଶାର ଚାନ୍ଦିପୁର ଉପକୂଳରୁ ଏକ ଭାରତୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri