Home

ତଥ୍ୟ ସୂଚନା ମାଗିବାରୁ ହତ୍ୟା ଧମକ

କେନ୍ଦ୍ରାପଡ଼ା ଅଫିସ,୨ା୯: ପଞ୍ଚାୟତ ଉନ୍ନୟନ ଖର୍ଚ୍ଚର ତଥ୍ୟ ମାଗିବାରୁ ମାର୍ଶାଘାଇ ଥାନା କରଞ୍ଜ ଗାଁର ଦଳିତ ବର୍ଗର ସୂଚନା ଅଧିକାର କର୍ମୀ ଜନକର ଜେନାଙ୍କୁ ହତ୍ୟା ଧମକ ଦିଆଯିବା ସହ ମାଡ ମରାଯାଇଛି। ଏ ନେଇ ଥାନାରେ ଅଭିଯୋଗପତ୍ର ଦିଆଯାଇଥିଲେ ମଧ୍ୟ…

କଂଗ୍ରେସର ଅଧ୍ୟକ୍ଷ ପଦକୁ ନେଇ ବଡ ଖବର, ଭୋଟର ଲିଷ୍ଟ ଜାରି କରିବାକୁ ଦାବି କଲେ ଥରୁର

ନୂଆଦିଲ୍ଲୀ,୨ ।୯: କଂଗ୍ରେସର ସଙ୍କଟ ଶେଷ ହେଉନାହିଁ । ଏବେ ଅଧ୍ୟକ୍ଷ ପଦକୁ ନେଇ କଂଗ୍ରେସରେ ଟଣାଭିଡା ଆରମ୍ଭ ହୋଇଗଲାଣି । ସମସ୍ତ ଅସ୍ତୁଷ୍ଟ ନେତାଙ୍କ ପରେ ଏବେ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଭୋଟର ଲିଷ୍ଟ ଜାରି କରିବାକୁ…

ଦୋଛକିରେ ଆଦିବାସୀ ମହିଳା ଶ୍ରମିକଙ୍କ ଜୀବନ

ମହାକାଳପଡ଼ା,୨ା୯(ଡି.ଏନ୍‌.ଏ.): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ମହିଳା ଶ୍ରମିକମାନଙ୍କୁ ମିଳୁନି ପୁରୁଷ ଶ୍ରମିକମାନଙ୍କ ପରି ଉପଯୁକ୍ତ ପାରିଶ୍ରମିକ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳରେ ବସବାସ କରୁଥିବା ଶ୍ରମିକମାନଙ୍କୁ ନିଜ ଗଁା ଓ ପଞ୍ଚାୟତ…

ଗାଇଡ୍‌ଲାଇନ ଉଲ୍ଲଂଘନ, ଲକ୍ଷେ ଟଙ୍କା ଫାଇନ

କେନ୍ଦ୍ରାପଡ଼ା ଅଫିସ,୨ା୯: କେନ୍ଦ୍ରାପଡ଼ା ଅର୍ବାନ କୋ ଅପରେଟିଭ ବ୍ୟାଙ୍କ ଏନ୍‌ପିଏ (ନନ୍‌ ଫର୍ମିଂ ଆସେଟ୍‌ସ) ଓ ଅଧିକ କର୍ମଚାରୀ ନିଯୁକ୍ତିକୁ ନେଇ ଚର୍ଚ୍ଚାରେ ଅଛି। ଏହି ସମୟରେ ଗାଇଡଲାଇନ ଉଲ୍ଲଂଘନ କରିଥିବାରୁ ୧ ଲକ୍ଷ ଟଙ୍କା ଆର୍‌ବିଆଇ (ରିଜର୍ଭ ବ୍ୟାଙ୍କ ଅଫ୍‌…

ଚାଷଜମିରୁ ନିଷ୍କାସନ ହୋଇପାରୁନି ବନ୍ୟାଜଳ

ଆଳି,୨ା୯(ଡି.ଏନ.ଏ.): ଚଳିତ ଥର ବନ୍ୟାରେ କେନ୍ଦ୍ରାପଡ଼ା ଜିଲା ଆଳି ଅଞ୍ଚଳରେ ପ୍ରବାହିତ ଖରସ୍ରୋତା, ବ୍ରାହ୍ମଣୀ ଓ କାଣୀନଦୀରେ ଜଳସ୍ତର ବୃଦ୍ଧି ପାଇ ମୁଖ୍ୟ ରାସ୍ତା ବୁଡ଼ିଯିବା ସହ ହଜାର ହଜାର ହେକ୍ଟର ଚାଷଜମି ବୁଡାଇ ଦେଇଥିଲା। ସପ୍ତାହେ ହେବ ବନ୍ୟା କମିଯାଇଛି।…

ଆର୍ଜେଣ୍ଟିନା ଉପରାଷ୍ଟ୍ରପତିଙ୍କ ଉପରେ ମରଣାନ୍ତକ ଆକ୍ରମଣ ଯୋଜନା ପଣ୍ଡ

ବୁଏନୋସ୍‌ ଆଇରେସ୍‌,୨।୯: ଆର୍ଜେଣ୍ଟିନାର ଉପରାଷ୍ଟ୍ରପତି କ୍ରିଷ୍ଟିନା ଫର୍ଣ୍ଣାଡିଜ୍‌ଙ୍କ ଉପରେ ମରଣାନ୍ତକ ଆକ୍ରମଣ ଯୋଜନା ପଣ୍ଡ ହୋଇଛି। ଉପରାଷ୍ଟ୍ରପତିଙ୍କ ଘର ବାହାରେ ଜଣେ ବନ୍ଧୁକଧାରୀ ତାଙ୍କ ଉପରେ ଆକ୍ରମଣ କରିଥିଲେ। କିନ୍ତୁ ସୁରକ୍ଷାକର୍ମୀମାନେ ବନ୍ଧୁକଧାରୀଙ୍କୁ କାବୁ କରିବାରେ ସମର୍ଥ ହୋଇଥିଲେ। ଏହି ଘଟଣା…

ଅଧିନାୟକ ହେବେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୨।୯: ରୋଡ ସେଫ୍‌ଟି ଓ୍ବାଲର୍‌ଡ ସିରିଜ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। ଗତ ବର୍ଷ ଏହି ଟୁର୍ନାମେଣ୍ଟ ହିଟ ହୋଇଥିଲା ଏବଂ ବହୁ ସଂଖ୍ୟକ ଲୋକ ସେମାନଙ୍କ ପ୍ରିୟ କ୍ରିକେଟରଙ୍କ ଖେଳ ଦେଖିବା ପାଇଁ ଷ୍ଟାଡିୟମକୁ ଆସିଥିଲେ। ଗତଥର ରାୟପୁରରେ…

ଆବର୍ଜନାରେ ପୋତି ହେଉଛି ମୂଳ ଖରସ୍ରୋତା

ରସୁଲପୁର,୨ା୯(ଡି.ଏନ.ଏ.): ରସୁଲପୁର ବ୍ଲକ୍‌ ଅଞ୍ଚଳର ଉତ୍ତର ସୀମାରେ ପ୍ରବାହିତ ମୂଳ ଖରସ୍ରୋତା ନଦୀ ଏବେ ଆବର୍ଜନାରେ ପୋତି ହେଉଛି। ଏହି ନଦୀର ତଳମୁଣ୍ଡ ଖଣ୍ଡିତରଠାରେ ନିର୍ମିତ ସ୍ଲୁଇସ୍‌ଗେଟ୍‌ ବନ୍ୟା ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି। ଫଳରେ ନଦୀରେ ଆସିଥିବା ପ୍ରଥମ ବନ୍ୟାଜଳରେ…

ଲଜ୍‌ ସିଲ, ୬ ଜେଲ୍‌ ଗଲେ

ପାଣିକୋଇଲି,୨ା୯(ଡି.ଏନ.ଏ.): ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ଲଜ୍‌ରେ ଦେହ ବ୍ୟବସାୟ ଚାଲୁଥିବା ଖବର ପାଇ ପୋଲିସ ବୁଧବାର ସକାଳେ ଚଢ଼ାଉ କରିଥିବାବେଳେ ତାହାକୁ ସିଲ୍‌ କରିଛି। ଏଥିସହିତ ଗୁରୁବାର ଜଣେ ଗ୍ରାହକ, ମାଲିକ,…

ଅଡ଼ଶପୁରକୁ ଗଡ଼ିଲା ମୋ’ ବସ୍‌

କଣ୍ଟାପଡା,୨ା୯(ଡି.ଏନ୍‌.ଏ.): ଦୀର୍ଘଦିନର ଦାବି ପରେ କଣ୍ଟାପଡା ବ୍ଲକ ଅନ୍ତର୍ଗତ ଅଡଶପୁରଠାରୁ ଭୁବନେଶ୍ୱରକୁ ମୋ’ବସ୍‌ ଗଡିବା ଗୁରୁବାରଠାରୁ ଆରମ୍ଭ ହୋଇଛି। ଏଥିପାଇଁ ସ୍ଥାନୀୟ ଅଞ୍ଚଳବାସୀ ଆନନ୍ଦିତ ହୋଇଛନ୍ତି। ହେଲେ ବହୁଦିନର ଦାବି ପୂରଣ ହୋଇଥିବାରୁ ଏହାର ଶ୍ରେୟ ନେବା ପାଇଁ ପ୍ରତିଯୋଗିତା ଆରମ୍ଭ…

ସିଏସ୍‌କେର ଜୋହାନ୍ସବର୍ଗ ଫ୍ରାଞ୍ଚାଇଜ୍‌ର ନାମ ଘୋଷଣା

ଚେନ୍ନାଇ, ୨ା୯ (ପି.ଟି.): ଦକ୍ଷିଣ ଆଫ୍ରିକା ଟି୨୦କ୍ରିକେଟ (ଏସ୍‌ଏ ୨୦) ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ ଲିମିଟେଡ୍‌ (ସିଏସ୍‌କେ-ସିଏଲ୍‌)ର ଜୋହାନ୍ସବର୍ଗଭିତ୍ତିକ ଫ୍ରାଞ୍ଚାଇଜ୍‌ ନାମ ଜୋବର୍ଗ ସୁପର କିଙ୍ଗ୍ସ ରଖାଯାଇଥିବା ଗୁରୁବାର ଘୋଷଣା କରାଯାଇଛି। ଫାଫ୍‌ ଡୁ’ପ୍ଲେସି ଦଳର ଅଧିନାୟକତ୍ୱ କରିବେ। ଷ୍ଟିଫେନ୍‌…

ସାଇବର ଠକଙ୍କ ଟାର୍ଗେଟରେ ଓଡ଼ିଶା ମହିଳା

ଭୁବନେଶ୍ୱର,୨।୯(ବ୍ୟୁରୋ): ଦେଶରେ ମହିଳା ବିରୋଧୀ, ନିର୍ଯାତନା, ବଳାତ୍କାର ଆଦି ଅପରାଧ ମାମଲା ବଢ଼ୁଥିବା ବେଳେ ସାଇବର ଅଶ୍ଳୀଳତା ଓ ମର୍ଫିଂ ମାମଲା ମଧ୍ୟ ଚିନ୍ତାଜନକ ସ୍ଥିତିରେ ରହିଛି। ୨୦୨୧ରେ ଦେଶବ୍ୟାପୀ ସାଇବର ଅଶ୍ଳୀଳତା ଓ ମର୍ଫିଂ ମାମଲା ମୋଟ ୨,୫୯୭ ରୁଜୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri