ଆଜିଠାରୁ ପ୍ଲେଅଫ୍
ପୁଣେ,୨ା୯(ପି.ଟି):ସ୍ବଦେଶୀ ଖେଳ ଖୋ ଖୋକୁ ଏକ ପରିବର୍ତ୍ତିତ ରୂପରେ ପେସ୍ କରାଯାଇଥିବା ବେଳେ ଅନ୍ତିମ ଚରଣରେ ପହଞ୍ଚିଛି ପ୍ରଥମ ସଂସ୍କରଣର ଟୁର୍ନାମେଣ୍ଟ। ଆସନ୍ତା ଶୁକ୍ରବାରଠାରୁ ପ୍ଲେ ଅଫ୍ ଆରମ୍ଭ ହେଉଥିବା ବେଳେ ୨ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି।…
ପ୍ରଯୋଜକଙ୍କୁ ପସନ୍ଦ ନ ଥିଲା ନାଁ
ମୁମ୍ବାଇ: ବଲିଉଡ୍ର ସବୁଠାରୁ ଫିଟ୍ ନାୟକଙ୍କ ଗହଣରେ ଗଣାଯାନ୍ତି ଜନ୍ ଆବ୍ରାହମ୍, ଯେଉଁ ନଁା ପାଇଁ ଜନ୍ ଏବେ ଭାରତରେ ବେଶ୍ ଚର୍ଚ୍ଚିତ, ଦିନ ଥିଲା ସେ ନାଁ କୁ ହିନ୍ଦୀ ଫିଲ୍ମ ଜଗତର ପ୍ରଯୋଜକମାନେ ନାପସନ୍ଦ କରୁଥିଲେ। ଫିଲ୍ମ କ୍ୟାରିୟର୍…
ଓଟିଟିର ଚାହିଦା ବଲିଉଡ୍ ପାଇଁ ଚିନ୍ତା
ମୁମ୍ବାଇ: ଓଟିଟି (ଓଭର ଦ ଟପ୍) ପ୍ଲାଟଫର୍ମର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ହିନ୍ଦୀ ସିନେମା ଜଗତ ପାଇଁ ଚିନ୍ତାର ବିଷୟ ପାଲଟିଛି। ଓଟିଟିର ଲୋକପ୍ରିୟତା ବଢ଼ିବା ଦ୍ୱାରା ଲୋକେ ସିନେମାଘର ଯାଇ ଚଳଚ୍ଚିତ୍ର ଦେଖିବାକୁ ଆଉ ପସନ୍ଦ…
ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ
ଭୁବନେଶ୍ୱର,୨।୯ (ବ୍ୟୁରୋ): ଜଣେ ନାବାଳିକାଙ୍କୁ ବାରମ୍ବାର ବଳାତ୍କାର କରିବା ଅଭିଯୋଗରେ ଇନ୍ଫୋସିଟି ଥାନା ପୋଲିସ ଜଣଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ସେ ହେଲେ ବନଫୁଲ ବସ୍ତିର ସନ୍ତୁ ଓରଫ୍ ସନ୍ତୋଷ ନାୟକ(୨୩)। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ…
ଗଣେଶଙ୍କ ଆଧାରକାର୍ଡ
ରାଞ୍ଚି: ଗଣେଶପୂଜା ଅବସରରେ ଅନେକ ସ୍ଥାନରେ ଗଣେଶଙ୍କର ଭିନ୍ନ ପ୍ରକାର ପ୍ରତିମୂର୍ତ୍ତି ତିଆରି କରାଯାଇଛି। ଝାଡ଼ଖଣ୍ଡର ଜାମଶେଦପୁରର ଏକ ପୂଜା ମଣ୍ଡପରେ ଗଣେଶ ପ୍ରଭୁଙ୍କ ଆଧାରକାର୍ଡ ତିଆରି ହୋଇଛି। ଏହି ଆଧାରକାର୍ଡରେ ଗଣେଶଙ୍କ ବ୍ୟକ୍ତିଗତ ବିବରଣୀ ଦିଆଯାଇଛି। ବାପାଙ୍କ ନାମ ଜାଗାରେ…
୩୦ ହଜାର ଠକେଇ, ନକଲି କମ୍ପାନୀ କର୍ମଚାରୀ ଗିରଫ
ଭୁବନେଶ୍ୱର,୨।୯ (ବ୍ୟୁରୋ): ନିଜକୁ ରାଜ୍ୟର ଅମୁଲ କମ୍ପାନୀର ମୁଖ୍ୟ ବୋଲି ପରିଚୟ ଦେଇଥିଲେ। କମ୍ ଟଙ୍କାରେ ଅମୁଲ ଆଉଟ୍ଲେଟ କାଉଣ୍ଟର ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇ ଜଣେ ବ୍ୟକ୍ତିଙ୍କଠାରୁ ୩୦ ହଜାର ଟଙ୍କା ଠକିଥିବା ଜଣେ ବ୍ୟକ୍ତିଙ୍କୁ ଖଣ୍ଡଗିରି ଥାନା ପୋଲିସ ଗିରଫ…
ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀରେ ବିଜେଡି ଦେବ ସମ୍ବର୍ଦ୍ଧନା
ଭୁବନେଶ୍ବର,୨ା୯(ବ୍ୟୁରୋ): ଆସନ୍ତା ୪ ତାରିଖରେ ନୂଆଦିଲ୍ଲୀଠାରେ କ୍ୟାପିଟାଲ ଫାଉଣ୍ଡେଶନ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯିବ। ସଫଳ ଓ ଉଲ୍ଲେଖନୀୟ ନେତୃତ୍ୱ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବାକୁ ଥିବାରୁ ଶୁଭେଚ୍ଛା…
ପୁରୀରେ ଏଫ୍ଏନ୍ପିର ଏକ୍ସକ୍ଳୁସିଭ ଆଉଟଲେଟ୍
ଭୁବନେଶ୍ୱର,୨।୯:ଦେଶର ପ୍ରମୁଖ ଷ୍ଟାର୍ଟଅପ୍ ୟୁନିଟ୍ ଫର୍ନସ ଏନ୍ ପେଟାଲ୍ସ (ଏଫ୍ଏନ୍ପି) ର ଏକ୍ସକ୍ଳୁସିଭ ଆଉଟଲେଟ୍ ନିକଟରେ ପୁରୀ ସହରରେ ଉଦ୍ଘାଟିତ ହୋଇଯାଇଛି। ୭୫୦ ବର୍ଗଫୁଟ ପରିମିତ ସ୍ଥାନରେ ଗଢି ଉଠିଥିବା ଏହି ଷ୍ଟୋରଟି ପୁରୀ ଗ୍ରାଣ୍ଡ ରୋଡ୍ଠାରେ ଶୁଭାରମ୍ଭ ହୋଇଥିବା ଏଫ୍ଏନ୍ପି…
ଉପକୂଳ ନିୟନ୍ତ୍ରିତ ଅଞ୍ଚଳ ସୁରକ୍ଷାରେ ଅବହେଳା
ପୁରୀ ଅଫିସ,୨।୯: ୮୭ ବର୍ଗ କିଲୋମିଟର ପରିବ୍ୟାପ୍ତ ବାଲୁଖଣ୍ଡ ଅଭୟାରଣ୍ୟ ପୁରୀ ବେଳାଭୂମିକୁ ଲାଗି ରହିଛି। ଏହାକୁ ନେଇ ଗଢ଼ିଉଠିଛି ଉପକୂଳ ନିୟନ୍ତ୍ରିତ ଅଞ୍ଚଳ। ଜୈବ ବିବିଧତାରେ ପରିପୂର୍ଣ୍ଣ ବାଲୁଖଣ୍ଡ ଅଭୟାରଣ୍ୟ ସମେତ ଏହି ଉପକୂଳ ନିୟନ୍ତ୍ରଣ ଅଞ୍ଚଳର ସୁରକ୍ଷା ଲାଗି…
‘ଓଡ଼ିଶାରେ ବୃଦ୍ଧି ପାଉଛି ରପ୍ତାନି କାରବାର’
ଭୁବନେଶ୍ୱର,୨।୯:ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍ବି)ର କର୍ପୋରେଟ୍ ବ୍ୟାଙ୍କିଙ୍ଗ୍ ଶାଖା ଦ୍ୱାରା ନିକଟରେ ଏକ ଦିନିକିଆ ରପ୍ତାନି ଓ ଆମଦାନୀକାରୀଙ୍କ ବୈଠକ ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ଉକ୍ତ ବୈଠକରେ ପିଏନ୍ବିର ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟର ଅଞ୍ଚଳ ମୁଖ୍ୟ ଏ.ଉଦୟ…
ଭାଇଙ୍କୁ ପ୍ରେମିକ ଭାବି ୬ ବର୍ଷ ଧରି ଭଲ ପାଉଥିଲେ ଯୁବତୀ, ଜାଣିବା ପରେ…
କୁହାଯାଏ, ପ୍ରେମ ଅନ୍ଧ। ଏହା ଧନୀ, ଦରିଦ୍ର, ଜାତି, ଧର୍ମ, ବର୍ଣ୍ଣ ଦେଖେ ନାହିଁ। ତଥାପି ପ୍ରେମ ଏବଂ ବିବାହ ପାଇଁ କିଛି ସୀମା ସରହଦ ରହିଛି। ଯାହାକୁ କେହି ଉଲ୍ଲଂଘନ କରିବାକୁ ଚାହିଁବେ ନାହିଁ। ଉଦାହରଣ ସ୍ବରୂପ, ଜଣେ ରକ୍ତ…
ପତଞ୍ଜଳି ଫୁଡ୍ସର ନୂଆ ପାମ୍ ଅଏଲ୍ ମିଲ୍ର ଶିଳାନ୍ୟାସ
ନୂଆଦିଲ୍ଲୀ,୨।୯:ଦେଶର ପ୍ରମୁଖ ଖାଦ୍ୟ ଏଫ୍ଏମ୍ସିଜି ଉଦ୍ୟୋଗ ପତଞ୍ଜଳି ଫୁଡ୍ସ ପକ୍ଷରୁ ଅରୁଣାଚଳ ପ୍ରଦେଶର ଇଷ୍ଟ୍ ସିଆଙ୍ଗ୍ ଜିଲାର ନିଗଲୋକେରେ ଥିବା ଇଣ୍ଡଷ୍ଟ୍ରିଆଲ୍ ଗ୍ରୋଥ୍ ସେଣ୍ଟରଠାରେ କମ୍ପାନୀର ନୂଆ ପାମ୍ ଅଏଲ୍ ମିଲ୍ର ଶିଳାନ୍ୟାସ କରାଯାଇଛି। ଏହି ଅବସରରେ ଅରୁଣାଚଳ ପ୍ରଦେଶର କୃଷିମନ୍ତ୍ରୀ…
Archives


