Home

୮ରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର, ୭ା୧୧(ବ୍ୟୁରୋ):ଏବର୍ଷର ଶେଷ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଆସନ୍ତା ୮ ତାରିଖ ମଙ୍ଗଳବାର ଦିନ ସଙ୍ଗଠିତ ହେବ। ଅପରାହ୍ନ ୨ଟା ୩୮ରୁ ଗ୍ରହଣ ସ୍ପର୍ଶ ଓ ୬ଟା ୧୯ରେ ସର୍ବମୋକ୍ଷ ହେବ। ତେବେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଅପରାହ୍ନ ୩ଟା ୪୭ରେ ଆରମ୍ଭ ହେଉଥିଲେ…

ବାଲିଯାତ୍ରା

ଆରମ୍ଭ ହୋଇସାରିଛି କଟକର ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା। ୨ବର୍ଷ ପରେ ବିନା କରୋନା କଟକଣାରେ ସଭିଁଏ ବାଲିଯାତ୍ରାରେ ମଉଜ ମଜଲିସ୍‌ କରୁଛନ୍ତି। କିଏ ବିଭିନ୍ନ ପ୍ରକାର ଦୋଳି ଖେଳିବାରେ ମସଗୁଲ୍‌ ତ କିଏ ବୁଲି ବୁଲି ସବୁ ଦୋକାନରୁ ନେଉଛନ୍ତି ଭଳିକି…

ଅସାବଧାନତାରୁ ଜୀବନ ହାନି

ଭୁବନେଶ୍ୱର,୭।୧୧ବ୍ୟୁରୋ):ରାଜ୍ୟରେ ଗମନାଗମନ କ୍ଷେତ୍ରରେ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ହେଲେ ସଡ଼କ ଦୁର୍ଘଟଣାରେ ରୋକ ଲଗାଯାଇ ପାରୁନାହିଁ। ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ବହୁ ଲୋକଙ୍କ ଜୀବନ ଯାଉଛି। ଚାଳକଙ୍କ ବେପରୁଆ ମନୋଭାବ, ପ୍ରଶାସନ ପକ୍ଷରୁ ସଚେତନତାର…

ତିରୁପତି ମନ୍ଦିରର ମୋଟ ସମ୍ପତ୍ତିର ମୂଲ୍ୟ ଘୋଷଣା

ଚେନ୍ନାଇ,୬।୧୧: ପ୍ରସିଦ୍ଧ ତିରୁପତି ମନ୍ଦିରର ମୋଟ ସମ୍ପତ୍ତିର ମୂଲ୍ୟ ରବିବାର ଘୋଷଣା କରାଯାଇଛି। ମନ୍ଦିରର ମୋଟ ସମ୍ପତ୍ତିର ମୂଲ୍ୟ ୨.୫ ଲକ୍ଷ କୋଟିରୁ ଅଧିକ (ପ୍ରାୟ ୩୦ ଆମେରିକୀୟ ଡଲାର) ବୋଲି ତିରୁମାଲା ତିରୁପତି ଦେବସ୍ଥାନମ(ଟିଟିଡି) ପକ୍ଷରୁ ସୂଚନା ଦିଆଯାଇଛି। ଅନେକ…

ତାଞ୍ଜାନିଆ ବିମାନ ହ୍ରଦକୁ ଖସିବା ଘଟଣା: ୩ ମୃତ, ୨୬ ଉଦ୍ଧାର

ଡୋଡାନିଆ,୬।୧୧: ତାଞ୍ଜାନିଆର ବିମାନବନ୍ଦରରେ ଅବତରଣ କରିବା ସମୟରେ ହ୍ରଦକୁ ଖସିପଡିଛି ଯାତ୍ରୀବାହୀ ବିମାନ। ବୁକୋବାରେ ଅବତରଣ କରିବାକୁ ଯାଉଥିବା ସମୟରେ ବିମାନଟି ନିୟନ୍ତ୍ରଣ ହରାଇ ବିମାନବନ୍ଦର ନିକଟ ଭିକ୍ଟୋରିଆ ହ୍ରଦରେ ଖସିପଡିଥିଲା। ବିମାନଟି ବୁକୋବା ଭିଆ ମୱାନଜା ଦେଇ ଡାର ଏସ…

୭ ବିଧାନସଭା ଉପନିର୍ବାଚନ: ବାଜିମାରିଲା ଭାଜପା

ନୂଆଦିଲ୍ଲୀ,୬।୧୧: ଦେଶର ୬ ରାଜ୍ୟରେ ୭ଟି ବିଧାନସଭା ଆସନ ପାଇଁ ନଭେମ୍ବର ୩ରେ ହୋଇଥିବା ଅନୁଷ୍ଠିତ ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି ଚମତ୍କାର ପ୍ରଦର୍ଶନ କରିଛି। ରବିବାର ଫଳାଫଳରେ ଭାଜପା ଚାରିଟି ଆସନ ଜିତିଥିବାବେଳେ ଆରଜେଡି, ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା…

ଧାମନଗର ପରାଜୟ ପରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬।୧୧(ବ୍ୟୁରୋ): ଧାମନଗର ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଯ ବିଜୟୀ ହୋଇଛନ୍ତି। ଏହାକୁ ନେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ବିଜୁ ଜନତା ଦଳ(ବିଜେଡି) ଜନାଦେଶକୁ ସମ୍ମାନ ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉପନିର୍ବାଚନ…

ବଦଳିଲା ଗୁଲାମ ନବି ଆଜାଦଙ୍କ ସ୍ବର

ନୂଆଦିଲ୍ଲୀ,୬।୧୧: କଂଗ୍ରେସର ପୂର୍ବତନ ନେତା ଗୁଲାମ ନବୀ ଆଜାଦଙ୍କ ସ୍ବର ବଦଳିଯାଇଛି। ଏଥର ସେ କଂଗ୍ରେସକୁ ଟାର୍ଗେଟ କରିବା ପରିବର୍ତ୍ତେ ସେ ଦଳର ଭଲ ପ୍ରଦର୍ଶନ କାମନା କରଛନ୍ତି। ଆଗାମୀ ହିମାଚଳ ପ୍ରଦେଶ ଏବଂ ଗୁଜରାଟରେ ଦଳ ଭଲ ପ୍ରଦର୍ଶନ କରୁ…

ଏଥର ଗୁଜରାଟରେ ରେକର୍ଡ ଭାଙ୍ଗି ଦେଖାଅ: ମୋଦି

ଅହମ୍ମଦାବାଦ୍‌,୬।୧୧: ଗୁଜରାଟ ବିଧାନସଭା ନିର୍ବାଚନ ୨୦୨୨ ଘୋଷଣା ପରେ ରାଜ୍ୟରେ ରାଜନୀତି ସରଗରମ ହୋଇଛି। ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଆରମ୍ଭ ହୋଇଯାଛି। ଏହି କ୍ରମରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଭାଲସାଦ ଜିଲାରେ ପହଞ୍ଚିଥିଲେ। ଏଠାରେ ଏକ ନିର୍ବାଚନୀ…

ଟି-୨୦ ବିଶ୍ୱକପ୍‌ ସେମିଫାଇନାଲ୍‌ ଲାଇନ-ଅପ୍‌ ଚୂଡାନ୍ତ: ଜାଣନ୍ତୁ କାହାକୁ ଭେଟିବ ଭାରତ

ମେଲବୋର୍ନ,୬।୧୧: ଜିମ୍ବାୱେ ବିପକ୍ଷରେ ଭାରତର ବିଜୟ ସହିତ ଟି-୨୦ ବିଶ୍ୱକପ ୨୦୨୨ର ସେମିଫାଇନାଲ ଲାଇନଅପ ଚୂଡାନ୍ତ ହୋଇଛି। ଭାରତୀୟ ଦଳ ସୁପର-୧୨ରେ ୪ଟି ମ୍ୟାଚ ଜିତି ଗ୍ରୁପ-୨ରେ ପ୍ରଥମ ସ୍ଥାନରେ ରହିଛି। ଏହି ଗ୍ରୁପରେ ପାକିସ୍ତାନ ଦଳ ୩ଟି ବିଜୟ ସହ…

ବାଜି ମାରିଲେ ସୂର୍ଯ୍ୟବଂଶୀ

ଭୁବନେଶ୍ୱର,୬ା୧୧(ବ୍ୟୁରୋ): ଧାମନଗର ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ବିଜୟ ଲାଭ କରିଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେଡିର ଅବନ୍ତୀ ଦାସଙ୍କୁ ୯,୮୦୨ଖଣ୍ଡ ଭୋଟରେ ହରାଇ ବିଜୟ ମୁକୁଟ ପିନ୍ଧିଛନ୍ତି। ମୋଟ୍‌ ୧୯ ରାଉଣ୍ଡ ତଥା ଅନ୍ତିମ ରାଉଣ୍ଡରେ…

ଜିମ୍ବାଓ୍ବେକୁ ୭୧ ରନ୍‌ରେ ପରାସ୍ତ କଲା ଭାରତ

ମେଲବୋର୍ନ,୬।୧୧: ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ସୁପର-୧୨ ରାଉଣ୍ଡର ଶେଷ ଗ୍ରୁପ ମ୍ୟାଚରେ ଭାରତ ୭୧ ରନ୍‌ରେ ଜିମ୍ବାୱେକୁ ପରାସ୍ତ କରିଛି। ଟିମ ଇଣ୍ଡିଆ ସେମିଫାଇନାଲ ପାଇଁ ପୂର୍ବରୁ ଯୋଗ୍ୟତା ଅର୍ଜନ କରିସାରିଛି। ଏହି ବିଜୟ ସହ ଭାରତ ଗ୍ରୁପ୍‌-୨ରେ ପାଞ୍ଚଟି ମ୍ୟାଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?