Home

ଗର୍ଭବତୀ ପୀଡ଼ିତାଙ୍କୁ ଜାଳିଦେଲେ

ଲକ୍ଷ୍ନୌ/ଜୟପୁର,୧୦।୧୦: ଉତ୍ତରପ୍ରଦେଶର ମୈନପୁରୀ ଜିଲାରେ ଜଣେ ଗର୍ଭବତୀ ଝିଅଙ୍କୁ ପୋଡ଼ି ମାରିଦିଆଯାଇଛି। ସେ ୩ ମାସ ପୂର୍ବରୁ ବଳାତ୍କାରର ଶିକାର ହୋଇ ଗର୍ଭବତୀ ହୋଇଥିଲେ। ପୋଲିସ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୀଡ଼ିତାଙ୍କ ମା’ଙ୍କ କହିବା…

ଦିଲ୍ଲୀରେ ୧୫ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, ୟୁପିରେ ବି ସ୍ଥିତି ଅସମ୍ଭାଳ, ୨୩ ରାଜ୍ୟକୁ ଆଲର୍ଟ ଜାରି

ନୂଆଦିଲ୍ଲୀ,୧୦ ।୧୦: ବିଦାୟ ନେଲାଣି ମୌସୁମୀ । ହେଲେ ଅଦିନିଆ ବର୍ଷା ଅଧିକାଂଶ ରାଜ୍ୟର ଜନଜୀବନକୁ ଅସ୍ତବ୍ୟସ୍ତ କରି ସାରିଲାଣି । ଦିଲ୍ଲୀରେ ହୋଇଥିବା ବର୍ଷା ଗତ ୧୫ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି । ଗତ ୨୪ ଘଣ୍ଟାରେ ରବିବାର…

ଏହି ଅଭିନେତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଚର୍ଚ୍ଚାରେ ଭାଇଜାନ

ମୁମ୍ବାଇ: ଟିଭି ଅଭିନେତ୍ରୀ ଶ୍ୱେତା ତିଓ୍ବରୀଙ୍କ ଝିଅ ପଲକ ତିଓ୍ବାରୀଙ୍କୁ ଅକ୍ଟୋବର ୮ରେ ୨୨ ବର୍ଷ ହୋଇଛି। ପଲକଙ୍କ ଜନ୍ମଦିନର ଗୋଟିଏ ଦିନ ପରେ ଅର୍ଥାତ୍‌ ୯ ତାରିଖ ରବିବାର ସଲମାନ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସଲମାନ ଇନ୍‌ଷ୍ଟାଗ୍ରାମରେ ନିଜର…

ଆଖିରୁ ଜଣାପଡ଼ିବ ହୃଦ୍‌ଘାତ ଆଶଙ୍କା

ଲଣ୍ଡନ, ୧୦ା୧୦: ବିଶ୍ୱରେ ହୃଦ୍‌ଘାତଜନିତ ମୃତ୍ୟୁସଂଖ୍ୟା ଉଦ୍‌ବେଗଜନକ ରହିଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଅନୁସାରେ ପ୍ରତିବର୍ଷ ବିଶ୍ୱବ୍ୟାପୀ ପ୍ରାୟ ୧ କୋଟି ୮୦ ଲକ୍ଷ ଲୋକଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟୁଛି। ଭାରତରେ ଯୁବବର୍ଗଙ୍କଠାରେ ଏଭଳି ସ୍ବାସ୍ଥ୍ୟସଙ୍କଟ ଚିନ୍ତାର କାରଣ ପାଲଟିଥିବାବେଳେ…

ଭାରତରେ ୪୬୨ ବିଷାକ୍ତ ଔଷଧ

ନୂଆଦିଲ୍ଲୀ,୧୦ା୧୦: ୨୦୧୯-୨୦ରେ ଭାରତରେ ମୋଟ ୮୧,୩୨୯ ଔଷଧର ନମୁନା ଯାଞ୍ଚ କରାଯାଇଥିଲା। ସେଥିରୁ ୨,୪୯୭ ନମୁନା ଉପଯୁକ୍ତ ମାନର ହୋଇ ନ ଥିବା ଜଣାପଡ଼ିଥିଲା। ୧୯୯ ଔଷଧର ନମୁନାରେ ବିଷାକ୍ତ ପଦାର୍ଥ ଥିବା ସ୍ପଷ୍ଟ ହୋଇଥିଲା। ସେହିପରି ୨୦୨୦-୨୧ରେ ଯାଞ୍ଚ କରାଯାଇଥିବା…

ମଧ୍ୟ ଭେନେଜୁଏଲାରେ ପ୍ରବଳ ବର୍ଷା ସହ ଭୂସ୍ଖଳନ, ୨୨ ମୃତ ୫୦ରୁ ଊର୍ଦ୍ଧ୍ୱ; ନିଖୋଜ

କାରାକାସ,୧୦ ।୧୦: ଦକ୍ଷିଣ ଆମେରିକା ଦେଶ ଭେନେଜୁଏଲାରେ ବର୍ଷା ଯୋଗୁ ଭୟଙ୍କର ପରିସ୍ଥିତି ଉପୁଜିଛି । କିଛିଦିନ ହେବ ସେଠାରେ ବର୍ଷା ଲାଗି ରହିଛି । ଇତିମଧ୍ୟରେ ମଧ୍ୟ ଭେନେଜୁଏଲାରେ ପ୍ରବଳ ବର୍ଷା ହୋଗୁ ଭୂସ୍ଖଳନ ହୋଇଛି । ବନ୍ୟା ବି…

ଶେୟସ୍‌ ଆୟରଙ୍କ ଶତକ: ୭ ଉଇକେଟ୍‌ରେ ଜିତିଲା ଭାରତ

ରାଞ୍ଚି,୯।୧୦: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୭ ଉଇକେଟ୍‌ରେ ପରାସ୍ତ କରିଛି ଭାରତ। ୨୭୯ ରନ୍‌ର ଟାର୍ଗେଟ୍‌କୁ ପିଛା କରି ଭାରତ ୪୫.୫ ଓଭରରେ ମାତ୍ର ୩…

ସ୍ପେସ୍‌ଓ୍ବାକ୍‌ କରିବେ ଟମ୍‌ କ୍ରୁଶ୍‌

ହଲିଉଡ୍‌ ଷ୍ଟାର ଟମ୍‌ କ୍ରୁଶ୍‌(୬୦) ଏବେ ତାଙ୍କ ପ୍ରଶଂସକଙ୍କୁ ଆହୁରି ଆଶ୍ଚର୍ଯ୍ୟ କରିବାକୁ ଯାଉଛନ୍ତି। ନିଜ ଆକ୍ସନ ପାଇଁ ପ୍ରସିଦ୍ଧ ଏହି ଅଭନେତା ନିଜ ଆଗାମୀ ଫିଲ୍ମ ପାଇଁ ଅର୍ନ୍ତଜାତୀୟ ସ୍ପେସ୍‌ ଷ୍ଟେଶନ ଯିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି। ସେଠାରେ…

ବିପକ୍ଷରେ ବସିବାକୁ ଭାଜପା ପ୍ରସ୍ତୁତ ହେବା ଉଚିତ: ଶଶି ଥରୁର

ନୂଆଦିଲ୍ଲୀ,୯।୧୦: କଂଗ୍ରେସ ଅଧ୍ୟକ୍ଷ ପ୍ରାର୍ଥୀ ଶଶି ଥରୁର ରବିବାର ଭାରତୀୟ ଜନତା ପାର୍ଟିକୁ କଡ଼ା ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଭାଜପା ବିରୋଧୀ ଦଳର ବସିବାକୁ ପ୍ରସ୍ତୁତ ହେବା ଉଚିତ, କାରଣ ୨୦୨୪ ପରେ ସେମାନଙ୍କୁ ସେଠାରେ ବସିବାକୁ ପଡ଼ିବ। ଏଥିପାଇଁ…

ଇସ୍ତଫା ଦିଅନ୍ତୁ ନୀତୀଶ: ସୁଶୀଲ ମୋଦି

ପାଟନା,୯।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ଥକଭାବେ ଜଣାଶୁଣା ଅତ୍ୟନ୍ତ ପଛୁଆ ବର୍ଗ (ଇବିସି)ଙ୍କ ପ୍ରତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅଣଦେଖା କରୁଥିବା ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ଅଭିଯୋଗ କରିଛନ୍ତି। ପୌର ନିର୍ବାଚନରେ…

ଆରଜେଡି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ହଙ୍ଗାମା

ନୂଆଦିଲ୍ଲୀ,୯।୧୦: ଦିଲ୍ଲୀରେ ଆରଜେଡିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ହଙ୍ଗାମା ସୃଷ୍ଟି ହୋଇଛି। ରବିବାର ଆରଜେଡି ନେତା ତଥା ବିହାର ମନ୍ତ୍ରୀ ତେଜ ପ୍ରତାପ ଯାଦବ ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରୁ ରାଗି ପଳାଯାଇଛନ୍ତି। ଦଳର ବରିଷ୍ଠ ନେତା ଶ୍ୟାମ ରାଜକ ତାଙ୍କ…

ବିବାହର ୪ ମାସ ପରେ ଯମଜ ସନ୍ତାନର ମା’ ହେଲେ ନୟନତାରା

ସାଉଥ ସୁପରଷ୍ଟାର ନୟନତାରା ଏବଂ ବିଗ୍ନେଶ ଶିବନ ବିବାହର ମାତ୍ର ୪ ମାସ ପରେ ଯମଜ ସନ୍ତାନର ମାତା-ପିତା ହୋଇଛନ୍ତି। ଏହି ଦମ୍ପତି ସରୋଗେସି ମାଧ୍ୟମରେ ସେମାନଙ୍କର ଯମଜ ଶିଶୁଙ୍କୁ ଏହି ଦୁନିଆକୁ ସ୍ବାଗତ କରିଛନ୍ତି। ଉଭୟ ସୋସିଆଲ ମିଡିଆ ମାଧ୍ୟମରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri