ଭାଜପାରୁ ଦରମା ନେଇ ଏଏପି ପାଇଁ କାମ କରିବାକୁ କର୍ମୀଙ୍କୁ କହିଲେ କେଜରିଓ୍ବାଲ…
ଅହମଦାବାଦ, ୩।୯ : ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶାସକ ଦଳରେ ରହିଥିବାବେଳେ ଗୁଜରାଟର ଭାରତୀୟ ଜନତା ପାର୍ଟି କର୍ମୀଙ୍କୁ ନିବେଦନ କରିଛନ୍ତି। ଗୁଜରାଟ ଗସ୍ତର ଶେଷ ଦିନ ଶନିବାର ରାଜକୋଟରେ ଏକ…
ପାରସ୍ଙ୍କ ପରେ ଶୋ’ ଛାଡ଼ିଲେ ଆଲ୍ମା
ବମ୍ବେ: ଲୋକପ୍ରିୟ ଟେଲି ଧାରାବାହିକ ‘ଅନୁପମା’କୁ ଅଲ୍ବିଦା କହିଲେ ଆଉ ଜଣେ ଅଭିନେତ୍ରୀ। ସେ ହେଲେ ଆଲ୍ମା ହୁସେନ। ଶୋ’ରେ ସେ ପାରସ କଲନାଓ୍ବତଙ୍କ ପ୍ରେମିକା ସାରା କପାଡ଼ିଆଙ୍କ ଭୂମିକାରେ ନଜର ଆସୁଥିଲେ। ହେଲେ ଏବେ ଦର୍ଶକେ ତାଙ୍କୁ ଦେଖିବାକୁ ପାଇବେ…
ସୁସ୍ଥ ହେଲେ ଆଉ ୨୧୪ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୩ା୯(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୨୧୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୩,୭୪,୪୯୨ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
ଟସ୍ ଜିତିଲା ଶ୍ରୀଲଙ୍କା, ବୋଲିଂ ନିଷ୍ପତ୍ତି…
ସାରଜା, ୩।୯ : ଟି-୨୦ ବିଶ୍ୱକପ୍ର ସୁପର ୪ ମ୍ୟାଚ୍ରେ ବି-୧ ଏବଂ ବି-୨ ମଧ୍ୟରେ ଶନିବାର ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଉଥିବା ମ୍ୟାଚ୍ରେ ଶ୍ରୀଲଙ୍କା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ସାରଜାର କ୍ରିକେଟ ୍ଯଯାଡ଼ିୟମ୍ରେ ଏହି…
ବ୍ରାଏନ୍ ଲାରାଙ୍କୁ ବଡ଼ ଦାୟିତ୍ୱ: ଆଇପିଏଲ୍ର ଏହି ଟିମ୍ର ହେଲେ ମୁଖ୍ୟ କୋଚ୍
ନୂଆଦିଲ୍ଲୀ,୩।୯: ଓ୍ବେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରାଙ୍କୁ ନୂଆ ଦାୟିତ୍ୱ। ଆଗାମୀ ଆଇପିଏଲ୍ ସିଜନ ଲାଗି ସନରାଇଜର୍ସ ହାଇଦ୍ରାବାଦର ମୁଖ୍ୟ ପ୍ରଶିକ୍ଷକ ଭାବେ ତାଙ୍କୁ ନିଯୁକ୍ତ କରାଯାଇଛି। ଏଥିସହ ଗତ ସିଜନରେ ଦଳର ମୁଖ୍ୟ କୋଚ୍ ଥିବା ଟମ୍ ମୁଡିଙ୍କ ସହ…
ମେଡିକାଲ ଛାତରୁ ଖସିଲା ପ୍ଲାଷ୍ଟର, ଅଳ୍ପକେ ବର୍ତ୍ତିଗଲେ…
ଆନନ୍ଦପୁର,୩ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟର ଶିଶୁ ଓ ମାତୃ ସ୍ବାସ୍ଥ୍ୟକେନ୍ଦ୍ରର ଶନିବାର ମଧ୍ୟାହ୍ନରେ ୩ ମହଲା ଛାତରୁ ପ୍ଲାଷ୍ଟର ଖସିିଛି। ଏହି ବିଲ୍ଡିଂର ୩ ମହଲାରେ ପ୍ରସୂତି ବିଭାଗର ବାରଣ୍ଡାରେ ରୋଗୀଙ୍କ ସମ୍ପର୍କୀୟମାନେ ମଧ୍ୟାହ୍ନରେ ଖାଇବା ସମୟରେ…
କମୁଛି ହାତୀ ସଂଖ୍ୟା: ଆଜି ଆଉ ଗୋଟିଏ ଆଖି ବୁଜିଲା, ୩ ମାସରେ ମଲେଣି ୩ ଦନ୍ତା
ଭଞ୍ଜନଗର,୩ା୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ରେଞ୍ଜ ଗୟଗଣ୍ଡା ନିକଟସ୍ଥ ରାମ୍ପ ଜଙ୍ଗଲରେ ଶନିବାର ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ହାତୀଟି ବିଗତ କିଛିଦିନ ହେବ ଅସୁସ୍ଥ ହୋଇ ଜଙ୍ଗଲରେ ଏଣେତେଣେ ଘୂରି ବୁଲୁଥିଲା। ତାକୁ ବନ…
ପାଞ୍ଚ ବର୍ଷ ପରେ ଫେରୁଛି ‘ଝଲକ୍ ଦିଖ୍ଲା ଜା-୧୦’; ଏସବୁ ସେଲିବ୍ରିଟିଙ୍କ ମଧ୍ୟରେ ହେବ ଟକ୍କର
ବମ୍ବେ: ପାଞ୍ଚ ବର୍ଷର ଅପେକ୍ଷା ପରେ ଟେଲି ପରଦାକୁ ଫେରୁଛି ଲୋକପ୍ରିୟ ଡ୍ୟାନ୍ସ ରିଆଲିଟି ଶୋ’ ‘ଝଲକ୍ ଦିଖ୍ଲା ଜା-୧୦’। ଏଥିରେ ଅନେକ ବଡ଼ କଳାକାର ଭାଗ ନେଉଛନ୍ତି। ଶୋ’ର ବିଚାରପତି ଭାବେ ନଜର ଆସିବେ ମାଧୁରୀ ଦିକ୍ଷୀତ, କରନ୍ ଜୋହର…
ଭାରତର ସବୁଠାରୁ ବଡ଼ ୟୁ-ଟର୍ନ ନେତା ହେଉଛନ୍ତି କେଜରିଓ୍ବାଲ …
ଅହମଦାବାଦ, ୩।୯ : ଭାରତୀୟ ଜନତା ପାର୍ଟିର ଏମ୍ପି ତଥା ଭାଜପାର ଯୁବ ସଂଗଠନ ଭାରତୀୟ ଜନତା ମୋର୍ଚ୍ଚା (ବିଜଓ୍ବୋଇଏମ୍) ଜାତୀୟ ଅଧ୍ୟକ୍ଷ ତେଜସ୍ବୀ ସୂର୍ଯ୍ୟା ଶନିବାର ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ଦେଶର ସବୁଠାରୁ ବଡ ୟୁ-ଟର୍ନ…
୩ ଓଭର ବୋଲିଂରେ ଅଷ୍ଟ୍ରେଲିଆର ଅଧା ଟିମ୍କୁ କରିଦେଲେ ଆଉଟ୍; ଚର୍ଚ୍ଚାରେ ୨୮ ବର୍ଷୀୟ ସ୍ପିନର୍
ନୂଆଦିଲ୍ଲୀ,୩।୯: ୩ ଓଭର ବୋଲିଂ, ନେଲେ ୫ ଗୁରୁତ୍ୱପୂର୍ଣ୍ଣ ଉଇକେଟ। ଫଳରେ ଦୁନିଆର ଅନ୍ୟତମ ଶ୍ରେଷ୍ଠ ଟିମ୍ ଅଷ୍ଟ୍ରେଲିଆଠାରୁ ମ୍ୟାଚ୍ ଛଡ଼ାଇ ଆଣିଲେ। କିଛି ଏଭଳି ଦୃଶ୍ୟ ବିଶ୍ୱ କ୍ରିକେଟରେ ଦେଖିବାକୁ ମିଳିଛି। ଶନିବାର ଖେଳାଯାଇଥିବା ଅଷ୍ଟ୍ରେଲିଆ-ଜିମ୍ବାଓ୍ବେ ବିପକ୍ଷ ଦିନିକିଆ ସିରିଜର…
ପୁନଃ ପ୍ରସାରଣ ହେଲା ଏହି ନ୍ୟୁଜ୍ ଚାନେଲ
ଇସଲାମାବାଦ,୩ା୯: ଇସଲାମାବାଦ ହାଇକୋର୍ଟ (IHC) ପାକିସ୍ତାନୀ ନ୍ୟୁଜ୍ ଚାନେଲ ଏଆର୍ଓ୍ବାଇର ପ୍ରସାରଣକୁ ତୁରନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ଅନେକ ସହରରେ ଏହି ଚ୍ୟାନେଲ ପୁନଃ ସ୍ଥାପିତ ହୋଇଛି। ପାକିସ୍ତାନ ଇଲେକ୍ଟ୍ରୋନିକ ମିଡିଆ ନିୟାମକ ପ୍ରାଧିକରଣ (PEMRA) ଏହି…
ଦଶହରା ରାଲିରେ ପାଓ୍ବାରଙ୍କ ଏଣ୍ଟ୍ରି…
ମୁମ୍ବାଇ, ୩।୯ : ଦଶହରା ରାଲି ପାଇଁ ଉଦ୍ଧବ ଠାକ୍ରେ ଏବଂ ଏକନାଥ ଶିନ୍ଦେଙ୍କ ସମର୍ଥକ ଶିବାଜୀ ପାର୍କ ଲାଗି ଆବେଦନ କରିଛନ୍ତି। ଏଭଳି ପରିସ୍ଥିତିରେ ଉଭୟ ଦଳ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଏବେ ଏନସିପି…
Archives


