ପ୍ରଧାନମନ୍ତ୍ରୀ ପଦ ଦୌଡ଼ରେ ଆଗରେ ଥିଲେ ବି ଶେଷରେ ହୋଇଥିଲେ ନିରାଶ…
ନୂଆଦିଲ୍ଲୀ,୧୦।୧୦ : ମୁଲାୟମ ସିଂ ଯାଦବଙ୍କ ରାଜନୈତିକ ଜୀବନ ବହୁ ସଂଘର୍ଷ ଦେଇଗତି କରିଥିଲା। ୧୯୯୬ ରେ, ମୁଲାୟମ ସିଂ ଯାଦବ ମେନପୁରୀ ଆସନରୁ ଏକାଦଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେହି ସମୟରେ କେନ୍ଦ୍ରରେ ୟୁନାଇଟେଡ ଫ୍ରଣ୍ଟ ସରକାର ଗଠନ ହୋଇଥିଲା।…
ଟି-୨୦ ବିଶ୍ୱକପ୍ ପୂର୍ବରୁ ବଡ଼ ଭବିଷ୍ୟବାଣୀ: ଫାଇନାଲରେ ପହଞ୍ଚିପାରିବନି ଭାରତ
ନୂଆଦିଲ୍ଲୀ,୧୦।୧୦: ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍ ଗେଲ୍ ଟି-୨୦ ବିଶ୍ୱକପ୍ ପୂର୍ବରୁ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଭାରତ ବିଶ୍ୱକପ ଜିତିବା ସମ୍ଭାବନା ସହ ଜଡିତ ଏକ ପ୍ରଶ୍ନର ଉତ୍ତରରେ କ୍ରିସ୍ ଗେଲ୍ କହିଛନ୍ତି, ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍ରେ…
୨୫ ବର୍ଷରେ ୬ ଥର ଦଳ ବଦଳ ପରେ ନିଜର ପାର୍ଟି ଗଠନ କରିଥିଲେ ମୁଲାୟମ…
ନୂଆଦିଲ୍ଲୀ,୧୦।୧୦ : ମୁଲାୟମ ସିଂ ଯାଦବ ନିଜ ରାଜନୈତିକ ଜୀବନରେ ୨୫ ବର୍ଷରେ ୬ ଥର ଦଳ ବଦଳ କରିବପରେ ନିଜର ପାର୍ଟି ଗଠନ କରିଥିଲେ। ୧୯୬୭ ମସିହାରେ ସଂୟୁକ୍ତ ସୋସାଲିଷ୍ଟ ପାର୍ଟିର ଟିକେଟରେ ମୁଲାୟମ ସିଂ ଯାଦବ ପ୍ରଥମ ଥର…
କେବଳ ଅମିତାଭ ନୁହେଁ, ଏସବୁ ଅଭିନେତା ସହ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିଲେ ରେଖା
ବିଗତ ଦିନର ସୁପରହିଟ୍ ଅଭିନେତ୍ରୀଙ୍କ ମଧ୍ୟରେ ରେଖା ଅନ୍ୟତମ। ୬୮ ବର୍ଷ ବୟସରେ ମଧ୍ୟ ସେ ଆଜି ବି ଚମକୁଛନ୍ତି। ଏଥିପାଇଁ ତାଙ୍କୁ ଏଭରଗ୍ରୀନ୍ ବିୟୁଟି କୁହାଯାଏ। ରେଖା ତାଙ୍କ ଜୀବନରେ ଅନେକ ଉତ୍ଥାନ ପତନ ଦେଇ ଗତି କରିଛନ୍ତି। ରେଖାଙ୍କ…
ଗର୍ଭଯନ୍ତ୍ରଣାରେ ୨ କି.ମି. ଚାଲିଲେ
କାମାକ୍ଷାନଗର,୧୦।୧୦(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ପ୍ରଶାସନର ସମସ୍ତ ଉଦ୍ୟମ ସତ୍ତ୍ୱେ ଆଦିବାସୀ ଅଧ୍ୟୁଷିତ କଙ୍କଡ଼ାହାଡ଼ ବ୍ଲକର କାନ୍ତୋଲ ପଞ୍ଚାୟତର ଉପାନ୍ତ ଏକୁଲରେ ବଦଳୁନାହିଁ ଜନନୀ ଯନ୍ତ୍ରଣାର ଚିତ୍ର। ସ୍ବାଧୀନତାର ଦୀର୍ଘବର୍ଷ ପରେ ବି ସମ୍ପୃକ୍ତ ଗଁାକୁ ସବୁଦିନିଆ ସଡ଼କ ନିର୍ମାଣ ହୋଇପାରିନାହିଁ। ଫଳରେ…
ପହିଲମାନ୍ ହେବାକୁ ଆସି ରାଜନେତା ପାଲଟିଥିଲେ ମୁଲାୟମ…
ନୂଆଦିଲ୍ଲୀ,୧୦।୧୦ : ଦେଶର ବଡ ରାଜନୈତିକ ପରିବାର ଆରମ୍ଭ କରିଥିବା ମୁଲାୟମ ସିଂ ଯାଦବ ୨୨ ନଭେମ୍ବର ୧୯୩୯ ରେ ଏଟାୱା ଜିଲାର ସୈଫାଇ ଗାଁରେ ଜନ୍ମଗ୍ରହଣ କରିଥିଲେ। ଶିକ୍ଷା ଏଟାୱା, ଫତେହାବାଦ ଏବଂ ଆଗ୍ରାଠାରେ ହୋଇଥିଲା। ଅଧ୍ୟୟନ ସମାପ୍ତ କରିବା…
୫-ଜି ଠକେଇ ପ୍ରତି ସାବଧାନ ! ସତର୍କ ସୂଚନା ଜାରି…
ନୂଆଦିଲ୍ଲୀ,୧୦।୧୦ : ଦେଶର ବିଭିନ୍ନ ସହରରେ ୫ ସେବା ଆରମ୍ଭ ହୋଇଛି। ୮ ଟି ସହରରେ ଏୟାରଟେଲ (ଭାରତୀ ଏୟାରଟେଲ) ଏବଂ ଜିଓ (ରିଲାଏନ୍ସ ଜିଓ) ୫ ନେଟୱାର୍କ ଉପଲବ୍ଧ କରାଯାଇଛି। ଏହି ରୋଲ ଆଉଟ ସହିତ ୫ ଜି ନାମରେ…
ଡଙ୍ଗା ଓଲଟି ୭୬ ଜଣଙ୍କ ମୃତ୍ୟୁ…
ଆବୁଜା,୧୦।୧୦ : ନାଇଜେରିଆର ଆନମ୍ବ୍ରା ସହରରେ ଏକ ଡଙ୍ଗା ବୁଡ଼ି ଘଟଣାରେ ୭୬ ଜଣଙ୍କର ମୃତ୍ୟୁ ଘଟିଛି। କୁହାଯାଉଛି ଯେ ଡଙ୍ଗାରେ ସମୁଦାୟ ୮୫ ଜଣ ଥିଲେ। ବନ୍ୟା ଜଳ ସ୍ରୋତ ନିୟନ୍ତ୍ରଣ ହରାଇ ଡଙ୍ଗାଟି ଓଲଟି ପଡ଼ିଥିଲା। ନାଇଜେରିଆ ରାଷ୍ଟ୍ରପତି…
ବିବାହିତା ମହିଳାଙ୍କ ପ୍ରେମରେ ପଡିଥିଲେ ରାଜାମୌଲି
‘ଆର୍ଆର୍ଆର୍’ ଏବଂ ‘ବାହୁବଲୀ’ ଭଳି ସୁପରହିଟ୍ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ଏସ୍. ରାଜାମୌଲିଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ତେଲୁଗୁ ଜଗତର ଜଣାଶୁଣା ନିର୍ଦ୍ଦେଶକ ରାଜମୌଲି ଆଜି ସମଗ୍ର ଭାରତୀୟ ସିନେମାରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ଆଜି ଯଦିଓ ସେ ସବୁଠାରୁ…
ମୁଲାୟମଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ…
ନୂଆଦିଲ୍ଲୀ,୧୦।୧୦ : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ସୋମବାର ପରଲୋକ ଘଟିଛି। ଅଖିଳେଶ ଯାଦବ ଏକ ଟୁଇଟ ମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
୭ ହାଇୱେ ଲୁଟେରା ଗିରଫ
ଖୋର୍ଦ୍ଧା ଅଫିସ,୧୦ା୧୦: ଦୀର୍ଘଦିନ ଧରି ପୋଲିସ ଆଖିରେ ଧୂଳି ଦେଇ ୧୬ନମ୍ବର ଜାତୀୟ ରାଜପଥରେ ଲୁଟପାଟ ଓ ଡକାୟତି କରୁଥିବା ଏକ ହାଇୱେ ଲୁଟେରା ଗ୍ୟାଙ୍ଗ ଖୋର୍ଦ୍ଧା ପୋଲିସ ହାତରେ ଧରାପଡ଼ିଛି। ଶନିବାର ବିଳମ୍ବିତ ରାତିରେ ତୋଟାପଡ଼ା ଖୋର୍ଦ୍ଧା ଟାଉନ ଷ୍ଟେଶନ…
ଫାଇଲ ଖୋଲିବାକୁ ଅଧିକାରୀ ଅନିଚ୍ଛୁକ
ଖୋର୍ଦ୍ଧା ଅଫିସ,୧୦ା୧୦: ଖୋର୍ଦ୍ଧା ଆଦର୍ଶ (ଟାଉନ) ଥାନା ଅଧୀନ ଗୁରୁଜଙ୍ଗରେ ୨୦୨୧ ଅକ୍ଟୋବର ୯ ତାରିଖ ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଶ୍ୱଶୁର ଘରେ ସ୍ତ୍ରୀଙ୍କ ତଣ୍ଟି କାଟି ହତ୍ୟା କରିବା ପରେ ସ୍ବାମୀ ଫେରାର ହୋଇଯାଇଥିଲେ। ଏହି…
Archives


